output
stringlengths
1
10.9k
input
stringclasses
1 value
instruction
stringlengths
34
702
category
stringlengths
3
20
ସୁ୍ମର୍ଣ୍ଣା ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
translate sentence into Odia : And unto the angel of the church in Smyrna write; These things saith the first and the last, which was dead, and is alive;
revelation
ମୁଁ ତୁମ୍ଭର କଷ୍ଟ ଜାଣେ। ମୁଁ ଜାଣେ, ତୁମ୍ଭେ ଗରୀବ। କିନ୍ତୁ ପ୍ରକୃତ ରେ ତୁମ୍ଭେ ଧନୀ। ତୁମ୍ଭ ବିରୁଦ୍ଧ ରେ ଅପବାଦ ମୁଁ ଶୁଣିଛି। ସହେି ମନ୍ଦକଥା କହିବା ଲୋକମାନେ ଯିହୂଦୀ ଅଟନ୍ତି। କିନ୍ତୁ ସମାନେେ ପ୍ରକୃତ ଯିହୂଦୀ ନୁହଁନ୍ତି। ସମାନେେ ଶୟତାନର ଦଳର ଲୋକ।
translate sentence into Odia : I know thy works, and tribulation, and poverty, (but thou art rich) and I know the blasphemy of them which say they are Jews, and are not, but are the synagogue of Satan.
revelation
ତୁମ୍ଭ ପାଇଁ ଯେଉଁସବୁ ଦୁଃଖ ଆସୁଛି, ସେଥିପାଇଁ ଭୟ କର ନାହିଁ। ମୁଁ ଜାଣେ, ତୁମ୍ଭମାନଙ୍କ ଭିତରୁ କେତେ ଜଣଙ୍କୁ ଶୟତାନ କାରାଗାର ରେ ରଖିବ। ସେ ତୁମ୍ଭମାନଙ୍କୁ ପରୀକ୍ଷା କରିବା ପାଇଁ ଏପରି କରିବ। ତୁମ୍ଭମାନେେ ଦଶଦିନ ପର୍ୟ୍ଯନ୍ତ ଦୁଃଖକଷ୍ଟ ସହିବ। କିନ୍ତୁ ବିଶ୍ବସ୍ତ ରୁହ, କାରଣ ତୁମ୍ଭକୁ ହୁଏତ ମୃତ୍ଯୁବରଣ କରିବାକୁ ପଡ଼ିପା ରେ। ତୁମ୍ଭେ ଯଦି ବିଶ୍ବସ୍ତ ରହିବ, ତବେେ ମୁଁ ତୁମ୍ଭକୁ ଜୀବନରୂପକ ମୁକୁଟ ଦବେି।
translate sentence into Odia : Fear none of those things which thou shalt suffer: behold, the devil shall cast some of you into prison, that ye may be tried; and ye shall have tribulation ten days: be thou faithful unto death, and I will give thee a crown of life.
revelation
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥା ସବୁ ସେ ଶୁଣିବା ଉଚିତ୍। ଯେ ବିଜଯୀ ହୁଏ, ସେ ଦ୍ବିତୀୟ ମୃତ୍ଯୁ ଦ୍ବାରା ଆଦୌ କ୍ଷତିଗ୍ରସ୍ତ ହବେନାହିଁ।
translate sentence into Odia : He that hath an ear, let him hear what the Spirit saith unto the churches; He that overcometh shall not be hurt of the second death.
revelation
ପର୍ଗମ ମଣ୍ଡଳୀକୁ ଦୂତଙ୍କୁ ଏହା ଲେଖ : revelation I know thy works, and where thou dwellest, even where Satan's seat is: and thou holdest fast my name, and hast not denied my faith, even in those days wherein Antipas was my faithful martyr, who was slain among you, where Satan dwelleth. ମୁଁ ଜାଣେ ଯେ, ଶୟତାନର ସିଂହାସନ ଯେଉଁଠା ରେ ରହିଛି, ସହେି ନଗର ରେ ତୁମ୍ଭେ ବାସ କରୁଛ। ତଥାପି ତୁମ୍ଭେ ମାେ ପ୍ରତି ନିଷ୍ଠାବାନ ହାଇେଅଛ ଏପରିକି, ଶୟତାନ ବାସ କରୁଥିବା ସହେି ନଗର ରେ ମାରେ ବିଶ୍ବସ୍ତ ସାକ୍ଷୀ ଆନ୍ତିପାଙ୍କୁ ହତ୍ଯା କରାୟିବା ସମୟରେ ମଧ୍ଯ ତୁମ୍ଭେ ମାେ'ଠା ରେ ବିଶ୍ବାସ କରୁଅଛ ବୋଲି ଅସ୍ବୀକାର କରି ନ ଥିଲା। revelation But I have a few things against thee, because thou hast there them that hold the doctrine of Balaam, who taught Balac to cast a stumblingblock before the children of Israel, to eat things sacrificed unto idols, and to commit fornication. ତଥାପି ମାରେ ତୁମ୍ଭ ବିରୁଦ୍ଧ ରେ କିଛି କହିବାକୁ ଅଛି : ତୁମ୍ଭ ଦଳ ଭିତରୁ କେତକେ ଲୋକ ବିଲିଯାମର ଶିକ୍ଷା ଅନୁସରଣ କରୁଛନ୍ତି। ଏହି ବିଲିଯାମ ବାଲାକ ପ୍ରତିମାକୁ ଅର୍ପିତ ହାଇେଥିବା ଖାଦ୍ୟ ଖାଇବା ପାଇଁ ଓ ୟୌନଗତ ପାପ କରି ଇଶ୍ରାୟେଲର ଲୋକମାନଙ୍କୁ ପାପ କରିବା ପାଇଁ ଶିଖାଇଥିଲା।
translate sentence into Odia : And to the angel of the church in Pergamos write; These things saith he which hath the sharp sword with two edges;
revelation
ସହେିପରି ତୁମ୍ଭ ଦଳର କେତକେ ଲୋକମାନେ ନୀକଲାୟତୀୟମାନଙ୍କର ଶିକ୍ଷା ଅନୁସରଣ କରୁଛନ୍ତି।
translate sentence into Odia : So hast thou also them that hold the doctrine of the Nicolaitanes, which thing I hate.
revelation
ତେଣୁ ତୁମ୍ଭେ ମନ ପରିବର୍ତ୍ତନ କର। ଯଦି ତୁମ୍ଭେ ମନ ପରିବର୍ତ୍ତନ କରିବ ନାହିଁ, ତବେେ ମୁଁ ତୁମ୍ଭ ପାଖକୁ ଶୀଘ୍ର ଆସିବି ଓ ମାରେ ମୁଖରୁ ବାହାରୁଥିବା ଖଡ୍ଗ ରେ ସହେି ଲୋକମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବି।
translate sentence into Odia : Repent; or else I will come unto thee quickly, and will fight against them with the sword of my mouth.
revelation
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍। revelation And unto the angel of the church in Thyatira write; These things saith the Son of God, who hath his eyes like unto a flame of fire, and his feet are like fine brass; ଥୁୟତୀରା ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
translate sentence into Odia : He that hath an ear, let him hear what the Spirit saith unto the churches; To him that overcometh will I give to eat of the hidden manna, and will give him a white stone, and in the stone a new name written, which no man knoweth saving he that receiveth it.
revelation
ମୁଁ ତୁମ୍ଭ କାର୍ୟ୍ଯ ବିଷୟ ରେ ଜାଣେ, ମୁଁ ତୁମ୍ଭର ପ୍ ରମେ, ବିଶ୍ବାସ, ସବୋ, ଓ ର୍ଧୈୟ୍ଯ ବିଷୟ ରେ ମଧ୍ଯ ଜାଣେ। ମୁଁ ଜାଣେ, ତୁମ୍ଭେ ଆରମ୍ଭ ରେ କରିଥିବା କାର୍ୟ୍ଯ ଅପେକ୍ଷା ଅଧିକ କାର୍ୟ୍ଯ କରୁଛ।
translate sentence into Odia : I know thy works, and charity, and service, and faith, and thy patience, and thy works; and the last to be more than the first.
revelation
କିନ୍ତୁ ମାରେତୁମ୍ଭ ବିରୁଦ୍ଧ ରେ ଏହି କଥା ଅଛି : ତୁମ୍ଭେ ସହେି ୟିଜବଲେ ନାମଧାରିଣୀ ମହିଳାକୁ ତା'ର ଇଚ୍ଛାନୁସା ରେ କାର୍ୟ୍ଯ କରିବାକୁ ଦେଉଛ। ସେ ନିଜକୁ ଭବିଷ୍ଯଦ୍ ବକ୍ତ୍ରୀ ବୋଲି କ ହେ। ସେ ତା'ର ଶିକ୍ଷା ଦ୍ବାରା ମାରେ ଲୋକମାନଙ୍କୁ ଭୁଲାଉଅଛି। ସେ ମାରେ ଦାସମାନଙ୍କୁ ବ୍ଯଭିଚାର ପାପ କରିବାକୁ ଓ ପ୍ରତିମାକୁ ଦିଆଯାଉଥିବା ଖାଦ୍ୟ ଖାଇବାକୁ ଶିକ୍ଷା ଦେଉଛି।
translate sentence into Odia : Notwithstanding I have a few things against thee, because thou sufferest that woman Jezebel, which calleth herself a prophetess, to teach and to seduce my servants to commit fornication, and to eat things sacrificed unto idols.
revelation
ମୁଁ ତାହାକୁ ହୃଦୟ ପରିବର୍ତ୍ତନ କରିବାକୁ ଓ ପାପପଥରୁ ଦୂ ରଇେ ୟିବା ପାଇଁ ସମୟ ଦେଲେ ହେଁ ସେ ନିଜକୁ ପରିବର୍ତ୍ତନ କରିବାକୁ ଇଚ୍ଛା କରୁ ନାହିଁ।
translate sentence into Odia : And I gave her space to repent of her fornication; and she repented not.
revelation
ତେଣୁ ମୁଁ ତାକୁ ୟନ୍ତ୍ରଣାପୂର୍ଣ୍ଣ ଶୟ୍ଯା ରେ ପକାଇ ଦବେି। ତା'ସହିତ ଯେଉଁମାନେ ବ୍ଯଭିଚାର ପାପକର୍ମ କରିବେ, ସମାନେେ ମଧ୍ଯ କଷ୍ଟ ଭୋଗିବେ। ସମାନେେ ଯଦି ତା'ର ମନ୍ଦକାର୍ୟ୍ଯରୁ ନିଜକୁ ଫରୋଇ ନ ଆଣିବେ, ତବେେ ମୁଁ ସମାନଙ୍କେୁ ଦଣ୍ଡ ଦବେି।
translate sentence into Odia : Behold, I will cast her into a bed, and them that commit adultery with her into great tribulation, except they repent of their deeds.
revelation
ମୁଁ ତା'ର ସନ୍ତାନମାନଙ୍କୁ ମଧ୍ଯ ମହାମାରୀ ଦ୍ବାରା ବଧ କରିବି। ସେତବେେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଚାରଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରେତ୍ୟକକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦବେି।
translate sentence into Odia : And I will kill her children with death; and all the churches shall know that I am he which searcheth the reins and hearts: and I will give unto every one of you according to your works.
revelation
ମୁଁ ଆସିବା ପର୍ୟ୍ଯନ୍ତ ତୁମ୍ଭମାନଙ୍କ ନିକଟରେ ଯାହା ଅଛି, ତାହା ଦୃଢ଼ ଭାବେ ଧରି ରଖିଥାଅ।
translate sentence into Odia : But that which ye have already hold fast till I come.
revelation
ଯେ ବିଜଯୀ ହୁଏ ଓ ଶଷେପର୍ୟ୍ଯନ୍ତ ମାେ ଇଚ୍ଛା ଅନୁଯାଯୀ କାର୍ୟ୍ଯ ରେ ଲାଗିରହେ, ମୁଁ ତାହାକୁ ଜାତିଗୁଡ଼ିକ ଉପରେ ଶାସନ କରିବାର ଶକ୍ତି ଦବେି।
translate sentence into Odia : And he that overcometh, and keepeth my works unto the end, to him will I give power over the nations:
revelation
ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବ। ସେ ସମାନଙ୍କେୁ ମାଟିପାତ୍ର ଭଳି ଭାଙ୍ଗି ଖଣ୍ଡ-ଖଣ୍ଡ କରିଦବେ। ଗୀତସଂହିତା
translate sentence into Odia : And he shall rule them with a rod of iron; as the vessels of a potter shall they be broken to shivers: even as I received of my Father.
revelation
ମୁଁ ମାରେପରମପିତାଙ୍କଠାରୁ ଏହି କ୍ଷମତା ପାଇଥିଲି। ମୁଁ ସହେି ଲୋକଙ୍କୁ ପ୍ରଭାତୀତାରା ମଧ୍ଯ ଦବେି।
translate sentence into Odia : And I will give him the morning star.
revelation
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
translate sentence into Odia : He that hath an ear, let him hear what the Spirit saith unto the churches.
revelation
ସାର୍ଦ୍ଦୀ ମଣ୍ଡଳୀର ଦୂତଙ୍କୁ ଏହା ଲେଖ : "ଯାହାଙ୍କଠା ରେ ପରମେଶ୍ବରଙ୍କର ସାତାଟେି ଆତ୍ମା ଓ ସାତାଟେି ନକ୍ଷତ୍ର ଅଛି, ସେ ଏହି କଥାଗୁଡ଼ିକ ତୁମ୍ଭକୁ କହୁଛନ୍ତି, ମୁଁ ତୁମ୍ଭ କର୍ମ ବିଷୟ ରେ ଜାଣେ। ଲୋକମାନେ କହନ୍ତି, ତୁମ୍ଭେ ନାମକୁ ମାତ୍ର ଜୀବିତ, କିନ୍ତୁ ପ୍ରକୃତ ରେ ମୃତ।
translate sentence into Odia : And unto the angel of the church in Sardis write; These things saith he that hath the seven Spirits of God, and the seven stars; I know thy works, that thou hast a name that thou livest, and art dead.
revelation
ତେଣୁ ପ୍ରଥମ ରେ ତୁମ୍ଭେ ଯାହା ଗ୍ରହଣ କରିଥିଲ ଓ ଶୁଣିଥିଲ, ତାହା ମନେ ପକାଅ। ସଗେୁଡ଼ିକର ବାଧ୍ଯ ହୁଅ। ନିଜ ହୃଦୟ ଓ ଜୀବନ ପରିବର୍ତ୍ତନ କର। ତୁମ୍ଭେ ଜାଗ୍ରତ ହୁଅ, ନଚେତ୍ ମୁଁ ଗୋଟିଏ ଗ୍ଭରପରେି ତୁମ୍ଭ ପାଖକୁ ଆସିବି ଓ କେତବେେଳେ ତୁମ୍ଭ ନିକଟକୁ ଆସି ତୁମ୍ଭକୁ ହତବୁଦ୍ଧି କରି ଦବେି, ତାହା ତୁମ୍ଭେ ଜାଣିପାରିବ ନାହିଁ।
translate sentence into Odia : Remember therefore how thou hast received and heard, and hold fast, and repent. If therefore thou shalt not watch, I will come on thee as a thief, and thou shalt not know what hour I will come upon thee.
revelation
ତଥାପି ସାର୍ଦ୍ଦା ରେ କେତକେ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାଁନ୍ତି। ସହେି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମାେ ସହିତ ଗମନାଗମନ କରିବେ, କାରଣ ସମାନେେ ସେଥିପାଇଁ ଯୋଗ୍ଯ ଅଟନ୍ତି।
translate sentence into Odia : Thou hast a few names even in Sardis which have not defiled their garments; and they shall walk with me in white: for they are worthy.
revelation
ଯେ ବିଜଯୀ ହୁଏ, ସେ ଏହି ଲୋକମାନଙ୍କ ଭଳି ଧଳା ବସ୍ତ୍ର ପିନ୍ଧିବ। ମୁଁ ଜୀବନ ପୁସ୍ତକରୁ ସହେି ଲୋକର ନାମ କଦାପି ଲୋପ କରିବି ନାହିଁ। ମାତ୍ର ମୁଁ ତାହାର ନାମକୁ ମାହେର ପରମପିତା ଓ ତାହାଙ୍କର ଦୂତମାନଙ୍କ ସାମନା ରେ ସ୍ବୀକାର କରିବି।
translate sentence into Odia : He that overcometh, the same shall be clothed in white raiment; and I will not blot out his name out of the book of life, but I will confess his name before my Father, and before his angels.
revelation
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
translate sentence into Odia : He that hath an ear, let him hear what the Spirit saith unto the churches.
revelation
ଫିଲାଦେଲ୍ଫିଆସ୍ଥିତ ମଣ୍ଡଳୀର ଦୂତଙ୍କୁ ଏହା ଲେଖ :
translate sentence into Odia : And to the angel of the church in Philadelphia write; These things saith he that is holy, he that is true, he that hath the key of David, he that openeth, and no man shutteth; and shutteth, and no man openeth;
revelation
ମୁଁ ତୁମ୍ଭର ସବୁକାର୍ୟ୍ଯ ଜାଣେ। ଦେଖ, ମୁଁ ତୁମ୍ଭ ସମ୍ମୁଖ ରେ ଗୋଟିଏ ଦ୍ବାର ଖାେଲା ରଖିଛି। କହେି ତାହାକୁ ବନ୍ଦ କରିପାରିବେ ନାହିଁ। ମୁଁ ଜାଣେ, ତୁମ୍ଭେ ଦୁର୍ବଳ। କିନ୍ତୁ ତୁମ୍ଭେ ମାରେ ଶିକ୍ଷା ଅନୁସରଣ କରିଛ। ତୁମ୍ଭେ ମାେ ନାମ ଉଚ୍ଚାରଣ କରିବା ପାଇଁ କବେେ ଭୟ କରିନାହଁ।
translate sentence into Odia : I know thy works: behold, I have set before thee an open door, and no man can shut it: for thou hast a little strength, and hast kept my word, and hast not denied my name.
revelation
ଶୁଣ ! ତୁମ୍ଭ ମଧିଅରେ ଶୟତାନର ଗୋଟିଏ ଦଳ ଅଛି। ସମାନେେ ନିଜକୁ ଯିହୂଦୀ ବୋଲି କହନ୍ତି, କିନ୍ତୁ ପ୍ରକୃତ ରେ ସମାନେେ ମିଥ୍ଯାବାଦୀ। ସମାନେେ ବାସ୍ତବ ରେ ୟିହୁଦୀ ନୁହଁନ୍ତି। ମୁଁ ସେ ଲୋକମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣିବି ଓ ତୁମ୍ଭ ପାଦ ତଳେ ସମାନଙ୍କେର ମୁଣ୍ଡ ନୁଆଁଇବି। ତବେେ ସମାନେେ ଜାଣିବେ ଯେ, ମୁଁ ତୁମ୍ଭକୁ ପ୍ ରମେ କରିଛି।
translate sentence into Odia : Behold, I will make them of the synagogue of Satan, which say they are Jews, and are not, but do lie; behold, I will make them to come and worship before thy feet, and to know that I have loved thee.
revelation
ତୁମ୍ଭେ ର୍ଧୈୟ୍ଯର ସହିତ ମାରେଆଜ୍ଞା ପାଳନ କରିଛ। ତେଣୁ ଜଗତନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମଗ୍ର ଜଗତ ଉପରେ ଦାରୁଣ ତାଡ଼ନା ଓ ପରୀକ୍ଷାର ସମୟ ଆସିବ, ମୁଁ ତୁମ୍ଭକୁ ସେଥିରୁ ରକ୍ଷା କରିବି।
translate sentence into Odia : Because thou hast kept the word of my patience, I also will keep thee from the hour of temptation, which shall come upon all the world, to try them that dwell upon the earth.
revelation
ମୁଁ ଶୀଘ୍ର ଆସୁଛି। ତୁମ୍ଭର ଯାହା ଅଛି, ତାହା ଦୃଢ଼ ଭାବେ ଧରିରଖ। ତବେେ କହେି ତୁମ୍ଭର ମୁକୁଟ ହରଣ କରିପାରିବ ନାହିଁ। revelation Him that overcometh will I make a pillar in the temple of my God, and he shall go no more out: and I will write upon him the name of my God, and the name of the city of my God, which is new Jerusalem, which cometh down out of heaven from my God: and I will write upon him my new name. ଯେ ବିଜଯୀ ହୁଏ, ତାହାକୁ ମୁଁ ମାରେ ପରମେଶ୍ବରଙ୍କ ମନ୍ଦିର ରେ ଗୋଟିଏ ସ୍ତମ୍ଭ ସ୍ବରୂପ ରଖିବି। ସେ କଦାପି ସଠାରୁେ ସ୍ଥାନଚ୍ଯୁତ ହବେ ନାହିଁ। ମୁଁ ସହେି ଲୋକ ଉପରେ ପରମେଶ୍ବରଙ୍କ ନାମ ଲେଖିବି। ମାେ ପରମେଶ୍ବରଙ୍କର ନଗରର ନାମ ମଧ୍ଯ ମୁଁ ତା' ଉପରେ ଲେଖିବି। ଏହି ନଗରର ନାମ ନୂତନ ୟିରୁଶାଲମ"। ସହେି ନଗର ମାହେର ପରମେଶ୍ବରଙ୍କଠାରୁ ସ୍ବର୍ଗରୁ ଆସୁଅଛି। ମୁଁ ମାରେନୂତନ ନାମ ମଧ୍ଯ ସହେି ଲୋକ ଉପରେ ଲେଖିବି।
translate sentence into Odia : Behold, I come quickly: hold that fast which thou hast, that no man take thy crown. v
revelation
ଯାହାର ଶୁଣିବା ନିମନ୍ତେ କାନ ଅଛି, ମଣ୍ଡଳୀଗୁଡ଼ିକୁ ଆତ୍ମା କହୁଥିବା କଥାସବୁ ସେ ଶୁଣିବା ଉଚିତ୍।
translate sentence into Odia : He that hath an ear, let him hear what the Spirit saith unto the churches.
revelation
ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ : revelation I know thy works, that thou art neither cold nor hot: I would thou wert cold or hot. ମୁଁ ତୁମ୍ଭର କାର୍ୟ୍ଯ ଜାଣେ। ତୁମ୍ଭେ ଉତ୍ତପ୍ତ ନୁହଁ ବା ଶୀତଳ ନୁହଁ। ମୁଁ ଆଶା କରେ, ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ହାଇେଥିଲେ ଭଲ ହାଇେଥାଆନ୍ତା। revelation So then because thou art lukewarm, and neither cold nor hot, I will spue thee out of my mouth. କିନ୍ତୁ ତୁମ୍ଭେ ଉତ୍ତପ୍ତ କିମ୍ବା ଶୀତଳ ନ ହାଇେ ନାତିଶୀତଷ୍ଣୋ ହବୋରୁ ମୁଁ ତୁମକୁ ମୁଖରୁ ଉଦ୍ଗାର କରି ବାହାର କରି ଦବେି। revelation I counsel thee to buy of me gold tried in the fire, that thou mayest be rich; and white raiment, that thou mayest be clothed, and that the shame of thy nakedness do not appear; and anoint thine eyes with eyesalve, that thou mayest see. ସେଥିପାଇଁ ମୁଁ ତୁମ୍ଭକୁ ପରାମର୍ଶ ଦେଉଛି ଯେ, ତୁମ୍ଭେ ମାଠାରୁେ ଅଗ୍ନି ରେ ଖାଣ୍ଟି ହାଇେଥିବା ସୁନା କିଣ। ତା'ପରେ ତୁମ୍ଭେ ପ୍ରକୃତ ରେ ଧନୀ ହାଇଯେିବ। ମୁଁ ତୁମ୍ଭକୁ ଏହା କହୁଛି : ଧଳା ବସ୍ତ୍ର କିଣ। ତବେେ ତୁମ୍ଭେ ନିଜର ଲଜ୍ଜାପୂର୍ଣ୍ଣ ଉଲଗ୍ନତାକୁ ଘାଡ଼ଇେେ ରଖିପାରିବ। ମୁଁ ତୁମ୍ଭକୁ ଔଷଧ କିଣି ଆଖି ରେ ଲଗାଇବା ପାଇଁ ମଧ୍ଯ କହୁଛି। ତାହାହେଲେ ତୁମ୍ଭେ ପ୍ରକୃତ ରେ ଦେଖିପାରିବ। revelation As many as I love, I rebuke and chasten: be zealous therefore, and repent. ମୁଁ ଯେଉଁମାନଙ୍କୁ ପ୍ ରମେ କରେ ସମାନଙ୍କେୁ ସଂ ଶାଧେନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର। revelation Behold, I stand at the door, and knock: if any man hear my voice, and open the door, I will come in to him, and will sup with him, and he with me. ଦେଖ, ମୁଁ ଏଠା ରେ ଅଛି ଓ ଦ୍ବାର ପାଖ ରେ ଠିଆ ହାଇେ ଆଘାତ କରୁଛି। ଯଦି ଜଣେ ଲୋକ ମାେ ସ୍ବର ଶୁଣେ ଓ ଦ୍ବାର ଫିଟାଏ, ତବେେ ମୁଁ ଭିତରକୁ ଆସି ସହେି ଲୋକ ସହିତ ଖାଇବି। ସେ ଲୋକ ମଧ୍ଯ ମାେ ସହିତ ଖାଦ୍ୟ ଖାଇବ। revelation To him that overcometh will I grant to sit with me in my throne, even as I also overcame, and am set down with my Father in his throne. ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ। revelation After this I looked, and, behold, a door was opened in heaven: and the first voice which I heard was as it were of a trumpet talking with me; which said, Come up hither, and I will shew thee things which must be hereafter. ଏହାପରେ ମୁଁ ଦେଖିଲି, ମାେ ସମ୍ମୁଖ ରେ ସ୍ବର୍ଗର ଗୋଟିଏ ଦ୍ବାର ଖାେଲା ହାଇେଅଛି। ମୁଁ ଯେଉଁ ସ୍ବର ପୂର୍ବରୁ ଶୁଣିଥିଲି, ସହେି ସ୍ବର ପୁଣି ଶୁଣିଲି। ଏହି ସ୍ବର ତୂରୀନାଦର ଶବ୍ଦ ପରି ମନେ ହେଲା। ସହେି ସ୍ବର କହିଲା, ଏଠାରୁ ଉପରକୁ ଉଠିଆସ ଏବଂ ଭବିଷ୍ଯତ ରେ ଯାହା ଘଟିବ, ତାହା ମୁଁ ତୁମ୍ଭକୁ ଦଖାଇବେି।"
translate sentence into Odia : And unto the angel of the church of the Laodiceans write; These things saith the Amen, the faithful and true witness, the beginning of the creation of God;
revelation
ତତ୍କ୍ଷଣାତ୍ ଆତ୍ମା ମାେତେ ତାହାଙ୍କ ଅଧୀନକୁ ନଇଗେଲେ। ସ୍ବର୍ଗ ରେ ମାେ ସମ୍ମୁଖ ରେ ଗୋଟିଏ ସିଂହାସନ ଥିଲା। ସହେି ସିଂହାସନ ରେ ଜଣେ ବସିଥିଲେ।
translate sentence into Odia : And immediately I was in the spirit: and, behold, a throne was set in heaven, and one sat on the throne.
revelation
ସିଂହାସନ ରେ ଯେଉଁ ବ୍ଯକ୍ତି ବସିଥିଲେ, ତାହାଙ୍କର ରୂପ ମୂଲ୍ଯବାନ ସୂର୍ୟ୍ଯକାନ୍ତମଣି ଓ ପଦ୍ମରାଗମଣି ଭଳି ଦଖାଯାେଉଥିଲା। ତାହାଙ୍କ ସିଂହାସନକୁ ମରକତମଣିର ଶାେଭା ସଦୃଶ ଗୋଟିଏ ମେଘଧନୁ ଘରେି ରହିଥିଲା।
translate sentence into Odia : And he that sat was to look upon like a jasper and a sardine stone: and there was a rainbow round about the throne, in sight like unto an emerald.
revelation
ସହେି ସିଂହାସନର ଚାରିପାଖ ରେ ଆଉ ଚବିଶଟି ସିଂହାସନ ଥିଲା। ସହେି ଚବିଶଟି ସିଂହାସନ ରେ ଚବିଶ ଜଣ ପ୍ରାଚୀନ ବସିଥିଲେ। ସମାନେେ ଶୁଭ୍ରବସ୍ତ୍ର ପିନ୍ଧିଥିଲେ ଏବଂ ମସ୍ତକରେ ସୁନାର ମୁକୁଟ ପିନ୍ଧିଥିଲେ।
translate sentence into Odia : And round about the throne were four and twenty seats: and upon the seats I saw four and twenty elders sitting, clothed in white raiment; and they had on their heads crowns of gold.
revelation
ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନା ରେ ସାତାଟେି ଜ୍ବଳନ୍ତା ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ବରଙ୍କର ସାତାଟେି ଆତ୍ମା ଅଟନ୍ତି।
translate sentence into Odia : And out of the throne proceeded lightnings and thunderings and voices: and there were seven lamps of fire burning before the throne, which are the seven Spirits of God.
revelation
ସହେି ସିଂହାସନ ସମ୍ମୁଖ ରେ କିଛି ଗୋଟିଏ କାଚର ସମୁଦ୍ର ଭଳି ଦଖାଯାେଉଥିଲା, ଯାହା ସ୍ଫଟିକପରି ସ୍ବଚ୍ଛ ଥିଲା। ସହେି ସିଂହାସନର ଚାରିପଟେ ଚା ରୋଟି ଜୀବିତ ପ୍ରାଣୀ ଥିଲେ।
translate sentence into Odia : And before the throne there was a sea of glass like unto crystal: and in the midst of the throne, and round about the throne, were four beasts full of eyes before and behind.
revelation
ପ୍ରଥମ ଜୀବିତ ପ୍ରାଣୀର ଆକୃତି ସିଂହପରି। ଦ୍ବିତୀୟ ପ୍ରାଣୀ ଗୋଟିଏ ଗୋରୁ ସଦୃଶ। ତୃତୀୟ ପ୍ରାଣୀର ମୁଖ ଜଣେ ମନୁଷ୍ଯର ମୁଖ ଭଳି। ଚତୁର୍ଥ ପ୍ରାଣୀଟି ଗୋଟିଏ ଉଡ଼ନ୍ତା ଉତ୍କ୍ରୋଶ ପକ୍ଷୀ ପରି ଥିଲା।
translate sentence into Odia : And the first beast was like a lion, and the second beast like a calf, and the third beast had a face as a man, and the fourth beast was like a flying eagle.
revelation
ପ୍ରେତ୍ୟକକଙ୍କର ଛଅଟି ଲଖାଏଁେ ଡ଼ଣୋ ଥିଲା। ଏହି ପ୍ରାଣୀମାନଙ୍କର ଭିତର ଓ ବାହାର ଚାରିପାଖ ଆଖି ରେ ପରିପୂର୍ଣ୍ଣ ଥିଲା। ସମାନେେ ଦିନରାତି ଅବିରତ କହୁଥିଲେ :
translate sentence into Odia : And the four beasts had each of them six wings about him; and they were full of eyes within: and they rest not day and night, saying, Holy, holy, holy, LORD God Almighty, which was, and is, and is to come.
revelation
ଏହି ଜୀବିତ ପ୍ରାଣୀମାନେ ସିଂହାସନ ରେ ବସିଥିବା ବ୍ଯକ୍ତିଙ୍କୁ ଗୌରବ, ସମ୍ମାନ ଓ ଧନ୍ଯବାଦ ଦିଅନ୍ତି। ସେ ସବୁଦିନ ପାଇଁ ଜୀବିତ ଅଟନ୍ତି ଏବଂ ଏହି ଜୀବିତ ପ୍ରାଣୀମାନେ ସର୍ବଦା ଏହିଭଳି କରନ୍ତି।
translate sentence into Odia : And when those beasts give glory and honour and thanks to him that sat on the throne, who liveth for ever and ever,
revelation
ଚବିଶଜଣ ପ୍ରାଚୀନ ବ୍ଯକ୍ତି ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କ ସମ୍ମୁଖ ରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସମାନେେ ତାହାଙ୍କ ସମ୍ମୁଖ ରେ ନିଜର ମୁକୁଟ ରଖି କହନ୍ତି :
translate sentence into Odia : The four and twenty elders fall down before him that sat on the throne, and worship him that liveth for ever and ever, and cast their crowns before the throne, saying,
revelation
ହେ ପ୍ରଭୁ ! ଆମ୍ଭର ପରମେଶ୍ବର ! ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ଯ ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ। ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହାଇେଛି ଓ ଅସ୍ତିତ୍ବ ପାଇଅଛି।
translate sentence into Odia : Thou art worthy, O Lord, to receive glory and honour and power: for thou hast created all things, and for thy pleasure they are and were created.
revelation
ତା'ପରେ ମୁଁ ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କର ଦକ୍ଷିଣ ହସ୍ତ ରେ ଗୋଟିଏ ଚର୍ମପତ ର ଥିବାର ଦେଖିଲି। ସହେି ଚର୍ମପତ୍ରଟିର ଉଭୟ ପଟେ ଲଖାେ ହାଇେଥିଲା। ସହେି ଚର୍ମପତ୍ରଟି ସାତାଟେି ମୁଦ୍ରା ରେ ବନ୍ଦ କରାଯାଇଥିଲା। revelation And I saw a strong angel proclaiming with a loud voice, Who is worthy to open the book, and to loose the seals thereof? ମୁଁ ଜଣେ ମହାଶକ୍ତିଶାଳୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ବର ରେ କହିଲେ, ଏହି ଚର୍ମପତ୍ରର ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ କିଏ ଯୋଗ୍ଯ ଅଟନ୍ତି ?"
translate sentence into Odia : And I saw in the right hand of him that sat on the throne a book written within and on the backside, sealed with seven seals.
revelation
କିନ୍ତୁ ସହେି ଚର୍ମପତ୍ରକୁ ଫିଟାଇବାକୁ ଓ ତା'ଭିତର ଦେଖିବାକୁ ସ୍ବର୍ଗ, ମର୍ତ୍ତ୍ଯ ବା ପାତାଳ ରେ କାହାରି ସାଧ୍ଯ ନ ଥିଲା।
translate sentence into Odia : And no man in heaven, nor in earth, neither under the earth, was able to open the book, neither to look thereon.
revelation
ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସହେି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସଠାେରେ କହେି ସକ୍ଷମ ନ ଥିଲେ।
translate sentence into Odia : And I wept much, because no man was found worthy to open and to read the book, neither to look thereon.
revelation
କିନ୍ତୁ ସହେି ପ୍ରାଚୀନମାନଙ୍କ ମଧ୍ଯରୁ ଜଣେ ମାେତେ କହିଲେ, "କାନ୍ଦ ନାହିଁ ! ୟିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ୟ୍ଯ କରିବାକୁ ବିଜଯୀ ହାଇେଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତାଟେି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।"
translate sentence into Odia : And one of the elders saith unto me, Weep not: behold, the Lion of the tribe of Juda, the Root of David, hath prevailed to open the book, and to loose the seven seals thereof.
revelation
ସେତବେେଳେ ମୁଁ ସିଂହାସନର ମଝି ରେ ଜଣେ ମଷେଶାବକଙ୍କୁ ଦେଖିଲି। ତାହାଙ୍କ ଚାରିପାଖେ ଚାରୋଟି ଜୀବିତପ୍ରାଣୀ ଓ ପ୍ରାଚୀନମାନେ ଘରେି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦଖାେ ଯାଉଥିଲେ। ତାହାଙ୍କର ସାତାଟେି ଶିଙ୍ଗ ଓ ସାତାଟେି ଚକ୍ଷୁ ଥିଲା, ଏହି ସାତାଟେି ଚକ୍ଷୁ ପରମେଶ୍ବରଙ୍କର ସାତାଟେି ଆତ୍ମା, ଯାହାଙ୍କୁ ପୃଥବୀର ଚାରିଆଡ଼େ ପ୍ ରରେିତ କରାଯାଇଥିଲା।
translate sentence into Odia : And I beheld, and, lo, in the midst of the throne and of the four beasts, and in the midst of the elders, stood a Lamb as it had been slain, having seven horns and seven eyes, which are the seven Spirits of God sent forth into all the earth.
revelation
ସହେି ମଷେଶାବକ ସିଂହାସନ ରେ ବସିଥିବା ବ୍ଯକ୍ତିଙ୍କ ପାଖକୁ ଯାଇ ତାହାଙ୍କ ଦକ୍ଷିଣହସ୍ତରୁ ଚର୍ମପତ୍ର ନେଲେ।
translate sentence into Odia : And he came and took the book out of the right hand of him that sat upon the throne.
revelation
ସେ ଚର୍ମପତ୍ରକୁ ଗ୍ରହଣ କରିବାପରେ, ଚାରିଜୀବିତ ପ୍ରାଣୀ ଓ ଚବିଶଜଣ ପ୍ରାଚୀନ ତାହାଙ୍କ ସମ୍ମୁଖ ରେ ନଇଁପଡ଼ି ପ୍ରଣାମ କଲେ। ସମାନେେ ପ୍ରେତ୍ୟକକ ଗୋଟିଏ ଗୋଟିଏ ବୀଣା ଧରି ଥିଲେ। ସମାନେେ ସୁଗନ୍ଧିତ ଧୂପର ସୁନାର ପାତ୍ର ମଧ୍ଯ ଧରିଥିଲେ। ସହେି ସୁଗନ୍ଧିତ ଧୂପପାତ୍ରଗୁଡ଼ିକ ହେଉଛି, ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କର ପ୍ରାର୍ଥନା।
translate sentence into Odia : And when he had taken the book, the four beasts and four and twenty elders fell down before the Lamb, having every one of them harps, and golden vials full of odours, which are the prayers of saints.
revelation
ତୁମ୍ଭେ ଏହି ଲୋକମାନଙ୍କୁ ଗୋଟିଏ ସାମ୍ରାଜ୍ଯ ସ୍ବରୂପ, ଓ ଆମ୍ଭମାନଙ୍କର ପରମେଶ୍ବରଙ୍କ ପାଇଁ ଯାଜକଗଣ କରିଅଛ। ସମାନେେ ଏ ପୃଥିବୀ ଉପରେ ରାଜତ୍ବ କରିବେ।"
translate sentence into Odia : And hast made us unto our God kings and priests: and we shall reign on the earth.
revelation
ସମାନେେ ଉଚ୍ଚ ସ୍ବର ରେ ଏହା କହୁଥିଲେ :
translate sentence into Odia : Saying with a loud voice, Worthy is the Lamb that was slain to receive power, and riches, and wisdom, and strength, and honour, and glory, and blessing.
revelation
ତା'ପରେ ମୁଁ ସ୍ବର୍ଗ, ମର୍ତ୍ତ୍ଯ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି :
translate sentence into Odia : And every creature which is in heaven, and on the earth, and under the earth, and such as are in the sea, and all that are in them, heard I saying, Blessing, and honour, and glory, and power, be unto him that sitteth upon the throne, and unto the Lamb for ever and ever.
revelation
ଚାରିଜଣ ଜୀବିତପ୍ରାଣୀ କହିଲେ, "ଆମେନ୍!" ଏବଂ ଚବିଶଜଣ ପ୍ରାଚୀନ ବ୍ଯକ୍ତି ନଇଁପଡ଼ି ତାହାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।
translate sentence into Odia : And the four beasts said, Amen. And the four and twenty elders fell down and worshipped him that liveth for ever and ever.
revelation
ତା'ପରେ ମୁଁ ମଷେଶାବକଙ୍କୁ ପୁସ୍ତକର ସାତମୁଦ୍ରାଙ୍କ ମଧ୍ଯରୁ ପ୍ରଥମ ମୁଦ୍ରାକୁ ଭାଙ୍ଗିବାର ଦେଖିଲି। ସହେି ଚାରିଜଣ ଜୀବିତପ୍ରାଣୀଙ୍କ ମଧ୍ଯରୁ ଜଣେ ବଜ୍ର ପରି ଉଚ୍ଚ ସ୍ବର ରେ କହିଲେ, "ଆସା"
translate sentence into Odia : And I saw when the Lamb opened one of the seals, and I heard, as it were the noise of thunder, one of the four beasts saying, Come and see.
revelation
ସେଥି ରେ ମୁଁ ମାରେସମ୍ମୁଖ ରେ ଗୋଟିଏ ଧଳା ଘାଡ଼ୋ ଦେଖିଲି। ସହେି ଘୋଡ଼ାର ଆ ରୋହୀଜଣକ ଗୋଟିଏ ଧନୁ ଧରିଥିଲେ। ତାହାଙ୍କୁ ଗୋଟିଏ ମୁକୁଟ ଦିଆଗଲା। ସେ ବିଜଯୀ ହାଇେ ଆହୁରି ଜୟ କରିବାକୁ ବାହାରିଗଲେ।
translate sentence into Odia : And I saw, and behold a white horse: and he that sat on him had a bow; and a crown was given unto him: and he went forth conquering, and to conquer.
revelation
ତା'ପରେ ମଷେଶାବକ ଦ୍ବିତୀୟ ମୁଦ୍ରା ଭାଙ୍ଗିଲେ। ମୁଁ ଦ୍ବିତୀୟ ଜୀବିତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି, "ଆସ"।
translate sentence into Odia : And when he had opened the second seal, I heard the second beast say, Come and see.
revelation
ତା'ପରେ ଆଉ ଗୋଟିଏ ଲାଭ ଘାଡ଼ୋ ଆସିଲା। ସହେି ଘୋଡ଼ାର ଆ ରୋହୀଙ୍କୁ ଗୋଟିଏ ବଡ଼ ଖଣ୍ଡା ଦିଆଗଲା। ତାହାଙ୍କୁ ଜଗତରୁ ଶାନ୍ତି ଲୋପ କରିବାକୁ କ୍ଷମତା ଦିଆଗଲା। ଲୋକମାନେ ଯେପରି ପରସ୍ପରକୁ ମାରି ଦବେେ, ସେଥିପାଇଁ ସେ ଅନୁମତି ଓ ଶକ୍ତି ପାଇଲେ।
translate sentence into Odia : And there went out another horse that was red: and power was given to him that sat thereon to take peace from the earth, and that they should kill one another: and there was given unto him a great sword.
revelation
ତା'ପରେ ମଷେଶାବକ ତୃତୀୟ ମୁଦ୍ରା ଭାଙ୍ଗିଲେ। ସେତବେେଳେ ତୃତୀୟ ଜୀବିତପ୍ରାଣୀଙ୍କୁ ଏହା କହିବାର ମୁଁ ଶୁଣିଲି, "ଆସ।" ସେତବେେଳେ ମାେ ସମ୍ମୁଖ ରେ ଗୋଟିଏ କଳାରଙ୍ଗର ଘୋଡ଼ା ଥିଲା। ତାହାର ଆ ରୋହୀଙ୍କ ହାତ ରେ ଗୋଟିଏ ତରାଜୁ ଥିଲା।
translate sentence into Odia : And when he had opened the third seal, I heard the third beast say, Come and see. And I beheld, and lo a black horse; and he that sat on him had a pair of balances in his hand.
revelation
ତା'ପରେ ଚାରି ଜୀବିତପ୍ରାଣୀଙ୍କ ମଧ୍ଯରୁ କହେି ଜଣେ କହିଲା ପରି ମାେତେ ଗୋଟିଏ ସ୍ବର ଶୁଭିଲା। ସେ ସ୍ବର କହୁଥିଲା, " ଗୋଟିଏ ଦିନକର ମଜୁରୀ ଏକ କିଲୋ ଗହମ, ଗୋଟିଏ ଦିନକର ମଜୁରୀ ତିନି କିଲୋ ୟବ ହବେ। କିନ୍ତୁ ତଲେ ଓ ଅଙ୍ଗୁରରସର କ୍ଷତି କରି ନାହିଁ।"
translate sentence into Odia : And I heard a voice in the midst of the four beasts say, A measure of wheat for a penny, and three measures of barley for a penny; and see thou hurt not the oil and the wine.
revelation
ମଷେଶାବକ ଚତୁର୍ଥ ମୁଦ୍ରା ଭାଙ୍ଗିଲେ। ମୁଁ ଚତୁର୍ଥ ଜୀବିତ ପ୍ରାଣୀଙ୍କର କହିବାର ଶୁଣିଲି, "ଆସ।"
translate sentence into Odia : And when he had opened the fourth seal, I heard the voice of the fourth beast say, Come and see.
revelation
ଆଉ, ମୁଁ ଧୂସରରଙ୍ଗର ଗୋଟିଏ ଘୋଡ଼ା ଦେଖିଲି। ତାହାର ଆ ରୋହୀଙ୍କର ନାମ ଥିଲା, 'ମୃତ୍ଯୁ'। ପାତାଳ ତାହାଙ୍କର ଅନୁଗମନ କରୁଥିଲା। ପୃଥିବୀର ଏକ ଚତୁର୍ଥାଂଶ ଉପରେ ସମାନଙ୍କେୁ କ୍ଷମତା ଦିଆଯାଇଥିଲା। ସମାନଙ୍କେୁ ଖଡ୍ଗ, ଅନାହାର, ରୋଗ ଓ ପୃଥିବୀର ବନ୍ଯ ପଶୁଙ୍କ ଦ୍ବାରା ଲୋକମାନଙ୍କୁ ମାରିଦବୋକୁ ଶକ୍ତି ଦିଆଗଲା।
translate sentence into Odia : And I looked, and behold a pale horse: and his name that sat on him was Death, and Hell followed with him. And power was given unto them over the fourth part of the earth, to kill with sword, and with hunger, and with death, and with the beasts of the earth.
revelation
ମଷେଶାବକ ପଞ୍ଚମ ମୁଦ୍ରା ଫିଟାଇଲେ। ସେତବେେଳେ ମୁଁ ବଦେୀ ତଳେ କେତକେ ଆତ୍ମାକୁ ଦେଖିଲି। ପରମେଶ୍ବରଙ୍କର ବାକ୍ଯ ପ୍ରତି ବିଶ୍ବସ୍ତ ଥିବାରୁ ଓ ସମାନେେ ଦେଉଥିବା ସାକ୍ଷ୍ଯ ହତେୁ ଯେଉଁମାନଙ୍କୁ ମାରିଦିଆଯାଉଥିଲା, ସଗେୁଡ଼ିକ ହେଉଛି, ସହେି ଲୋକମାନଙ୍କର ଆତ୍ମା।
translate sentence into Odia : And when he had opened the fifth seal, I saw under the altar the souls of them that were slain for the word of God, and for the testimony which they held:
revelation
ସହେି ଆତ୍ମାମାନେ ଉଚ୍ଚ ସ୍ବର ରେ ଚିତ୍କାର କଲେ, " ହେ ପବିତ୍ର, ଓ ସତ୍ଯ ପ୍ରଭୁ ! ଆମ୍ଭମାନଙ୍କୁ ହତ୍ଯା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଚାର କର। ସମାନଙ୍କେୁ ଦଣ୍ଡ ଦବୋକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ ?"
translate sentence into Odia : And they cried with a loud voice, saying, How long, O Lord, holy and true, dost thou not judge and avenge our blood on them that dwell on the earth?
revelation
ତା'ପରେ ପ୍ରେତ୍ୟକକ ଆତ୍ମାଙ୍କୁ ଗୋଟିଏ- ଗୋଟିଏ ଧଳା ରାଜ ପୋଷାକ ଦିଆଗଲା। ସମାନଙ୍କେୁ ଆଉ ଅଳ୍ପ ସମୟ ଅପେକ୍ଷା କରିବାକୁ କୁହାଗଲା। ଖ୍ରୀଷ୍ଟଙ୍କଠା ରେ ଥିବା ସମାନଙ୍କେର ଅନ୍ୟସବୁ ଭାଇମାନଙ୍କୁ ସମାନଙ୍କେ ପରି ହତ୍ଯା କରାୟିବା ପର୍ୟ୍ଯନ୍ତ ଓ ସମାନଙ୍କେ ସମ୍ପୂର୍ଣ୍ଣ ହବୋ ପର୍ୟ୍ଯନ୍ତ ଏହି ଆତ୍ମାମାନଙ୍କୁ ଅପେକ୍ଷା କରିବାକୁ କୁହାଗଲା। ଅତଏବ, ଏହି ହତ୍ଯାର ସବୁକିଛି ସରିବା ପର୍ୟ୍ଯନ୍ତ ସମାନଙ୍କେୁ ଅପେକ୍ଷା କରିବାକୁ କୁହାଗଲା।
translate sentence into Odia : And white robes were given unto every one of them; and it was said unto them, that they should rest yet for a little season, until their fellowservants also and their brethren, that should be killed as they were, should be fulfilled.
revelation
ତା'ପରେ ମୁଁ ମଷେଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତବେେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ୟ୍ଯ ଲୋମ ରେ ତିଆରି ହାଇେଥିବା କଳାକମ୍ବଳ ପରି କଳାବର୍ଣ୍ଣ ହାଇଗେଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହାଇଗେଲା।
translate sentence into Odia : And I beheld when he had opened the sixth seal, and, lo, there was a great earthquake; and the sun became black as sackcloth of hair, and the moon became as blood;
revelation
ପ୍ରବଳ ଝଡ଼ ରେ ଦୋହଲି ଡ଼ିମ୍ବିରି ଗଛରୁ ଅପକ୍ବ ଡ଼ିମ୍ବିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀ ରେ ଝଡ଼ି ପଡ଼ିଲେ।
translate sentence into Odia : And the stars of heaven fell unto the earth, even as a fig tree casteth her untimely figs, when she is shaken of a mighty wind.
revelation
ଆକାଶ ଭାଗଭାଗ ହାଇଗେଲା ଓ ଚର୍ମପତ୍ର ଭଳି ଗୁଡ଼ଇେ ହାଇଗେଲା। ପର୍ବତ ଓ ଦ୍ବୀପସମୂହ ନିଜନିଜ ସ୍ଥାନରୁ ସ୍ଥାନଚ୍ଯୁତ ହାଇଗେଲେ।
translate sentence into Odia : And the heaven departed as a scroll when it is rolled together; and every mountain and island were moved out of their places.
revelation
ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସମାନଙ୍କେ ଭିତ ରେ ପୃଥିବୀର ରାଜାମାନେ, ଶାସକମାନେ, ସନୋପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରେତ୍ୟକକ ବ୍ଯକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଚାଇ ରଖିଲେ।
translate sentence into Odia : And the kings of the earth, and the great men, and the rich men, and the chief captains, and the mighty men, and every bondman, and every free man, hid themselves in the dens and in the rocks of the mountains;
revelation
ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, "ଆମ୍ଭ ଉପରେ ଖସି ପଡ଼। ସିଂହାସନ ରେ ୟିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମଷେଶାବକଙ୍କ କୋରଧରୁ ଆମ୍ଭମାନଙ୍କୁ ଲୁଚାଅ।
translate sentence into Odia : And said to the mountains and rocks, Fall on us, and hide us from the face of him that sitteth on the throne, and from the wrath of the Lamb:
revelation
ସମାନଙ୍କେର କୋରଧର ମହାଦିନ ଆସିଗଲାଣି। ଏହା ବିରୁଦ୍ଧ ରେ କହେି ଠିଆ ହାଇପୋରିବେ ନାହିଁ।"
translate sentence into Odia : For the great day of his wrath is come; and who shall be able to stand?
revelation
ଏହି ସବୁ ଘଟିବା ପରେ ମୁଁ ପୃଥିବୀର ଚାରକୋଣ ରେ ଚାରିଜଣ ସ୍ବର୍ଗଦୂତଙ୍କୁ ଠିଆ ହବୋର ଦେଖିଲି। ସହେି ଦୂତମାନେ ପୃଥିବୀର ଚାରି ବାଯୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛ ରେ ପବନ ନ ବ ହେ।
translate sentence into Odia : And after these things I saw four angels standing on the four corners of the earth, holding the four winds of the earth, that the wind should not blow on the earth, nor on the sea, nor on any tree.
revelation
ସେ ଚାରି ଦୂତଙ୍କୁ କହିଲେ, "ଆମ୍ଭମାନେେ ଆମ୍ଭର ପରମେଶ୍ବରଙ୍କର ଲୋକମାନଙ୍କର କପାଳ ରେ ମୁଦ୍ରାଙ୍କିତ ନ କରିବା ପର୍ୟ୍ଯନ୍ତ ତୁମ୍ଭମାନେେ ପୃଥବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।"
translate sentence into Odia : Saying, Hurt not the earth, neither the sea, nor the trees, till we have sealed the servants of our God in their foreheads.
revelation
ୟିହୁଦୀ ପରିବାରବର୍ଗରୁ aaa
translate sentence into Odia : Of the tribe of Juda were sealed twelve thousand. Of the tribe of Reuben were sealed twelve thousand. Of the tribe of Gad were sealed twelve thousand.
revelation
ଆଶରେ ପରିବାରବର୍ଗରୁ 12 ,000
translate sentence into Odia : Of the tribe of Aser were sealed twelve thousand. Of the tribe of Nephthalim were sealed twelve thousand. Of the tribe of Manasses were sealed twelve thousand.
revelation
ଶିମିୟୋନ ପରିବାରବର୍ଗରୁ 12 ,000
translate sentence into Odia : Of the tribe of Simeon were sealed twelve thousand. Of the tribe of Levi were sealed twelve thousand. Of the tribe of Issachar were sealed twelve thousand.
revelation
ସବଲୂନ୍ ପରିବାରବର୍ଗରୁ 12 ,000
translate sentence into Odia : Of the tribe of Zabulon were sealed twelve thousand. Of the tribe of Joseph were sealed twelve thousand. Of the tribe of Benjamin were sealed twelve thousand.
revelation
ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।
translate sentence into Odia : After this I beheld, and, lo, a great multitude, which no man could number, of all nations, and kindreds, and people, and tongues, stood before the throne, and before the Lamb, clothed with white robes, and palms in their hands;
revelation
ସମାନେେ ଉଚ୍ଚ ସ୍ବର ରେ ପାଟିକରି କହୁଥିଲେ, "ବିଜୟ (ପରିତ୍ରାଣ) ସିଂହାସନୋପବିଷ୍ଟ ଆମ୍ଭମାନଙ୍କର ପରମେଶ୍ବର ଓ ମଷେଶାବକଙ୍କର।"
translate sentence into Odia : And cried with a loud voice, saying, Salvation to our God which sitteth upon the throne, and unto the Lamb.
revelation
ପ୍ରାଚୀନମାନେ ଓ ଚାରି ଜଣ ପ୍ରାଣୀ ସଠାେରେ ଥିଲେ। ସବୁ ଦୂତମାନେ ସମାନଙ୍କେର ଓ ସିଂହାସନର ଚାରିପାଖ ରେ ଘରେି ଠିଆ ହାଇେଥିଲେ। ସମାନେେ ସିଂହାସନ ସମ୍ମୁଖ ରେ ପ୍ରଣାମ କରି ପରମେଶ୍ବରଙ୍କ ଉପାସନା କଲେ।
translate sentence into Odia : And all the angels stood round about the throne, and about the elders and the four beasts, and fell before the throne on their faces, and worshipped God,
revelation
ସମାନେେ କହିଲେ, "ଆମେନ୍ ! ପ୍ରଶଂସା, ମହିମା, ଧନ୍ଯବାଦ, ସମ୍ମାନ, କ୍ଷମତା ଓ ଶକ୍ତି ସଦାସର୍ବଦା ପାଇଁ ଆମ୍ଭମାନଙ୍କର ପରମେଶ୍ବରଙ୍କର ଅଟେ। ଆମେନ୍ !"
translate sentence into Odia : Saying, Amen: Blessing, and glory, and wisdom, and thanksgiving, and honour, and power, and might, be unto our God for ever and ever. Amen.
revelation
ତା'ପରେ ଜଣେ ପ୍ରାଚୀନ ମାେତେ କହିଲେ, "ଧଳା ରାଜ ପୋଷାକ ପିନ୍ଧିଥିବା ଏ ଲୋକମାନେ କିଏ ? ସମାନେେ କେଉଁଠାରୁ ଆସିଅଛନ୍ତି ?"
translate sentence into Odia : And one of the elders answered, saying unto me, What are these which are arrayed in white robes? and whence came they?
revelation
ମୁଁ ଉତ୍ତର ଦଲେି, "ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।
translate sentence into Odia : And I said unto him, Sir, thou knowest. And he said to me, These are they which came out of great tribulation, and have washed their robes, and made them white in the blood of the Lamb.
revelation
ତେଣୁ ଏହି ଲୋକମାନେ ପରମେଶ୍ବରଙ୍କର ସିଂହାସନ ସମ୍ମୁଖ ରେ ଅଛନ୍ତି। ସମାନେେ ଦିନରାତି ପରମେଶ୍ବରଙ୍କର ମନ୍ଦିର ରେ ତାହାଙ୍କର ଉପାସନା କରନ୍ତି। ସିଂହାସନ ରେ ବସିଥିବା ଜଣେ ବ୍ଯକ୍ତି ସମାନଙ୍କେୁ ସୁରକ୍ଷା ପ୍ରଦାନ କରିବେ।
translate sentence into Odia : Therefore are they before the throne of God, and serve him day and night in his temple: and he that sitteth on the throne shall dwell among them.
revelation
ସହେି ଲୋକମାନେ ଆଉ କବେେ କ୍ଷୁଧିତ ହବେେ ନାହିଁ। ସମାନେେ କଦାପି ତୃଷାର୍ତ୍ତ ହବେେ ନାହିଁ। ସୂର୍ୟ୍ଯ ତାହାଙ୍କୁ ଆଘାତ କରିବ ନାହିଁ କି କୌଣସି ଉତ୍ତାପ ସମାନଙ୍କେୁ ଡ଼ାକିପାରିବ ନାହିଁ।
translate sentence into Odia : They shall hunger no more, neither thirst any more; neither shall the sun light on them, nor any heat.
revelation
ସିଂହାସନର ମଧିଅରେ ଥିବା ' ମଷେଶାବକ' ସମାନଙ୍କେର ମଷେପାଳକ ହବେେ। ସେ ସମାନଙ୍କେୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼ଇେ ନଇେଯିବେ। ପରମେଶ୍ବର ସମାନଙ୍କେର ଆଖିରୁ ସବୁ ଲୁହ ପୋଛି ଦବେେ।
translate sentence into Odia : For the Lamb which is in the midst of the throne shall feed them, and shall lead them unto living fountains of waters: and God shall wipe away all tears from their eyes.
revelation
ମଷେଶାବକ ସପ୍ତମ ମୁଦ୍ରା ଖାଲିେଲେ। ସେତବେେଳେ ସ୍ବର୍ଗ ରେ ଅଧଘଣ୍ଟା ପର୍ୟ୍ଯନ୍ତ ନୀରବତା ଥିଲା।
translate sentence into Odia : And when he had opened the seventh seal, there was silence in heaven about the space of half an hour.
revelation
ତା'ପରେ ମୁଁ ପରମେଶ୍ବରଙ୍କ ସାମନା ରେ ସାତଜଣ ସ୍ବର୍ଗଦୂତଙ୍କୁ ଠିଆ ହାଇେଥିବାର ଦେଖିଲି। ସମାନଙ୍କେୁ ସାତାଟେି ତୂରୀ ଦିଆଗଲା।
translate sentence into Odia : And I saw the seven angels which stood before God; and to them were given seven trumpets.
revelation
ଆଉ ଜଣେ ଦୂତ ଆସି ବଦେୀ ପାଖ ରେ ଠିଆ ହେଲେ। ପରମେଶ୍ବରଙ୍କର ପବିତ୍ର ଲୋକମାନଙ୍କର ପ୍ରାର୍ଥନା ସହିତ ପ୍ରଚୁର ସୁଗନ୍ଧି ଧୂପ, ସୁନାର ବଳିବଦେୀ ଉପରେ ଅର୍ପଣ କରିବା ନିମନ୍ତେ ତାହାଙ୍କ ହାତ ରେ ଗୋଟିଏ ସୁନାର ଧୂପଦାନୀ ଥିଲା।
translate sentence into Odia : And another angel came and stood at the altar, having a golden censer; and there was given unto him much incense, that he should offer it with the prayers of all saints upon the golden altar which was before the throne.
revelation
ସ୍ବର୍ଗଦୂତ ଏହି ପ୍ରାର୍ଥନାୟୁକ୍ତ ଧୂପକୁ ବଦେୀ ଉପରେ ପକାନ୍ତେ ତାହା ଈଶ୍ବରଙ୍କ ଉଦ୍ଦେଶ୍ଯ ରେ ଉପରକୁ ଉଠିଲା।
translate sentence into Odia : And the smoke of the incense, which came with the prayers of the saints, ascended up before God out of the angel's hand.
revelation
ତା'ପରେ ଦୂତ ବଦେୀର ଅଗ୍ନି ନଇେ ଧୂପଦାନୀ ପୂର୍ଣ୍ଣ କଲେ ଓ ତାହା ପୃଥିବୀ ଉପରକୁ ନିକ୍ଷପେ କଲେ। ତେଣୁ ସଠାେରେ ବଜ୍ରପାତ, ମେଘ ଘଡ଼ଘଡ଼ି, ବିଜୁଳି, କୋଳାହଳ ଓ ଭୂମିକମ୍ପ ହେଲା।
translate sentence into Odia : And the angel took the censer, and filled it with fire of the altar, and cast it into the earth: and there were voices, and thunderings, and lightnings, and an earthquake.
revelation
ତା'ପରେ ସାତ ଜଣ ସ୍ବର୍ଗଦୂତ ସାତାଟେି ତୂରୀ ଧରି ବଜାଇବାକୁ ପ୍ରସ୍ତୁତ ହେଲେ।
translate sentence into Odia : And the seven angels which had the seven trumpets prepared themselves to sound.
revelation
ପ୍ରଥମ ସ୍ବର୍ଗଦୂତ ତାହାଙ୍କ ତୂରୀ ବଜାଇଲେ। ଏହା ଦ୍ବାରା ପୃଥିବୀ ଉପରେ ରକ୍ତ ମିଶ୍ରିତ ଅଗ୍ନି ଓ ଶିଳା ବୃଷ୍ଟି ହେଲା। ଏହି କାରଣରୁ ପୃଥିବୀର ଏକ ତୃତୀଯାଂଶ ରେ ନିଆଁ ଲାଗି ଏକ ତୃତୀଯାଂଶ ବୃକ୍ଷ ଓ ସବୁଜ ଘାସସବୁ ପୋଡ଼ିଗଲା।
translate sentence into Odia : The first angel sounded, and there followed hail and fire mingled with blood, and they were cast upon the earth: and the third part of trees was burnt up, and all green grass was burnt up.
revelation
ଦ୍ବିତୀୟ ସ୍ବର୍ଗଦୂତ ତୂରୀ ବଜାଇଲା ପରେ ଗୋଟିଏ ବୃହତ୍ ଜ୍ବଳନ୍ତା ପର୍ବତ ପରି ଦିଶୁଥିବା ଏକ ବସ୍ତ୍ର ସମୁଦ୍ର ରେ ପଡ଼ିଲା। ଏହାଦ୍ବାରା ସମୁଦ୍ରର ଏକ ତୃତୀଯାଂଶ ଜଳ ରକ୍ତ ରେ ପୂର୍ଣ୍ଣ ହାଇଗେଲା।
translate sentence into Odia : And the second angel sounded, and as it were a great mountain burning with fire was cast into the sea: and the third part of the sea became blood;
revelation
ସମୁଦ୍ର ରେ ଥିବା ଏକ ତୃତୀଯାଂଶ ଜୀବନ୍ତ ପ୍ରାଣୀ ମରିଗଲେ ଓ ଏକ ତୃତୀଯାଂଶ ଜାହାଜ ନଷ୍ଟ ହାଇଗେଲା।
translate sentence into Odia : And the third part of the creatures which were in the sea, and had life, died; and the third part of the ships were destroyed.
revelation
ଯେତବେେଳେ ତୃତୀୟ ସ୍ବର୍ଗଦୂତ ତୂରୀ ବଜାଇଲେ, ସେତବେେଳେ ଏକ ପ୍ରକାଣ୍ଡ ତାରା ମଶାଲପରି ଜଳୁଥିବା ଅବସ୍ଥା ରେ ଆକାଶରୁ ଖସିପଡ଼ିଲା। ଏହା ଏକ ତୃତୀଯାଂଶ ନଦୀ ଓ ଏକ ତୃତୀଯାଂଶ ଜଳ ନିର୍ଝର ଗୁଡ଼ିକ ଉପରେ ପଡ଼ିଲା।"
translate sentence into Odia : And the third angel sounded, and there fell a great star from heaven, burning as it were a lamp, and it fell upon the third part of the rivers, and upon the fountains of waters;
revelation
ସହେି ତାରାର ନାମ 'ନାଗଦଅଣା' ଥିଲା। ଏହାଦ୍ବାରା ପୃଥିବୀର ଏକ ତୃତୀଯାଂଶ ଜଳଭାଗ ପିତା ହାଇଗେଲା। ଏହି ପିତା ଜଳ ପାନକରି ଅନକେ ଲୋକ ମୃତ୍ଯୁବରଣ କଲେ।
translate sentence into Odia : And the name of the star is called Wormwood: and the third part of the waters became wormwood; and many men died of the waters, because they were made bitter.
revelation
ମୁଁ ସେତବେେଳେ ଗୋଟିଏ ଉତ୍କ୍ରୋଶ ପକ୍ଷୀକୁ ଆକାଶର ଉପରଭାଗ ରେ ଉଡ଼ୁଥିବାର ଦେଖିଲି, ସେ ଖୁବ୍ ଜାରେ ରେ କହିଲା, "ହାୟ, ହାୟ ! ପୃଥିବୀ ନିବାସୀମାନଙ୍କ ଉପରେ ଭୟଙ୍କର କ୍ଲେଶ ଆସୁଅଛି। କାରଣ ଆହୁରି ତିନି ଜଣ ଦୂତ ତୂରୀ ବଜାଇବାକୁ ଯାଉଅଛନ୍ତି।"
translate sentence into Odia : And I beheld, and heard an angel flying through the midst of heaven, saying with a loud voice, Woe, woe, woe, to the inhabiters of the earth by reason of the other voices of the trumpet of the three angels, which are yet to sound!
revelation
ଏହାପରେ ପଞ୍ଚମ ଦୂତ ତୂରୀ ବଜାଇଲେ। ସେତବେେଳେ ମୁଁ ଆକାଶରୁ ଗୋଟିଏ ତାରା ପୃଥିବୀ ଉପରେ ପଡ଼ିବାର ଦେଖିଲି। ସହେି ତାରାକୁ ପାତାଳ ଅତଳ ଗହ୍ବର ରେ ପ୍ରବେଶ ଦ୍ବାରର ଚାବି ଦିଆଗଲା।
translate sentence into Odia : And the fifth angel sounded, and I saw a star fall from heaven unto the earth: and to him was given the key of the bottomless pit.
revelation
ସହେି ତାରା ପାତାଳର ପ୍ରବେଶ ଦ୍ବାର ଖାଲିେଲା କ୍ଷଣି ପ୍ରକାଣ୍ଡ ଭାଟିରୁ ଧୂଆଁ ଉଠିଲାଭଳି ସହେି ଅତଳଗର୍ଭ ଭିତରୁ ଧୂଆଁ ଉଠିଲା। ସହେି ଧୂଆଁ ଦ୍ବାରା ସୂର୍ୟ୍ଯ ଓ ଆକାଶ ଅନ୍ଧକାରମୟ ହାଇଗେଲା ଓ
translate sentence into Odia : And he opened the bottomless pit; and there arose a smoke out of the pit, as the smoke of a great furnace; and the sun and the air were darkened by reason of the smoke of the pit.
revelation
ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସମାନଙ୍କେୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା।
translate sentence into Odia : And there came out of the smoke locusts upon the earth: and unto them was given power, as the scorpions of the earth have power.
revelation
ପୃଥିବୀର ଘାସ କିମ୍ବା କୌଣସି ଲତା କିମ୍ବା ଗଛର କ୍ଷତି ନ କରିବା ପାଇଁ ପଙ୍ଗପାଳଙ୍କୁ କୁହାଗଲା। ଯେଉଁମାନଙ୍କର କପାଳ ରେ ପରମେଶ୍ବରଙ୍କର ମୁଦ୍ରା ନାହିଁ, କବଳେ ସହେି ଲୋକମାନଙ୍କର କ୍ଷତି କରିବାକୁ ସମାନଙ୍କେୁ କୁହାଗଲା।
translate sentence into Odia : And it was commanded them that they should not hurt the grass of the earth, neither any green thing, neither any tree; but only those men which have not the seal of God in their foreheads.
revelation
କିନ୍ତୁ ମନୁଷ୍ଯମାନଙ୍କୁ ମାରିଦବୋ ପାଇଁ ପଙ୍ଗପାଳଙ୍କୁ କ୍ଷମତା ଦିଆ ଯାଇ ନ ଥିଲା, ମାତ୍ର ଲୋକମାନଙ୍କୁ ପାଞ୍ଚମାସ ପର୍ୟ୍ଯନ୍ତ ୟନ୍ତ୍ରଣା ଦବୋ ପାଇଁ ସମାନଙ୍କେୁ ଅନୁମତି ଦିଆଯାଇଥିଲା। ସହେି ୟନ୍ତ୍ରଣା ଜଣେ ଲୋକକୁ କଙ୍କଡ଼ାବିଛାର ଦଂଶନ ପରି ୟନ୍ତ୍ରଣାଦାୟକ ହବେ।
translate sentence into Odia : And to them it was given that they should not kill them, but that they should be tormented five months: and their torment was as the torment of a scorpion, when he striketh a man.
revelation