audio
audioduration (s) 0.14
10.9
| sentence
stringlengths 2
240
|
---|---|
ସେ କହିଛନ୍ତି ବେସରକାରୀ ଚ୍ୟାନେଲ୍ଗୁଡ଼ିକ କେବଳ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିବାବେଳେ ଦୂରଦର୍ଶନ ଏବଂ ଆକାଶବାଣୀ ଦେଶର ସଂସ୍କୃତିକୁ ଉଜୀବିତ ରଖୁପାରିଛି |
|
ଦୂତାବାସ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ମଣ ନଜର ରଖାଯାଇଛି |
|
ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇ କୋବିତ୍ ପରବର୍ତ୍ତୀ ବିଶ୍ବ ଏକ ଭିନ୍ନ ବିଶ୍ ହେବାକୁ ଯାଉଛି |
|
ମାଓ ଆତ୍ମସମର୍ପଣ ରାଉରକେଲା ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ଗତକାଲି ଏସ୍ପି କେ ସୁବ୍ରମଣିଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ପୋଗାସୁରୀନ୍ ଓରଫ ସୁମନ ଆତ୍ମସମର୍ପଣ କରିଛି |
|
ନୂଆ ସରକାର ପାର୍ଲାମେଣ୍ଟ ଭଙ୍ଗକୁ ସମର୍ଥନ ଜଣାଇ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ଏହା କରିବାପାଇଁ କ୍ଷମତାପନ୍ନ ବୋଲି ଦର୍ଶାଇଛନ୍ତି |
|
ଗତକାଲିଠାରୁ ରିଟଣ୍ଡିଂ ଅଫିସରମାନଙ୍କୁ ଭୋଟ୍ ଗଣନା ସଂପର୍କରେ ତାଲିମ ପ୍ରଦାନ କରାଯାଉଛି |
|
ଗତକାଲି ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଦଳ ଦ୍ିତୀୟ ଇନିଂରେ ଆଠ ିକେଟ୍ ହରାଇ ଦୁଇ ଶହେ ଅଠାବନ ରନ୍ ସଂଗ୍ରହ କରିଛି |
|
ତେବେ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁରୀ ଗସ୍ତ ଅବସରରେ ଦୋକାନୀମାନଙ୍କୁ ଥଇଥାନ କରିବାକୁ ପରାମର୍ଶ ଦେଇଛନ୍ତି |
|
ସେତେବେଳେ ଢ଼ାକାରେ ଅଟକି ରହିଥିବା ଏକ ଶହେ ଅଠଷଠି ଜଣ ମେଡ଼ିକାଲ ଛାତ୍ର ଶ୍ରୀନଗର ଯାତ୍ରା କରିଥିଲେ |
|
ସ୍ରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି କିଶନ୍ ରେଢ଼ୀ ଦୁଇ ହଜାର ଊଣାଇଶ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ସଂଶୋଧନ ବିଲ୍ ଉପସ୍ଥାପନ କରିଛନ୍ତି |
|
ଏହାକୁ ମିଶାଇ ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ନବେ ଲକ୍ଷ ପଞ୍ଚାବନ ହଜାର ଆଠ ଶହେ ସାତ କୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି |
|
ଫଳରେ କରୋନାଜନିତ ମୃତ୍ୟୁ ସଂଖ୍ୟା ତିନି ଶହେ ପାଞ୍ଚ କୁ ବୃଦ୍ଧି ପାଇଛି |
|
କଂଗ୍ରେସର କପିଲ ଶିବଲ ମଧ୍ୟ କଂଗ୍ରେସରେ ବଂଶଗତ ରାଜନୀତି ଚାଲିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି |
|
ଏପର୍ଯ୍ୟନ୍ତ ୟୁରୋପୀୟ ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ତିନି ହଜାର ଚାରି ଶହେ ରେ ପହଞ୍ଚିଥିବାବେଳେ ଚୀରେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁସଂଖ୍ୟା ତିନି ହଜାର ଦୁଇ ଶହେ ପଞ୍ଚଚାଳିଶି ରହିଛି |
|
ଦେଶର ଔଷଧ ଉତ୍ପାଦନକାରୀ ମାନଙ୍କ ପାଇଁ ଆବେଦନ କରିବାର ତିରିଶି ଦିନ ଭିତରେ ଓ ବିଦେଶୀ ଔଷଧ ଉତ୍ପାଦନକାରୀମାନଙ୍କ ପାଇଁ ଆବେଦନ କରିବାର ନବେ ଦିନ ଭିତରେ ଅନୁମତି ପ୍ରଦାନ କରାଯାଇପାରିବ |
|
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ବାର୍ତ୍ତାରେ କହିଛନ୍ତି ବଡ଼ଦିନ ଏକ ଖୁସି ଓ ଆନନ୍ଦର ଦିନ ଯେଉଁଦିନ କି ଭଗବାନ୍ ଯିଶୁ ଜନ୍ମଗ୍ରହଣ କରିଥିଲେ |
|
ବିଶ୍ ମହିଳା ବ୍ୟାଡ୍ମିଣ୍ଟନ ଚାମ୍ପିୟନ୍ ପିଭି ସିନ୍ଧୁ ଏହି ଦଳର ନେତୃତ୍ବ ନେଉଛନ୍ତି |
|
ଏହି ଲଡାଉନ କାଳରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ |
|
ସେ କହିଛନ୍ତି ଗତ କିଛି ଦଶନ୍ଧି ଧରି କିଛି ଲୋକ ଦୁର୍ନୀତି କରି ଦଣ୍ଡ ପାଉନଥିଲେ ତ ଆଉ କିଛି ଲୋକ ଅଧିକ କ୍ଷମତା ସହ ଦୁର୍ନୀତି କରୁଥିଲେ |
|
ଏହି ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ ତ୍ରିପୁରା ବିହାର ଜାମ୍ମୁ କାଶ୍ମୀର ମିଜୋରାମ୍ ଶିକିମ୍ ତେଲଙ୍ଗାନା ଓ ପଶ୍ଚିମବଙ୍ଗ ରହିଛି |
|
ଉଭୟଙ୍କୁ ଚଉଦ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି |
|
ତେବେ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଏବଂ ବାଲେଶ୍ବରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ାର୍ଡ୍ ଜାରି କରାଯାଇଛି |
|
ଭାଇସ୍ ଆଡମିରାଲ୍ କରବୀର ସିଂ ପରବର୍ତ୍ତୀ ନୌବାହିନୀ ମୁଖ୍ୟ ନିଯୁକ୍ତ ହୋଇଛନ୍ତି |
|
ସ୍ଚ୍ଛ ଭାରତ ଅଭିଯାନ ନିଜ ଚେହେରାକୁ ସୁନ୍ଦର କରିବା ଭଳି ପରିବେଶ ତଥା ଦେଶକୁ ସୁନ୍ଦର କରିବା ହିଁ ସ୍ଚ୍ଛ ଭାରତ ଅଭିଯାନର ମୂଳ ଲକ୍ଷ୍ୟ ବୋଲି ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି |
|
ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି |
|
ରାଜସ୍ଥାନରେ ରାଜ୍ୟପାଳ କଲ୍ୟାଣ ସିଂ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ନିମନ୍ତ୍ରଣ କରିଛନ୍ତି |
|
ଇଣ୍ଡିଆ କୋଭିଡ଼ ଊଣାଇଶ କୋର୍ସ ଭାରତ ସରକାର ପେସାଦାରମାନଙ୍କ ପାଇଁ କୋଭିଡନାଇଣ୍ଟିନ୍ ମହାମାରୀ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଉ ଚାରି ଟି ନୂଆ ପାଠ୍ୟକ୍ରମର ଆୟୋଜନ କରିବେ |
|
ଦୀର୍ଘଦିନ ଧରି ନୂଆଦିଲ୍ଲୀ ସ୍ଥିତ ଏମ୍ରେ ଚିକିତ୍ସାଧୀନ ଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍ ମିଲୁପଡ଼ାର ଏହି ଦୁଇ ଭାଇ ଜଗା ଓ କାଳିଆ ଆଜି ଅପରାହ୍ନରେ ପହଞ୍ଚିବେ |
|
ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଦିନକର ଦରମା ପ୍ରଦାନ କଲେ ଓଡ଼ିଶା ଆଇଏଏସ୍ ସଂଘ |
|
କୃଷକ ବଜାରର ପରିବା ମାର୍କେଟ ଅଶ୍ବିନୀ ହସ୍ପିଟାଲ ନିକଟ ଚାରି ଲେନକୁ ସ୍ଥାନାନ୍ତର ହୋଇଥିବାବେଳେ ନୂଆବଜାର ପରିବା ମାର୍କେଟ ଟିଓପି ନିକଟ ପଡ଼ିଆକୁ ସ୍ଥାନାନ୍ତର ହୋଇଛି |
|
କୋରାପୁଟ କଳାହାଣ୍ଡି ମାଲକାନଗିରି ଗଜପତି ଗଞ୍ଜାମ ସୁନ୍ଦରଗଡ଼ ମୟୂରଭଞ୍ଜ ଓ ବରଗଡ଼ର କେତେକ ସ୍ଥାନରେ ଦୁଇ ତାରିଖଠାରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ |
|
ଗତବର୍ଷ ସେପ୍ଟେମ୍ବରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦୁଙ୍କ ସେ ଦେଶକୁ ଗସ୍ତ କରିବା ପରେ ଶ୍ରୀମତୀ ସ୍ବରାଜ ପ୍ରଥମ ଥରପାଇଁ ବୁଲ୍ଗେରିଆ ଗସ୍ତରେ ଯାଇଛନ୍ତି |
|
ଗତ ଅଠର ତାରିଖରେ କେନ୍ଦୁଝର ଜିଲ୍ଲା କାରଗାରରେ ଜଣେ ବିଚାରାଧୀନ କଏଦୀ ପ୍ରଦୀପ୍ତ ବେହେରା ଆତ୍ମହତ୍ୟା କରିଥିଲେ |
|
ଏକ ହଜାର ନଅ ଶହେ ପଞ୍ଚଚାଳିଶି ମସିହା ଅଗଷ୍ଟ ମାସ ଛଅ ଓ ନଅ ତାରିଖରେ ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଯାଇଥିଲା |
|
ତୁଷ୍ଟିକରଣ ବିନା କ୍ଷମତାପନ୍ନ କରିବା ନୀତିରେ ଏହି ପଦକ୍ଷେପ ନିଆଯାଇଛି |
|
ରାଜ୍ୟର ଜଣେ ବି ଯୋଗ୍ୟ ହିତାଧୁକାରୀ ଯେପରି ମଧୁବାବୁ ପେନ୍ସନ୍ ଯୋଜନାରୁ ବଞ୍ଚିତ ନ ହୁଅନ୍ତି ତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି |
|
ଏକ ହଜାର ନଅ ଶହେ ସତାନବେ ରେ ଗଠିତ ହୋଇଥିବା ଏହି ସଂଗଠନରେ ବ୍ୟଲାଦେଶ ଭୁଟାନ ଭାରତ ନେପାଳ ଶ୍ରୀଲଙ୍କା ମ୍ୟାମାର ଏବଂ ଥାଇଲାଣ୍ଡ ସଦସ୍ୟ ଅଛନ୍ତି |
|
ଏହିସବୁ ହସ୍ପିଟାଲଗୁଡ଼ିକରେ ଦିନରାତି ତିନି ଟି ସିଫ୍ଟରେ ମୋଟ୍ ତିନି ଶହେ ଚଉରାଅଶୀ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଏଥିଲାଗି ନିୟୋଜିତ କରାଯାଇଛି ବୋଲି ଏହି ପ୍ରେସ୍ ରିଲିରେ କୁହାଯାଇଛି |
|
ଆଇସିଏମ୍ଆର୍ ଏହାର ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଉଦ୍ୟମ ଜାରି ରଖିଛି |
|
ବିଶ୍ ରକ୍ତଦାତା ଦିବସ ସେହିଭଳି ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର ବ୍ଳଡ ଟ୍ରାନ୍ସଫ୍ୟୁଜନ ସେଣ୍ଟରଠାର ଆଜି ରକ୍ତଦାତା ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା |
|
କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ କୋଙ୍କଣ ଓ ଗୋଆରେ ମଧ୍ୟ ଚଳିତ ସପ୍ତାହରେ ଭିଷଣ ବର୍ଷା ହେବା କଥା ପାଣିପାଗ ବିଭାଗ ଅନୁମାନ କରିଛି |
|
ବିଏମ୍ସି ଏହି ଖତକୁ ବିକିବ ବୋଲି ଜଣାପଡିଛି |
|
ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସି ମାଧ୍ୟମରେ ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ |
|
ପାଞ୍ଚ |
|
ପଞ୍ଚମ ବାର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବାରୁ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି |
|
ସାତ |
|
ଉଭୟ ରାଜ୍ୟପାଳ କାର୍ଯ୍ୟ ଭାର ଗ୍ରହଣ କରିବା ପରଠାରୁ ଏହି ନିଯୁକ୍ତି କାର୍ଯ୍ୟକାରି ହେବ |
|
ମହାରାଷ୍ଟ୍ରରେ ଏକ କୋଟି ବୟାନବେ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି |
|
ତିରିଶି ରୁ ଊର୍ଣ୍ଣ କେନ୍ଦ୍ରମନ୍ତ୍ରୀ ଜମ୍ମୁକାଶ୍ମୀରକୁ ସପ୍ତାହେ ପର୍ଯ୍ୟନ୍ତ ଗସ୍ତ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି |
|
ଏହାଦ୍ାରା ଭାରତ ମହାକାଶକୁ ଖୁବ୍ କମ୍ ଖର୍ଚ୍ଚରେ ଉପଗ୍ରହ ପଠାଇପାରିବ |
|
ଛଅ |
|
ଗତକାଲି ଆଡ଼ପ ମଣ୍ଡପକୁ ବିଜେ କରିବା ପରେ ଆଜି ଶ୍ରୀଜୀଉମାନଙ୍କ ନିକଟରେ ଆଡ଼ପ ଅଭଡ଼ା ଭୋଗ ଲାଗି ହୋଇଥିଲା |
|
ସ୍କୁଲଗୁଡ଼ିକୁ ବନ୍ଦ କରାଯାଇନାହିଁ ବରଂ ମିଶ୍ରଣ କରାଯାଇଛି ବୋଲି ସରକାରଙ୍କ ତରଫରୁ ଗୃହରେ ସ୍ପଷ୍ଟ କରାଯାଇଛି |
|
ଆସନ୍ତା ନଭେମ୍ବର ତିନି ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି |
|
ଏହି ବୈଠକରେ ଦେଶର ପୁଞ୍ଜି ବ୍ୟାଙ୍କ ଓ ଋଣ ଲଗାଣ କ୍ଷେତ୍ରରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା |
|
ସେ କହିଛନ୍ତି ଆଗକୁ ଏଭଳି ପ୍ରୟାସ ଜାରି ରଖୁବାକୁ ହେବ ଓ ଜୀବଜନ୍ତୁମାନେ ଯେପରି ନିରାପଦରେ ରହିପାରିବେ ତାହା ଆମକୁ ନିଶ୍ଚିତ କରିବାକୁ ହେବ |
|
ଏକ |
|
ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଉଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି |
|
ଏହା ପରେ ତୃତୀୟ ପର୍ଯ୍ୟାୟରେ କେତେ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ ତାହା ସ୍ପଷ୍ଟ ହୋଇଯିବ |
|
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବଏସିଆ ଶୀର୍ଷ ବୈଠକ ଏବଂ ତତ୍ ସଂକ୍ରାନ୍ତ ବୈଠକଗୁଡ଼ିକ ଉପରେ ଚଉଦ ଓ ପନ୍ଦର ତାରିଖରେ ଯୋଗଦେବେ |
|
ତାଙ୍କୁ ଛୟାଅଶୀ ବର୍ଷ ବୟସ ହୋଇଥିଲା |
|
ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଦୁଇ ହଜାର ନଅ ଓ ଦୁଇ ହଜାର ପନ୍ଦର ରେ ଦୁଇଥର ଭାରତ ଗସ୍ତରେ ଆସିଥିଲେ |
|
ଏଥିସହିତ ଦେଶରେ ଏପର୍ଯ୍ୟନ୍ତ କୋଡିଏ କୋଟି ଊଣାଇଶ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି |
|
ସେଣ୍ଟର ଆରୋଗ୍ୟ ଯୋଜନା କେନ୍ଦ୍ର ସରକାର ଆୟୁଷ୍ଠାନ ଭାରତ କାର୍ଯ୍ୟକ୍ରମ ଅଧୀନରେ ଆସନ୍ତା ମାସ ପଚିଶି ତାରିଖରେ ବିଶ୍ର ସର୍ବବୃହତ୍ ସ୍ାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭପାଇଁ ସମ୍ପୂର୍ଣ୍ଣଭାବେ ପ୍ରସ୍ତୁତ ଅଛନ୍ତି |
|
ପଚିଶି ହଜାର ଲୋକ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ଅଛନ୍ତି |
|
ଖୁବ୍ ଶୀଘ୍ର ସିଙ୍ଗାପୁରରୁ ଦୁଇଲକ୍ଷ ପିପିଇ କିଟ୍ ଭାରତରେ ପହଞ୍ଚିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି |
|
ତେବେ ସେ ଆଜି ଗୃହକମିଟିକୁ ଦେଇଥିବା ମତାମତକୁ ନେଇ ତର୍ଜମା ଚାଲିଛି ବୋଲି ଗୃହକମିଟିର ଅଧ୍ୟକ୍ଷ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି |
|
ତେବେ ରାଜ୍ୟ ତାଲିକାଭୁକ୍ତ ଅନ୍ୟାନ୍ୟ ଅଠାବନ ଟି ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଇ ପାରିବ ବୋଲି ଏଥିରେ ଉଲ୍ଲେଖ ଅଛି |
|
କରୋନା ଭୁବନେଶ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବାରୁ ବିଭିନ୍ନ ମହାନଗର ନିଗମ କମିଶନର୍ ଓ ଜିଲ୍ଲାପାଳଙ୍କ ପକ୍ଷରୁ ସ୍ତନ୍ତ୍ର କଟକଣାମାନ ହାତକୁ ନିଆଯାଉଛି |
|
କୋଡିଏ ଏକୋଇଶି ରେ ମୁଖ୍ୟ ଅଭିଭାଷଣ ଦେଇ ଶ୍ରୀ ମୋଦୀ କହିଛନ୍ତି ଏହିସବୁ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା ପାଇଁ ଆମକୁ ଆମର ଆଚରଣରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ହେବ |
|
ଫନି ପ୍ରଭାବିତ ରାଜ୍ୟ ସରକାରଙ୍କଠାରୁ ମିଳିଥିବା ତଥ୍ୟ ଅନୁଯାୟୀ ସୋମବାର ସୁଦ୍ଧା ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ମୃତ୍ୟୁ ସଂଖ୍ୟା ସଂଇତିରିଶି ରେ ପହଞ୍ଚିଛି |
|
ଏହାର ଆଞ୍ଚଳିକ ଭାଷାନ୍ତର ମଧ୍ୟ ରାତି ଆଠ ଟାରେ ପୁନଃ ପ୍ରସାରଣ କରାଯିବ |
|
ସେମାନଙ୍କ ସ୍ନାନ ସକାଶେ ସଂଗମସ୍ଥଳୀରେ ବ୍ୟବସ୍ଥା କରାଯାଇଛି |
|
ଦୁଇ |
|
ସିବିଏସ୍ଇ ପକ୍ଷରୁ ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା ସମୟ ନିର୍ଘଣ୍ଟ ସଂପର୍କିତ ଏକ ମିଥ୍ୟ ଖବର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବାରୁ ଶ୍ରୀ ନିଶଙ୍କ ଝିଟ୍ କରି ଏହାକୁ ଖଣ୍ଡନ କରିଛନ୍ତି |
|
ଟ୍ରେନ୍ରେ ଯାତ୍ରା କରିବାକୁ ଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଆରୋଗ୍ୟସେତୁ ଆପ୍ ଡାଉଲୋଡ କରିବାକୁ ପଡିବ |
|
କାହୁଙ୍କ ଜେଜେ ପାଣୁ ବେହେରା ତିନି ଟି ମୟୁରଙ୍କୁ ଠାବ କରି ସେମାନଙ୍କର ସୁରକ୍ଷା ଓ ଯତ୍ନ ନେଉଥିଲେ |
|
ଏହି ସମ୍ମିଳନୀରେ ତଥ୍ୟ ଗୁପ୍ତତା ସୂଚନା ଅଧିକାର ଆଇନ୍ରେ ସଂଶୋଧନ ଏବଂ ସୂଚନା ଅଧିକାର ଆଇନ୍ର କାର୍ଯ୍ୟକାରିତା ଆଦି ତିନୋଟି ବିଷୟ ଉପରେ ଆଲୋଚନା ହେବ |
|
ଦିନ ତିନି ଟା ସୁଦ୍ଧା ତିନି ଠାକୁରଙ୍କୁ ଅଭଙ୍ଗ ରଥରେ ରଥାରୁଢ କରାଯିବାର କାର୍ଯ୍ୟକ୍ରମ ରହିଛି |
|
ସେ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ଭାଗିଦାରୀ ସଂପର୍କ ବିଶ୍ରେ ଶାନ୍ତି ଓ ସ୍ଥିରତା ପାଇଁ ଉଦ୍ଦିଷ୍ଟ |
|
ଭାରତ ହେଉଛି ବିଶ୍ର ଏକମାତ୍ର ଦେଶ ଯେଉଁଠି ଆରୋଗ୍ୟ ହାର ସର୍ବାଧିକ ଥିବାବେଳେ ମୃତ୍ୟୁହାର ସର୍ବନିମ୍ନ ରହିଛି |
|
ତେଲେଙ୍ଗାନାରେ ସରକାରୀ ଚାକିରୀରେ ସଂରକ୍ଷଣ କୋଟା ବୃଦ୍ଧି ପ୍ରସଙ୍ଗ ନେଇ ଟିଆର୍ଏସ୍ ଦାବି କରିଥିବାବେଳେ କାବେରୀ ପରିଚାଳନା ବୋର୍ଡ ଗଠନ ପାଇଁ ଏଆଇଏଡିଏମ୍କେ ସାଂସଦମାନେ ଦାବି କରିଥିଲେ |
|
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବର୍ତ୍ତମାନ ମଧ୍ୟ ଅଧିକାଂଶ ଲୋକଙ୍କ ପାଇଁ କୋଭିଡ଼ ସଂକ୍ରମଣର ବିପଦ ରହିଛି |
|
ଶୂନ |
|
କରୋନା ଭୂତାଣୁ ସଂକ୍ରମଣ ସନ୍ଦେହରେ ଏସ୍ସିବି ମେଡିକାଲରେ ଆଉ ଜଣେ ଭର୍ତ୍ତି |
|
ରାଜସ୍ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ବର ମହାନ୍ତି କହିଛନ୍ତି ପରିସ୍ଥିତି ଉପରେ ତୀକ୍ଷ୍ମଣ ଦୃଷ୍ଟି ରଖାଯିବା ସହ ସ୍ତନ୍ତ୍ର ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଦଳ ମୁତୟନ କରାଯାଇଛି |
|
ତିର୍ଭାଲ ଓ ବାଲେଶ୍ର ଉପନିର୍ବାଚନ ପାଇଁ ପ୍ରଚାର ସରଗରମ୍ |
|
ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ତଥ୍ୟ ପ୍ରମାଣ ସଂଗ୍ରହ କରିଛି |
|
ଏହି ଯାତ୍ରା ଅବସରରେ ଜମ୍ମୁକାଶ୍ମୀରବାସୀଙ୍କ ଆତିଥେୟତା ଲାଗି ସେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି |
|
ଗୃହର କାର୍ଯ୍ୟକାଳ ମାତ୍ର ଏକ ମିନିଟ୍ ଚାଲିବା ପରେ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ପ୍ରଶ୍ନକାଳକୁ ମୁଲତବୀ ଘୋଷଣା କରିଥିଲେ |
|
ଦଶହରା ଓ ଭସାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଶନ୍ରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହାତକୁ ନିଆଯାଇଛି |
|
ସ୍ାଧୁନତା ପୂର୍ବରୁ ଏଠାରେ ଦୁର୍ଗାପୂଜା ହୋଇଆସୁଛି |
|
ପ୍ରେଜ୍ ଆଡ୍ରେସ୍ ଚଉସ୍ତରୀ ତମ ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରକୁ ସମ୍ବୋଧନ କରିବେ |
|
ଗତକାଲି ମଧ୍ୟରାତ୍ରିରେ ରୋମର ଭାଟିକାନ ସହରରେ ପୋପ୍ ଫ୍ରାନ୍ସିସ୍ ବଡ଼ଦିନ ପର୍ବର ଶୁଭାରମ୍ଭ କରିଥିଲେ |
|
ଏବଂ ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା |
|
ଏଥପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି |
|
କରୋନାଆଡଭାଇଜରି କୋଭିଜ୍ ଊଣାଇଶ ସଂକ୍ରମଣକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାରଙ୍କ ତରଫରୁ ଅତିରିକ୍ତ ମାର୍ଗଦର୍ଶିକା ଜାରି କରାଯାଇଛି |
|
ଆକାଶପଥରେ ଯୋଗାଯୋଗ ଦ୍ାରା ଉଭୟ ଦେଶ ସ୍ାସ୍ଥ୍ୟ ପର୍ଯ୍ୟଟନ ତଥା ଶିକ୍ଷା କ୍ଷେତ୍ରରେ ଲାଭବାନ୍ ହେବ |
|
ନର୍ସରୀ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ସହଯୋଗରେ ଆକାଙ୍ଗି ଜିଲ୍ଲା ନବରଙ୍ଗପୁରଠାରେ ହାଇଟେକ ନର୍ସରୀ ଉଦ୍ଘାଟିତ ହୋଇଛି |
|
ଇତିମଧ୍ୟରେ ଭାରତର ସର୍ବପ୍ରଥମ ନିଜସ୍ ମାନବ ମହାକାଶ ଅଭିଯାନ ଗଗନଯାନ ଲାଗି ପ୍ରସ୍ତୁତି ଜାରି ରହିଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି |
End of preview. Expand
in Dataset Viewer.
README.md exists but content is empty.
Use the Edit dataset card button to edit it.
- Downloads last month
- 36