audio
audioduration (s) 0.14
10.9
| sentence
stringlengths 2
240
|
---|---|
ପଞ୍ଜାବର ଡେରାବାବା ନାନକ ଗୁରୁତ୍ବାର ସହ କର୍ଭରପୁର ଗୁରୁଦ୍ାରକୁ ଏହି କରିଡର୍ ସଂଯୋଗ ସ୍ଥାପନ କରିବ |
|
ସ୍ରାଷ୍ଟ୍ର ସଚିବ ତଥା ଜାତୀୟ କାର୍ଯ୍ୟ ନିର୍ବାହୀ କମିଟି ଚେୟାରମ୍ୟାନ୍ ଅଜୟ କୁମାର ଭାଲ୍ଲା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ମୁଖ୍ୟ ସଚିବମାନଙ୍କୁ ଏ ବିଷୟରେ ଚିଠି ଲେଖିଛନ୍ତି |
|
ତୁମ ତରାଜୁଟାକୁ ମୁଁ ଯତ୍ନରେ ଭଣ୍ଡାର ଘରେ ରଖିଥିଲି |
|
ଶୂନ |
|
ଜଣଙ୍କର ଅବସ୍ଥା ଗୁରୁତର ଥିବାରୁ କଟକ ଏସ୍ସିବି ମେଡିକାଲ କଲେଜ ପଠାଇ ଦିଆଯାଇଛି |
|
ଦିଲ୍ଲୀ ଇଲେକସନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲ କରିବାର ଆଜି ଶେଷ ତାରିଖ |
|
ଏହି ଯାତ୍ରାକାଳରେ ପଦଯାତ୍ରୀମାନେ ବିଭିନ୍ନ ସ୍ଥାନରେ ରାତ୍ରିକାଳୀନ ବିଶ୍ରାମ ନେବେ ଏବଂ ପରବର୍ତ୍ତୀ ଦିନ ସକାଳୁ ପୁଣି ଯାତ୍ରା ଆରମ୍ଭ କରିବେ |
|
ଭାରତୀୟ ବନ୍ଦରଗୁଡ଼ିକରେ ପୁଞ୍ଜି ନିବେଶ କରିବାକୁ ପ୍ରଧାନମନ୍ତ୍ରୀ ବେସରକାରୀ କ୍ଷେତ୍ର ଓ ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରକୁ ଆମନ୍ତ୍ରଣ ଜଣାଇଛନ୍ତି |
|
ଆରୋଗ୍ୟ ସେତୁ ଆପ୍ ଆରମ୍ଭ ହେବାର ଅଠର ଦିନ ଭିତରେ ସାତ କୋଟିରୁ ଊଦ୍ଧ ଲୋକ ଏହାକୁ ଡାଉନ୍ଲୋଡ୍ କରିଛନ୍ତି |
|
ବିମାନ ଚଳାଚଳ ସଂସ୍ଥାମାନେ ଏ ବିଷୟକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ କୁହାଯାଇଛି |
|
ନୂଆ ଶିକ୍ଷାନୀତିରେ ଭାରତକୁ ଜ୍ଞାନର ଏକ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି |
|
ସେହିପରି ମୃତ୍ୟୁହାର ମଧ୍ୟ ଅଧୁକାଂଶ ଦେଶ ତୁଳନାରେ କମ୍ ରହିଛି ବୋଲି ସେ କହିଛନ୍ତି |
|
ଏଥ ସହିତ ଅଠର ବର୍ଷ ତଥା ତା ଠାରୁ ଊଦ୍ଧ ବୟସ୍କ ବ୍ୟକ୍ତି ବିନା ଦ୍ବିଧାରେ କରୋନା ପ୍ରତିଷେଧକ ଟିକା ନେବାକୁ ଆମେ ଅନୁରୋଧ କରୁଛୁ |
|
ଏଥିରେ କେତେକ ଧାରା ମଧ୍ୟ ଯୋଡ଼ା ଯାଇଛି |
|
ଗୋବଦ୍ଧନ ଝଡ଼ପିଆ ଏବଂ ଦଳର ଉପାଧ୍ୟକ୍ଷ ଦୁଷ୍ମନ୍ତ ଗୌତମ ଓ ନରୋତ୍ତମ ମିଶ୍ର ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ବ ତୁଲାଇବେ |
|
ବୈଜୟନ୍ତ ଇସ୍ତଫା ବିଜେଡିର ସାଂସଦ ବୈଜୟନ୍ତ ପଣ୍ଡା ନିଜ ପଦରୁ ଦେଇଥିବା ଇସ୍ତଫା ପତ୍ରକୁ ଗତକାଲି ଗ୍ରହଣ କରାଯାଇଛି |
|
ଆଠ |
|
ତା ର ଦୁଇଟିଯାକ ଗୋଡ଼ ପୁରାପୁରି ଅଚଳ ସେଥିଲାଗି ସେ ଏକ ତିନିଚକିଆ ହ୍ୱିଲ୍ ଚେୟାରରେ ବସି ଚଲାବୁଲା କରେ |
|
ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀଙ୍କୁ ମଧ୍ୟ ସେ ସୌଜନ୍ୟମୂଳକ ସାକ୍ଷାତ କରିବେ |
|
ଗତକାଲି ଆଠ ଲକ୍ଷ ପାଞ୍ଚ ହଜାର ନଅ ଶହେ ପଞ୍ଚାଅଶୀ ଟି ନମୁନା ପରୀକ୍ଷା କରାଯାଇଛି |
|
ଗତକାଲି ଉଦ୍ଯାପନୀ ସମାରୋହରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଛି |
|
ଆସନ୍ତା ମାସ ଆଠ ତାରିଖରେ ବିଶ୍ବବିଦ୍ୟାଳୟରେ ଏକ ସ୍ତନ୍ତ୍ର ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ |
|
ଏଥିପାଇଁ ସରକାର କୋଡିଏ ଚଉଦ ପରଠାରୁ ଗରିବ ଲୋକମାନଙ୍କ ପାଇଁ ଦୁଇ କୋଟି ବାସଗୃହ ନିର୍ମାଣ କରିଛନ୍ତି |
|
ବର୍ଭମାନ ଛତିଶଗଡର ମୁଖ୍ୟମନ୍ତ୍ରୀ ମହାନଦୀ ଉପରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବେ ନାହିଁ ବୋଲି ଘୋଷଣା କରିବା ପରେ ପରିସ୍ଥିତି ସଙ୍ଗୀନ ହୋଇଉଠିଛି |
|
ସେଗୁଡିକ ହେଲା ବିଶାଖାପାଟନାକୋର୍ବା ହାଓଡାତିରୁଚିରାପଲ୍ଲୀ ଗୌହାଟୀବେଙ୍ଗାଲୁରୁ ଓ ସିକନ୍ଦରାବାଦଦରଭଙ୍ଗା |
|
ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଚାଳିଶି ସଦସ୍ୟ ବିଶିଷ୍ଟ ସଦନରେ ଏମ୍ଏନ୍ଏକୁ ଛବିଶି ଟି ଆସନ ମିଳିଛି |
|
ପ୍ରକୃତ ନିୟନ୍ତ୍ରଣରେଖାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଏକ ଜଟିଳ ବିଷୟ ଓ ଏ କ୍ଷେତ୍ରରେ କୌଣସି କଳ୍ପନା ଜଳ୍ପନା କିମ୍ବା ନିଶ୍ଚିତ ହୋଇନଥିବା ରିପୋର୍ଟକୁ ଏଡାଯିବା ଉଚିତ୍ |
|
ପୁଲିସ୍ କହିଛି ଏକ ହଜାର ନଅ ଶହେ ଅନେଶତ ମସିହାରୁ ତାକୁ ମଧ୍ୟପ୍ରଦେଶ ଛତିଶଗଡ଼ ଓ ମହାରାଷ୍ଟ୍ର ପୁଲିସ୍ ଖୋଜୁଥିଲା |
|
ପିଏମ୍ାନ୍ ନେସନ ାନ୍ ଇଲେକ୍ସନ ଏକ୍ ଦେଶ ଏକ ନିର୍ବାଚନ ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନେବା ସକାଶେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି |
|
ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ |
|
ଦେଶରୁ ରପ୍ତାନୀ ହେଉଥିବା ଦ୍ରବ୍ୟଗୁଡ଼ିକ ମଧ୍ୟରୁ ଅଠଚାଳିଶି ଭାଗ ଏହି ଉଦ୍ୟୋଗ ଗୁଡ଼ିକରୁ ଆସୁଥିବାବେଳେ ଏହାକୁ ଶତକଡା ଷାଠିଏ ଭାଗକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖୁଛନ୍ତି ବୋଲି ଶ୍ରୀ ଗଡ଼କରି କହିଛନ୍ତି |
|
ଦୂରସଞ୍ଚାର ମନ୍ତ୍ରୀ ଭାବେ ଦାୟିତ୍ବ ନେଲାପରେ ରବିଶଙ୍କର ପ୍ରସାଦ ସାମ୍ବାଦିକମାନଙ୍କୁ କହିଛନ୍ତି ଖୁବ୍ ଶୀଘ୍ର ପାଇଭ୍ଜି କାରିଗରି ବିଦ୍ୟାର କ୍ଷେତ୍ରୀୟ ପରୀକ୍ଷଣ ଆରମ୍ଭ ହେବ |
|
କୋଡିଏ ରୁ ପଚିଶି କୋଟି ଲୋକଙ୍କୁ ଅଗ୍ରାଧୁକାର ଶ୍ରେଣୀରେ ରଖାଯାଇଛି |
|
ଏ ନେଇ ସମସ୍ତ ଭୟ ବା ସନ୍ଦେହରୁ ଦୂରେଇ ରହି କୌଣସି ଅପପ୍ରଚାରରେ ବିଶ୍ବାସ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି |
|
ପାଞ୍ଚ |
|
ସେଗୁଡ଼ିକ ମଧ୍ୟରେ ଏକ ହଜାର ଊଣାଇଶ ଟି ସରକାରୀ ପରୀକ୍ଷାଗାର ଓ ପାଞ୍ଚ ଶହେ ପଞ୍ଚାନବେ ଟି ବେସରକାରୀ ପରୀକ୍ଷାଗାର ରହିଛି |
|
ଯେଉଁମାନେ କୋବିଜ୍ ନିୟମାବଳୀ ଭଙ୍ଗ କରିବେ ସେମାନଙ୍କୁ ଅଧିକ ଜୋରିମାନା ଦେବା ଓ ଚାଲାଣ କଟାଯିବା ବିଷୟରେ କ୍ୟାବିନେଟ୍ ସଚିବ ଜଣାଇଛନ୍ତି |
|
କ୍ୟାମ୍ପ କୋର୍ଟ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କଟକ ଜିଲ୍ଲାର ବିଭିନ୍ନ ଜେଲ୍ରେ କ୍ୟାମ୍ପକୋର୍ଟ ଅନୁଷ୍ଠିତ ହେଉଛି |
|
ତେଣୁ ମହାନଦୀର ସୁରକ୍ଷା ପାଇଁ ଏହାର ଅବବାହିକାରେ ଦୁଇ କୋଟି ଗଛ ଲଗାଯିବ |
|
ଏସ୍ଏୟାରପୋର୍ଟ୍ ବିଲ୍ ଭାରତୀୟ ବିମାନ ବନ୍ଦର ଅର୍ଥନୈତିକ ନିୟନ୍ତ୍ରକ କର୍ତ୍ତୁପକ୍ଷ ସଂଶୋଧନ ବିଲ୍ ଦୁଇ ହଜାର ଊଣାଇଶ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି |
|
ଏଥିନିମନ୍ତେ ଏକ ପ୍ରସ୍ତୁତି ବୈଠକ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି |
|
ସେହିଭଳି ରାୟଗଡ଼ାସ୍ଥିତ ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଶାଖାର ଡ୍ରିମ୍ ସେଣ୍ଟରରେ ଜିଲ୍ଲା ପ୍ରଶାସନର ଚାରିଜଣିଆ ଟିମ୍ ଚଢ଼ଉ କରି ସଂସ୍ଥାର ବୈଧତା ଓ ଅନିୟମିତତା ଉପରେ ତଦନ୍ତ ଆରମ୍ଭ କରିଛି |
|
ସେହିପରି ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଆଗାମୀ ଦିନରେ ପିଆଜ ଆମଦାନୀ ହେଲେ ରାଜ୍ୟରେ ଦର ହ୍ରାସ ପାଇବା ସମ୍ଭାବନା ଥିବା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି |
|
ଏବଂ ଭାରତ ସୀମା ଭିତରକୁ ଚାଲିଆସିଥିବା ଚୀନ ସୈନ୍ୟ ଜଣଙ୍କୁ ଭାରତ ଚୀନ୍କୁ ହସ୍ତାନ୍ତର କରିଛି |
|
ଟିସୁ ପେପର କିମ୍ବା ରୁମାଲ ଦେଇ କାଶିବା ଦ୍ାରା ଭୂତାଣୁ ସଂକ୍ରମଣ ରୋକାଯାଇ ପାରିବ |
|
ମୁନୁର କଲେଜ ପଢ଼ା କେମିତି ହେବ ସେ ଏଇଠୁ ପଢ଼ା ବନ୍ଦ୍ କରୁ |
|
ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଆଜି ଫଳାଫଳ ଘୋଷଣା କରିଥିଲେ |
|
ତେବେ ଏ ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଶ୍ରୀପାତ୍ର କହିଛନ୍ତି |
|
ଆମ ସମ୍ବାଦଦାତା ଜଣାଇଛନ୍ତି ଗତକାଲି ସୁଧା ଆସାମରେ ଏକ ହଜାର ଛଅ ଶହେ ଏକାବନ ଜଣ ନୂଆ ସଂକ୍ରମିତ ହୋଇଥିବା ବେଳେ ତିନି ଜଣଙ୍କର ମୃତ୍ୟୁ ଘଟିଛି |
|
ପୂର୍ବରୁ ପ୍ରଧାନମନ୍ତ୍ରୀ ରୁାଣ୍ଡା ଏବଂ ଉଗାଣ୍ଡା ଗସ୍ତ କରିଥିଲେ |
|
ଏହି ପୁରସ୍କାର ପାଇଁ ମନୋନୟନ ସ୍କ୍ରିଠାରୁ ଆରମ୍ଭ କରି ପୁରସ୍କାର ପ୍ରଦାନ ପ୍ରର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଡିଜିଟାଲ୍ ମାଧ୍ୟମରେ କରାଯାଇଥିଲା |
|
ପିଏମ୍ଜୟ ଅସ୍ତ୍ରୋପଚାର ପାଇଁ ପନ୍ଦର ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି |
|
ସୂଚନାଯୋଗ୍ୟ ଯେ ଏହି ସମ୍ମିଳନୀରେ ଭାରତ ଯୋଗ ଦେଇଥିବାରୁ ତାହାକୁ ବିରୋଧ କରି ପାକିସ୍ତାନ ଏଥିରେ ଯୋଗ ଦେଇନାହିଁ |
|
ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ମାଧ୍ୟମରେ ଚଳିତମାସ ଅଠାଇଶି ତାରିଖ ରବିବାରଦିନ ଏଗାର ଟାରେ ଦେଶବାସୀଙ୍କ ସହ ଭାବବିନିମୟ କରିବେ |
|
ସାଉଦି ଆରବର ଶକ୍ତିମନ୍ତ୍ରୀ ଅବଦୁଲା ଜିବିନ୍ ସଲମାନ୍ ଅସୌଦ୍ ଆମେରିକାର ଶକ୍ତିମନ୍ତ୍ରୀ ଡାନ୍ ବୁଲିଟେ ପ୍ରମୁଖ ଏହାର ଉଦଘାଟନୀ ସମାରୋହରେ ଉଦ୍ବୋଧନ ଦେବେ |
|
ଚଳିତବର୍ଷ ଏହି ଦିବସର ବାର୍ଭା ହେଉଛି ସାମୂହିକ ପ୍ରୟାସ ଦ୍ାରା ପରିବର୍ତ୍ତନ ସମ୍ଭବ |