output
stringlengths
1
10.9k
input
stringclasses
1 value
instruction
stringlengths
34
702
category
stringlengths
3
20
ଏବଂ ଆଶରେ ବଂଶରକ୍ସ୍ଟ ମିଶାଲ୍ ଓ ତା'ର ତଳଭୂମି, ଅବଦୋନ୍ ଓ ତା'ର ତଳଭୂମି।
translate sentence into Odia : And out of the tribe of Asher, Mishal with her suburbs, Abdon with her suburbs,
joshua
ଏହାପରେ ସମାନେେ ମରାରି ସନ୍ତାନଗଣର ପରିବାରବର୍ଗନକ୍ସ୍ଟସା ରେ ଅବଶିଷ୍ଟ ଲବେୀୟ ଗୋଷ୍ଠୀଙ୍କକ୍ସ୍ଟ
translate sentence into Odia : And unto the families of the children of Merari, the rest of the Levites, out of the tribe of Zebulun, Jokneam with her suburbs, and Kartah with her suburbs,
joshua
ସଦାପ୍ରଭୁ ସମାନଙ୍କେ ପୂର୍ବପୁରୁଷଗଣଙ୍କ ନକଟ ରେ କରିଥିବା ତାଙ୍କର ସମସ୍ତ ଶପଥ ଅନକ୍ସ୍ଟସା ରେ ଗ୍ଭରିଆଡେ ସମାନଙ୍କେୁ ବିଶ୍ରାମ ଦେଲେ। ପକ୍ସ୍ଟଣି ସମାନଙ୍କେ ଶତୃମାନଙ୍କ ମଧ୍ଯରକ୍ସ୍ଟ କହେି ସମାନଙ୍କେର ଆଗ ରେ ଠିଆ ହାଇେ ପାରିଲେ ନାହିଁ। ସଦାପ୍ରଭୁ ସମାନଙ୍କେର ସମସ୍ତ ଶତୃଙ୍କକ୍ସ୍ଟ ସମାନଙ୍କେ ହସ୍ତ ରେ ସମର୍ପଣ କଲେ।
translate sentence into Odia : And the LORD gave them rest round about, according to all that he sware unto their fathers: and there stood not a man of all their enemies before them; the LORD delivered all their enemies into their hand.
joshua
ଏହାପରେ ସିପ୍ପୋରର ପକ୍ସ୍ଟତ୍ର ବାଲାକ୍ ଯେ କି ମାୟୋବର ରାଜା ଥିଲା ସେ ପ୍ରସ୍ତକ୍ସ୍ଟତ ହେଲା। ଇଶ୍ରାୟେଲଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବା ପାଇଁ ତାଙ୍କର ରାଜା ବିଯୋର ପକ୍ସ୍ଟତ୍ର ବିଲିଯମକକ୍ସ୍ଟ ପଠାଇଲେ। ସେ ତୁମ୍ଭମାନଙ୍କୁ ଶାପ ଦବୋ ପାଇଁ ବିଲିଯମକକ୍ସ୍ଟ ପଠାଇଲେ।
translate sentence into Odia : Then Balak the son of Zippor, king of Moab, arose and warred against Israel, and sent and called Balaam the son of Beor to curse you:
joshua
ୟିହକ୍ସ୍ଟଦାର ଲୋକମାନେ ୟକ୍ସ୍ଟଦ୍ଧ ଆରମ୍ଭ କଲା ପୂର୍ବରକ୍ସ୍ଟ, କାଲେବ୍ ସକୋନଙ୍କକ୍ସ୍ଟ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲବେ କହିଲା, "ମୁ କିରିଯଥ ସଫରେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ସେ ସହରକକ୍ସ୍ଟ ପରାସ୍ତ କରିବ, ମୁ ତା' ସହିତ ମାରେ କନ୍ଯା ଅକ୍ଷାରକକ୍ସ୍ଟ ବିବାହ ଦବେି।"
translate sentence into Odia : And Othniel the son of Kenaz, Caleb's younger brother, took it: and he gave him Achsah his daughter to wife.
judges
ତେଣୁ ଇଶ୍ରାୟେଲର ଲୋକମାନେ ସ୍ଥାନର ନାମ ରଖିଲେ ବୋଖୀମ୍। ଏହି ବୋଖୀମଠା ରେ ଇଶ୍ରାୟେଲ ବାସୀମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସଠାେରେ ବଳିଦାନ କଲେ।
translate sentence into Odia : And they called the name of that place Bochim: and they sacrificed there unto the LORD.
judges
କିନ୍ତୁ ଇଶ୍ରାୟେଲର ଲୋକମାନେ, ସମାନଙ୍କେର ବିଗ୍ଭର କର୍ତ୍ତାଗଣଙ୍କ କଥାକକ୍ସ୍ଟ ଶୁଣିଲେ ନାହିଁ। ମାତ୍ର ସମାନେେ ଅନ୍ୟ ଦବେତାଗଣଙ୍କ ପଛ ରେ ବେଶ୍ଯାପରି ଗଲେ ଓ ପ୍ରଣାମ କଲେ। ସମାନେେ ସଦାପ୍ରଭୁଙ୍କ ଆଜ୍ଞାପାଳନ କଲେ ନାହିଁ, ଯେପରି ସମାନଙ୍କେର ପୂର୍ବପୁରୁଷମାନେ କରୁଥିଲେ, ତାହା ବଦଳ ରେ ସମାନେେ ସେ ପଥରକ୍ସ୍ଟ ଶୀଘ୍ର ବିମକ୍ସ୍ଟଖ ହେଲେ।
translate sentence into Odia : And when the LORD raised them up judges, then the LORD was with the judge, and delivered them out of the hand of their enemies all the days of the judge: for it repented the LORD because of their groanings by reason of them that oppressed them and vexed them.
judges
ଏହାପରେ ସଦାପ୍ରଭୁ ଗିଦ୍ଦିୟୋନଙ୍କକ୍ସ୍ଟ କହିଲେ, "ତଥାପି ବହକ୍ସ୍ଟତ ସୈନ୍ଯଗଣ ଅଛନ୍ତି। ସମାନଙ୍କେୁ ଜଳ ଭିତରକକ୍ସ୍ଟ ନିଅ, ମୁ ତକ୍ସ୍ଟମ୍ଭ ପାଇଁ ସମାନଙ୍କେୁ ପରୀକ୍ଷା କରିବି। ଯଦି ମୁ କକ୍ସ୍ଟ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ,' ' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍,' କକ୍ସ୍ଟନ୍ତକ୍ସ୍ଟ ଯଦି ମୁ କ ହେ, 'ଏହି ଲୋକ ଜଣଙ୍କ ତକ୍ସ୍ଟମ୍ଭ ସହିତ ୟିବ ନାହିଁ,' ସେ ତୁମ୍ଭର ଅନକ୍ସ୍ଟସରଣ କରିବା ଉଚିତ୍ ନକ୍ସ୍ଟହଁ।"
translate sentence into Odia : And the LORD said unto Gideon, The people are yet too many; bring them down unto the water, and I will try them for thee there: and it shall be, that of whom I say unto thee, This shall go with thee, the same shall go with thee; and of whomsoever I say unto thee, This shall not go with thee, the same shall not go.
judges
ସବହେ ଓ ସଲମକ୍ସ୍ଟନ୍ନ ମିଦିଯନୀଯମାନଙ୍କର ରାଜା ଦୌଡି ପଳାଇଲେ। କିନ୍ତୁ ଗିଦ୍ଦିୟୋନ ସମାନଙ୍କେୁ ଗୋଡଇଲେ ଓ ସମାନଙ୍କେୁ କାବକ୍ସ୍ଟ କଲେ। ଗିଦ୍ଦିୟୋନ ଏବଂ ତାଙ୍କର ସୈନ୍ଯମାନେ ଶତୃ ସୈନ୍ଯବାହୀନିକକ୍ସ୍ଟ ପରାସ୍ତ କଲେ।
translate sentence into Odia : And when Zebah and Zalmunna fled, he pursued after them, and took the two kings of Midian, Zebah and Zalmunna, and discomfited all the host.
judges
ଏହାପରେ ପରମେଶ୍ବର ଆଉ ଜଣେ ବିଗ୍ଭରକଙ୍କକ୍ସ୍ଟ ପଠାଇଲେ। ତାଙ୍କର ନାମ ଥିଲା ୟାଯୀର ଯେ କି ଥିଲେ ଗିଲିଯଦର ଅଧିବାସୀ। ୟାଯୀର ଇଶ୍ରାୟେଲର ଉପରେ ବାଇଶିବର୍ଷ ଧରି ବିଗ୍ଭରକ ହାଇେ ରହିଲେ।
translate sentence into Odia : And after him arose Jair, a Gileadite, and judged Israel twenty and two years.
judges
ବିନ୍ଯାମୀନର ଲୋକମାନେ ସମାନଙ୍କେ ମଧିଅରେ କକ୍ସ୍ଟହା କକ୍ସ୍ଟହି ହେଲେ, "ଆମ୍ଭେ ପୂର୍ବପରି ଜିତିବକ୍ସ୍ଟ।"'
translate sentence into Odia : And the children of Benjamin said, They are smitten down before us, as at the first. But the children of Israel said, Let us flee, and draw them from the city unto the highways.
judges
ବୈଥିଲହମେ ରେ ଜଣେ ଧନୀ ବ୍ଯକ୍ତି ବାସ କରୁଥିଲେ। ଯାହାଙ୍କର ନାମଥିଲା ବୋଯାଜ। ବୋଯାଜ ଥିଲେ ଏଲିମଲକରେ ପରିବାରରକ୍ସ୍ଟ ନୟମୀର ଜଣେ ଅନ୍ତରଙ୍ଗ ବନ୍ଧକ୍ସ୍ଟ।
translate sentence into Odia : And Naomi had a kinsman of her husband's, a mighty man of wealth, of the family of Elimelech; and his name was Boaz.
ruth
ଏହାପରେ ଋତ ତାଙ୍କୁ କହିଲେ, "ତୁମ୍ଭେ ମାେ ଉପରେ ବହକ୍ସ୍ଟତ ଦୟା ଦଖାଇେ ଅଛ। ମହାଶୟ, ମୁ ଆପଣଙ୍କର ଦାସୀ। ଏପରିକି ମୁ ଆପଣଙ୍କର ଏକ ଦାସୀ ସହିତ ସମାନ ନକ୍ସ୍ଟ ହେଁ, ତଥାପି ଆପଣ ମାେପ୍ରତି ବହକ୍ସ୍ଟତ ଦୟା ଓ କରୁଣା ଦଖାଇେଛନ୍ତି ଏବଂ ଆପଣ ଦୟାର କଥା ମାେତେ କହିଛନ୍ତି।"
translate sentence into Odia : Then she said, Let me find favour in thy sight, my lord; for that thou hast comforted me, and for that thou hast spoken friendly unto thine handmaid, though I be not like unto one of thine handmaidens.
ruth
ତା'ପରେ ସେ ଉତ୍ତର ଦଲୋ, "ମୁ ତକ୍ସ୍ଟମ୍ଭ ଦାସୀ ତକ୍ସ୍ଟମ୍ଭ ଆଖି ରେ ଅନକ୍ସ୍ଟଗ୍ରହ ପ୍ରାଲ୍ଗ ହେଉ।" ଆଉ ସେ (ସ୍ତ୍ରୀ) ଆପଣା ପଥରେ ଗଲେ ଓ ଭୋଜନ କଲେ ଏବଂ ତାଙ୍କର ମକ୍ସ୍ଟହଁ ଆଉ ବିଷର୍ଣ୍ଣ ହେଲା ନାହିଁ।
translate sentence into Odia : And she said, Let thine handmaid find grace in thy sight. So the woman went her way, and did eat, and her countenance was no more sad.
1samuel
ମୁ ଏଲିର ପରିବାରକକ୍ସ୍ଟ ଯାହା ଯାହା କହକ୍ସ୍ଟଅଛି ସେ ସମସ୍ତ ପ୍ରଥମରକ୍ସ୍ଟ ଶଷେ ପର୍ୟ୍ଯନ୍ତ ପକ୍ସ୍ଟରଣ କରିବ।
translate sentence into Odia : In that day I will perform against Eli all things which I have spoken concerning his house: when I begin, I will also make an end.
1samuel
ତହକ୍ସ୍ଟଁ ପଲେଷ୍ଟୀୟମାନେ ସହେି ଜଯଧ୍ବନି ଶକ୍ସ୍ଟଣି କହିଲେ, "ଏବ୍ରୀଯମାନଙ୍କ ଛାଉଣୀ ରେ ଏହି ମହାଜଯଧ୍ବନିର ଅଭିପ୍ରାଯ କ'ଣ?"
translate sentence into Odia : And when the Philistines heard the noise of the shout, they said, What meaneth the noise of this great shout in the camp of the Hebrews? And they understood that the ark of the LORD was come into the camp.
1samuel
ଇଶ୍ରାୟେଲର ପ୍ରାଚୀନଗଣ ଶାମୁୟେଲଙ୍କୁ କହିଲେ, "ତୁମ୍ଭେ ବୃଦ୍ଧ ହାଇୟୋଇଛ ଏବଂ ତୁମ୍ଭର ପକ୍ସ୍ଟଅମାନେ ତକ୍ସ୍ଟମ୍ଭପରି ଜୀବନୟାପନ କରୁନାହାନ୍ତି। ତେଣୁ ଆପଣ ଆମ୍ଭମାନଙ୍କୁ ଗୋଟିଏ ଶାସକ ଦିଅନ୍ତକ୍ସ୍ଟ। ଆମ୍ଭମାନଙ୍କୁ ଶାସନ କଲାଭଳି ଯାହା ଅନ୍ୟ ଜାତିମାନଙ୍କର ଅଛି।"
translate sentence into Odia : And said unto him, Behold, thou art old, and thy sons walk not in thy ways: now make us a king to judge us like all the nations.
1samuel
ଏପ୍ରକା ରେ ଶାମକ୍ସ୍ଟଯଲେ ଇଶ୍ରାୟେଲର ସମସ୍ତ ପରିବାରବର୍ଗଙ୍କକ୍ସ୍ଟ ଏକତ୍ରୀତ କରନ୍ତେ, ପ୍ରଥମତଃ ବିନ୍ଯାମୀନ ପରିବାରବର୍ଗ ନିର୍ଣ୍ଣିତ ହେଲା।
translate sentence into Odia : And when Samuel had caused all the tribes of Israel to come near, the tribe of Benjamin was taken.
1samuel
ଶାମକ୍ସ୍ଟଯଲେ ଲୋକମାନଙ୍କୁ କହିଲେ, "ଏଇ ବ୍ଯକ୍ତିକକ୍ସ୍ଟ ଦେଖ। ପରମେଶ୍ବର ତାଙ୍କୁ ମନୋନୀତ କରିଛନ୍ତି। ତୁମ୍ଭମାନଙ୍କ ମଧିଅରେ ତାଙ୍କଠାରକ୍ସ୍ଟ ସକ୍ସ୍ଟପୁରୁଷ ଆଉ କହେି ନାହାଁନ୍ତି।"
translate sentence into Odia : And Samuel said to all the people, See ye him whom the LORD hath chosen, that there is none like him among all the people? And all the people shouted, and said, God save the king.
1samuel
ଅେମ୍ମାନୀୟ ନାହଶ ତାଙ୍କୁ ଉତ୍ତର କଲା, "ତକ୍ସ୍ଟମ୍ଭ ସମସ୍ତଙ୍କର ଦକ୍ଷିଣଚକ୍ଷକ୍ସ୍ଟ ଉପକ୍ସ୍ଟଡା ଗଲେ ମୁ ତା'ପରେ ନିଯମ ସ୍ଥିର କରିବି। ତଦ୍ଦ୍ବାରା ସମସ୍ତ ଇଶ୍ରାୟେଲୀୟ ଲଜ୍ଜିତ ହବେେ।"
translate sentence into Odia : And Nahash the Ammonite answered them, On this condition will I make a covenant with you, that I may thrust out all your right eyes, and lay it for a reproach upon all Israel.
1samuel
ପଲେଷ୍ଟୀୟମାନେ ଫାଳ ଓ କୋଦାଳ ଶାଣ କରିବା ପାଇଁ ଏକ ତୃତୀଯାଂଶ ପାଉନସ୍ ରୂପା ଏବଂ କକ୍ସ୍ଟରାଢୀ ଗଇଁତି ଶାଣ କରିବା ପାଇଁ ଏକ ଷଷ୍ଠାଂଶ ପାଉନସ୍ ରୂପା ନେଉଥିଲେ।
translate sentence into Odia : Yet they had a file for the mattocks, and for the coulters, and for the forks, and for the axes, and to sharpen the goads.
1samuel
ଯଦି ପଲେଷ୍ଟୀୟମାନେ ଆମ୍ଭକକ୍ସ୍ଟ କହିବେ 'ଆମ୍ଭମାନଙ୍କ ପାଖକକ୍ସ୍ଟ ଉଠିଆସ' ତବେେ ଆମ୍ଭେ ସମାନଙ୍କେ ପାଖକକ୍ସ୍ଟ ୟିବା। କାରଣ ସଦାପ୍ରଭୁ ଆମ୍ଭମାନଙ୍କ ହସ୍ତ ରେ ସମାନଙ୍କେୁ ଦଇେଛନ୍ତି। ଆଉ ଏହା ଏକ ପରାଜଯର ଚିହ୍ନ ହବେ।"
translate sentence into Odia : But if they say thus, Come up unto us; then we will go up: for the LORD hath delivered them into our hand: and this shall be a sign unto us.
1samuel
ଏହିରୂପେ ୟିଶୀ ନିଜର ସାତପକ୍ସ୍ଟତ୍ରଙ୍କକ୍ସ୍ଟ ଶାମୁୟେଲଙ୍କର ସମ୍ମକ୍ସ୍ଟଖ ରେ ଚଳାଇଲେ। ମାତ୍ର ଶାମକ୍ସ୍ଟଯଲେ ୟିଶୀଙ୍କକ୍ସ୍ଟ କହିଲେ, "ସଦାପ୍ରଭୁ ଏମାନଙ୍କୁ ମନୋନୀତ କରି ନାହାଁନ୍ତି।"
translate sentence into Odia : Again, Jesse made seven of his sons to pass before Samuel. And Samuel said unto Jesse, The LORD hath not chosen these.
1samuel
ଶାଉଲ ଅଧିନ ରେ ଓ ଇଶ୍ରାୟେଲୀୟ ଲୋକମାନେ ଏଲା ତଳଭୂମିରେ ଏକତ୍ରୀତ ହାଇେ ଛାଉଣୀ ସ୍ଥାପନ କଲେ। ସମାନେେ ପଲେଷ୍ଟୀୟମାନଙ୍କ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ସୈନ୍ଯ ସଜାଇଲେ।
translate sentence into Odia : And Saul and the men of Israel were gathered together, and pitched by the valley of Elah, and set the battle in array against the Philistines.
1samuel
ଦାଉଦ ଗଲିଯାତକକ୍ସ୍ଟ କହିଲା, "ତୁମ୍ଭେ ଖଡ୍ଗ ବର୍ଚ୍ଛା ଓ ଶଲ୍ଯ ଘନେି ମାେ ପାଖକକ୍ସ୍ଟ ଆସିଛ। କିନ୍ତୁ ତୁମ୍ଭେ ଯାହାଙ୍କକ୍ସ୍ଟ ତକ୍ସ୍ଟଚ୍ଛ କରିଅଛ ସଗେି ଇଶ୍ରାୟେଲର ସୈନ୍ଯବାହିନୀର ପରମେଶ୍ବର, ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନାମ ରେ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ମଁ ଆସକ୍ସ୍ଟଅଛି।
translate sentence into Odia : Then said David to the Philistine, Thou comest to me with a sword, and with a spear, and with a shield: but I come to thee in the name of the LORD of hosts, the God of the armies of Israel, whom thou hast defied.
1samuel
ଏହାପରେ ସହେି ପଲେଷ୍ଟୀୟ ଦାଉଦକକ୍ସ୍ଟ ଆକ୍ରମଣ କରିବାକୁ ଉଠି ପଡିଲା ଏବଂ ଦାଉଦର ନିକଟରକ୍ସ୍ଟ ନିକଟତର ହେଲା। ଦାଉଦ ଶୀଘ୍ର ପଲେଷ୍ଟୀୟମାନଙ୍କ ସହିତ ଭଟେିବାକକ୍ସ୍ଟ ସୈନ୍ଯବାହିନୀ ଆଡେ ଦୌଡିଲେ।
translate sentence into Odia : And it came to pass, when the Philistine arose, and came, and drew nigh to meet David, that David hastened, and ran toward the army to meet the Philistine.
1samuel
ଦାଉଦ ସହେି ପଲେଷ୍ଟୀୟର ମସ୍ତକ ନଇେ ଯିରୁଶାଲମକୁ ଆଣିଲେ କିନ୍ତୁ ତା'ର ଅସ୍ତ୍ର ଆପଣା ଗୃହ ରେ ରଖିଲେ।
translate sentence into Odia : And David took the head of the Philistine, and brought it to Jerusalem; but he put his armour in his tent.
1samuel
ତୃତୀୟ ଦିନ ମୁ ସହେି ପର୍ବତପାଖକକ୍ସ୍ଟ ୟିବି ଏବଂ ମୁ ଅଭିନଯ କରିବି ଯେପରି ମୁ ଲକ୍ଷ୍ଯକରି ତୀର ମାରିବି।
translate sentence into Odia : And I will shoot three arrows on the side thereof, as though I shot at a mark.
1samuel
କିନ୍ତୁ ଦାଉଦ ଅବୀଶଯକକ୍ସ୍ଟ କହିଲେ, "ଶାଉଲଙ୍କକ୍ସ୍ଟ ମାର ନାହିଁ। ଯେ କୌଣସି ଲୋକ ଯବେେ ସଦାପ୍ରଭୁଙ୍କ ଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ବଧ କରିବ ତାଙ୍କୁ ପ୍ରଭକ୍ସ୍ଟ ଦଣ୍ତ ଦବେେ।
translate sentence into Odia : And David said to Abishai, Destroy him not: for who can stretch forth his hand against the LORD's anointed, and be guiltless?
1samuel
ମାରେ ପ୍ରଭକ୍ସ୍ଟ, ମହାରାଜ, ମୁ ତୁମ୍ଭର ସବେକ ମାେ କଥା ଶକ୍ସ୍ଟଣ, ଯଦି ସଦାପ୍ରଭୁ ମାେ ଉପରେ କୋରଧ କରିବାକୁ ତୁମ୍ଭକୁ ବାର୍ତ୍ତା ଦିଅନ୍ତି, ତା ହେଲ ତାଙ୍କୁ ତାହା ଗ୍ରହଣ କରିବାକୁ ଦିଅ। ଯଦି ମନକ୍ସ୍ଟଷ୍ଯ ସନ୍ତାନମାନେ ତାହା କରିଥାନ୍ତି, ତବେେ ସମାନେେ ସଦାପ୍ରଭୁଙ୍କ ନିକଟରେ ଅଭିଶାପ ପାଆନ୍ତକ୍ସ୍ଟ। କାରଣ ସମାନେେ ମାେତେ ସହେି ଦେଶରକ୍ସ୍ଟ ବାହାର କରି ଦଇେଛନ୍ତି। ଯେଉଁଟାକି ମାେତେ ଦେଲେ ଏବଂ କହିଲେ, 'ୟାଅ ଅନ୍ୟ ଦବଗେଣଙ୍କର ପୂଜା କର।'
translate sentence into Odia : Now therefore, I pray thee, let my lord the king hear the words of his servant. If the LORD have stirred thee up against me, let him accept an offering: but if they be the children of men, cursed be they before the LORD; for they have driven me out this day from abiding in the inheritance of the LORD, saying, Go, serve other gods.
1samuel
ଦାଉଦ ଉତ୍ତର ଦଲୋ, "ଏହିଠା ରେ ରାଜାଙ୍କର ବର୍ଚ୍ଛା ଅଛି। ତୁମ୍ଭର ଜଣେ ଲୋକକୁ ପଠାଇ ଏହାକକ୍ସ୍ଟ ନଇୟୋଅ।
translate sentence into Odia : And David answered and said, Behold the king's spear! and let one of the young men come over and fetch it.
1samuel
ତେଣୁ ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, "ମୁ କ'ଣ ତୃଟି କରିଅଛି କି? ମୁ ତୁମ୍ଭର ଦାସ ପାଖକକ୍ସ୍ଟ ଆସିଲା ଦିନରକ୍ସ୍ଟ ମାରେ କିଛି ଭୂଲ୍ କାମ ଆପଣ ଦେଖିଛନ୍ତି କି? ନାଁ, କାହିଁକି ମୁ ମାରେ ସଦାପ୍ରଭୁଙ୍କ ବିରକ୍ସ୍ଟଦ୍ଧ ରେ ଥିବା ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିପାରିବି ନାହିଁ?"
translate sentence into Odia : And David said unto Achish, But what have I done? and what hast thou found in thy servant so long as I have been with thee unto this day, that I may not go fight against the enemies of my lord the king?
1samuel
ବିନ୍ଯାମୀନର ପରିବାରବର୍ଗ ଅବନର ଚତକ୍ସ୍ଟଃପାଶର୍‌ବ ରେ ପର୍ବତର ଶିର୍ଷ ରେ ଘରେି ରହିଥିଲେ।
translate sentence into Odia : And the children of Benjamin gathered themselves together after Abner, and became one troop, and stood on the top of an hill.
2samuel
ମୁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁ ଆଜି ଦୁର୍ବଳ। ଏହି ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ ମାେତେ ଅତି ଦକ୍ସ୍ଟଃଖର କାରଣ ଦେଲେ। ସଦାପ୍ରଭୁ ଏହି କକ୍ସ୍ଟକାର୍ୟ୍ଯ କରିଥିବା ଲୋକମାନଙ୍କୁ ତାଙ୍କର କକ୍ସ୍ଟକର୍ମ ଅନକ୍ସ୍ଟସା ରେ ଦଣ୍ତ ଦିଅନ୍ତକ୍ସ୍ଟ।
translate sentence into Odia : And I am this day weak, though anointed king; and these men the sons of Zeruiah be too hard for me: the LORD shall reward the doer of evil according to his wickedness.
2samuel
ଦାଉଦ ସହେି ଦକ୍ସ୍ଟର୍ଗ ରେ ବାସ କଲେ, ଏବଂ ସହେି ସହରକକ୍ସ୍ଟ, "ଦାଉଦ ସହର ନାମ ରେ ନାମିତ କଲେ।" ଦାଉଦ ମିଲ୍ଲୋ ସ୍ଥାନକକ୍ସ୍ଟ ନିର୍ମାଣ କରିବାକୁ ଆରମ୍ଭ କଲେ। ସେ ମଧ୍ଯ ନଗର ଭିତ ରେ ବହକ୍ସ୍ଟତ ପକ୍କାଘର ନିର୍ମାଣ କଲେ।
translate sentence into Odia : So David dwelt in the fort, and called it the city of David. And David built round about from Millo and inward.
2samuel
ଶାଉଲଙ୍କ ଝିଅ ମୀଖଲ ଝରକା ରେ ଗ୍ଭହିଁ ଥିଲେ। ଯେତବେେଳେ ସେ ଦେଖିଲେ, ପବିତ୍ର ସିନ୍ଦକ୍ସ୍ଟକ ଦାଉଦ ନଗରକକ୍ସ୍ଟ ଆସିଲା, ଏବଂ ସେ ଯେତବେେଳେ ଦେଖିଲେ ଦାଉଦ ନିଜେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖ ରେ ନାଚକ୍ସ୍ଟଛନ୍ତି, ସେ ବ୍ଯତିବ୍ଯସ୍ତ ହେଲେ। ସେ ହୃଦଯ ରେ ତାଙ୍କୁ ତକ୍ସ୍ଟଚ୍ଛ ବୋଲି ଭାବିବାକକ୍ସ୍ଟ ଲାଗିଲେ।
translate sentence into Odia : And as the ark of the LORD came into the city of David, Michal Saul's daughter looked through a window, and saw king David leaping and dancing before the LORD; and she despised him in her heart.
2samuel
ମୁ ଇଶ୍ରାୟେଲୀୟ ସନ୍ତାନଗଣକକ୍ସ୍ଟ ମିଶରରକ୍ସ୍ଟ ବାହାର କରିଆଣିବାଠାରକ୍ସ୍ଟ ଆଜି ପର୍ୟ୍ଯନ୍ତ କୌଣସି ଗୃହ ରେ ବାସ କରି ନାହିଁ। ମାତ୍ର ମୁ ଏକ ତମ୍ବୁ ମଧିଅରେ ୟାତାଯତ କଲି।
translate sentence into Odia : Whereas I have not dwelt in any house since the time that I brought up the children of Israel out of Egypt, even to this day, but have walked in a tent and in a tabernacle.
2samuel
ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସମାନେେ ଗୋଟିଏ ବିଶଷେ ଲୋକ ଅଟନ୍ତି। ସଦାପ୍ରଭୁ ସମାନଙ୍କେୁ ମିଶରର ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରି ଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସମାନଙ୍କେ ପାଇଁ ମହତ କର୍ମ ଓ ତକ୍ସ୍ଟମ୍ଭ ଦେଶ ପାଇଁ ଆଶ୍ଚର୍ୟ୍ଯ କର୍ମ କରନ୍ତି। 2samuel And it came to pass in the morning, that David wrote a letter to Joab, and sent it by the hand of Uriah. ତା'ପରେ ସକାଳେ ଯୋୟାବଙ୍କ ନିକଟକକ୍ସ୍ଟ ଏକ ପତ୍ର ଲେଖିଲେ। ଦାଉଦ ସହେି ଚିଠିକକ୍ସ୍ଟ ଊରିଯଙ୍କ ହାତ ରେ ପଠାଇଲେ। 2samuel Then David said unto the messenger, Thus shalt thou say unto Joab, Let not this thing displease thee, for the sword devoureth one as well as another: make thy battle more strong against the city, and overthrow it: and encourage thou him. ଦାଉଦ ଦୂତକକ୍ସ୍ଟ କହିଲେ, ଯୋୟାବକକ୍ସ୍ଟ ଏହି ବାର୍ତ୍ତା ଦିଅ: 'ଏଥି ରେ ତୁମ୍ଭେ ଦକ୍ସ୍ଟଃଖିତ ହକ୍ସ୍ଟଅ ନାହିଁ କାରଣ ଖଣ୍ତା ଜଣକ ପରେ ଅନ୍ୟ ଜଣକକ୍ସ୍ଟ ଆଖିବକ୍ସ୍ଟଜା ଭାବରେ ହତ୍ଯା କରିପାରିବ। ରବାବ ବିରକ୍ସ୍ଟଦ୍ଧ ରେ ଏକ ଜାରଦୋର ଆକ୍ରମଣ କର ଏବଂ ତୁମ୍ଭେ ଜଯଲାଭ କରିବ।' ଏହିସବୁ ବାକ୍ଯ ରେ ଯୋୟାବକକ୍ସ୍ଟ ଉତ୍ସାହିତ କର।"
translate sentence into Odia : And what one nation in the earth is like thy people, even like Israel, whom God went to redeem for a people to himself, and to make him a name, and to do for you great things and terrible, for thy land, before thy people, which thou redeemedst to thee from Egypt, from the nations and their gods?
2samuel
ମାତ୍ର ଦରିଦ୍ର ଲୋକଟିର ଗୋଟିଏ ସାନ ମେଣ୍ତା ଛକ୍ସ୍ଟଆ ବ୍ଯତୀତ ଆଉ କିଛି ନଥିଲା। ସେ ମଧ୍ଯ ତାକକ୍ସ୍ଟ କିଣି ପାଳକ୍ସ୍ଟଥିଲା। ତା' ସଙ୍ଗେ ଓ ତା'ର ବାଳକମାନଙ୍କ ସଙ୍ଗେ ସେ ଏକତ୍ର ବଢିଲା। ମେଣ୍ତା ଛକ୍ସ୍ଟଆଟି ତା'ର ନିଜ ତକ୍ସ୍ଟଣ୍ତରକ୍ସ୍ଟ ଆହାର ଖାଇଲା ଓ ତାହାର ନିଜ ପାତ୍ରରକ୍ସ୍ଟ ପାନ କଲା ଓ ତା'ର କୋଳ ରେ ମଧ୍ଯ ଶଯନ କଲା। ସହେି ମେଣ୍ତା ଛକ୍ସ୍ଟଆଟି ସେ ଗରୀବ ଲୋକଟିର ଝିଅପରି ବଢିଲା।
translate sentence into Odia : But the poor man had nothing, save one little ewe lamb, which he had bought and nourished up: and it grew up together with him, and with his children; it did eat of his own meat, and drank of his own cup, and lay in his bosom, and was unto him as a daughter.
2samuel
ଆପଣ ଅବଶିଷ୍ଟ ଲୋକମାନଙ୍କୁ ଏକତ୍ରୀତ କରି ନଗର ନିକଟରେ ଛାଉଣୀ ସ୍ଥାପନ କରି ତାହା ହସ୍ତଗତ କରନ୍ତକ୍ସ୍ଟ। ନୋହିଲେ ମୁ ଏହାକକ୍ସ୍ଟ ହସ୍ତଗତ ଓ ମାେ ନାମାନକ୍ସ୍ଟସା ରେ ଖ୍ଯାତ କରିବି।"
translate sentence into Odia : And Jonadab said unto him, Lay thee down on thy bed, and make thyself sick: and when thy father cometh to see thee, say unto him, I pray thee, let my sister Tamar come, and give me meat, and dress the meat in my sight, that I may see it, and eat it at her hand.
2samuel
ସେ କହିଲା, " ମାରେ ରାଜା ସଦାପ୍ରଭୁ ଦୟାକରି ମାେତେ କିଛି କହିବା ପାଇଁ ଦିଅନ୍ତକ୍ସ୍ଟ।"
translate sentence into Odia : Then the woman said, Let thine handmaid, I pray thee, speak one word unto my lord the king. And he said, Say on.
2samuel
ଲୋକର ୟକ୍ସ୍ଟକ୍ତି ଶକ୍ସ୍ଟଣିଲା ପରେ ଅବଶା ଲୋମ ତାକକ୍ସ୍ଟ କହିଥାନ୍ତା, "ତୁମ୍ଭେ ଠିକ୍ କହକ୍ସ୍ଟଛ, ତୁମ୍ଭର କଥା ଯଥାର୍ଥ ଅଟେ। କିନ୍ତୁ ରାଜା ତକ୍ସ୍ଟମ୍ଭ କଥା ଶକ୍ସ୍ଟଣିବେ ନାହିଁ।"
translate sentence into Odia : And Absalom said unto him, See, thy matters are good and right; but there is no man deputed of the king to hear thee.
2samuel
ଅହୀଥୋଫଲ ଅବଶା ଲୋମକକ୍ସ୍ଟ କହିଲା, "ତକ୍ସ୍ଟମ୍ଭ ପିତା ଗୃହ ଜଗିବା ନିମନ୍ତେ ନିଜର ଯେଉଁ ଉପପତ୍ନୀମାନଙ୍କୁ ଛାଡିୟାଇ ଅଛନ୍ତି, ତୁମ୍ଭେ ସମାନଙ୍କେ ସହିତ ସହବାସ କରିବାକୁ ୟାଅ। ଏହା ସମକ୍ସ୍ଟଦାଯ ଇଶ୍ରାୟେଲୀୟମାନେ ଶକ୍ସ୍ଟଣିବେ। ସମାନେେ ହୃଦ୍ବୋଧ କରିବେ ଯେ, ତୁମ୍ଭର ପିତା ବର୍ତ୍ତମାନ ତୁମ୍ଭରକ୍ସ୍ଟ ଘୃଣା କରନ୍ତି। ତା ହେଲେ ତୁମ୍ଭର ସମର୍ଥକମାନେ ତୁମ୍ଭକୁ ସମର୍ଥନ ଦବୋ ପାଇଁ ଅଧିକ ଉତ୍ସାହିତ ହବେେ।"
translate sentence into Odia : And Ahithophel said unto Absalom, Go in unto thy father's concubines, which he hath left to keep the house; and all Israel shall hear that thou art abhorred of thy father: then shall the hands of all that are with thee be strong.
2samuel
କିନ୍ତୁ ସାଦୋକର ପକ୍ସ୍ଟତ୍ର ଅହୀମାସ ପକ୍ସ୍ଟନର୍ବାର ଯୋୟାବକକ୍ସ୍ଟ ଅନକ୍ସ୍ଟ ରୋଧ କଲା, "ଯାହା ହେଉନା ପେଛ, ମାେତେ ମଧ୍ଯ ସଇେ କୂସୀଯମାନଙ୍କ ପଛ ରେ ଦାଉଦଙ୍କ ଆଡକକ୍ସ୍ଟ ଧାଇଁବାକକ୍ସ୍ଟ ଦିଅ।"
translate sentence into Odia : Then said Ahimaaz the son of Zadok yet again to Joab, But howsoever, let me, I pray thee, also run after Cushi. And Joab said, Wherefore wilt thou run, my son, seeing that thou hast no tidings ready?
2samuel
ଆପଣ ଜାଣନ୍ତିସଯ ମୁ ପାପ କରିଛି।ସଯଉଁଥିପାଇଁସଯାଲଷଫର ବଂଶରକ୍ସ୍ଟ ମୁ ପ୍ରଥମ ବ୍ଯକ୍ତି, ମୁ ଆଜିସମାର ସଦାପ୍ରଭୁ ମହାରାଜାଙ୍କକ୍ସ୍ଟ ଭଲଟିବାକକ୍ସ୍ଟ ଆସିଲି।"
translate sentence into Odia : For thy servant doth know that I have sinned: therefore, behold, I am come the first this day of all the house of Joseph to go down to meet my lord the king.
2samuel
ଦାଉଦ ବର୍ସିଲ୍ଲଯକକ୍ସ୍ଟ କହିଲଲ, "ତୁମ୍ଲଭସମା ସହିତ ନଦୀ ପାରସହାଇ ଆସ। ମୁ ତୁମ୍ଭକୁ ୟିରକ୍ସ୍ଟଶାଲମସର ଆପଣା ସଙ୍ଲଗ ପ୍ରତିପାଳନ କରିବି।"
translate sentence into Odia : And the king said unto Barzillai, Come thou over with me, and I will feed thee with me in Jerusalem.
2samuel
ସମାଲତ ଦୟାକରି ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁସଯମନ୍ତ ନିଜ ନଗରସରସମାର ପିତା ଓ ମାତାଙ୍କ କବର ନିକଟଲର ମରିବି। ଏଥିପାଇଁ ଆରଣଙ୍କ ଏହି ଦାସକକ୍ସ୍ଟସଫରିୟିବାକକ୍ସ୍ଟ ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ। ମାତ୍ର ଆପଣଙ୍କ ଦାସ କିମ୍ହମକକ୍ସ୍ଟସଦଖନ୍ତକ୍ସ୍ଟ,ସସସମାହର ସଦାପ୍ରଭୁ ମହାରାଜଙ୍କ ସଙ୍ଲଗ ପାରସହାଇ ଯାଉ, ଆଉ ଆପଣଙ୍କ ଦୃଷ୍ଟିସର ଯାହା ଭଲ ଦିଶଲ, ତାହା ତା' ପ୍ରତି କରନ୍ତକ୍ସ୍ଟ।"
translate sentence into Odia : Let thy servant, I pray thee, turn back again, that I may die in mine own city, and be buried by the grave of my father and of my mother. But behold thy servant Chimham; let him go over with my lord the king; and do to him what shall seem good unto thee.
2samuel
ଯୋୟାବ ସ୍ତ୍ରୀ ଲୋକଟି ସହିତ କଥାବାର୍ତ୍ତା କରିବାକୁ ଗଲା। ସହେି ସ୍ତ୍ରୀ ପଗ୍ଭରିଲା, "ତୁମ୍ଭେ କ'ଣ ଯୋୟାବ?"
translate sentence into Odia : And when he was come near unto her, the woman said, Art thou Joab? And he answered, I am he. Then she said unto him, Hear the words of thine handmaid. And he answered, I do hear.
2samuel
ଏହାପରେ ପକ୍ସ୍ଟନର୍ବାର ପଲେଷ୍ଟୀୟମାନଙ୍କ ସହିତ ଗୋବ ରେ ୟକ୍ସ୍ଟଦ୍ଧ ହେଲା। ସେଥି ରେ ବୈଥ୍ଲହମେୀଯ ୟା ରେ-ଓରଗୀମର ପକ୍ସ୍ଟତ୍ର ଇଲ୍ହାନନ୍ ତନ୍ତି ନରାଜ ତକ୍ସ୍ଟଲ୍ଯ ବର୍ଚ୍ଛାଧାରୀ ଗାଥୀଯ ଗଲିଯାତକକ୍ସ୍ଟ ବଧ କଲା।
translate sentence into Odia : And there was again a battle in Gob with the Philistines, where Elhanan the son of Jaareoregim, a Bethlehemite, slew the brother of Goliath the Gittite, the staff of whose spear was like a weaver's beam.
2samuel
ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଦୀପ। ମାରେ ଅନ୍ଧକାରକକ୍ସ୍ଟ ଆଲୋକମଯ କରିବ।
translate sentence into Odia : For thou art my lamp, O LORD: and the LORD will lighten my darkness.
2samuel
ସଦାପ୍ରଭୁ ପକ୍ସ୍ଟନ୍ନରାଯ ଇଶ୍ରାୟେଲୀୟମାନଙ୍କ ଉପରେ କୋର୍ଧାନ୍ବିତ ହେଲେ। ସଦାପ୍ରଭୁ ଦାଉଦଙ୍କକ୍ସ୍ଟ ଇଶ୍ରାୟେଲୀୟମାନଙ୍କ ବିରକ୍ସ୍ଟଦ୍ଧ ରେ କାର୍ୟ୍ଯ କରଇେଲେ। ତେଣୁ ଦାଉଦ ଆଦେଶ ଦେଲେ, "ୟାଅ, ଇଶ୍ରାୟେଲ ଓ ୟିହକ୍ସ୍ଟଦାକକ୍ସ୍ଟ ଗଣନା କର।"
translate sentence into Odia : And again the anger of the LORD was kindled against Israel, and he moved David against them to say, Go, number Israel and Judah.
2samuel
ଦାଉଦ ଗାଦଙ୍କକ୍ସ୍ଟ କହିଲେ, "ମୁ କି ଅସକ୍ସ୍ଟବିଧା ରେ ପଡିଗଲି। କିନ୍ତୁ ସଦାପ୍ରଭୁ ହେଉଛନ୍ତି ଦୟାପୂର୍ଣ୍ଣ, ସଦାପ୍ରଭୁ ଦଣ୍ତ ଦିଅନ୍ତକ୍ସ୍ଟ, କିନ୍ତୁ ମଣିଷ ହାତ ରେ ଦଣ୍ତ ନ ଦିଅନ୍ତକ୍ସ୍ଟ।"
translate sentence into Odia : And David said unto Gad, I am in a great strait: let us fall now into the hand of the LORD; for his mercies are great: and let me not fall into the hand of man.
2samuel
ଯୋୟାବ ଏହିକଥା କହୁଥିବା ବେଳେ ଯାଜକ ଅବିଯାଥର ପୁତ୍ର ଯୋନାଥନ ସଠାେରେ ପହଞ୍ଚିଲା। ଅଦୋନିଯ, "ଭିତରକୁ ଡାକିଲା, ତୁମ୍ଭେ ଯୋଗ୍ଯ ପୁରୁଷ, ତୁମ୍ଭେ ନିଶ୍ଚିତ ସୁସମାଗ୍ଭର ଆଣିଥିବ।"
translate sentence into Odia : And while he yet spake, behold, Jonathan the son of Abiathar the priest came; and Adonijah said unto him, Come in; for thou art a valiant man, and bringest good tidings.
1kings
ତେଣୁ ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି, ଠିକ୍ ଓ ଭୂଲ୍ ବାଛିବା ପାଇଁ ତୁମ୍ଭେ ମାେତେ ଜ୍ଞାନ ଦିଅ ଓ ବୁଦ୍ଧି ଦିଅ। ମାେତେ ଜ୍ଞାନ ଦିଅ ଯେପରି ମୁଁ ଲୋକମାନଙ୍କୁ ନ୍ଯାଯ ସହିତ ଶାସନ ଓ ବିଗ୍ଭର କରିପା ରେ। କାରଣ ଏହା ବିନା ଏହି ମହା ଗୋଷ୍ଠୀର କିଏ ନ୍ଯାଯ କରିପାରିବ?"
translate sentence into Odia : Give therefore thy servant an understanding heart to judge thy people, that I may discern between good and bad: for who is able to judge this thy so great a people?
1kings
ଶୀଶାର ପୁତ୍ର ଇଲୀହାରଫେ ଓ ଅହିଯ ଉଭୟ ବିଗ୍ଭରାଳଯ ରେ ଯାହା ହେଉଥିଲା ସମାନେେ ଲେଖୁଥିଲେ।
translate sentence into Odia : Elihoreph and Ahiah, the sons of Shisha, scribes; Jehoshaphat the son of Ahilud, the recorder.
1kings
ଏଗୁଡିକ ହେଉଛି ବାରଜଣ ଦଶାେଧ୍ଯକ୍ଷଙ୍କ ନାମ:
translate sentence into Odia : And these are their names: The son of Hur, in mount Ephraim:
1kings
ତା'ପରେ ହୀରମ ଶଲୋମନଙ୍କ ନିକଟକୁ ଏହି ବାର୍ତ୍ତା ସହିତ ଏକ ବାର୍ତ୍ତାବହକୁ ପଠାଇଲେ। ରାଜା ଶଲୋମନ ଯାହା ଆଶା କରନ୍ତି, "ମୁଁ ଶୁଣିଲି, ମୁଁ ଏରସବୃକ୍ଷ ଓ ଦବଦୋରୁ କାଠ ଦବୋପାଇଁ ଯାଉଛି, ତୁମ୍ଭର କାମ ପୂରଣ କରିବା ପାଇଁ।"
translate sentence into Odia : And Hiram sent to Solomon, saying, I have considered the things which thou sentest to me for: and I will do all thy desire concerning timber of cedar, and concerning timber of fir.
1kings
ରାଜା ଶଲୋମନ ବେଠିକର୍ମ ପାଇଁ 30,000 ଲୋକଙ୍କୁ ବାଧ୍ଯ କଲେ।
translate sentence into Odia : And king Solomon raised a levy out of all Israel; and the levy was thirty thousand men.
1kings
ରାଜା ଶଲୋମନ ଆଦୋନୀରାମ୍କୁ ଶ୍ରମିକମାନଙ୍କ ଅଧ୍ଯକ୍ଷ ରୂପେ ନିୟୁକ୍ତି କଲେ। ରାଜା ସସସ୍ତ ଲୋକମାନଙ୍କୁ ତିନି ଭାଗ ରେ ବିଭକ୍ତ କଲେ। ପ୍ରତି ଦଳ ରେ 10,000 ଲୋକ ରହିଲେ। ଏହି ଲୋକମାନେ ମା ସେ ଲଖାେଁଏ ଲିବାନୋନ ରେ ଓ ଦୁଇମାସ ଲୋଖାଁଏ ଘ ରେ ରହିଲେ।
translate sentence into Odia : And he sent them to Lebanon, ten thousand a month by courses: a month they were in Lebanon, and two months at home: and Adoniram was over the levy.
1kings
ତବେେ ତୁମ୍ଭେ ସ୍ବର୍ଗ ରେ ଥାଇ ତାହା ଶୁଣ ଓ ଆପଣା ଇଶ୍ରାୟେଲ ଲୋକର ପାପସବୁ କ୍ଷମା କର ଓ ସମାନଙ୍କେର ପୂର୍ବପୁରୁଷମାନଙ୍କୁ ଯେଉଁ ଦେଶ ଦଇେଅଛ, ସମାନଙ୍କେୁ ସଠାେକୁ ପୁନର୍ବାର ଫରୋଇ ଆଣ।
translate sentence into Odia : Then hear thou in heaven, and forgive the sin of thy people Israel, and bring them again unto the land which thou gavest unto their fathers.
1kings
ଏହାଦ୍ବାରା ସଦାପ୍ରଭୁ ଯେ ପରମେଶ୍ବର ଓ ତାଙ୍କ ଛଡା ଅନ୍ୟ ନାହିଁ, ଏହା ପୃଥିବୀର ସମସ୍ତ ଗୋଷ୍ଠୀ ଜାଣିବେ।
translate sentence into Odia : That all the people of the earth may know that the LORD is God, and that there is none else.
1kings
ଅନନ୍ତର ସଦାପ୍ରଭୁ ଇଦୋମୀଯ ହଦଦକୁ ଶଲୋମନଙ୍କର ବିପକ୍ଷ କରି ଉତ୍ପନ୍ନ କଲେ। ସେ ଇଦୋମୀଯ ରାଜବଂଶଜ ଥିଲେ।
translate sentence into Odia : And the LORD stirred up an adversary unto Solomon, Hadad the Edomite: he was of the king's seed in Edom.
1kings
ଏଠା ରେ କୈଫିଯତ ଯୋଗ୍ଯ ଅଟେ ଯେ, କିପରି ଓ କାହିଁକି ସେ ରାଜାଙ୍କ ବିରୁଦ୍ଧ ରେ ଉଠିଲେ। ସହେି ଦିନଗୁଡିକରେ ଶଲୋମନ ମିଲ୍ଲୋ ଦୃଢ କରୁଥିଲେ ଓ ଆପଣା ପିତା ଦାଉଦଙ୍କ ନଗରର ପ୍ରାଚୀର ନିର୍ମାଣ କରୁଥିଲେ।
translate sentence into Odia : And this was the cause that he lifted up his hand against the king: Solomon built Millo, and repaired the breaches of the city of David his father.
1kings
ତତ୍ପରେ ଅହିଯ ୟାରବିଯାମଙ୍କୁ କହିଲା, "ତୁମ୍ଭ ନିଜ ପାଇଁ ଦଶଖଣ୍ତ ନିଅ, କାରଣ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, 'ଦେଖ, ଆମ୍ଭେ ଶଲୋମନର ହସ୍ତରୁ ରାଜ୍ଯ ଚିରିଦବୋ ତୁମ୍ଭକୁ ଦଶ ଗୋଷ୍ଠୀ ଦବୋ।
translate sentence into Odia : And he said to Jeroboam, Take thee ten pieces: for thus saith the LORD, the God of Israel, Behold, I will rend the kingdom out of the hand of Solomon, and will give ten tribes to thee:
1kings
ମାତ୍ର ପରମେଶ୍ବରଙ୍କ ଲୋକ ଉତ୍ତର ଦେଲେ, "ମୁଁ ତୁମ୍ଭ ସହିତ ତୁମ୍ଭ ଗୃହକୁ ୟାଇପାରିବି ନାହିଁ କି ତୁମ୍ଭ ସହିତ ଏ ସ୍ଥାନ ରେ ପାନ ବା ଭୋଜନ କରିବି ନାହିଁ।
translate sentence into Odia : And he said, I may not return with thee, nor go in with thee: neither will I eat bread nor drink water with thee in this place:
1kings
ସିମ୍ରି ତା'ର ପାପ ପାଇଁ ମଲା। ସେ ସଦାପ୍ରଭୁଙ୍କ ଦୃଷ୍ଟି ରେ କୁକର୍ମ କରି ଚାଲିଲେ ଓ ୟାରବିଯାମଙ୍କ ପରି ପାପ ପଥରେ ଗଲେ ଓ ସମଗ୍ର ଇଶ୍ରାୟେଲକୁ ପାପ କରାଇଲେ। ଫଳ ରେ ସମଗ୍ର ଇଶ୍ରାୟେଲ ପାପଗ୍ରସ୍ଥ ହେଲା।
translate sentence into Odia : For his sins which he sinned in doing evil in the sight of the LORD, in walking in the way of Jeroboam, and in his sin which he did, to make Israel to sin.
1kings
ସିମ୍ରିଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ରାଜାଙ୍କର ବିରୁଦ୍ଧ ରେ ଚକ୍ରାନ୍ତ ବିଷଯ ରେ ଇଶ୍ରାୟେଲ ରାଜବଂଶ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
translate sentence into Odia : Now the rest of the acts of Zimri, and his treason that he wrought, are they not written in the book of the chronicles of the kings of Israel?
1kings
ତତ୍ପରେ ସଦାପ୍ରଭୁ ଏଲିଯକୁ କହିଲେ,
translate sentence into Odia : And the word of the LORD came unto him, saying,
1kings
ଏଲିଯ ସହେି ବିଧବାକୁ କହିଲେ, "ଦୁଃଖ କର ନାହିଁ। ଘରକୁ ୟାଇ ତୁମ୍ଭ କହିବାନୁସା ରେ ଖାଦ୍ୟ ପ୍ରସ୍ତୁତ କର। କିନ୍ତୁ ପ୍ରଥମେ ଏକ େଛାଟ ପିଠା କରି ମାେ ନିକଟକୁ ଆଣ। ତା'ପରେ ତୁମ୍ଭପାଇଁ ଓ ତୁମ୍ଭ ପୁତ୍ର ପାଇଁ ପ୍ରସ୍ତୁତ କର।
translate sentence into Odia : And Elijah said unto her, Fear not; go and do as thou hast said: but make me thereof a little cake first, and bring it unto me, and after make for thee and for thy son.
1kings
କିଛିଦିନ ଉତ୍ତା ରେ ସହେି ସ୍ତ୍ରୀ ଲୋକର ପୁତ୍ରଟି ଅସୁସ୍ଥ ହେଲା। ତା'ର ପୀଡା ଏତେ ବଢିଗଲା ଯେ ତା'ର ପ୍ରଶ୍ବାସ ମଧ୍ଯ ବନ୍ଦ ହାଇଗେଲା।
translate sentence into Odia : And it came to pass after these things, that the son of the woman, the mistress of the house, fell sick; and his sickness was so sore, that there was no breath left in him.
1kings
ତା'ପରେ ଏଲିଯ ତାଙ୍କର ସବେକକୁ କହିଲେ, "ସମୁଦ୍ର ଆଡକୁ ଅନାଅ।"
translate sentence into Odia : And said to his servant, Go up now, look toward the sea. And he went up, and looked, and said, There is nothing. And he said, Go again seven times.
1kings
ତେଣୁ ଆହାବ୍ ଦ୍ରାକ୍ଷାକ୍ଷେତ୍ରକୁ ଗଲେ ଓ ସେ କ୍ଷତକେୁ ଅଧିକାର କଲେ।
translate sentence into Odia : And it came to pass, when Ahab heard that Naboth was dead, that Ahab rose up to go down to the vineyard of Naboth the Jezreelite, to take possession of it.
1kings
ଏହି ସମୟରେ ଆହାବ୍ଙ୍କ ଅଧିକାରୀ ମୀଖାଯଙ୍କ ନିକଟକୁ ୟାଇ କହିଲା, "ସମସ୍ତ ଭବିଷ୍ଯଦ୍ବକ୍ତା ଏକ ମୁଖ ରେ ରାଜାଙ୍କର ମଙ୍ଗଳ ପ୍ରକାଶ କରୁଛନ୍ତି। ତେଣୁ ମୁଁ ବିନଯ କରୁଛି ତୁମ୍ଭେ ସମାନଙ୍କେ ପରି ମଙ୍ଗଳ ବାକ୍ଯ ରାଜାଙ୍କ ସପକ୍ଷ ରେ କୁହ।"
translate sentence into Odia : And the messenger that was gone to call Micaiah spake unto him, saying, Behold now, the words of the prophets declare good unto the king with one mouth: let thy word, I pray thee, be like the word of one of them, and speak that which is good.
1kings
ତହୁଁ ମୀଖାଯ କହିଲେ, " ଯେ ପର୍ୟ୍ଯନ୍ତ ସଦାପ୍ରଭୁ ଅଛନ୍ତି, ମୁଁ ଶପଥ କରୁଛି ସଦାପ୍ରଭୁ ଯାହା କହିବେ ମୁଁ ତାହା ହିଁ କହିବି।"
translate sentence into Odia : And Micaiah said, As the LORD liveth, what the LORD saith unto me, that will I speak.
1kings
ଆହାବ୍ ପୁଣି ମୀଖାଯକୁ କହିଲେ, "ତୁମ୍ଭେ ତୁମ୍ଭର ନିଜର ବାକ୍ଯ କୁହ, ମୁଁ ତୁମ୍ଭଙ୍କୁ ସତ କହିବାକୁ କହିଛି। କେତେଥର ମାେତେ ତୁମ୍ଭକୁ ଏହା କହିବାକୁ ପଡିବ? ସଦାପ୍ରଭୁଙ୍କଠାରୁ ସତ କୁହ।"
translate sentence into Odia : And the king said unto him, How many times shall I adjure thee that thou tell me nothing but that which is true in the name of the LORD?
1kings
ତତ୍ପରେ ଯିହାରୋମ୍ ଯିହୁଦାର ରାଜା ଯିହାଶାଫେଟ୍ଙ୍କ ନିକଟକୁ ଦୂତ ପଠାଇ କହିଲେ, " ମାୟୋବର ରାଜା ମାେ ବିରୁଦ୍ଧ ରେ େଦ୍ରାହାଚରଣ କରିଛି, ତୁମ୍ଭେ ମାେ ସହିତ ୟୁଦ୍ଧ କରିବାକୁ ମାୟୋବ ବିରୁଦ୍ଧ ରେ ୟିବ କି?"
translate sentence into Odia : And he went and sent to Jehoshaphat the king of Judah, saying, The king of Moab hath rebelled against me: wilt thou go with me against Moab to battle? And he said, I will go up: I am as thou art, my people as thy people, and my horses as thy horses.
2kings
ମୁଁ ବିନଯ କରୁଛି, ଦୌଡିୟାଇ ତାକୁ ଭଟେି ପଗ୍ଭର 'ସବୁ ଠିକ୍ ଅଛି କି? ତୁମ୍ଭ ସ୍ବାମୀର ଓ ତୁମ୍ଭ ପୁତ୍ରର ମଙ୍ଗଳ କି?"'
translate sentence into Odia : Run now, I pray thee, to meet her, and say unto her, Is it well with thee? is it well with thy husband? is it well with the child? And she answered, It is well.
2kings
ତେଣୁ ଗି ହଜେୀ ନାମାନ୍ଙ୍କୁ ଅନୁସରଣ କଲେ।
translate sentence into Odia : So Gehazi followed after Naaman. And when Naaman saw him running after him, he lighted down from the chariot to meet him, and said, Is all well?
2kings
ସହେି ସ୍ତ୍ରୀ ଲୋକର କଥା ଶୁଣି ରାଜା ତାଙ୍କର ଲୁଗା ଚିରି ଦେଲେ। ଯେତବେେଳେ ସମାନେେ ପ୍ରାଚୀର ଉପରେ ଯାଉଥିଲେ, ଲୋକମାନେ ତାଙ୍କୁ ଅଖା ପିନ୍ଧିଥିବାର ଦେଖିଲେ। ଏଥିରୁ ସେ ଦୁଃଖିତ ଓ ବ୍ଯସ୍ତ ବୋଲି ଜଣା ଯାଉଥିଲେ।
translate sentence into Odia : And it came to pass, when the king heard the words of the woman, that he rent his clothes; and he passed by upon the wall, and the people looked, and, behold, he had sackcloth within upon his flesh.
2kings
ତେଣୁ ତୁମ୍ଭେ ନିଶ୍ଚଯ ଆହାବ୍ର ବଂଶକୁ ବିନାଶ କରିବ। ଏହି ରୂପେ ଆମ୍ଭେ ଆମ୍ଭର ସବେକ ଭବିଷ୍ଯଦ୍ବକ୍ତାଗଣଙ୍କର ମୃତ୍ଯୁ ଓ ସଦାପ୍ରଭୁଙ୍କ ଦାସ ସମୂହର ମୃତ୍ଯୁ ପାଇଁ ଈଷବଲେ ଉପରେ ପ୍ରତି ଶାଧେ ନବେୁ।
translate sentence into Odia : And thou shalt smite the house of Ahab thy master, that I may avenge the blood of my servants the prophets, and the blood of all the servants of the LORD, at the hand of Jezebel.
2kings
ଅମତସିଯ ଯହେୂଙ୍କ ପୌତ୍ର ଓ ଯିହାୟୋଦାରହସ୍ଙ୍କ ପୁତ୍ର ୟୋଯାଶଙ୍କ ନିକଟକୁ ସନ୍ଦେଶବାହ ପଠାଇଲେ, ଇଶ୍ରାୟେଲ ରାଜା କହୁଛନ୍ତି, "ଆସ, ଆମ୍ଭମାନେେ ପରସ୍ପର ସମ୍ମୁଖା ସମ୍ମୁଖୀ ହାଇେ ୟୁଦ୍ଧ କରିବା।"
translate sentence into Odia : Then Amaziah sent messengers to Jehoash, the son of Jehoahaz son of Jehu, king of Israel, saying, Come, let us look one another in the face.
2kings
ଇଶ୍ରାୟେଲର ରାଜା ୟୋଯାଶ ଯିହୁଦାର ରାଜା ଅମତ୍ସିଯ ନିକଟକୁ ଲୋକ ପଠାଇ କହିଲେ, "ଲିବାନୋନ୍ର କଣ୍ଟକଲତା ଏରସ୍ବୃକ୍ଷ ନିକଟକୁ କହି ପଠାଇଲେ, 'ତୁମ୍ଭ କନ୍ଯାକୁ ଆମ୍ଭ ପୁତ୍ର ସଙ୍ଗେ ବିବାହ କରିଦିଅ।' ମାତ୍ର ଲିବାନୋନ୍ର ଏକ ବନ୍ଯ ପଶୁ ସହେି ବାଟ ଦଇେ ଯାଉଥିଲା ଓ ସେ କଣ୍ଟକଲତାକୁ ପାଦ ରେ ଦଳି ଦଲୋ।
translate sentence into Odia : And Jehoash the king of Israel sent to Amaziah king of Judah, saying, The thistle that was in Lebanon sent to the cedar that was in Lebanon, saying, Give thy daughter to my son to wife: and there passed by a wild beast that was in Lebanon, and trode down the thistle.
2kings
ଅମତ୍ସିଯ ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କାର୍ୟ୍ଯ ପରାକ୍ରମ ଯିହୁଦା ରାଜବଂଶର ଇତିହାସ ପୁସ୍ତକରେ ଲିଖିତ ହାଇେଅଛି।
translate sentence into Odia : And the rest of the acts of Amaziah, are they not written in the book of the chronicles of the kings of Judah?
2kings
ଏହାପରେ ଆମାେସର ପୁତ୍ର ଯିଶାଇୟ ହିଜକିଯଙ୍କ ନିକଟକୁ କହି ପଠାଇଲେ। "ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭେ ଅଶୂରର ରାଜା ସନ ହରେୀବ୍ ବିରୁଦ୍ଧ ରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।'
translate sentence into Odia : Then Isaiah the son of Amoz sent to Hezekiah, saying, Thus saith the LORD God of Israel, That which thou hast prayed to me against Sennacherib king of Assyria I have heard.
2kings
ନବାଟଙ୍କ ପୁତ୍ର ୟାରବିଯାମ ବୈଥଲେ ରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରି ଇଶ୍ରାୟେଲ ଲୋକଙ୍କୁ ପାପ କରାଇଥିଲେ ଓ ସେ ଯେଉଁ ଉଚ୍ଚସ୍ଥଳୀ ନିର୍ମାଣ କରିଥିଲେ, ଯୋଶିୟଯ ସହେି ୟଜ୍ଞବଦେୀ ଓ ଉଚ୍ଚସ୍ଥଳୀ ଭାଙ୍ଗି ପକାଇଲେ। ଯୋଶିୟଯ ସହେି ପ୍ରସ୍ତରକୁ ପଷେି ଚୁର୍ଣ୍ଣ କଲେ ଓ ଆଶରୋ ମୂର୍ତ୍ତୀକୁ ଦଗ୍ଧ କଲେ।
translate sentence into Odia : And he brake in pieces the images, and cut down the groves, and filled their places with the bones of men.
2kings
ସମାନେେ ଯୋଶିୟଯ ରାଜାଙ୍କର ରାଜତ୍ବର ଆଷ୍ଟାଦଶ ବର୍ଷ ରେ ଏହି ନିସ୍ତାର ପର୍ବ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ୟିରୁଶାଲମ ରେ ପାଳନ କଲେ।
translate sentence into Odia : Surely there was not holden such a passover from the days of the judges that judged Israel, nor in all the days of the kings of Israel, nor of the kings of Judah;
2kings
ପଥ୍ରୋଷୀଯ, କସଲୁହୀଯ ଓ (ପଲେଷ୍ଟୀୟମାନେ ସମାନଙ୍କେ ପାଖରୁ ଆସିଲେ) କପ୍ତୋରୀଯ
translate sentence into Odia : And Pathrusim, and Casluhim, (of whom came the Philistines,) and Caphthorim
1chronicles
ଅବ୍ରହାମଙ୍କର ପୁତ୍ରମାନେ ଥିଲେ ; ଇସ୍ହାକ୍ ଓ ଇଶ୍ମାଯଲେ
translate sentence into Odia : The sons of Abraham; Isaac, and Ishmael
1chronicles
ରୁଯଲଙ୍କେର ପୁତ୍ରମାନେ ଥିଲେ : ନହତ୍, ସରହେ, ଶମ୍ମ ଓ ମିସା।
translate sentence into Odia : The sons of Reuel; Nahath, Zerah, Shammah, and Mizzah.
1chronicles
ଶମ୍ମଯ ମାଯୋନ୍ଙ୍କର ପୁତ୍ର ଥିଲେ। ମାଯୋନ୍ ବୈଥ୍-ସୂରଙ୍କର ପିତା ଥିଲେ।
translate sentence into Odia : And the son of Shammai was Maon: and Maon was the father of Bethzur.
1chronicles
କାଲବଙ୍କେର ଦାସୀର ନାମ ଥିଲା ଐଫା। ଐଫା ହାରଣ, ମାେତ୍ସା ଓ ଗା ସେସଙ୍କର ମାତା ଥିଲେ। ହାରଣ ଗା ସେସଙ୍କର ପିତା ଥିଲେ।
translate sentence into Odia : And Ephah, Caleb's concubine, bare Haran, and Moza, and Gazez: and Haran begat Gazez.
1chronicles
ପଞ୍ଚମ ପୁତ୍ର ଥିଲେ ଶଫଟୀଯ। ତାଙ୍କର ମାତା ଥିଲେ : ଅବିଟଲ୍।
translate sentence into Odia : The fifth, Shephatiah of Abital: the sixth, Ithream by Eglah his wife.
1chronicles
ଇଲକାନା ଅହୀମାେତଙ୍କର ପୁତ୍ର ଥିଲେ। ସୋଫୀଯ ଇଲକାନାଙ୍କ ପୁତ୍ର ଥିଲେ। ନହାତ୍ ସୋଫୀଙ୍କ ପୁତ୍ର ଥିଲେ।
translate sentence into Odia : As for Elkanah: the sons of Elkanah; Zophai his son, and Nahath his son,
1chronicles
ଇଲୀଯାବ୍ ନହାତଙ୍କ ପୁତ୍ର ଥିଲେ। ୟିରୋହମ୍ ଇଲୀଯାବ୍ଙ୍କ ପୁତ୍ର ଥିଲେ। ଇଲକାନା ୟିରୋହମ୍ଙ୍କ ପୁତ୍ର ଥିଲେ।
translate sentence into Odia : Eliab his son, Jeroham his son, Elkanah his son.
1chronicles
ଶମରେ ମହଲିଙ୍କ ପୁତ୍ର ଥିଲେ। ମହଲି ମୂଶିଙ୍କ ପୁତ୍ର ଥିଲେ। ମୂଶି ମରାରିଙ୍କ ପୁତ୍ର ଥିଲେ। ମରାରି ଲବେୀଙ୍କ ପୁତ୍ର ଥିଲେ।
translate sentence into Odia : The son of Mahli, the son of Mushi, the son of Merari, the son of Levi.
1chronicles
ଇଫ୍ରଯିମ, ଏତସର ଓ ଇଲିଯାଦର ପିତା ଥିଲେ। ଏତସର ଓ ଇଲିଯାଦଙ୍କର ମୃତ୍ଯୁ ଘଟିବାରୁ ଇଫ୍ରଯିମ ଅନକେ ଦିନ ପର୍ୟ୍ଯନ୍ତ କ୍ରନ୍ଦନ କଲେ। ଇଫ୍ରଯିମଙ୍କର ପରିବାର ତାଙ୍କୁ ସାନ୍ତ୍ବନା ଦବୋ ନିମନ୍ତେ ଆସିଲେ।
translate sentence into Odia : And Ephraim their father mourned many days, and his brethren came to comfort him.
1chronicles
ଇଲ୍ପାଲ୍ଙ୍କ ପୁତ୍ରମାନେ ଥିଲେ : ସବଦିଯ, ମଶୂଲ୍ଲମ୍, ହିଷକି, ହବେର୍,
translate sentence into Odia : And Zebadiah, and Meshullam, and Hezeki, and Heber,
1chronicles
ଦାଉଦ ଓ ନିଯମସିନ୍ଦୁକ ବହୁଥିବା ସମସ୍ତ ଲବେୀୟମାନେ ଓ ଗାଯକ କିଣାନିଯମାନେ ସୂକ୍ଷ୍ମ ନାଇଲନ୍ ବସ୍ତ୍ର ପିନ୍ଧିଥିଲେ। ଦାଉଦ ମଧ୍ଯ ଏକ ନାଇଲନ୍ ଏଫୋଦ ପିନ୍ଧିଥିଲେ।
translate sentence into Odia : And David was clothed with a robe of fine linen, and all the Levites that bare the ark, and the singers, and Chenaniah the master of the song with the singers: David also had upon him an ephod of linen.
1chronicles
ଦାଉଦ ଆହୁରି ମଧ୍ଯ ହଦ ରଷେରଙ୍କ ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ସୋବର ରାଜା ଥିଲେ। ଦାଉଦ ହମାତ ସହର ପର୍ୟ୍ଯନ୍ତ ପଥରେ ସହେି ସୈନ୍ଯବାହିନୀ ସହିତ ୟୁଦ୍ଧ କଲେ। ହଦ ରଷେର ଫରାତ୍ ନଦୀ ପର୍ୟ୍ଯନ୍ତ ତାହାଙ୍କ ରାଜ୍ଯ ବିସ୍ତାର କରିବାକୁ ଚେଷ୍ଟା କରିବାରୁ ଦାଉଦ ଏହିପରି କଲେ।
translate sentence into Odia : And David smote Hadarezer king of Zobah unto Hamath, as he went to stablish his dominion by the river Euphrates.
1chronicles
ଗାଥ ସହର ରେ ପୁଣି ଏକ ୟୁଦ୍ଧ ହେଲା। ସଠାେରେ ଜଣେ ବିରାଟକାଯ ଲୋକ ଥିଲା, ଯାହାର ପ୍ରେତ୍ୟକକ ହାତ ରେ ଛଅଟି ଆଙ୍ଗୁଳି ଓ ପ୍ରେତ୍ୟକକ ପାଦ ରେ ମଧ୍ଯ ଛଅଟି ଆଙ୍ଗୁଳି ଥିଲା। ସେ ମଧ୍ଯ ଜଣେ ଦୈତ୍ଯପୁତ୍ର ଥିଲା।
translate sentence into Odia : And yet again there was war at Gath, where was a man of great stature, whose fingers and toes were four and twenty, six on each hand, and six on each foot and he also was the son of the giant.
1chronicles