output
stringlengths
1
10.9k
input
stringclasses
1 value
instruction
stringlengths
34
702
category
stringlengths
3
20
ତେଣୁ ୟିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁ ହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସମାନଙ୍କେୁ ନିଜ ଭାଇ ଓ ଭଉଣୀ ଡ଼ାକିବା ରେ ଲଜ୍ଜା ବୋଧ କରନ୍ତି ନାହିଁ। ଯୀଶୁ କୁହନ୍ତି :
translate sentence into Odia : For both he that sanctifieth and they who are sanctified are all of one: for which cause he is not ashamed to call them brethren,
hebrews
ହେ ପରମେଶ୍ବର, ମୁଁ ମାରେ ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟ ରେ କହିବି। ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗ ରେ, ମୁଁ ତୁମ୍ଭର ପ୍ରଶଂସା ପାଇବି। ଗୀତିସଂହିତା :
translate sentence into Odia : Saying, I will declare thy name unto my brethren, in the midst of the church will I sing praise unto thee.
hebrews
ସହେି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସମାନଙ୍କେ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସପରେି କରିବା ଦ୍ବାରା, ଯୀଶୁ ମୃତ୍ଯୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ।
translate sentence into Odia : Forasmuch then as the children are partakers of flesh and blood, he also himself likewise took part of the same; that through death he might destroy him that had the power of death, that is, the devil;
hebrews
ମୃତ୍ଯୁ ଭୟ ରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ଯୁ ବରଣ କଲେ।
translate sentence into Odia : And deliver them who through fear of death were all their lifetime subject to bondage.
hebrews
କାରଣ ପ୍ରକୃତ ରେ ଯୀଶୁ ସ୍ବର୍ଗଦୂତମାନଙ୍କ ପ୍ରତି ମନ ଯୋଗୀ ନ ହାଇେ ଅବ୍ରହାମର ସନ୍ତାନମାନଙ୍କୁ ସାହାୟ୍ଯ କରନ୍ତି।
translate sentence into Odia : For verily he took not on him the nature of angels; but he took on him the seed of Abraham.
hebrews
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
translate sentence into Odia : Wherefore in all things it behoved him to be made like unto his brethren, that he might be a merciful and faithful high priest in things pertaining to God, to make reconciliation for the sins of the people.
hebrews
ଯୀଶୁ ପରୀକ୍ଷିତ ହାଇେ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାୟ୍ଯ କରିବା ନିମନ୍ତେ ସକ୍ଷମ ଅଟନ୍ତି।
translate sentence into Odia : For in that he himself hath suffered being tempted, he is able to succour them that are tempted.
hebrews
ଅତଏବ ତୁମ୍ଭମାନେେ ସମସ୍ତେ ଯୀଶୁଙ୍କଠା ରେ ମନ ଦିଅ। ପରମେଶ୍ବର ତାହାଙ୍କୁ ଆମ୍ଭପାଖକୁ ପଠାଇଛନ୍ତି। ସେ ଆମ୍ଭ ବିଶ୍ବାସର ମହାୟାଜକ। ମାେ ପବିତ୍ର ଭାଇ ଓ ଭଉଣୀମାନେ, ମୁଁ ଏକଥା ତୁମ୍ଭମାନଙ୍କୁ କହୁଛି ଯେ, ପରମେଶ୍ବର ତୁମ୍ଭମାନଙ୍କୁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି।
translate sentence into Odia : Wherefore, holy brethren, partakers of the heavenly calling, consider the Apostle and High Priest of our profession, Christ Jesus;
hebrews
ପରମେଶ୍ବର ଯୀଶୁଙ୍କୁ ମହାୟାଜକ ସ୍ବରୂପେ ଆମ୍ଭ ପାଖକୁ ପଠାଇଛନ୍ତି। ମାଶାଙ୍କେ ପରି ଯୀଶୁ ମଧ୍ଯ ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ଥିଲେ। ଈଶ୍ବରଙ୍କ ଗୃହ ରେ ଈଶ୍ବର ଇଚ୍ଛା କରୁଥିବା ସମସ୍ତ କାର୍ୟ୍ଯ ସେ କଲେ।
translate sentence into Odia : Who was faithful to him that appointed him, as also Moses was faithful in all his house.
hebrews
ଯେତବେେଳେ ଜଣେ ଲୋକ ଘରଟିଏ ତିଆରି କଲେ, ଲୋକେ ଘର ତୁଳନା ରେ ସହେି ଲୋକକୁ ଅଧିକ ସମ୍ମାନ ଦିଅନ୍ତି। ଯୀଶୁଙ୍କ ପାଇଁ ମଧ୍ଯ ଏହା ପ୍ରୟୁଜ୍ଯ। ମାଶାଙ୍କେ ତୁଳନା ରେ ଯୀଶୁ ଅଧିକ ସମ୍ମାନର ଯୋଗ୍ଯ।
translate sentence into Odia : For this man was counted worthy of more glory than Moses, inasmuch as he who hath builded the house hath more honour than the house.
hebrews
ପ୍ରେତ୍ୟକକ ଘର କୌଣସି ଲୋକ ଦ୍ବାରା ନିର୍ମିତ।
translate sentence into Odia : For every house is builded by some man; but he that built all things is God.
hebrews
କିନ୍ତୁ ପରମେଶ୍ବର ସମସ୍ତ ବିଷୟ ନିର୍ମାଣ କରିଛନ୍ତି। ପରମେଶ୍ବରଙ୍କ ଗୃହ ରେ ମାଶାେ ଜଣେ ସବେକ ରୂପେ ବିଶ୍ବସ୍ତ ଥିଲେ। ପରମେଶ୍ବର ଭବିଷ୍ଯତ ରେ ଯାହା କିଛି କହିବେ, ସେ ଲୋକମାନଙ୍କୁ ସହେି କଥା କହିଥିଲେ।
translate sentence into Odia : And Moses verily was faithful in all his house, as a servant, for a testimony of those things which were to be spoken after;
hebrews
କିନ୍ତୁ ଖ୍ରୀଷ୍ଟ ପୁତ୍ର ଭାବେ ପରମେଶ୍ବରଙ୍କ ଗୃହର ତତ୍ତ୍ବାବଧାନ ରେ ବିଶ୍ବସ୍ତ ଥିଲେ। ଆମ୍ଭେ ବିଶ୍ବାସୀଗଣ ପରମେଶ୍ବରଙ୍କ ଗୃହ ପରିବାର ସ୍ବରୂପ ଅଟୁ। ଯଦି ଆମ୍ଭେ ସହେି ମହତ୍ ଆଶାର ଅପେକ୍ଷା ରେ ଦୃଢ଼ ଓ ଅଟଳ ରହିବା, ତା' ହେଲେ ଆମ୍ଭ ଅନ୍ତର ରେ ପରମେଶ୍ବର ବାସ କରିବେ।
translate sentence into Odia : But Christ as a son over his own house; whose house are we, if we hold fast the confidence and the rejoicing of the hope firm unto the end.
hebrews
ଅତଏବ ପବିତ୍ର ଆତ୍ମା କୁହନ୍ତି :
translate sentence into Odia : Wherefore (as the Holy Ghost saith, To day if ye will hear his voice,
hebrews
ତବେେ ମରୁଭୂମିରେ ପରମେଶ୍ବରଙ୍କୁ ପରୀକ୍ଷା କରିବା ଦିନ ଯେପ୍ରକାର ପରମେଶ୍ବରଙ୍କ ବିରୁଦ୍ଧ ରେ ଥିଲେ, ସେପ୍ରକାର ପୂର୍ବପରି ତୁମ୍ଭମାନଙ୍କ ହୃଦୟ କଠିନ ନ କର।
translate sentence into Odia : Harden not your hearts, as in the provocation, in the day of temptation in the wilderness:
hebrews
ଗ୍ଭଳିଷ ବର୍ଷ ଧରି ତୁମ୍ଭ ଲୋକମାନେ ମରୁଭୂମିରେ ମାରେ କାର୍ୟ୍ଯ ଗୁଡ଼ିକ ଦେଖିଲେ। ତଥାପି ସମାନେେ ମାେ ର୍ଧୈୟ୍ଯର ପରୀକ୍ଷା ନେଲେ।
translate sentence into Odia : When your fathers tempted me, proved me, and saw my works forty years.
hebrews
ସେଥିପାଇଁ ମୁଁ ସହେି ଲୋକମାନଙ୍କ ପ୍ରତି କ୍ରୁଦ୍ଧ ଥିଲି। ମୁଁ କହିଥିଲି, ସେ ଲୋକମାନଙ୍କର ଚିନ୍ତାଧାରା ସର୍ବଦା ଭୁଲ ଅଟେ। ସମାନେେ ମାରେ ମାର୍ଗ ବୁଝନ୍ତି ନାହିଁ।
translate sentence into Odia : Wherefore I was grieved with that generation, and said, They do alway err in their heart; and they have not known my ways.
hebrews
ଅତଏବ ମୁଁ କୋର୍ଧ ରେ ପ୍ରତିଜ୍ଞା କରି କହିଥିଲି - " ସେ ଲୋକମାନେ କବେେ ହେଲେ ମାରେ ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ।"' ଗୀତସଂହିତା
translate sentence into Odia : So I sware in my wrath, They shall not enter into my rest.)
hebrews
ଅତଏବ ଭାଇ ଓ ଭଉଣୀମାନେ, ତୁମ୍ଭ ମଧିଅରେ କହେି ପାପ ନ କର, ଅବିଶ୍ବାସୀ ନ ହୁଅ, ଓ ଜୀବିତ ପରମେଶ୍ବରଙ୍କ ପ୍ରତି ବିମୁଖ ନ ହୁଅ, ଏଥିପାଇଁ ସାବଧନା ରୁହ।
translate sentence into Odia : Take heed, brethren, lest there be in any of you an evil heart of unbelief, in departing from the living God.
hebrews
କିନ୍ତୁ ପରସ୍ପରକୁ ପ୍ରତିଦିନ ଉତ୍ସାହିତ କର। "ଆଜିଦିନ' ରେ ପ୍ରଭୁଙ୍କ ପ୍ରତି ମନ ଦିଅ। ପାପର ଛଳନାପୂର୍ଣ୍ଣ ପ୍ରଲୋଭନ ରେ ପଡ଼ି ଲୋକେ ଯେପରି ହୃଦୟ କଠିନ ନ କରନ୍ତି, ଏଥିପାଇଁ ପରସ୍ପରକୁ ସାହାୟ୍ଯ କର।
translate sentence into Odia : But exhort one another daily, while it is called To day; lest any of you be hardened through the deceitfulness of sin.
hebrews
କାରଣ ପ୍ରାରମ୍ଭରୁ ତୁମ୍ଭର ଯେଉଁ ଦୃଢ଼ ବିଶ୍ବାସ ଥିଲା, ତାହା ଯଦି ଶଷେ ପର୍ୟ୍ଯନ୍ତ ବଜାୟ ରଖିବ, ତାହାହେଲେ ଯୀଶୁଖ୍ରୀଷ୍ଟଙ୍କ ସମସ୍ତ ଅଧିକାର ରେ ସହଭାଗୀ ହବେ।
translate sentence into Odia : For we are made partakers of Christ, if we hold the beginning of our confidence stedfast unto the end;
hebrews
ତାହାହିଁ ଶାସ୍ତ୍ର ମଧ୍ଯ କୁ ହେ :
translate sentence into Odia : While it is said, To day if ye will hear his voice, harden not your hearts, as in the provocation.
hebrews
ପରମେଶ୍ବର ଚାଳିଶ ବର୍ଷ ଧରି ତାହା ପ୍ରତି କୋରଧ କରିଥିଲେ ? ଯେଉଁମାନେ ପାପ କରିଥିଲେ ସମାନଙ୍କେ ପ୍ରତି ପରମେଶ୍ବର କୋରଧ କରିଥିଲେ। ସମାନେେ ମରୁଭୂମିରେ ମଲେ।
translate sentence into Odia : But with whom was he grieved forty years? was it not with them that had sinned, whose carcases fell in the wilderness?
hebrews
ପରମେଶ୍ବରଙ୍କର କେଉଁ ଲୋକମାନେ ତାହାଙ୍କର ବିଶ୍ରାମସ୍ଥଳ ରେ ପ୍ରବେଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ ? ପରମେଶ୍ବରଙ୍କ ଆଜ୍ଞାର ଅବାଧ୍ଯ ହେଉଥିବା ଲୋକମାନଙ୍କୁ ସେ ଏହା କହିଥିଲେ।
translate sentence into Odia : And to whom sware he that they should not enter into his rest, but to them that believed not?
hebrews
ଅତଏବ ଆମ୍ଭେ ଦେଖୁଛୁ ଯେ, ସମାନେେ ନିଜ ଅବିଶ୍ବାସ ହତେୁ ସଠାେରେ ପ୍ରବେଶ କରିବା ପାଇଁ ଅସମର୍ଥ ହେଲେ।
translate sentence into Odia : So we see that they could not enter in because of unbelief.
hebrews
ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ଏଥିରୁ ବଞ୍ଚିତ ନ ହେଉ, ଏଥିପାଇଁ ସତର୍କତାର ଜୀବନ କାଟିବା ଉଚିତ୍।
translate sentence into Odia : Let us therefore fear, lest, a promise being left us of entering into his rest, any of you should seem to come short of it.
hebrews
ଆମ୍ଭେ ବିଶ୍ବାସୀ ଲୋକମାନେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବାକୁ ସକ୍ଷମ ଅଟୁ। ଯେପରି ପରମେଶ୍ବର କହିଅଛନ୍ତି :
translate sentence into Odia : For we which have believed do enter into rest, as he said, As I have sworn in my wrath, if they shall enter into my rest: although the works were finished from the foundation of the world.
hebrews
ଶାସ୍ତ୍ରର କୌଣସି ସ୍ଥାନ ରେ ପରମେଶ୍ବର ସପ୍ତାହର ସପ୍ତମ ଦିନ ବିଷୟ ରେ କହିଛନ୍ତି : "ସପ୍ତମ ଦିନ ରେ ପରମେଶ୍ବର ନିଜର ସମସ୍ତ କାମରୁ ବିଶ୍ରାମ ନେଲେ।"
translate sentence into Odia : For he spake in a certain place of the seventh day on this wise, And God did rest the seventh day from all his works.
hebrews
ପରମେଶ୍ବର ଆଉ ଏକ ଶାସ୍ତ୍ର ରେ କହିଛନ୍ତି : " ସହେି ଲୋକମାନେ କବେେ ହେଲେ ମାରେ ବିଶ୍ରାମ ସ୍ଥଳ ରେ ପ୍ରବେଶ କରିବେ ନାହିଁ।"
translate sentence into Odia : And in this place again, If they shall enter into my rest.
hebrews
ଯେଉଁ ଲୋକମାନଙ୍କୁ ଆଗରୁ ସୁସମାଚାର ଶୁଣା ଯାଇ ଥିଲା, ନିଜର ଅବଜ୍ଞା ୟୋଗୁ ସମାନେେ ବିଶ୍ରାମସ୍ଥଳ ରେ ପ୍ରବେଶ କରି ପାରିଲେ ନାହିଁ କିନ୍ତୁ ଏବେ ମଧ୍ଯ କବେେ ଲୋକ ପରମେଶ୍ବରଙ୍କ ବିଶ୍ରାମସ୍ଥଳ ରେ ପ୍ରବେଶ କରିବାକୁ ବାକି ଥିବାରୁ ପରମେଶ୍ବର ଆଉ ଗୋଟିଏ ବିଶଷେ ଦିନ ଅର୍ଥାତ୍ 'ଆଜିଦିନ' ନିରୂପଣ କଲେ।
translate sentence into Odia : Seeing therefore it remaineth that some must enter therein, and they to whom it was first preached entered not in because of unbelief:
hebrews
ଏହି ଦିନଟି ବିଷୟ ରେ ପରମେଶ୍ବର ବହୁତ ଦିନ ପରେ ଦାଉଦଙ୍କ ମାଧ୍ଯମ ରେ କହିଛନ୍ତି। ସହେି ଶାସ୍ତ୍ର ରେ ଆମ୍ଭେ ପୂର୍ବରୁ କହିଛୁ :
translate sentence into Odia : Again, he limiteth a certain day, saying in David, To day, after so long a time; as it is said, To day if ye will hear his voice, harden not your hearts.
hebrews
ଆମ୍ଭେ ଜାଣି ଯେ ୟିହୋଶୂୟ ଲୋକଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞାକୃତ ବିଶ୍ରାମସ୍ଥଳକୁ ନଇଯାେଇ ନ ଥିଲେ। ଯଦି ସେ ନଇେଥାନ୍ତେ, ତବେେ ପରମେଶ୍ବର ବିଶ୍ରାମ ପାଇଁ ଆଉ ଗୋଟିଏ ଦିନ 'ଆଜି' ବୋଲି ଘାଷେଣା କରି ନ ଥାନ୍ତେ।
translate sentence into Odia : For if Jesus had given them rest, then would he not afterward have spoken of another day.
hebrews
ଏହା ପ୍ରମାଣିତ କରେ ଯେ, ପରମେଶ୍ବରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି।
translate sentence into Odia : There remaineth therefore a rest to the people of God.
hebrews
ପରମେଶ୍ବର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ବରଙ୍କ ପରି ମନୁଷ୍ଯ ଆପଣା କାର୍ୟ୍ଯ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।
translate sentence into Odia : For he that is entered into his rest, he also hath ceased from his own works, as God did from his.
hebrews
ଅତଏବ, ଆମ୍ଭେ ପରମେଶ୍ବରଙ୍କ ସହେି ବିଶ୍ରାମସ୍ଥଳ ରେ ପ୍ରବେଶ କରିବା ପାଇଁ କଠିନ ଚେଷ୍ଟା କରିବା ଆବଶ୍ଯକ। ପରମେଶ୍ବରଙ୍କ ଆଜ୍ଞା ପାଳନ ନ କରି ଯେଉଁମାନେ ବିଶ୍ରାମସ୍ଥଳ ରେ ପ୍ରବେଶ କରିପାରନ୍ତି ନାହିଁ, ସହେି ଲୋକମାନଙ୍କ ପଦାନୁସରଣ କରି ଆମ୍ଭମାନଙ୍କ ମଧ୍ଯରୁ କହେି ଯେପରି ପଡ଼ି ନ ଯାଆନ୍ତି, ସେଥିପାଇଁ ଆମ୍ଭମାନେେ ଯଥାସାଧ୍ଯ ପରିଶ୍ରମ କରିବା ଆବଶ୍ଯକ।
translate sentence into Odia : Let us labour therefore to enter into that rest, lest any man fall after the same example of unbelief.
hebrews
ପରମେଶ୍ବରଙ୍କ ବାକ୍ଯ ଜୀବନ୍ତ ଓ କାର୍ୟ୍ଯସାଧନକ ଅଟେ। ତାହାଙ୍କର ବାକ୍ଯ ଯେ କୌଣସି ଦ୍ବିଧାର ଖ"ଠାରୁ ମଧ୍ଯ ଅଧିକ ଧାରୁଆ। ପରମେଶ୍ବରଙ୍କ ବାକ୍ଯ ଆମ୍ଭ ପ୍ରାଣ, ଆତ୍ମା, ହାଡ଼ ଓ ମଜ୍ଜାର ସନ୍ଧିସ୍ଥଳ ଭଦେ କରିପା ରେ। ଏହା ହୃଦୟର ଚିନ୍ତା ଓ ଭାବର ବିଚାର କରେ।
translate sentence into Odia : For the word of God is quick, and powerful, and sharper than any twoedged sword, piercing even to the dividing asunder of soul and spirit, and of the joints and marrow, and is a discerner of the thoughts and intents of the heart.
hebrews
ସମଗ୍ର ବିଶ୍ବ ରେ ପରମେଶ୍ବରଙ୍କ ଦୃଷ୍ଟି ରେ କୌଣସି କଥା ଲୁଚି ରହି ପା ରେ ନାହିଁ। ସେ ସ୍ପଷ୍ଟ ଭାବରେ ସବୁ କିଛି ଦେଖି ପାରନ୍ତି। ତାହାଙ୍କ ସମ୍ମୁଖ ରେ ସମସ୍ତ ବିଷୟ ଅନାବୃତ। ଆମ୍ଭେ କିପରି ଜୀବନଯାପନ କରିଛୁ ତାହାଙ୍କ ଛାମୁ ରେ ତହିଁର ହିସାବ ଦବୋକୁ ହବେ।
translate sentence into Odia : Neither is there any creature that is not manifest in his sight: but all things are naked and opened unto the eyes of him with whom we have to do.
hebrews
ପୁତ୍ର ପ୍ରଭୁ ଯୀଶୁ ପରମେଶ୍ବରଙ୍କ ସହିତ ରହିବା ପାଇଁ ସ୍ବର୍ଗକୁ ଯାଇଛନ୍ତି। ସେ ହେଉଛନ୍ତି ଆମ୍ଭର ପ୍ରଧାନ ମହାୟାଜକ।
translate sentence into Odia : Seeing then that we have a great high priest, that is passed into the heavens, Jesus the Son of God, let us hold fast our profession.
hebrews
ଅତଏବ ଆମ୍ଭେ ଆମ୍ଭମାନଙ୍କ ବିଶ୍ବାସ ରେ ଦୃଢ଼ ରହିବା ଉଚିତ୍। ମହାୟାଜକ ଯୀଶୁ ଆମ୍ଭର ସମସ୍ତ ଦୁର୍ବଳତା ଜାଣନ୍ତି। ଜଗତ ରେ ଥିବା ବେଳେ ସେ ପ୍ରେତ୍ୟକକ ଭାବରେ ପରୀକ୍ଷିତ ହେଲେ।
translate sentence into Odia : For we have not an high priest which cannot be touched with the feeling of our infirmities; but was in all points tempted like as we are, yet without sin.
hebrews
ଆମ୍ଭମାନେେ ଉପୟୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ବରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାୟାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।
translate sentence into Odia : Let us therefore come boldly unto the throne of grace, that we may obtain mercy, and find grace to help in time of need.
hebrews
ପ୍ରେତ୍ୟକକ ୟିହୁଦୀ ମହାୟାଜକ ପୁରୁଷମାନଙ୍କ ଭିତରୁ ମନୋନୀତ ହୁଅନ୍ତି। ପରମେଶ୍ବରଙ୍କୁ ଆପଣା ପାପ ନିମନ୍ତେ ନବୈେଦ୍ଯ ଓ ବଳି ଉତ୍ସର୍ଗ କରିବା ନିମନ୍ତେ ସହେି ମହାୟାଜକ ଲୋକମାନଙ୍କୁ ସାହାୟ୍ଯ କରନ୍ତି।
translate sentence into Odia : For every high priest taken from among men is ordained for men in things pertaining to God, that he may offer both gifts and sacrifices for sins:
hebrews
ମହାୟାଜକ ଅନ୍ଯଲୋକମାନଙ୍କ ପାପ ନିମନ୍ତେ ବଳି ଉତ୍ସର୍ଗ କରନ୍ତି କିନ୍ତୁ ତାହାଙ୍କର ନିଜର ମଧ୍ଯ ଦୁର୍ବଳତା ଥିବା ହତେୁରୁ ସେ ମଧ୍ଯ ନିଜ ପାପ ପାଇଁ ବଳି ଉତ୍ସର୍ଗ କରିବା ଉଚିତ୍।
translate sentence into Odia : And by reason hereof he ought, as for the people, so also for himself, to offer for sins.
hebrews
ମହାୟାଜକ ହବୋ ଏକ ସମ୍ମାନର ବିଷୟ। କିନ୍ତୁ କହେି ହେଲେ ନିଜେ ଏହି କାମ ପାଇଁ ବାଛେ ନାହିଁ। ଜଣଙ୍କୁ ପରମେଶ୍ବରଙ୍କ ଦ୍ବାରା ଆହୂତ ହବୋକୁ ପଡ଼ିବ, ଯେପରି ହାରୋଣ ଆହୂତ ହାଇେଥିଲେ।
translate sentence into Odia : And no man taketh this honour unto himself, but he that is called of God, as was Aaron.
hebrews
ଖ୍ରୀଷ୍ଟ ମଧ୍ଯ ସହେି ଡ଼କା ହାଇେଥିଲେ। ସେ ପରମେଶ୍ବରଙ୍କ ଦ୍ବାରା ସେ ମନୋନୀତ ହାଇେଥିଲେ। ପରମେଶ୍ବର ତାହାଙ୍କୁ କହିଲେ :
translate sentence into Odia : So also Christ glorified not himself to be made an high priest; but he that said unto him, Thou art my Son, to day have I begotten thee.
hebrews
ଅନ୍ୟ ଗୋଟିଏ ସ୍ଥାନ ରେ ପରମେଶ୍ବର କୁହନ୍ତି :
translate sentence into Odia : As he saith also in another place, Thou art a priest for ever after the order of Melchisedec.
hebrews
ଖ୍ରୀଷ୍ଟ ଜଗତ ରେ ଥିଲା ବେଳେ ଯେ, ତାହାଙ୍କୁ ମୃତ୍ଯୁରୁ ରକ୍ଷା କରିବାକୁ ସମର୍ଥ, ସହେି ପରମେଶ୍ବରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେ ହତେୁ ଯୀଶୁ ପରମେଶ୍ବରଙ୍କ ଇଚ୍ଛାନୁସା ରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ବର ତାହାଙ୍କ ପ୍ରାର୍ଥନା ରେ ପ୍ରତ୍ଯୁତ୍ତର ଦଇେଥିଲେ।
translate sentence into Odia : Who in the days of his flesh, when he had offered up prayers and supplications with strong crying and tears unto him that was able to save him from death, and was heard in that he feared;
hebrews
ଯୀଶୁ ପରମେଶ୍ବରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ବାରା ଆଜ୍ଞା ବହତା ଶିଖିଲେ।
translate sentence into Odia : Though he were a Son, yet learned he obedience by the things which he suffered;
hebrews
ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।
translate sentence into Odia : And being made perfect, he became the author of eternal salvation unto all them that obey him;
hebrews
ପରମେଶ୍ବର ମଲକୀଷଦକଙ୍କେ ଭଳି ଯୀଶୁଙ୍କୁ ମହାୟାଜକ ରୂପେ ବାଛିଲେ।
translate sentence into Odia : Called of God an high priest after the order of Melchisedec.
hebrews
ଏ ବିଷୟ ରେ ଆମ୍ଭର ତୁମ୍ଭମାନଙ୍କୁ ଅନକେ କଥା କହିବା ପାଇଁ ଅଛି। କିନ୍ତୁ ଯେ ହତେୁ ତୁମ୍ଭମାନେେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର।
translate sentence into Odia : Of whom we have many things to say, and hard to be uttered, seeing ye are dull of hearing.
hebrews
ବର୍ତ୍ତମାନ ପର୍ୟ୍ଯନ୍ତ ଯେତିକି ସମୟ ଅତିବାହିତ ହାଇେ ଗଲାଣି, ତୁମ୍ଭମାନେେ ଉପଦେଶକ ହାଇେ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ବରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭମାନେେ ଏବେ ମଧ୍ଯ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭମାନେେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହାଇେ ନାହଁ।
translate sentence into Odia : For when for the time ye ought to be teachers, ye have need that one teach you again which be the first principles of the oracles of God; and are become such as have need of milk, and not of strong meat.
hebrews
ଯେ କବଳେ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ଯକ୍ତି ଉଚିତ ଶିକ୍ଷା କ'ଣ ତାହା ଜାଣି ନାହିଁ। ସମାନେେ ଭଲ ଓ ମନ୍ଦର ପାର୍ଥକ୍ଯ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି।
translate sentence into Odia : For every one that useth milk is unskilful in the word of righteousness: for he is a babe.
hebrews
କିନ୍ତୁ କଠିନ ଖାଦ୍ୟ ସହେିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ଯବହାର ବନ୍ଦ କରି ଦଇେଛନ୍ତି। ଏହା ସହେିମାନଙ୍କ ପାଇଁ ଯେଉଁମାନେ ଆତ୍ମା ରେ ବୃଦ୍ଧି ପାଇଛନ୍ତି।
translate sentence into Odia : But strong meat belongeth to them that are of full age, even those who by reason of use have their senses exercised to discern both good and evil.
hebrews
ଅତଏବ ଖ୍ରୀଷ୍ଟଙ୍କ ବିଷୟ ରେ ପ୍ରାରମ୍ଭିକ ଶିକ୍ଷାର ସମାପ୍ତି ଘଟାଇବା ଦରକାର। ଆମ୍ଭେ ଯେଉଁସବୁ କାର୍ୟ୍ଯ କରିବା ଆରମ୍ଭ କରିଛୁ, ତହିଁରୁ ପଶ୍ଚାତପଦ ହବୋ ନାହିଁ। ଯେତବେେଳେ ଆମ୍ଭେ ଖ୍ରୀଷ୍ଟଙ୍କଠା ରେ ଆମ୍ଭ ଜୀବନ ଆରମ୍ଭ କରିଲୁ, ଆମ୍ଭମାନେେ ମନ୍ଦକର୍ମରୁ ବିମୁଖ ହାଇେ ପରମେଶ୍ବରଙ୍କଠା ରେ ବିଶ୍ବାସ କଲୁ।
translate sentence into Odia : Therefore leaving the principles of the doctrine of Christ, let us go on unto perfection; not laying again the foundation of repentance from dead works, and of faith toward God,
hebrews
ସେତବେେଳେ ଆମ୍ଭେ ବାପ୍ତିସ୍ମ ବିଷୟ ରେ ଲୋକଙ୍କୁ ହସ୍ତାର୍ପଣ କରିବା ବିଷୟ ରେ, ମୃତ୍ଯୁରୁ ପୁନରୁତ୍ଥିତ ହବୋ ବିଷୟ ରେ ଓ ଶଷେ ବିଚାର ବିଷୟ ରେ ଶିକ୍ଷା ପାଇଥିଲୁ। କିନ୍ତୁ ଏବେ ଆମ୍ଭେ ସିଦ୍ଧିଲାଭ କରିବାକୁ ଅଗ୍ରସର ହବୋ ଉଚିତ୍।
translate sentence into Odia : Of the doctrine of baptisms, and of laying on of hands, and of resurrection of the dead, and of eternal judgment.
hebrews
ହଁ ଯଦି ପରମେଶ୍ବର ଅନୁମତି ଦିଅନ୍ତି, ଆମ୍ଭେ ଏପରି କରିବା।
translate sentence into Odia : And this will we do, if God permit.
hebrews
ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦଲୋ ପରେ କ'ଣ ତୁମ୍ଭମାନେେ ସମାନଙ୍କେ ଜୀବନ କବେେ ପରିବର୍ତ୍ତନ କରି ପାରିବ ? ଯେଉଁମାନେ ସତ୍ଯର ଶିକ୍ଷା ପାଇ ସାରିଛନ୍ତି ମୁଁ ସମାନଙ୍କେୁ ଏହା କହୁଛି। ସମାନେେ ପରମେଶ୍ବରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ର ଆତ୍ମାଙ୍କ ସହଭାଗୀ ହାଇେଛନ୍ତି।
translate sentence into Odia : For it is impossible for those who were once enlightened, and have tasted of the heavenly gift, and were made partakers of the Holy Ghost,
hebrews
ସମାନେେ ପରମେଶ୍ବରଙ୍କ କଥା ଶୁଣିଲେ ଓ ପରମେଶ୍ବରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ।
translate sentence into Odia : And have tasted the good word of God, and the powers of the world to come,
hebrews
ସମାନେେ ତହିଁର ଉତ୍ତମତା ଜୀବନ ରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ଯ ସମାନେେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସମାନେେ ଯୀଶୁଙ୍କୁ ପୁନର୍ବାର କୃଶ ରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସମାନେେ ସମସ୍ତଙ୍କ ଆଗ ରେ ଯୀଶୁଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
translate sentence into Odia : If they shall fall away, to renew them again unto repentance; seeing they crucify to themselves the Son of God afresh, and put him to an open shame.
hebrews
ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ଯ ଉତ୍ପନ୍ନ କରିବା ନିମନ୍ତେ ସହେି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସହେି କ୍ଷେତ୍ର ଲୋକମାନଙ୍କ ପାଇଁ ଉପ ଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ବରଙ୍କର ଆଶୀର୍ବାଦ ପାଏ।
translate sentence into Odia : For the earth which drinketh in the rain that cometh oft upon it, and bringeth forth herbs meet for them by whom it is dressed, receiveth blessing from God:
hebrews
କିନ୍ତୁ ଯଦି ସହେି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା' ହେଲେ ତାହା ଅକାମୀ ଅଟେ। ସହେି ଭୂମି ପରମେଶ୍ବରଙ୍କ ଦ୍ବାରା ଅଗ୍ରାହ୍ଯ ହାଇେ ଅଭିଶପ୍ତ ହୁଏ, ଓ ଶଷେ ରେ ତାହା ଅଗ୍ନି ଦ୍ବାରା ବିନଷ୍ଟ ହବେ।
translate sentence into Odia : But that which beareth thorns and briers is rejected, and is nigh unto cursing; whose end is to be burned.
hebrews
ପ୍ରିୟ ମିତ୍ରଗଣ! ଆମ୍ଭେ ତୁମ୍ଭମାନଙ୍କୁ ଏହି କଥା କହୁଛୁ। କିନ୍ତୁ ପ୍ରକୃତ ରେ ଆମ୍ଭେ ତୁମ୍ଭମାନଙ୍କଠାରୁ ଅଧିକ ଉତ୍ତମ ବିଷୟ ଆଶା କରୁ। ଆମ୍ଭେ ନିଶ୍ଚିତ ଯେ ତୁମ୍ଭମାନେେ ପରିତ୍ରାଣର କଥା ଆମ୍ଭକୁ କହିବ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଯେଉଁ ପ୍ ରମେଭାବ ପ୍ରଦର୍ଶିତ କରିଛ, ସହେି ଭଲ କାମକୁ ପରମେଶ୍ବର ସଦାସର୍ବଦା ମନେ ରଖିବେ।
translate sentence into Odia : But, beloved, we are persuaded better things of you, and things that accompany salvation, though we thus speak.
hebrews
ପରମେଶ୍ବର ହେଉଛନ୍ତି ନ୍ଯାଯୀ। ତୁମ୍ଭମାନେେ ତାହାଙ୍କ ଲୋକମାନଙ୍କୁ ସାହାୟ୍ଯ କରି ଚାଲିଛ, ଏକଥା ସେ ମନେ ରଖିବେ।
translate sentence into Odia : For God is not unrighteous to forget your work and labour of love, which ye have shewed toward his name, in that ye have ministered to the saints, and do minister.
hebrews
ଆମ୍ଭେ ଚାହୁଁ ଯେ ତୁମ୍ଭମାନଙ୍କ ଭିତରୁ ପ୍ରେତ୍ୟକକ ଜୀବନସାରା ସହେି ଭଳି କଠାେର ପରିଶ୍ରମ କରୁଥାଅ। ତବେେ ତୁମ୍ଭମାନେେ ତୁମ୍ଭର ପ୍ରତ୍ଯାଶିତ ମହତ୍ ବିଷୟ ଲାଭ କରିବ।
translate sentence into Odia : And we desire that every one of you do shew the same diligence to the full assurance of hope unto the end:
hebrews
ତୁମ୍ଭମାନେେ ଆଳସ୍ଯପରାୟଣ ନ ହାଇେ ଯେପରି ପରମେଶ୍ବରଙ୍କ ପ୍ରତିଜ୍ଞାତ ବିଷୟ ପ୍ରାପ୍ତ ହାଇେଥିବା ଲୋକମାନଙ୍କ ପରି ହୁଅ, ଏକଥା ଆମ୍ଭେ ଚାହୁଁ। ସମାନେେ ତାହାଙ୍କର ବିଶ୍ବାସ ଓ ର୍ଧୈୟ୍ଯ ହତେୁରୁ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ହେଉଛନ୍ତି।
translate sentence into Odia : That ye be not slothful, but followers of them who through faith and patience inherit the promises.
hebrews
ପରମେଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା ଦଇେଥିଲେ। ପରମେଶ୍ବରଙ୍କ ବ୍ଯତୀତ ମହାନ ଲୋକ ଆଉ କହେି ନାହାଁନ୍ତି। ଅତଏବ ପରମେଶ୍ବର ନିଜ ନାମ ରେ ଯାହା ପ୍ରତିଜ୍ଞା କରିଛନ୍ତି, ତାହା ସାଧନା କରିବେ ବୋଲି କହିଛନ୍ତି।
translate sentence into Odia : For when God made promise to Abraham, because he could swear by no greater, he sware by himself,
hebrews
ପରମେଶ୍ବର କହିଲେ : "ମୁଁ ଅବଶ୍ଯ ତୁମ୍ଭକୁ ଆଶୀର୍ବାଦ କରିବି। ମୁଁ ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବି।"
translate sentence into Odia : Saying, Surely blessing I will bless thee, and multiplying I will multiply thee.
hebrews
ଅବ୍ରହାମ ର୍ଧୈୟ୍ଯପୂର୍ବକ ଏହା ଘଟିବା ପାଇଁ ଅପେକ୍ଷା କଲେ। ଓ ପରେ ସେ ପରମେଶ୍ବରଙ୍କ ପ୍ରତିଜ୍ଞାନୁସା ରେ ଫଳପ୍ରାପ୍ତ ହେଲେ।
translate sentence into Odia : And so, after he had patiently endured, he obtained the promise.
hebrews
ମନୁଷ୍ଯମାନେ ନିଜ ଅପେକ୍ଷା ମହତ୍ ଲୋକର ନାମ ନଇେ ଶପଥ କରିଥାନ୍ତି। ଏହା ଦ୍ବାରା ସମାନଙ୍କେର କଥାର ସତ୍ଯତା ପ୍ରମାଣିତ ହୁଏ ଓ ସମାନଙ୍କେ ବିବାଦର ନିଷ୍ପତ୍ତି ହୁଏ।
translate sentence into Odia : For men verily swear by the greater: and an oath for confirmation is to them an end of all strife.
hebrews
ପରମେଶ୍ବର ନିଜ ପ୍ରତିଜ୍ଞାର ସତ୍ଯତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସମାନଙ୍କେୁ ସ୍ପଷ୍ଟ ଭାବରେ ବୁଝାଇ ଦବୋକୁ ଚାହିଁଲେ ଯେ ତାଙ୍କର ଯୋଜନା ରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ବର ଯାହା କହନ୍ତି, ତାହା ନିଶ୍ଚିତ ହବେ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ଯ କରନ୍ତି।
translate sentence into Odia : Wherein God, willing more abundantly to shew unto the heirs of promise the immutability of his counsel, confirmed it by an oath:
hebrews
ଉକ୍ତ ଦୁଇଟି ଯାକ ଅପରିବର୍ତ୍ତନୀୟ। ଯେତବେେଳେ ପରମେଶ୍ବର କିଛି କହନ୍ତି ସେ ମିଛ କହି ପାରନ୍ତି ନାହିଁ, ପୁଣି କୌଣସି ଶପଥ କଲା ବେଳେ ମଧ୍ଯ ସେ ମିଛ କହି ପାରନ୍ତି ନାହିଁ। ଅତଏବ ଯେଉଁମାନେ ନିଜର ସୁରକ୍ଷା ଦୃଷ୍ଟିରୁ ପରମେଶ୍ବରଙ୍କ ପାଖକୁ ଆସିଛନ୍ତି, ସମାନଙ୍କେୁ ଉକ୍ତ କଥା ସାନ୍ତ୍ବନା ପ୍ରଦାନ କରେ ଓ ପରମେଶ୍ବରଙ୍କ ଭରସା ରେ ସ୍ଥିର ରହିବା ପାଇଁ ଦୃଢ଼ ଉତ୍ସାହ ପ୍ରଦାନ କରେ।
translate sentence into Odia : That by two immutable things, in which it was impossible for God to lie, we might have a strong consolation, who have fled for refuge to lay hold upon the hope set before us:
hebrews
ଆମ୍ଭର ସହେି ଭରସା ଗୋଟିଏ ଲଙ୍ଗର ଭଳି ନିଶ୍ଚିତ ଓ ସୁଦୃଢ଼। ଏହା ମନ୍ଦିରର ପରଦା ଆଢୁଆଳ ରେ ଥିବା ପବିତ୍ର ସ୍ଥାନ ରେ ପ୍ରବେଶ କରି ଆମ୍ଭର ଆତ୍ମାକୁ ସୁରକ୍ଷିତ ରେଖ।
translate sentence into Odia : Which hope we have as an anchor of the soul, both sure and stedfast, and which entereth into that within the veil;
hebrews
ଯୀଶୁ ଆଗରୁ ସଠାେକୁ ଯାଇ ସାରିଛନ୍ତି, ଓ ଆମ୍ଭ ପାଇଁ ପଥ ଉନ୍ମୁକ୍ତ କରିଛନ୍ତି। ମଲକୀଷଦକଙ୍କେ ଭଳି ଯୀଶୁ ଅନନ୍ତକାଳୀନ ମହାୟାଜକ ଅଟନ୍ତି।
translate sentence into Odia : Whither the forerunner is for us entered, even Jesus, made an high priest for ever after the order of Melchisedec.
hebrews
ମଲ୍କୀଷଦକେ ଶାଲମରେ ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ବରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫରେିଲା ବେଳେ ମଲ୍କୀଷଦକେ ଅବ୍ରହାମଙ୍କୁ ଦଖାେକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
translate sentence into Odia : For this Melchisedec, king of Salem, priest of the most high God, who met Abraham returning from the slaughter of the kings, and blessed him;
hebrews
କହେି ହେଲେ ମଲ୍କୀଷଦକଙ୍କେ ପିତା କି ମାତାଙ୍କ ବିଷୟ ରେ ଜାଣନ୍ତି ନାହିଁ ପୁଣି ସେ କେଉଁଠାରୁ ଆସିଛନ୍ତି, ସେ କବେେ ଜନ୍ମଗ୍ରହଣ କଲେ, ଓ କବେେ ମଲେ ତା'ମଧ୍ଯ କହେି ଜାଣନ୍ତି ନାହିଁ। ମଲ୍କୀଷଦକେ ପରମେଶ୍ବରଙ୍କ ପୁତ୍ର ଭଳି, ଓ ସେ ସଦା ସର୍ବଦା ପାଇଁ ଯାଜକ ହାଇେ ରହିଛନ୍ତି।
translate sentence into Odia : Without father, without mother, without descent, having neither beginning of days, nor end of life; but made like unto the Son of God; abideth a priest continually.
hebrews
ମଲ୍କୀଷଦକେ କେତେ ମହାନ୍ ବ୍ଯକ୍ତି, ଭାବି ଦେଖ। ମହାନ ପିତା ଅବ୍ରହାମ ୟୁଦ୍ଧ ରେ ଯାହା କିଛି ଜିତି ଥିଲେ ତାର ଏକ ଦଶମାଂଶ ମଲ୍କୀଷଦକଙ୍କେୁ ଦେଲେ।
translate sentence into Odia : Now consider how great this man was, unto whom even the patriarch Abraham gave the tenth of the spoils.
hebrews
ବ୍ଯବସ୍ଥା ଅନୁସାରେ ଲବେୀ ବଂଶର ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଇବା କଥା। ଯାଜକମାନେ ଏହି ଅଂଶ ନିଜେଲାକ ୟିହୁଦୀମାନଙ୍କଠାରୁ ନେଉଥିଲେ, ଯଦିଓ ଯାଜକ ଓ ତାହାଙ୍କ ଲୋକମାନେ ସମସ୍ତେ ଅବ୍ରହାମଙ୍କ ବଂଶଜ ଅଟନ୍ତି।
translate sentence into Odia : And verily they that are of the sons of Levi, who receive the office of the priesthood, have a commandment to take tithes of the people according to the law, that is, of their brethren, though they come out of the loins of Abraham:
hebrews
ମଲ୍କୀଷଦକେ ଲବେୀ ବଂଶର ନ ଥିଲେ। ତଥାପି ସେ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଲେ। ଓ ସେ ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।
translate sentence into Odia : But he whose descent is not counted from them received tithes of Abraham, and blessed him that had the promises.
hebrews
ସମସ୍ତେ ଜାଣନ୍ତେ ଯେ, ସାନ ବଡ଼ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଏ।
translate sentence into Odia : And without all contradiction the less is blessed of the better.
hebrews
ଯାଜକମାନେ ଲୋକମାନଙ୍କଠାରୁ ଏକଦଶମାଂଶ ପାଆନ୍ତି, କିନ୍ତୁ ସମାନେେ ସାଧାରଣ ମନୁଷ୍ଯ ପରି ବଞ୍ଚି ପରିଶଷେ ରେ ମୃତ୍ଯୁ ବରଣ କରନ୍ତି। କିନ୍ତୁ ଅବ୍ରହାମଙ୍କଠାରୁ ଏକଦଶମାଂଶ ପାଇଥିବା ମଲ୍କୀଷଦକେ ଶାସ୍ତ୍ର ଅନୁସାରେ ଏବେ ମଧ୍ଯ ଜୀବିତ।
translate sentence into Odia : And here men that die receive tithes; but there he receiveth them, of whom it is witnessed that he liveth.
hebrews
ଲବେୀ ଲୋକମାନଙ୍କଠାରୁ ଏକଦଶମାଂଶ ଗ୍ରହଣ କରନ୍ତି। କିନ୍ତୁ ଆମ୍ଭେ କହିପାରିବା ଯେ, ଯେତବେେଳେ ଅବ୍ରହାମ ମଲ୍କୀଷଦକଙ୍କେୁ ଦଶମାଂଶ ଦେଲେ, ତା'ର ଅର୍ଥ ଲବେୀ ମଧ୍ଯ ତାହା ଦେଲେ।
translate sentence into Odia : And as I may so say, Levi also, who receiveth tithes, payed tithes in Abraham.
hebrews
ଲବେୀ ସେ ପର୍ୟ୍ଯନ୍ତ ଜନ୍ମ ନ ହାଇେଥିଲେ ସୁଦ୍ଧା ଅବ୍ରହାମ ମଲ୍କୀଷଦକଙ୍କେୁ ଭଟେିବା ସମୟରେ ଲବେୀ ଅବ୍ରହାମଙ୍କ ପୂର୍ବପୁରୁଷଙ୍କ ଶରୀର ରେ ଥିଲେ।
translate sentence into Odia : For he was yet in the loins of his father, when Melchisedec met him.
hebrews
ଲବେୀ ପରିବାରବର୍ଗଙ୍କ ଯାଜକମାନଙ୍କର ପଦ୍ଧତି ଅନୁଯାଯୀ ଲୋକଙ୍କୁ ବ୍ଯବସ୍ଥା ପ୍ରଦତ୍ତ ହାଇେଥିଲା। କିନ୍ତୁ ଏହି ଯାଜକମାନଙ୍କର ପଦ୍ଧତି ଦ୍ବାରା ଲୋକମାନଙ୍କୁ ଆଧ୍ଯାତ୍ମିକ ଭାବରେ ସିଦ୍ଧ କରାଯାଇ ପାରିଲା ନାହିଁ। ଅତଏବ, ଆଉ ଜଣେ ଯାଜକର ଆସିବା ଆବଶ୍ଯକ ଥିଲା। ହାରୋଣଙ୍କ ଭଳି ନୁହେଁ ମାତ୍ର ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକର ଆବଶ୍ଯକ ଥିଲା।
translate sentence into Odia : If therefore perfection were by the Levitical priesthood, (for under it the people received the law,) what further need was there that another priest should rise after the order of Melchisedec, and not be called after the order of Aaron?
hebrews
ଯେତବେେଳେ ଯାଜକର ପରିବର୍ତ୍ତନ ହୁଏ ସତେ ବେଳେ ବ୍ଯବସ୍ଥାର ମଧ୍ଯ ପରିବର୍ତ୍ତନ ଆବଶ୍ଯକ ହାଇେଥାଏ।
translate sentence into Odia : For the priesthood being changed, there is made of necessity a change also of the law.
hebrews
କାରଣ ଏହା ସ୍ପଷ୍ଟ ଯେ, ଆମ୍ଭମାନଙ୍କର ପ୍ରଭୁ ୟିହୂଦାଙ୍କ ଗୋଷ୍ଠୀ ରେ ଜାତ। ମାତ୍ର ସହେି ଗୋଷ୍ଠୀର ଯାଜକମାନଙ୍କ ବିଷୟ ରେ ମାଶାେ କହିନାହାଁନ୍ତି।
translate sentence into Odia : For it is evident that our Lord sprang out of Juda; of which tribe Moses spake nothing concerning priesthood.
hebrews
ଏହି କଥା ଗୁଡ଼ିକ ଅଧିକ ସୁସ୍ପଷ୍ଟ ହୁଏ ଯେ, ମଲ୍କୀଷଦକଙ୍କେ ଭଳି ଆଉ ଜଣେ ଯାଜକ ଅଛନ୍ତି।
translate sentence into Odia : And it is yet far more evident: for that after the similitude of Melchisedec there ariseth another priest,
hebrews
ଶାସ୍ତ୍ର ରେ ତାଙ୍କ ବିଷୟ ରେ କୁହାୟାଇଛି : "ତୁମ୍ଭେ ମଲ୍କୀଷଦକଙ୍କେ ଭଳି ଜଣେ ଅନନ୍ତକାଳୀନ ଯାଜକ ଅଟ।"
translate sentence into Odia : For he testifieth, Thou art a priest for ever after the order of Melchisedec.
hebrews
ପୂର୍ବ ବ୍ଯବସ୍ଥା ଦୁର୍ବଳ ଓ ବ୍ଯର୍ଥ ହାଇେଥିବାରୁ ଲୋପ କରି ଦିଆ ହେଲା।
translate sentence into Odia : For there is verily a disannulling of the commandment going before for the weakness and unprofitableness thereof.
hebrews
ମାଶାଙ୍କେ ବ୍ଯବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ ରେଷ୍ଠତର ଭରସା ରେ ଆମ୍ଭେ ପରମେଶ୍ବରଙ୍କ ପାଖକୁ ଆସି ପାରିବା।
translate sentence into Odia : For the law made nothing perfect, but the bringing in of a better hope did; by the which we draw nigh unto God.
hebrews
ଯୀଶୁଖ୍ରୀଷ୍ଟଙ୍କୁ ମହାୟାଜକ କଲା ବେଳେ, ପରମେଶ୍ବର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ବପୂର୍ଣ୍ଣ ଅଟେ। ଯେତବେେଳେ ଅନ୍ୟମାନେ ଯାଜକ ହାଇେଥିଲେ, ସେତବେେଳେ କୌଣସି ଶପଥ ହାଇେ ନ ଥିଲା।
translate sentence into Odia : And inasmuch as not without an oath he was made priest:
hebrews
କିନ୍ତୁ ପରମେଶ୍ବରଙ୍କ ଶପଥ କରିଥିବା ହତେୁରୁ ଯୀଶୁ ଯାଜକ ହାଇେଥିଲେ। ପରମେଶ୍ବର କହିଥିଲେ :
translate sentence into Odia : (For those priests were made without an oath; but this with an oath by him that said unto him, The Lord sware and will not repent, Thou art a priest for ever after the order of Melchisedec:)
hebrews
ଏହାର ଅର୍ଥ ହେଲା ଯେ ସହେି ପ୍ରକା ରେ ପରମେଶ୍ବରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମିନ୍-ଦାର।
translate sentence into Odia : By so much was Jesus made a surety of a better testament.
hebrews
ଆହୁରି ମଧ୍ଯ ଯେତବେେଳେ ସହେି ଅନ୍ୟ ଯାଜକମାନେ ମରିଗଲେ, ସମାନେେ ଆଉ ଯାଜକ ହାଇେ ରହି ପାରିଲେ ନାହିଁ। ଏଥିପାଇଁ ସହେି ଯାଜକମାନଙ୍କ ଭିତରୁ ଅନକେ ସଠାେରେ ଥିଲେ।
translate sentence into Odia : And they truly were many priests, because they were not suffered to continue by reason of death:
hebrews
କିନ୍ତୁ ଯୀଶୁ ଅମର। ସେ କବେେ ହେଲେ ଯାଜକ ସବୋରୁ ଅବ୍ଯାହତି ହବେେ ନାହିଁ।
translate sentence into Odia : But this man, because he continueth ever, hath an unchangeable priesthood.
hebrews
ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।
translate sentence into Odia : Wherefore he is able also to save them to the uttermost that come unto God by him, seeing he ever liveth to make intercession for them.
hebrews
ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।
translate sentence into Odia : For such an high priest became us, who is holy, harmless, undefiled, separate from sinners, and made higher than the heavens;
hebrews
ସେ ଅନ୍ୟ ଯାଜକମାନଙ୍କ ଭଳି ନୁହଁନ୍ତି। ଅନ୍ୟ ଯାଜକମାନେ ପ୍ରତିଦିନ ବଳି ଉତ୍ସର୍ଗ କରିବା ଆବଶ୍ଯକ ଥିଲା। ପ୍ରଥମେ ନିଜ ପାଇଁ ଓ ପରେ ଅନ୍ୟ ଲୋକମାନଙ୍କ ପାପ ଲାଗି ସମାନଙ୍କେୁ ବଳି ଉତ୍ସର୍ଗ କରିବାକୁ ପଡ଼ୁଥିଲା। କିନ୍ତୁ ଯୀଶୁଙ୍କୁ ଏହା କରିବାକୁ ପଡ଼ି ନାହିଁ। ଯୀଶୁ ଚିରକାଳ ନିମନ୍ତେ ଏକାଥରକେ ବଳୀକୃତ ହେଲେ। ସେ ନିଜକୁ ସମର୍ପି ଦେଲେ।
translate sentence into Odia : Who needeth not daily, as those high priests, to offer up sacrifice, first for his own sins, and then for the people's: for this he did once, when he offered up himself.
hebrews
ବ୍ଯବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ଯକୁ ମହାୟାଜକ ପଦ ରେ ନିୟୁକ୍ତ କଲେ। ପରମେଶ୍ବର ଯେଉଁ ଶପଥ ବ୍ଯବସ୍ଥା ପରେ କରିଥିଲେ, ତଦ୍ଦ୍ବାରା ପରମେଶ୍ବରଙ୍କ ପୁତ୍ର ଅନନ୍ତକାଳ ପର୍ୟ୍ଯନ୍ତ ମହାୟାଜକ ପଦ ରେ ନିୟୁକ୍ତି ପାଇଲେ।
translate sentence into Odia : For the law maketh men high priests which have infirmity; but the word of the oath, which was since the law, maketh the Son, who is consecrated for evermore.
hebrews
ଆମ୍ଭେ ଯାହା କିଛି କହୁଛୁ, ତାର ସାର ମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାୟାଜକ ଅଛନ୍ତି, ଯେ ସ୍ବର୍ଗର ପରମେଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍‌ବ ରେ ବସି ଅଛନ୍ତି।
translate sentence into Odia : Now of the things which we have spoken this is the sum: We have such an high priest, who is set on the right hand of the throne of the Majesty in the heavens;
hebrews
ଆମ୍ଭର ମହାୟାଜକ ମହାପବିତ୍ର ସ୍ଥାନ ରେ ସବୋ କାର୍ୟ୍ଯ କରନ୍ତି। ସେ ଲୋକମାନଙ୍କ ହସ୍ତ ନିର୍ମିତ ସ୍ଥାନ ରେ ନୁହେଁ, ମାତ୍ର ପରମେଶ୍ବରଙ୍କ ଦ୍ବାରା ନିର୍ମିତ ସହେି ଉପାସନା ସ୍ଥଳ ରେ ସବୋ କରନ୍ତି।
translate sentence into Odia : A minister of the sanctuary, and of the true tabernacle, which the Lord pitched, and not man.
hebrews