output
stringlengths
1
10.9k
input
stringclasses
1 value
instruction
stringlengths
34
702
category
stringlengths
3
20
ପ୍ରେତ୍ୟକକ ଲୋକ ୟିଏ ପୁତ୍ରଙ୍କୁ ଦେଖେ ଏବଂ ତାହାଙ୍କଠା ରେ ବିଶ୍ବାସ କରେ, ସେ ଅନନ୍ତ ଜୀବନ ଲାଭ କରେ। ମୁଁ ସେ ଲୋକକୁ ଶଷେ ଦିନ ରେ ଉତ୍ଥାପନ କରିବି। ଏହା ପରମପିତାଙ୍କର ଇଚ୍ଛା।"
translate sentence into Odia : And this is the will of him that sent me, that every one which seeth the Son, and believeth on him, may have everlasting life: and I will raise him up at the last day.
john
ଯିହୂଦୀମାନେ ଅଶ୍ଚର୍ୟ୍ଯ ହେଲେ। ସମାନେେ କହିଲେ, "ଏ ଲୋକ କବେେ ବିଦ୍ଯାଳୟ ରେ ପଢି ନାହିଁ। ଏତେ ବିଷୟବସ୍ତୁ ସେ କିପରି ଜାଣିଲା?"
translate sentence into Odia : And the Jews marvelled, saying, How knoweth this man letters, having never learned?
john
ଏଥିରୁ ଜଣାପଡେ ଯେ, କୌଣସି ଲୋକକୁ ମାଶାଙ୍କେର ନିୟମ ପାଳନ କରିବା ପାଇଁ ବିଶ୍ରାମବାର ଦିନ ସୁନ୍ନତ କରା ଯାଇପା ରେ। ତେଣୁ ମୁଁ ଯଦି ବିଶ୍ରାମବାର ଦିନ କୌଣସି ଲୋକର ସମ୍ପୂର୍ଣ୍ଣ ଦହକେୁ ସୁସ୍ଥ କଲି ଦବେେ ତୁମ୍ଭେ କାହିଁକି ରାଗୁଛ?
translate sentence into Odia : If a man on the sabbath day receive circumcision, that the law of Moses should not be broken; are ye angry at me, because I have made a man every whit whole on the sabbath day?
john
ଯିହୂଦୀମାନେ ଉତ୍ତର ଦେଲେ, "ଆମ୍ଭମାନେେ ଅବ୍ରହାମଙ୍କ ବଂଶଧର। ଆମ୍ଭେ କବେେ ହେଲେ କ୍ରୀତଦାସ ହାଇେ ନାହୁଁ। ତେଣୁ ତୁମ୍ଭେ କାହିଁକି କହୁଛ ଯେ ଆମ୍ଭେ ମୁକ୍ତ ହବେୁ?"
translate sentence into Odia : They answered him, We be Abraham's seed, and were never in bondage to any man: how sayest thou, Ye shall be made free?
john
ସେ ଲୋକଟି ଉତ୍ତର ଦଲୋ "ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛପେ ଦ୍ବାରା ମାଟିକୁ କାଦୁଅ କରି ମାେ ଆଖି ରେ ବୋଳି ଦେଲେ। ତା'ପରେ ସେ ମାେତେ ଶିଲୋହ ପୋଖରୀ ରେ ଧୋଇ ହବୋ ପାଇଁ କହିଲେ। ତା'ପରେ ମୁଁ ସହେି ପୋଖରୀ ରେ ଧୋଇ ହବୋ ପରେ ଦେଖିପାରିଲି।"
translate sentence into Odia : He answered and said, A man that is called Jesus made clay, and anointed mine eyes, and said unto me, Go to the pool of Siloam, and wash: and I went and washed, and I received sight.
john
ମାର୍ଥା ଉତ୍ତର ଦେଲେ, "ହଁ, ପ୍ରଭୁ, ମୁଁ ଆପଣଙ୍କୁ ଖ୍ରୀଷ୍ଟ ବୋଲି ବିଶ୍ବାସ କକରେ। ଆପଣ ପରମେଶ୍ବରଙ୍କର ପୁତ୍ର। ଯାହାଙ୍କର ଏହି ଜଗତକୁ ଆସିବାର ଥିଲା, ଆପଣ ସହେି ବ୍ଯକ୍ତି ଅଟନ୍ତି।"
translate sentence into Odia : She saith unto him, Yea, Lord: I believe that thou art the Christ, the Son of God, which should come into the world.
john
ମୁଁ ଜାଣେ ଯେ, ତୁମ୍ଭେ ସବୁବେଳେ ମାେ କଥା ଶୁଣ। ମାତ୍ର ତୁମ୍ଭେ ମାେତେ ପଠାଇଛ ବୋଲି ଏଠା ରେ ଠିଆ ହାଇେଥିବା ଲୋକମାନେ ଯେପରି ବିଶ୍ବାସ କରିବେ , ସେଥିପାଇଁ ମୁଁ ଏହା କହିଲି।"
translate sentence into Odia : And I knew that thou hearest me always: but because of the people which stand by I said it, that they may believe that thou hast sent me.
john
ଯଦି ଆମ୍ଭେ ତାକୁ ଏଭଳି କାର୍ୟ୍ଯ କରିବା ପାଇଁ ଛାଡିଦବୋ, ତାହାକୁ ସମସ୍ତେ ବିଶ୍ବାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରି ଦବେେ।"
translate sentence into Odia : If we let him thus alone, all men will believe on him: and the Romans shall come and take away both our place and nation.
john
ଅନକେ ଯିହୂଦୀ ଲାଜାରଙ୍କ ହତେୁ ସମାନଙ୍କେର ନେତାମାନଙ୍କୁ ଛାଡି ଯୀଶୁଙ୍କ ବିଶ୍ବାସ କରୁଥିଲେ। ସେଥି ପାଇଁ ଯିହୂଦୀ ନେତାମାନେ ଲାଜାରଙ୍କୁ ମଧ୍ଯ ମାରିବା ପାଇଁ ଚେଷ୍ଟା କଲେ।
translate sentence into Odia : Because that by reason of him many of the Jews went away, and believed on Jesus.
john
ଶିମାନେ ପିତର ଉତ୍ତର ଦେଲେ, " ହେ ପ୍ରଭୁ, ତୁମେ ମାରେ ପାଦ ଧୋଇବା ପରେ ମାରେ ହାତ ଓ ମୁଣ୍ଡ ମଧ୍ଯ ଧୋଇ ଦିଅ।"
translate sentence into Odia : Simon Peter saith unto him, Lord, not my feet only, but also my hands and my head.
john
ଯୀଶୁ ଶିଷ୍ଯମାନଙ୍କ ପାଦ ଧୋଇ ସାରିଲେ। ତା'ପରେ ସେ ଲୁଗାପଟା ପିନ୍ଧି ମଜେ ପାଖ ରେ ପୁଣି ବସିଲେ, ଯୀଶୁ ପଚାରିଲେ, "ମୁଁ ତୁମ ପାଇଁ କ'ଣ କଲି, ତୁମ୍ଭେ ତାହା ବୁଝିପାରିଲ କି?
translate sentence into Odia : So after he had washed their feet, and had taken his garments, and was set down again, he said unto them, Know ye what I have done to you?
john
ମାେତେ ତୁମ୍ଭେ ଯେଉଁ ଗୌରବ ଦଇେଥିଲ, ମୁଁ ତାହା ଏହି ଲୋକମାନଙ୍କୁ ଦଇେଛି। ଏହି ଗୌରବ ଦବୋର କାରଣ ହେଉଛି ଯେ, ଯେପରି 'ତୁମ୍ଭେ ଓ ମୁଁ ଏକ, ସପରେି ସମାନେେ ମଧ୍ଯ ଏକ ହାଇପୋରିବେ।'
translate sentence into Odia : And the glory which thou gavest me I have given them; that they may be one, even as we are one:
john
ପୀଲାତ ଗୋଟିଏ ସଙ୍କତେ ଲେଖି ଯୀଶୁଙ୍କ କୃଶ ରେ ଟଙ୍ଗଇେଲେ। ସେଥି ରେ ଲଖାେଥିଲା, "ନାଜରିତୀୟ ଯୀଶୁ ଯିହୂଦୀମାନଙ୍କର ରାଜା।"
translate sentence into Odia : And Pilate wrote a title, and put it on the cross. And the writing was, JESUS OF NAZARETH THE KING OF THE JEWS.
john
ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡ ରେ ଗୁଡା ହାଇେଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖ ରେ ନଥାଇ ଅଲଗା ଜାଗା ରେ ଗୁଡଇେ ହାଇେ ପଡିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡି ନଥିଲା।
translate sentence into Odia : And the napkin, that was about his head, not lying with the linen clothes, but wrapped together in a place by itself.
john
ତା'ପରେ ଶିଷ୍ଯମାନଙ୍କୁ କହିଲେ, "ବନ୍ଧୁମାନେ, ତୁମ୍ଭେ କିଛି ମାଛ ଧରିଛ କି?"
translate sentence into Odia : Then Jesus saith unto them, Children, have ye any meat? They answered him, No.
john
ସହେି ଶିଷ୍ଯ ଏ ସବୁ କଥା କହୁଛନ୍ତି। ସେ ହେଉଛନ୍ତି ସହେି ବ୍ଯକ୍ତି ଯେ କି ଏସବୁ କଥା ଲେଖିଛନ୍ତି। ଆମ୍ଭେ ଜାଣୁ ସେ ଯାହା କହନ୍ତି ତାହା ସତ୍ଯ।
translate sentence into Odia : This is the disciple which testifieth of these things, and wrote these things: and we know that his testimony is true.
john
ମୁଁ ଯୀଶୁଙ୍କର ସଂମ୍ପୂର୍ଣ୍ଣ ଜୀବନ ସମ୍ପର୍କ ରେ ଆରମ୍ଭରୁ ତାହାଙ୍କୁ ସ୍ବର୍ଗକୁ ନିଆୟିବା ପର୍ୟ୍ଯନ୍ତ ସବୁକିଛି ଲେଖିଛି। ଏହା ଘଟିବା ପୂର୍ବରୁ ଯୀଶୁ ନିଜେ ବାଛିଥିବା ପ୍ ରରେିତମାନଙ୍କ ସହିତ କଥାବର୍ତ୍ତା ହାଇେଥିଲେ। ପବିତ୍ରଆତ୍ମାଙ୍କ ସାହାୟ୍ଯ ରେ ଯୀଶୁ ପ୍ ରରେିତମାନେ କ'ଣ କରିବା ଉଚ଼ିତ, ସହେି କଥା କହିଲେ।
translate sentence into Odia : Until the day in which he was taken up, after that he through the Holy Ghost had given commandments unto the apostles whom he had chosen:
acts
ତା'ପରେ ପ୍ ରରେିତମାନେ ଏହି ଦୁହିଁଙ୍କ ନାମ ରେ ଗୁଳା ପକାଇଲେ। କାଗଜ ରେ ଲଖାେଥିବା ଗୁଳା ମଥିୟଙ୍କ ନାମ ରେ ଉଠିଲା। ଏହିପରି ସେ ଅନ୍ୟ ଏଗାର ଜଣ ପ୍ ରରେିତଙ୍କ ସହିତ ଜଣେ ପ୍ ରରେିତ ହିସାବ ରେ ଗଣିତ ହେଲେ।
translate sentence into Odia : And they gave forth their lots; and the lot fell upon Matthias; and he was numbered with the eleven apostles.
acts
ଯେତବେେଳେ ପେଣ୍ଟିକଷ୍ଟ ଦିନ ଆସିଲା ସମାନେେ ସମସ୍ତେ ଗୋଟିଏ ସ୍ଥାନ ରେ ଏକାଠି ଜମା ହାଇେଥିଲେ।
translate sentence into Odia : And when the day of Pentecost was fully come, they were all with one accord in one place.
acts
ତହିଁ ଆରଦିନ ସମାନଙ୍କେର ନେତାମାନେ, ପ୍ରାଚୀନମାନେ ଓ ଆଇନର ଶିକ୍ଷକମାନେ ୟିରୂଶାଲମ ରେ ଏକାଠି ହେଲେ।
translate sentence into Odia : And it came to pass on the morrow, that their rulers, and elders, and scribes,
acts
ସମାନେେ ଦେଖିଲେ, ସହେି େଛାଟ ଲୋକଟି ସୁସ୍ଥ ହାଇେ ପ୍ ରରେିତମାନଙ୍କ ବିରୁଦ୍ଧ ରେ କିଛି କହିପାରିଲେ ନାହିଁ।
translate sentence into Odia : And beholding the man which was healed standing with them, they could say nothing against it.
acts
ସମାନେେ ପ୍ ରରେିତମାନଙ୍କୁ ଭିତରକୁ ଆଣି ମହାସଭା ରେ ଉପସ୍ଥିତ କରାଇଲେ। ତା'ପରେ ମହାୟାଜକ ସମାନଙ୍କେୁ ପଚ଼ାରିଲେ,
translate sentence into Odia : And when they had brought them, they set them before the council: and the high priest asked them,
acts
ମିଶର ରେ ଶସ୍ଯଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସଠାେକୁ ପଠାଇଲେ।
translate sentence into Odia : But when Jacob heard that there was corn in Egypt, he sent out our fathers first.
acts
ତେଣୁ ଯୋଷଫେ ତାହାଙ୍କ ଭାଇମାନଙ୍କୁ ପଠାଇ ନିଜ ପିତା ଯାକୁବ ଓ ସମସ୍ତ ସମ୍ପର୍କୀୟଙ୍କୁ ନିଜ ପାଖକୁ ଡ଼କଇେ ଆଣିଲେ। ସମାନେେ ସମୁଦାୟ ସତୁରି ଜଣ ଥିଲେ।
translate sentence into Odia : Then sent Joseph, and called his father Jacob to him, and all his kindred, threescore and fifteen souls.
acts
ଠିକ୍ ସହେି ସମୟରେ ତିନିଜଣ ମଣିଷ ଆମ୍ଭେ ରହୁଥିବା ଘରକୁ ଆସିଲେ। ସମାନଙ୍କେୁ କାଇସରୀଆରୁ ମାେ ପାଖକୁ ପଠାଯାଇଥିଲା।
translate sentence into Odia : And, behold, immediately there were three men already come unto the house where I was, sent from Caesarea unto me.
acts
କିନ୍ତୁ ପିତର କବାଟରେ ଠକ୍ ଠକ୍ କରି ଚ଼ାଲିଥିଲେ। ବିଶ୍ବାସୀମାନେ ଯେତବେେଳେ କବାଟ ଖାଲିେଲେ ସେତବେେଳେ ପିତରଙ୍କୁ ଦେଖି ବିସ୍ମିତ ହାଇଗେଲେ।
translate sentence into Odia : But Peter continued knocking: and when they had opened the door, and saw him, they were astonished.
acts
ତେଣୁ ସମାନେେ ଉପବାସ ଓ ପ୍ରାର୍ଥନା କରିବା ପରେ ବର୍ଣ୍ଣବ୍ବା ଓ ଶାଉଲଙ୍କ ଉପରେ ହସ୍ତାର୍ପଣ କରି ବିଦାୟ କଲେ।
translate sentence into Odia : And when they had fasted and prayed, and laid their hands on them, they sent them away.
acts
ବର୍ଣ୍ଣବ୍ବା ଓ ଶାଉଲ ପବିତ୍ର ଆତ୍ମାଙ୍କ ଦ୍ବାରା ପ୍ ରରେିତ ହାଇେ ସେଲୂକିଆ ନଗରକୁ ଗଲେ। ସଠାରୁେ ସମାନେେ କୁପ୍ର ଉପଦ୍ବୀପକୁ ଯାତ୍ରା କଲେ।
translate sentence into Odia : So they, being sent forth by the Holy Ghost, departed unto Seleucia; and from thence they sailed to Cyprus.
acts
ସମାନେେ ତାହାଙ୍କର ମୃତ୍ଯୁଦଣ୍ଡ ଦବୋର କିଛି କାରଣ ନ ପାଇ ତାହାଙ୍କୁ ମାରିଦବୋପାଇଁ ପୀଲାତଙ୍କୁ କହିଲେ।
translate sentence into Odia : And though they found no cause of death in him, yet desired they Pilate that he should be slain.
acts
ଆମ୍ଭ ପୂର୍ବ ପୁରୁଷମାନଙ୍କ ପ୍ରତିଜ୍ଞା କରାଯାଇଥିବା ଅନୁସାରେ ଆମ୍ଭେ ତୁମ୍ଭମାନଙ୍କୁ ସୁସମାଚ଼ାର ଶୁଣାଉଛୁ।
translate sentence into Odia : And we declare unto you glad tidings, how that the promise which was made unto the fathers,
acts
ପାଉଲ, ବର୍ଣ୍ଣବ୍ବା ଓ ଅନ୍ୟମାନେ ୟିରୂଶାଲମ ରେ ପହନ୍ଚିଲେ। ପ୍ ରରେିତ, ପ୍ରାଚ଼ୀନ ଓ ଅନ୍ୟ ବିଶ୍ବାସୀମାନେ ସଠାେରେ ସମାନଙ୍କେୁ ସ୍ବାଗତ କଲେ। ପରମେଶ୍ବର ସମାନଙ୍କେ ସହିତ ଯାହା ସବୁ କରିଥିଲେ, ସେ ସବୁକଥା ସମାନେେ କହିଲେ।
translate sentence into Odia : And when they were come to Jerusalem, they were received of the church, and of the apostles and elders, and they declared all things that God had done with them.
acts
ଦିନେ ଆମ୍ଭେ ପ୍ରାର୍ଥନାସ୍ଥାନକୁ ୟିବା ସମୟରେ ଗୋଟିଏ ଚ଼ାକରାଣୀକୁ ଦେଖିଲୁ। ତା' ଦହେ ରେ ଏପରି ଆତ୍ମାଟିଏ ଥିଲା, ଯାହା ଦ୍ବାରା ସେ ଭବିଷ୍ଯତ କଥା ସବୁ କହି ପାରୁଥିଲା। ସେ ଏହିପରି ଭବିଷ୍ଯତର କଥା ସବୁ କହି ତା' ମାଲିକମାନଙ୍କ ପାଇଁ ବହୁତ ଧନ ଉପାର୍ଜନ କରୁଥିଲା।
translate sentence into Odia : And it came to pass, as we went to prayer, a certain damsel possessed with a spirit of divination met us, which brought her masters much gain by soothsaying:
acts
ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜାରେ ରେ କହିଲା, "ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସବେକ। ସମାନେେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟ ରେ କହୁଛନ୍ତି।"
translate sentence into Odia : The same followed Paul and us, and cried, saying, These men are the servants of the most high God, which shew unto us the way of salvation.
acts
କେତକେ ଲୋକ ପାଉଲଙ୍କ ସହିତ ୟୋଗଦାନ କଲେ ଓ ବିଶ୍ବାସ କଲେ। ସମାନଙ୍କେ ଭିତ ରେ ଆରୟପାଗୀୟ ସଭାର ସଦସ୍ଯ ଦିୟନୁସିୟ ଓ ଦାମାରି ନାମକ ଜଣେ ସ୍ତ୍ରୀ ଲୋକ ଓ ଅନ୍ୟମାନେ ମଧ୍ଯ ଥିଲେ।
translate sentence into Odia : Howbeit certain men clave unto him, and believed: among the which was Dionysius the Areopagite, and a woman named Damaris, and others with them.
acts
ସେତବେେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡର ଲୋକମାନଙ୍କ ଆଗ ରେ ହାତ ହଲଇେ ସମାନଙ୍କେୁ ବୁଝାଇବା ପାଇଁ ଚେ଼ଷ୍ଟା କରୁଥିଲେ।
translate sentence into Odia : And they drew Alexander out of the multitude, the Jews putting him forward. And Alexander beckoned with the hand, and would have made his defence unto the people.
acts
କିନ୍ତୁ ମୁଁ ବର୍ତ୍ତମାନ ପବିତ୍ର ଆତ୍ମାଙ୍କର ବଧ୍ଯ ହାଇେ ୟିରୁଶାଲମକୁ ଯାଉଛି। ମୁଁ ଜାଣିନାହିଁ, ମାରେ ସଠାେରେ କ'ଣ ହବେ।
translate sentence into Odia : And now, behold, I go bound in the spirit unto Jerusalem, not knowing the things that shall befall me there:
acts
ସମାନେେ ତାହାଙ୍କୁ ଆଉ ଦେଖିପାରିବେ ନାହିଁ ବୋଲି ପାଉଲ କହିଥିବା କଥା ସମାନଙ୍କେୁ ବହୁତ ଦୁଃଖ ଦଇେଥିଲା ା ସମାନେେ ସମସ୍ତେ ତାହାଙ୍କୁ ଜାହାଜ ପର୍ୟ୍ଯନ୍ତ ଛାଡ଼ିବାକୁ ଯାଇ ବିଦାୟ ଦେଲେ।
translate sentence into Odia : Sorrowing most of all for the words which he spake, that they should see his face no more. And they accompanied him unto the ship.
acts
ପାଉଲ ସମାନଙ୍କେୁ ଅଭିନନ୍ଦନ ଜଣାଇଲେ। ପରମେଶ୍ବର ତାହାଙ୍କ ସବୋକାର୍ୟ୍ଯ ମାଧ୍ଯମ ରେ ଅଣଯିହୂଦୀମାନଙ୍କ ମଧିଅରେ ଯେଉଁ ସବୁ କାର୍ୟ୍ଯ କରିଛନ୍ତି, ସେସବୁ ସେ ସମାନଙ୍କେୁ ଗୋଟି ଗୋଟି କରି କହିଲେ।
translate sentence into Odia : And when he had saluted them, he declared particularly what things God had wrought among the Gentiles by his ministry.
acts
ମୁଁ ବହୁତ ବର୍ଷ ପର୍ୟ୍ଯନ୍ତ ୟିରୂଶାଲମରୁ ଦୂର ରେ ଥିଲି। ତା'ପରେ ମାେ ଦରିଦ୍ର ଯିହୂଦୀମାନଙ୍କୁ ଅର୍ଥ ସାହାୟ୍ଯ ଦବୋ ପାଇଁ ଓ ପରମେଶ୍ବରଙ୍କ ପାଖ ରେ ଦାନ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ଫରେିଲି। acts And when they had been there many days, Festus declared Paul's cause unto the king, saying, There is a certain man left in bonds by Felix: ସମାନେେ ସହେି ସ୍ଥାନ ରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗ ରେ ପାଉଲଙ୍କ ଅଭିଯୋଗ ବିଷୟ ରେ କହିଲେ। ସେ ତାହାଙ୍କୁ କହିଲେ, ଏଠା ରେ ଜଣେ ଲୋକ ଅଛି। ଫଲେୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି।
translate sentence into Odia : Now after many years I came to bring alms to my nation, and offerings.
acts
ଆମ୍ଭେ କୂଳକେୂଳେ ବହୁତ କଷ୍ଟ ରେ ଯାତ୍ରା କଲୁ। ତା'ପରେ ଆମ୍ଭେ ଲାସାଯା ନଗର ପାଖ 'ସୁନ୍ଦର ବନ୍ଦର' ନାମକ ସ୍ଥାନ ରେ ପହଞ୍ଚିଲୁ।
translate sentence into Odia : And, hardly passing it, came unto a place which is called The fair havens; nigh whereunto was the city of Lasea.
acts
ତୁମ୍ଭ ଯିହୂଦୀମାନଙ୍କର ଲିଖିତ ବ୍ଯବସ୍ଥା ଅଛି ଓ ସୁନ୍ନତ ମଧ୍ଯ, କିନ୍ତୁ ତୁମ୍ଭମାନେେ ବ୍ଯବସ୍ଥା ଭଙ୍ଗ କରୁଛ। ଅତଏବ ଶାରୀରିକ ଭାବେ ସୁନ୍ନତ ନ ହାଇେ ବ୍ଯବସ୍ଥା ପାଳନ କରୁଥିବା ଲୋକେ ଦଖାଇେ ଦବେେ ଯେ ତୁମ୍ଭେ ଦୋଷୀ ଅଟ।
translate sentence into Odia : And shall not uncircumcision which is by nature, if it fulfil the law, judge thee, who by the letter and circumcision dost transgress the law?
romans
କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦବୋ ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ।
translate sentence into Odia : Now to him that worketh is the reward not reckoned of grace, but of debt.
romans
କିନ୍ତୁ ଜଣେ ଲୋକ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହବୋ ଭଳି କାମ କରି ପରନୋହିଁ। ତାହାହ ପରମେଶ୍ବରଙ୍କ ପ୍ରତି ବିଶ୍ବାସ ରହିବା ଉଚ଼ିତ। ତା' ହେଲେ ପରମେଶ୍ବର ସେ ଲୋକର ବିଶ୍ବାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ବର ମନ୍ଦ ଲୋକକୁ ମଧ୍ଯ ଧାର୍ମିକ କରି ପାରନ୍ତି।
translate sentence into Odia : But to him that worketh not, but believeth on him that justifieth the ungodly, his faith is counted for righteousness.
romans
ଯେତବେେଳେ ଖ୍ରୀଷ୍ଟ ମୃତ୍ଯୁ କଲେ, ସେ ପାପର ଶକ୍ତିକୁ ଥରେ ମାତ୍ର ହରାଇବା ପାଇଁ ମୃତ୍ଯୁ କଲେ, ଏହା ସବୁ ଦିନ ପାଇଁ ୟଥେଷ୍ଟ ଥିଲା। ଏବେ ସେ ଯେଉଁ ଜୀବନ ଯାପନ କରନ୍ତି ତାହା ପରମେଶ୍ବରଙ୍କ ପାଇଁ କରନ୍ତି।
translate sentence into Odia : For in that he died, he died unto sin once: but in that he liveth, he liveth unto God.
romans
ଇଶ୍ରାୟେଲର ଲୋକେ ଧାର୍ମିକ ହବୋ ପାଇଁ ବ୍ଯବସ୍ଥା ପାଳନ କରି ମଧ୍ଯ କୃତକାର୍ୟ୍ଯ ହେଲେ ନାହିଁ।
translate sentence into Odia : But Israel, which followed after the law of righteousness, hath not attained to the law of righteousness.
romans
ଧର୍ମଶାସ୍ତ୍ର ସେ ପଥର ବିଷୟ ରେ କୁ ହେ:
translate sentence into Odia : As it is written, Behold, I lay in Sion a stumblingstone and rock of offence: and whosoever believeth on him shall not be ashamed.
romans
ପୁନର୍ବାର ମୁଁ ପଗ୍ଭରୁଛ: "କଣ ଇଶ୍ରାୟେଲର ଲୋକେ ବୁଝି ପାରି ନଥିଲେ?" ହଁ ସମାନେେ ବୁଝି ଥିଲେ। ପ୍ରଥମେ ମାଶାେ କହିଛନ୍ତି:
translate sentence into Odia : But I say, Did not Israel know? First Moses saith, I will provoke you to jealousy by them that are no people, and by a foolish nation I will anger you.
romans
କିନ୍ତୁ ଇଶ୍ରାୟେଲ ଲୋକଙ୍କ ବିଷୟ ରେ ପରମେଶ୍ବର ଏହା କହନ୍ତି, "ଆମ୍ଭେ ଏହି ଲୋକଙ୍କ ପାଇଁ ଦିନ ସାରା ଅପେକ୍ଷା କରି ଥିଲେ ମଧ୍ଯ, ସମାନେେ ଆମ୍ଭକୁ ମାନିଲେ ନହିଁ ଓ ଅନୁସରଣ କଲେ ନାହିଁ।"
translate sentence into Odia : But to Israel he saith, All day long I have stretched forth my hands unto a disobedient and gainsaying people.
romans
ଦାଉଦ କୁହନ୍ତି:
translate sentence into Odia : And David saith, Let their table be made a snare, and a trap, and a stumblingblock, and a recompence unto them:
romans
କିନ୍ତୁ ତୁମ୍ଭମାନେେ ଏପରି କରିବା ଉଚିତ୍: "ଯଦି ତୁମ୍ଭର ଶତୃ ଭୋକରେ ଅଛି, ତାହାକୁ ଖାଇବାକୁ ଦିଅ, ଯଦି ତୁମ୍ଭ ଶତୃ ତୃଷିତ ଅଛି, ତାହାକୁ ପିଇବାକୁ ଦିଅ। ଏପରି କଲେ ତୁମ୍ଭେ ତାହାକୁ ଲଜ୍ଜିତ କରିପାରିବ।"
translate sentence into Odia : Therefore if thine enemy hunger, feed him; if he thirst, give him drink: for in so doing thou shalt heap coals of fire on his head.
romans
ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।
translate sentence into Odia : We then that are strong ought to bear the infirmities of the weak, and not to please ourselves.
romans
ସମାନେେ ଆଶ୍ଚର୍ୟ୍ଯ କର୍ମ ଓ ଅଭୂତ ଘଟଣା ମାଧ୍ଯମ ରେ ପବିତ୍ର ଆତ୍ମାଙ୍କର ଶକ୍ତି ରେ ପରମେଶ୍ବରଙ୍କୁ ମାନିଛନ୍ତି। ମୁଁ ୟିରୂଶାଲମ ଠାରୁ ଇଲ୍ଲୁରିକ ଗ୍ଭରିପଟ ଅଞ୍ଚଳ ରେ ଖ୍ରୀଷ୍ଟଙ୍କ ସୁସମାଗ୍ଭର ପ୍ରଗ୍ଭର କଲି ଓ ମାରେ ସହେି କାର୍ୟ୍ଯ ସମାପ୍ତ କଲି।
translate sentence into Odia : Through mighty signs and wonders, by the power of the Spirit of God; so that from Jerusalem, and round about unto Illyricum, I have fully preached the gospel of Christ.
romans
ପରମେଶ୍ବରଙ୍କ ଲୋକଙ୍କ ସବୋ ରେ ଏବେ ମୁଁ ୟିରୁଶାଲମ ଯାଉଛି।
translate sentence into Odia : But now I go unto Jerusalem to minister unto the saints.
romans
ଖ୍ରୀଷ୍ଟଙ୍କ ବିଷୟକ ସତ୍ଯ ତୁମ୍ଭଠା ରେ ପ୍ରମାଣିତ ହାଇେଛି।
translate sentence into Odia : Even as the testimony of Christ was confirmed in you:
1corinthians
ପରମେଶ୍ବର ଜଗତ ଦୃଷ୍ଟି ରେ ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡ଼ିକୁ ମନୋନୀତ ନ କରି ନୀଚ୍ଚ ଓ ଘୃଣ୍ଯ ବିଷୟଗୁଡ଼ିକ ମନୋନୀତ କଲେ। କାରଣ ପରମେଶ୍ବର ଜଗତ ଦୃଷ୍ଟି ରେ ଗୁରୁତ୍ବପୂର୍ଣ୍ଣ ବିଷୟ ଗୁଡ଼ିକ ବିନାଶ କରିବାକୁ ଚାହିଁଲେ।
translate sentence into Odia : And base things of the world, and things which are despised, hath God chosen, yea, and things which are not, to bring to nought things that are:
1corinthians
କିନ୍ତୁ ଶାସ୍ତ୍ରମାନଙ୍କ ରେ ଏହିପରି ଲଖାେ ଅଛି :
translate sentence into Odia : But as it is written, Eye hath not seen, nor ear heard, neither have entered into the heart of man, the things which God hath prepared for them that love him.
1corinthians
ତୁମ୍ଭକୁ ଲଜ୍ଜା ଦବୋ ପାଇଁ ଏପରି କହୁଛି। ଖ୍ରୀଷ୍ଟ ବିଶ୍ବାସୀ ଭାଇମାନଙ୍କ ମଧିଅରେ ଥିବା ବିବାଦର ବିଚାର କରିବାକୁ ତୁମ୍ଭମାନଙ୍କ ଭିତ ରେ କ'ଣ ଜଣେ ହେଲେ ଜ୍ଞାନୀ ଲୋକ ନାହିଁ ?
translate sentence into Odia : I speak to your shame. Is it so, that there is not a wise man among you? no, not one that shall be able to judge between his brethren?
1corinthians
ପରମେଶ୍ବର କବଳେ ପ୍ରଭୁଙ୍କୁ ମୃତ୍ଯୁରୁ ପୂର୍ନରୁଥିତ କରି ନାହାଁନ୍ତି, ବରଂ ନିଜର ଶକ୍ତି ଦ୍ବାରା ସେ ଆମ୍ଭମାନଙ୍କୁ ମଧ୍ଯ ମୃତ୍ଯୁରୁ ପୂର୍ନରୁଥିତ କରିବେ।
translate sentence into Odia : And God hath both raised up the Lord, and will also raise up us by his own power.
1corinthians
ପତ୍ନୀର ତା' ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା' ସ୍ବାମୀର ଅଧିକାର ଅଛି। ସହେିଭଳି ସ୍ବାମୀର ତା' ନିଜ ଶରୀର ଉପରେ କୌଣସି ଅଧିକାର ନାହିଁ। ତା'ର ଶରୀର ଉପରେ ତା'ର ସ୍ତ୍ରୀର ଅଧିକାର ଅଛି।
translate sentence into Odia : The wife hath not power of her own body, but the husband: and likewise also the husband hath not power of his own body, but the wife.
1corinthians
କିନ୍ତୁ ଯଦି ତୁମ୍ଭମାନେେ ବିବାହ କରିବା ପାଇଁ ମନସ୍ଥ କରିଛ, ତବେେ ଏହା ପାପ ନୁହେଁ। ଜଣେ କୁମାରୀ କନ୍ଯା ବିବାହ କଲେ ପାପ କରେ ନାହିଁ। କିନ୍ତୁ ଯେଉଁମାନେ ବିବାହ କରନ୍ତି, ସମାନେେ ଏହି ଜୀବନ ରେ କଷ୍ଟ ପାଇବେ। ଏହି କଷ୍ଟରୁ ମୁଁ ତୁମ୍ଭମାନଙ୍କୁ ମୁକ୍ତ ରଖିବାକୁ ଇଚ୍ଛା କରେ।
translate sentence into Odia : But and if thou marry, thou hast not sinned; and if a virgin marry, she hath not sinned. Nevertheless such shall have trouble in the flesh: but I spare you.
1corinthians
କିନ୍ତୁ ପ୍ ରମେ ଅନ୍ୟମାନଙ୍କୁ ବଳିଷ୍ଠ କରିବା ରେ ତୁମ୍ଭମାନଙ୍କୁ ସାହାୟ୍ଯ କରେ। ଯଦି କିଏ ଭାବେ ଯେ, ସେ କିଛି ଜାଣେ ତା' ହେଲେ ସେ ଯେ ମୂର୍ଖ ଏହା ଜାଣି ରଖିବା ଉଚିତ୍।
translate sentence into Odia : And if any man think that he knoweth any thing, he knoweth nothing yet as he ought to know.
1corinthians
କାରଣ, ଯେପରି ପୁରୁଷ ଠାରୁ ସ୍ତ୍ରୀ ଆସିଛି, ସହେିପରି ସ୍ତ୍ରୀଠାରୁ ପୁରୁଷ ଜନ୍ମ ଗ୍ରହଣ କରିଛି। ପ୍ରକୃତ ରେ ପ୍ରେତ୍ୟକକ ବିଷୟ ପରମେଶ୍ବରଙ୍କ ଠାରୁ ଆସିଛି।
translate sentence into Odia : For as the woman is of the man, even so is the man also by the woman; but all things of God.
1corinthians
ପ୍ରଥମେ ମୁଁ ଶୁଣିଛି ଯେ, ତୁମ୍ଭମାନେେ ମଣ୍ଡଳୀ ସଭା ରେ ସମବତେ ହେଲା ବେଳେ ତୁମ୍ଭମାନଙ୍କ ମଧିଅରେ ଦଳ ଭଦେ ଘଟେ।
translate sentence into Odia : For first of all, when ye come together in the church, I hear that there be divisions among you; and I partly believe it.
1corinthians
ପ୍ରେତ୍ୟକକ ଲୋକଠା ରେ ଆତ୍ମାର ବିଶଷେ ଗୁଣ ଗୁଡ଼ିକ ଦେଖିବାକୁ ମିଳେ।
translate sentence into Odia : But the manifestation of the Spirit is given to every man to profit withal.
1corinthians
ପରମେଶ୍ବର ବିଶୃଙ୍ଖଳାର ପରମେଶ୍ବର ନୁହଁନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ବର ଅଟନ୍ତି।
translate sentence into Odia : For God is not the author of confusion, but of peace, as in all churches of the saints.
1corinthians
ଭାଇ ଓ ଭଉଣୀମାନେ ମୁଁ ତୁମ୍ଭମାନଙ୍କୁ ପୂର୍ବରୁ ମନେ ପକାଇ ଦବୋକୁ ଇଚ୍ଛା କରେ। ତୁମ୍ଭମାନେେ ଏହାକୁ ଗ୍ରହଣ କରିଥିଲ, ଓ ଏବେ ସୁଦ୍ଧା ଦୃଢ଼ ଭାବରେ ଧରି ରଖିଛ।
translate sentence into Odia : Moreover, brethren, I declare unto you the gospel which I preached unto you, which also ye have received, and wherein ye stand;
1corinthians
ଯଦି ମୁଁ ଏଫିସଠା ରେ ମାରେ ଗର୍ବ ରକ୍ଷାର୍ଥେ ବନ୍ଯପଶୁମାନଙ୍କ ସହ ୟୁଦ୍ଧ କରିଛି, ତା' ହେଲେ ମୁଁ କ'ଣ ବା ପାଇଲି ? ଯଦି ମୃତ ଲୋକ ମୃତ୍ଯୁରୁ ଉତ୍ଥିତ ହବେ ନାହିଁ, ତା' ହେଲେ "ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହବେ।"
translate sentence into Odia : If after the manner of men I have fought with beasts at Ephesus, what advantageth it me, if the dead rise not? let us eat and drink; for to morrow we die.
1corinthians
ସ୍ବର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ଯ ଅଛି। କିନ୍ତୁ ସ୍ବର୍ଗୀୟ ଶରୀରରୁ ଏକ ପ୍ରକାରର ହବେ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହବେ।
translate sentence into Odia : There are also celestial bodies, and bodies terrestrial: but the glory of the celestial is one, and the glory of the terrestrial is another.
1corinthians
ମୃତମାନଙ୍କର ଉତ୍ଥାନ ବିଷୟ ରେ ମଧ୍ଯ ଏହି କଥାଟି ପ୍ରୟୁୟ୍ଯ। ଯେଉଁ ଶରୀରଟି ପୋତି ଦିଆ ହେଲା, ତାହା ନଷ୍ଟ ହାଇଯେିବ। କିନ୍ତୁ ସହେି ଶରୀରଟି ଯେଉଁ ନୂତନ ଦହେ ଧାରଣ କରିବ, ତାହା ନଷ୍ଟ ହବେ ନାହିଁ।
translate sentence into Odia : So also is the resurrection of the dead. It is sown in corruption; it is raised in incorruption:
1corinthians
ପ୍ରଥମ ମନୁଷ୍ଯଟି ପୃଥିବୀର ମାଟିରୁ ନିର୍ମିତ ହାଇେଥିଲା ; କିନ୍ତୁ ଦ୍ବିତୀୟ ମନୁଷ୍ଯ ସ୍ବର୍ଗରୁ ଆସିଥିଲେ।
translate sentence into Odia : The first man is of the earth, earthy: the second man is the Lord from heaven.
1corinthians
ପ୍ରଭୁ ଆତ୍ମା ଅଟନ୍ତି। ଯେଉଁଠା ରେ ପ୍ରଭୁଙ୍କର ଆତ୍ମା ବିଦ୍ଯମାନ, ସହେିଠା ରେ ସ୍ବାଧୀନତା ଅଛି।
translate sentence into Odia : Now the Lord is that Spirit: and where the Spirit of the Lord is, there is liberty.
2corinthians
ପ୍ରେତ୍ୟକକ କଥା ରେ ଆମ୍ଭେ ଆମ୍ଭର ଧାର୍ମିକ ଜୀବନ ପ୍ରଣାଳୀକୁ ରକ୍ଷାଢ଼ାଲ ଭାବରେ ବ୍ଯବହାର କରୁ।
translate sentence into Odia : By the word of truth, by the power of God, by the armour of righteousness on the right hand and on the left,
2corinthians
ମାେ ନିଜର ସନ୍ତାନ ବୋଲି ଭାବି ତୁମ୍ଭମାନଙ୍କୁ ମୁଁ କହୁଛି ଯେ, ଉଚିତ୍ ପ୍ରତିଦାନ ସ୍ବରୂପେ ତୁମ୍ଭମାନେେ ମଧ୍ଯ ନିଜର ହୃଦୟ ଆମ୍ଭ ପାଇଁ ସୂର୍ଣ୍ଣ ଭାବରେ ଖାେଲା ରଖିବା ଉଚିତ୍।
translate sentence into Odia : Now for a recompence in the same, (I speak as unto my children,) be ye also enlarged.
2corinthians
ଯଦି ତୁମ୍ଭମାନଙ୍କର ଦାନ ଦବୋର ଇଚ୍ଛା ଅଛି, ତା' ହେଲେ ତୁମ୍ଭମାନଙ୍କର ଦାନ ଗ୍ରହଣୀୟ ହବେ। ତୁମ୍ଭମାନଙ୍କ ପାଖ ରେ ଯାହା ଅଛି, ସହେି ଅନୁସାରେ ତୁମ୍ଭମାନଙ୍କ ଦାନ ଗ୍ରାହ୍ଯ କରାୟିବ ; ତୁମ୍ଭମାନଙ୍କ ପାଖ ରେ ଯାହା ନାହିଁ, ସେ ଅନୁସାରେ ନୁହେଁ।
translate sentence into Odia : For if there be first a willing mind, it is accepted according to that a man hath, and not according to that he hath not.
2corinthians
ଶାସ୍ତ୍ର ରେ ଏହା ଲଖାେ ଅଛି :
translate sentence into Odia : (As it is written, He hath dispersed abroad; he hath given to the poor: his righteousness remaineth for ever.
2corinthians
ଏହି ସବୋ ଯେଉଁଥି ରେ କି ତୁମ୍ଭମାନଙ୍କର ଏକ ଭାଗ ରହିଛି ତା'ଦ୍ବାରା କବଳେ ଯେ ସାଧୁ ମାନଙ୍କର ଆବଶ୍ଯକତା ପୂରଣ ହୁଏ, ତା' ନୁହେଁ ବରଂ ପରମେଶ୍ବରଙ୍କ ପ୍ରତି ହୃଦୟ ଧନ୍ଯବାଦ ରେ ଉଚ୍ଛୁଳି ଉେଠ।
translate sentence into Odia : For the administration of this service not only supplieth the want of the saints, but is abundant also by many thanksgivings unto God;
2corinthians
ଏହି ଗର୍ବୋକ୍ତି ପାଇଁ ମୁଁ ଲଜ୍ଜା ବୋଧ କରେ ନାହିଁ। ମୁଁ ମାେ ପତ୍ରଗୁଡ଼ିକ ମାଧ୍ଯମ ରେ ତୁମ୍ଭମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ତୁମ୍ଭମାନେେ ଭାବ ନାହିଁ
translate sentence into Odia : That I may not seem as if I would terrify you by letters.
2corinthians
ମୁଁ ଗର୍ବ କରି ଚାଲି ଥିବି। ଏହା ଦ୍ବାରା କିଛି ଲାଭ ନାହିଁ, କିନ୍ତୁ ମୁଁ ପ୍ରଭୁଙ୍କ ପ୍ରଦତ୍ତ 'ଦର୍ଶନ' ଓ 'ପ୍ରତ୍ଯାଦେଶ' ବିଷୟ ରେ କହିବି।
translate sentence into Odia : It is not expedient for me doubtless to glory. I will come to visions and revelations of the Lord.
2corinthians
ପରମେଶ୍ବରଙ୍କ ସମସ୍ତ ଲୋକ ତୁମ୍ଭମାନଙ୍କୁ ଅଭିବାଦନ ଜଣାଉଛନ୍ତି।
translate sentence into Odia : All the saints salute you.
2corinthians
ମାରେ ଅସୁସ୍ଥତା ତୁମ୍ଭମାନଙ୍କ ପାଇଁ ଭାରସ୍ବରୂପ ଥିଲା। କିନ୍ତୁ ତୁମ୍ଭମାନେେ ମାେତେ ଘୃଣା କରି ନ ଥିଲ। ତୁମ୍ଭମାନେେ ମାେତେ ଛାଡ଼ି ୟିବାକୁ କହି ନ ଥିଲ। ପରମେଶ୍ବରଙ୍କଠାରୁ ସ୍ବର୍ଗଦୂତ ଆସିବା ଭଳି ମାେତେ ତୁମ୍ଭମାନେେ ସ୍ବାଗତ ଜଣାଇ ଥିଲ। ତୁମ୍ଭମାନେେ ସ୍ବଯଂ ଖ୍ରୀଷ୍ଟ ଯୀଶୁ ଭଳି ମାେତେ ଗ୍ରହଣ କରିଥିଲ।
translate sentence into Odia : And my temptation which was in my flesh ye despised not, nor rejected; but received me as an angel of God, even as Christ Jesus.
galatians
ଖ୍ରୀଷ୍ଟ ଯୀଶୁଙ୍କର ପ୍ ରରେିତ ପାଉଲଙ୍କଠାରୁ ପତ୍ର। ପରମେଶ୍ବରଙ୍କ ଇଚ୍ଛାନୁଯାଯୀ ଏଫିସୀୟଠା ରେ ରହୁଥିବା ପରମେଶ୍ବରଙ୍କ ପବିତ୍ର ଲୋକ ଓ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସୀ ଲୋକଙ୍କ ପ୍ରତି ମୁଁ ପ୍ ରରେିତ ହାଇେଛି।
translate sentence into Odia : Paul, an apostle of Jesus Christ by the will of God, to the saints which are at Ephesus, and to the faithful in Christ Jesus:
ephesians
ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭମାନେେ ଈଶ୍ବରଙ୍କ ସମସ୍ତ ସତ୍ଯର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖାଲିେ ଦିଅନ୍ତୁ। ତା'ପରେ ତୁମ୍ଭମାନେେ ବୁଝି ପାରିବ ଯେ, କେଉଁ ବିଷୟ ରେ ଭରସା ରଖିବା ପାଇଁ ପରମେଶ୍ବର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭମାନେେ ବୁଝି ପାରିବ ଯେ ପରମେଶ୍ବର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦବୋ ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ବର୍ୟ୍ଯପୂର୍ଣ୍ଣ ଅଟେ।
translate sentence into Odia : The eyes of your understanding being enlightened; that ye may know what is the hope of his calling, and what the riches of the glory of his inheritance in the saints,
ephesians
ୟିହୁଦୀମାନଙ୍କ ବ୍ଯବସ୍ଥା ରେ ଅନକେ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ଯବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠା ରେ ନୂତନ ଲୋକ କରାଇବା। ଏହା ଦ୍ବାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରିପାରନ୍ତି।
translate sentence into Odia : Having abolished in his flesh the enmity, even the law of commandments contained in ordinances; for to make in himself of twain one new man, so making peace;
ephesians
ଅତଏବ ତୁମ୍ଭମାନେେ ଏବେ ବିଦେଶୀ ଅବା ଅପରିଚିତ ବ୍ଯକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ବରଙ୍କ ନିଜ ପରିବାରର ଲୋକ ଅଟ।
translate sentence into Odia : Now therefore ye are no more strangers and foreigners, but fellowcitizens with the saints, and of the household of God;
ephesians
ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ଯକ୍ତି ସ୍ବରୂପ ହାଇେ ପରମେଶ୍ବରଙ୍କ ଭଳି ପ୍ରକୃତ ରେ ଭଲ ଓ ପବିତ୍ର ହବୋକୁ ପଡ଼ିବ।
translate sentence into Odia : And that ye put on the new man, which after God is created in righteousness and true holiness.
ephesians
ପବିତ୍ର ଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ବରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ ସମୟ ଉପସ୍ଥିତ ହେଲ ପରମେଶ୍ବର ତୁମ୍ଭକୁ ସ୍ବାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦଇେଅଛନ୍ତି।
translate sentence into Odia : And grieve not the holy Spirit of God, whereby ye are sealed unto the day of redemption.
ephesians
ଆଲୋକ ପ୍ରେତ୍ୟକକ ପ୍ରକାରର ଉତ୍ତମ ଭାବ, ଉଚିତ ଜୀବନଯାପନ ଓ ସତ୍ଯ ଫଳ ଉତ୍ପନ୍ନ କରେ।
translate sentence into Odia : (For the fruit of the Spirit is in all goodness and righteousness and truth;)
ephesians
ଅତଏବ, ଅଣ୍ଟା ରେ ସତ୍ଯର କଟିବନ୍ଧ ବାନ୍ଧି, ବକ୍ଷ ରେ ଧାର୍ମିକ ଜୀବନର ସୁରକ୍ଷାୟୁକ୍ତ ବୁକୁପଟା ପିନ୍ଧ।
translate sentence into Odia : Stand therefore, having your loins girt about with truth, and having on the breastplate of righteousness;
ephesians
ମାେ ପାଇଁ ମଧ୍ଯ ପ୍ରାର୍ଥନା କର। ମୁଁ ଯେପରି ନିର୍ଭୟ ହାଇେ, ସୁସମାଚାରର ନିଗୂଢ଼ ସତ୍ଯ ପ୍ରକାଶ କରିପା ରେ, ସେଥିନିମନ୍ତେ ପରମେଶ୍ବର ମାେତେ ତାହାଙ୍କର ବାକ୍ଯ ପ୍ରଦାନ କଲେ।
translate sentence into Odia : And for me, that utterance may be given unto me, that I may open my mouth boldly, to make known the mystery of the gospel,
ephesians
ସମାନେେ ପ୍ ରମେ କରୁଥିବାରୁ ପ୍ରଚାର କରୁଛନ୍ତି। ସମାନେେ ଜାଣନ୍ତି ଯେ, ସୁସମାଚାରର ପକ୍ଷ ସମର୍ଥନ କରିବା ପାଇଁ ପରମେଶ୍ବର ମାେତେ ଦାଯିତ୍ବ ଦଇେଛନ୍ତି।
translate sentence into Odia : The one preach Christ of contention, not sincerely, supposing to add affliction to my bonds:
philippians
ମାରେସମସ୍ତ ଆବଶ୍ଯକୀୟ ଜିନିଷ ମାେ ପାଖ ରେ ଅଛି। ଏପାଫ୍ରାଦିତଙ୍କ ଦ୍ବାରା ତୁମ୍ଭମାନେେ ଉପହାରମାନ ପଠାଇଥିବାରୁ ମାେ ପାଖ ରେ ମାରେ ଆବଶ୍ଯକତାଠାରୁ ଅଧିକ ରହିଛି। ତୁମ୍ଭର ଉପହାରଗୁଡ଼ିକ ସୁଗନ୍ଧି ବଳି ରୂପେ ପରମେଶ୍ବରଙ୍କୁ ଅର୍ପଣ କରାଯାଇଛି।
translate sentence into Odia : But I have all, and abound: I am full, having received of Epaphroditus the things which were sent from you, an odour of a sweet smell, a sacrifice acceptable, wellpleasing to God.
philippians
ଦିନରାତି ଆମ୍ଭେ ଅତି ଦୃଢ଼ତାର ସହିତ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରି ଚାଲିଛୁ। ତୁମ୍ଭମାନଙ୍କର ବିଶ୍ବାସକୁ ଦୃଢ଼ କରିବା ଲାଗି ଓ ତୁମ୍ଭମାନଙ୍କ ବିଶ୍ବାସ ରେ ଯାହାକିଛି ଅଭାବ ଅଛି, ତାହା ଯୋଗଇ ଦବୋ ପାଇଁ ଆମ୍ଭେ ତୁମ୍ଭମାନଙ୍କ ପାଖକୁ ଆସିବାକୁ ଓ ଦେଖିବା ପାଇଁ ପ୍ରାର୍ଥନା କରୁଛୁ।
translate sentence into Odia : Night and day praying exceedingly that we might see your face, and might perfect that which is lacking in your faith?
1thessalonians
ଭାଇ ଓ ଭଉଣୀମାନେ! ବର୍ତ୍ତମାନ ତୁମ୍ଭମାନଙ୍କୁ ମାରେ କେତକେ ଅନ୍ୟ କଥାଗୁଡ଼ିକ କହିବାକୁ ଅଛି। ପରମେଶ୍ବରଙ୍କୁ ପ୍ରସନ୍ନ କରିପାରୁଥିବା ଜୀବନଯାପନ ପ୍ରଣାଳୀ ବିଷୟ ରେ ଆମ୍ଭମାନେେ ତୁମ୍ଭମାନଙ୍କୁ ଶିଖାଇଛୁ। ତୁମ୍ଭମାନେେ ସହେିଭଳି ଜୀବନଯାପନ କରୁଛ। ପ୍ରଭୁଯୀଶୁଙ୍କ ପାଇଁ ଅଧିକରୁ ଅଧିକ ସହେିଭଳି ଜୀବନଯାପନ କରିବା ପାଇଁ ଆମ୍ଭେ ତୁମ୍ଭମାନଙ୍କୁ କହୁଛୁ ଓ ଉତ୍ସାହିତ ମଧ୍ଯ କରୁଛୁ।
translate sentence into Odia : Furthermore then we beseech you, brethren, and exhort you by the Lord Jesus, that as ye have received of us how ye ought to walk and to please God, so ye would abound more and more.
1thessalonians
ଯେଉଁମାନେ ପାପ କରନ୍ତି, ସମାନଙ୍କେୁ ସମାନଙ୍କେର ଭୁଲ ଦଖାଇଦେିଅ। ମଣ୍ଡଳୀର ଲୋକମାନଙ୍କ ସମ୍ମୁଖ ରେ ଏହା କର। ସପରେି କଲେ, ଅନ୍ୟମାନେ ସତର୍କ ହବେେ।
translate sentence into Odia : Them that sin rebuke before all, that others also may fear.
1timothy
ତୀମଥି, ପରମେଶ୍ବର ତୁମ୍ଭ ଉପରେ ଅନକେ ବିଷୟର ଭାର ଦଇେଛନ୍ତି। ସଗେୁଡ଼ିକୁ ସୁରକ୍ଷିତ ରଖିଥାଅ। ପରମେଶ୍ବରଙ୍କ ନିକଟକୁ ଆସି ନ ଥିବା ଅସାର କଥା କହୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ସତ୍ଯ ବିରୁଦ୍ଧ ରେ ୟୁକ୍ତିତର୍କ କରୁଥିବା ଲୋକମାନଙ୍କଠାରୁ ଦୂର ରେ ରୁହ। ଏହାକୁ ସମାନେେ ମିଛ ରେ "ଜ୍ଞାନ" ବୋଲି କହିଥାନ୍ତି। କିନ୍ତୁ ଏହା ପ୍ରକୃତ ଜ୍ଞାନ ନୁହେଁ।
translate sentence into Odia : O Timothy, keep that which is committed to thy trust, avoiding profane and vain babblings, and oppositions of science falsely so called:
1timothy
ଶରୀର ଭିତ ରେ ରୋଗ ବ୍ଯାପିଲା ଭଳି ସମାନଙ୍କେର ମନ୍ଦ ଶିକ୍ଷା ବ୍ଯାପି ୟିବ। ହୁମନାୟ ଓ ଫିଲୀତ ହେଉଛନ୍ତି ସହେିଭଳି ଲୋକ।
translate sentence into Odia : And their word will eat as doth a canker: of whom is Hymenaeus and Philetus;
2timothy
କିନ୍ତୁ ପରମେଶ୍ବର ନିଜ ପୁତ୍ର ବିଷୟ ରେ କୁହନ୍ତି :
translate sentence into Odia : But unto the Son he saith, Thy throne, O God, is for ever and ever: a sceptre of righteousness is the sceptre of thy kingdom.
hebrews
ପରମେଶ୍ବରଙ୍କ ବାକ୍ଯ ଶୁଣି କେଉଁମାନେ ତାହାଙ୍କର ବିରୁଦ୍ଧାଚରଣ କରିଥିଲେ ? ଯେଉଁମାନେ ମାଶାଙ୍କେ ଦ୍ବାରା ମିଶର ଦେଶରୁ ବାହାରି ଆସିଥିଲେ, ଏମାନେ ସହେି ଲୋକ ଅଟନ୍ତି।
translate sentence into Odia : For some, when they had heard, did provoke: howbeit not all that came out of Egypt by Moses.
hebrews
ୟୁଦ୍ଧ ରେ ଜିତି ଅବ୍ରହାମ ଯାହା ପାଇଥିଲେ ତା'ର ଏକ ଦଶମାଂସ ସେ ମଲ୍କୀଷଦକଙ୍କେୁ ଦେଲେ। ମଲ୍କୀଷଦକେ ନାମର ଅର୍ଥ : ପ୍ରଥମଟି ହେଉଛି "ଧର୍ମରାଜା" ଓ ଦ୍ବିତୀୟଟି ହେଲା "ଶାଲମରେ ରାଜା" ଅର୍ଥାତ୍ "ଶାନ୍ତିର ରାଜା"।
translate sentence into Odia : To whom also Abraham gave a tenth part of all; first being by interpretation King of righteousness, and after that also King of Salem, which is, King of peace;
hebrews
ସେ କୌଣସି ଗୋଷ୍ଠୀର ବ୍ଯବସ୍ଥା ଦ୍ବାରା ଯାଜକ ହାଇେ ନ ଥିଲେ। ବରଂ ଅକ୍ଷୟ ଜୀବନର ଶକ୍ତି ଅନୁସାରେ ଯାଜକ ହେଲେ।
translate sentence into Odia : Who is made, not after the law of a carnal commandment, but after the power of an endless life.
hebrews