utterance_id
stringlengths
18
18
text
stringlengths
1
324
audio
audioduration (s)
2
27.4
KaInDe_utt00017462
ମୁଁ ଭାବୁଚି library ରୁ ଯାଇଁ ବହି ଆଣିଆକୁ।
KaInDe_utt00017466
ବହି ଆଣିବା ସେଇଥିରୁ exam ପାଇଁ ପଢିଆ ବସିକି ଆଉ,
KaInDe_utt00017468
exam ବି ତ ପାଖେଇ ଆସିଲାଣି।
KaInDe_utt00017470
ଓ ବହୁତ୍ tension ଲାଗିଲାଣି କେମିତି କଣ ପଢିକି, first exam ନା ଯାହାବି ହେଲେ ଟିକେ nervous ଲାଗିବ।
KaInDe_utt00017472
ହଁ first exam ବି ଆମର college ରେ।
KaInDe_utt00017476
ପା~ ପାଖେଇ ଆସିଲାଣି exam
KaInDe_utt00017478
ହୁଁ ବହୁତ୍ ହିଁ nervous ଲାଗୁଛି, କେମିତି କଣ exam ହବ।
KaInDe_utt00017481
ଆମଠୁ ଯୋଉ ମାନେ ବଡ ତାଙ୍କୁ ପଚାରିବା କେମିତି କଣ exam ହବ ତାଙ୍କଠୁ ପଚାରି ବୁଝିନବା ଆଉ,
KaInDe_utt00017483
ହୁଁ ମୁଁ ପଚାରୁଥିଲି ଜଣେ ଦିଦିଙ୍କୁ ଯେ, ସେ କହିଲେ କି କିଛି ବି ମାନେ ଏମିତି ଉଁ question ଆସିବନି ଯେ ତମେମାନେ ଏତେ ଡରୁଚ। ତଥାପି ଯାହା ହେଲେ ଆମେ first time ନା ଡ଼ର ହିଁ ଲାଗିବ।
KaInDe_utt00017485
ହଁ ଆମକୁ ସେଇ ହିସାବରେ prepare ହବାକୁପଡିବ, exam ପାଇଁ।
KaInDe_utt00017487
ହଁ ପ୍ରାୟ ପିଲା ବି ଅଛନ୍ତି, ଭଲ ପଢୁଛନ୍ତି ଆମ section ରେ, କିନ୍ତୁ, note ତ ନାହିଁ କେମିତି କଣ ସବୁ ପଢିକି, course ସବୁ complete କରିଆକୁ ପଡିବ exam ପାଇଁ।
KaInDe_utt00017489
ତମ section ରେ ଭଲ ପଢାହଉଁଛି?
KaInDe_utt00017491
ହଁ ଆମ section ରେ regular class ବି ହଉଛି। ଭଲ ବି ପଢଉଛନ୍ତି ସବୁ lecturer ମାନେ।
KaInDe_utt00017498
ହଁ coaching ବି ତ ଯାଉଚି। daily ଯିବାକୁ ତ ପଡ଼ୁଚି ଯେହେତୁ exam ଆସିଲାଣି ନା। ତମ section ରେ ଭଲସେ class ହଉଚି?
KaInDe_utt00017500
ହଁ ଆମର ତ ସେମିତି ହଉଚି, ପିଲାମାନେ ବହୁତ୍ ବଦମାସ କରୁଛନ୍ତି। ପଢି ହଉନି ।
KaInDe_utt00017502
ଓହୋ ଦେଖାଯାଉ କଣହଉଚି exam ଟା first exam ।
KaInDe_utt00017506
ତମ section ରେ Sanskrit କେମିତି ପଢାହଉଛି?
KaInDe_utt00017508
ହଁ ଆମର Sanskrit ବହୁତ୍ ଭଲ ପଢାହଉଛି।
KaInDe_utt00017510
ଓହୋ ଆମର ବି ସବୁ ଭଲ ପଢାହଉଛି ଯେ, ହଉ ଭଲସେ ପଢ।
KaInDe_utt00017514
ହଉ ମୁଁ ଯାଉଚି ପଢିବି। ତୁ ରଖ୍ ହେଲା।
KaInDe_utt00017525
ହଁ ଭାଇ କଣ କହୁଛ ବୈରାଗି ଭାଇ?
KaInDe_utt00017531
ହଁ ଭଲ ଆଉ କଣ ସେଇଭଳିଆ ଥଣ୍ଡା ଜର ଟିକେ ହେଇଯାଇଛି।
KaInDe_utt00017533
ଆଉ ମତେ ବି ଗୋଡ ଟା ଟିକେ ଚିଣ୍ଡିଯାଇଛି ବୁଝିପାରୁଛ ନାଁ କଟିଯାଇଛି ଆଉ କୁଆଡେ ଯାଇହଉନି ଘରେ ବସିଛି ଆଉ।
KaInDe_utt00017537
ଓହୋ ଆଉ ଗୋଡ ଟା ଛିଡିଯାଇଛି ଗୋଡ ଟା ଦେଖେଇଲନି ଯାଇ doctor ରେ?
KaInDe_utt00017539
ହଁ ଏଇ ଦି ତିନ ରିଟା stitch ପଡିଛି ବା।
KaInDe_utt00017543
ହୁଁ ଆଉ କଣ ତମ election ଦୁଇହଜାର ଚବିଶ ଆସିଗଲାଣି କଣ ହବନି କି?
KaInDe_utt00017545
ହଁ ଆମ election ହବ ଆଉ ଏଥର କଣ ଗୋଟେ ମାନେ କହୁଛନ୍ତି ଯୋଉଭଳିଆ ହେଇଥିଲା ଏଇ ବର୍ଷେ ପାଇଁ ଗୋଟେ election ହେଇଥିଲା ଫେର ଆସିଲା election ଫେର କହୁଛନ୍ତି ହବ ବୋଲି।
KaInDe_utt00017549
ହଁ କିଏ ଗୋଟେ death ହେଇଥିଲା ନାଁ କଣ ସେଇଥି ପାଇଁ ହେଇଥିଲା।
KaInDe_utt00017551
ଓହୋ ଆଉ ଚବିଶ ରେ ତ ତମେ କଣ କାହାକୁ vote ଦବ ବୋଲି ଭାବିଛ?
KaInDe_utt00017553
ମୋର ସେମିତି କିଏ vote ଫୋଟ ମୁଁ ଏତେ mind ଖେଳାଏନି vote ରେ election ରେ।
KaInDe_utt00017559
ମୁଁ ଯେତବେଳେ vote ଦିଏ ମୁଁ କିଛି ଭାବେନି ଯେତବେଳେ vote ମତେ ଯିଏ ଭଲ ଲାଗିଲା ମୁଁ ଜିମି vote ଦେଇଦେଲି ପଳେଇ ଆସିଲି।
KaInDe_utt00017561
ତମେ ତାହେଲେ ପଇସା ନେଇକି vote ଦିଅ?
KaInDe_utt00017563
ମୁଁ ପଇସା ଫଇସା ମୁଁ ଖାଏନି କାହା କତିରୁ ମୁଁ ସେମିତି ଲୋକ ନୁହେଁ ଗାଁ ରେ ପାଞ୍ଚ ଜଣଙ୍କୁ ପଚାରିଦବ ମତେ ଜାଣିଛନ୍ତି ମୁଁ ପଚାରିବ ବୈରାଗି ଭାଇ କେମିତିଆ।
KaInDe_utt00017565
ହଁ ଭାଇ ମୁଁ ଜାଣିଛି ମତେ କହୁଥିଲ ନାଁ ମୁଁ ସବୁ ସେଇଭଳିଆ କହିଦେଲି ଗୋଟେ ଆଉ ମଜାକ ରେ କହିଦେଲି।
KaInDe_utt00017566
ଆଉ ସିଏ ତମକୁ କାମ କରିପାରିବାଣୀ କିଛି ବୁଝିପାରୁଛ କି?
KaInDe_utt00017568
ଆଉ ମନୋଜ କୁ ତମ ଘର ପାଖର ମନୋଜ କୁ ପଚାରିଦବ ମୋ ସହିତ ବେଶୀ ମିଶେ ମୋ classmate ସିଏ ଆଉ ତମେ ପଚାରିଦବ ମନୋଜ ବୈରାଗି ଭାଇ କେମିତିକା।
KaInDe_utt00017571
ହଁ ଭାଇ ମୁଁ ବି ସେଇଭଳିଆ ଗୋଟେ କଥା କହୁଥିଲି ଆଉ ଏଠିକାର ଆମର ବି ସେଇଭଳିଆ କଥା ମୁଁ କହକତିରୁ କିଛି ନିୟେନି କି ମୁଁ vote ଫୋଟ ଦିଏ ଦବାକୁ ଯାଏ ଭଲାଏନା ମୁଁ ଯଦି ଦିଏ vote ନୋଟାରେ ଚିହ୍ନରେ ଦେଇଦିଏ। ମେ କେହି ପସନ୍ଦ କରନ୍ତିନି କେହି ମାନେ ଭଲ ଲାଗନ୍ତିନି କେହି।
KaInDe_utt00017576
ଗତ ବର୍ଷ ବୋହୁତ ମାନେ ଝଗଡା ଝାଣ୍ଟି ହେଇଥିଲା ତାପରେ କଣ କୁହନି ଦି ଦୁଇ ଦଳ ମାନେ ବୋହୁତ ହରାମି ଗଣ୍ଡଗୋଳ ଲାଗିଲେ ୟେ ଭଲ ନୁହଁ କି ସିଏ ଭଲ ନୁହଁ।
KaInDe_utt00017577
ଥରେ ଗୋଟେ ମାନେ ସେଇଥି ପାଇଁ ସେଇଥରକ ମୁଁ ନୋଟା ରେ ଦେଇଥିଲି vote ଆଉକେବେ ନୋଟା ରେ ଦେଇନି ମତେ ଆଗରୁ ଗୋଟେ ଥିଲା ।
KaInDe_utt00017581
ହୁଁ ସେତବେଳେ ଆମ ଘରେ ଟିକେ ବେଶୀ ମାନେ support କରନ୍ତି କଂଗ୍ରେସକୁ।
KaInDe_utt00017584
ତମ ବାପା କଂଗ୍ରେସ ଥିଲେ ନାଁ ଆଉ ତମେ ସେଇଠି ଜିତିବ ଆଉ।
KaInDe_utt00017586
ମୋର ସେମିତି party ଫାଟି ୟେରେ ମୁଁ ପସିବିନି ସେ ସେ ମାୟାରେ ପଶିବି ମୁଁ ବାୟା ହେଇଯିବି।
KaInDe_utt00017588
ହଁ ସେଟା ବି ଗୋଟେ ମୁଖ୍ୟ କାରଣ ବୁଝିପାରୁଛୁ ନାଁ ଆଉ ମୁଁ ହେଲା ସେଇ ନୋଟା ରେ ବାଡେଇଦିଏ ମତେ ଭଲ ଲଗନ୍ତିନି ଆଉ ଆମ ଏଠି vote ଦେଇଥିଲା ବୋଲି ହେଲା, ତାକୁ ଏବେ ସରପଞ୍ଚ ଯିଏ ହେଇଛି ହେଲା ସରପଞ୍ଚ ହେଇଛି ତାକୁ ଯେତବେଳେ।
KaInDe_utt00017589
ତାକୁ ଯେତବେଳେ ତାକୁ ଡାକିଲା ପଛରୁ କଣ ଗୋଟେ କାମ ପାଇଁ ତ କଣ ଗୋଟେ ଯୁକ୍ତି ତରକ ଲାଗିଲେ ତୁ ମୋ ପାଇଁ କଣ ପଇସା ପତର ଖର୍ଚ୍ଚ କରିଛୁ? ମାନେ କଣ ସେମାନେ ପଇସା ଦେଇଦେଇଛନ୍ତି ତାକୁ ତାକୁ ହେଲା କଣ ଟାର କଥା ବୁଝିନାହାନ୍ତି ହେଲା।
KaInDe_utt00017591
ଆଉ ଲାଭ କଣ ଦୁଇଶହ ଟଙ୍କା ଦେଇଦେଇଛି ।
KaInDe_utt00017593
ହଁ ବା ଏଠିବି ସେଇଭଳିଆ ବୋହୁତ ଲୋକ ମାନେ ବୋହୁତ ହେରଫେର କରିକି ସ୍ବାଧୀନ ବା ତିନ ଚାରିଜଣ ଦଳ ଫଳରୁ ବା ଛିଡା ହଉଛନ୍ତି ଖାଲି ସ୍ବାଧୀନ, ଅଲଗା party ରୁ ଚାରି ପାଞ୍ଚ ଜଣ ଛିଡା ହେଇଯାଉଛନ୍ତି ଏଠୁ।
KaInDe_utt00017603
ମୁ କହିଲି ସେଇ ସ୍ବାଧୀନ ରୁ ଖାଲି ଛିଡା ହେଇପଡ଼ୁଛନ୍ତି ଚାରି ପାଞ୍ଚ ଜଣ ଏଇ ତ ଗତ ବର୍ଷ ଜଣେ ଛିଡା ହେଇଥିଲା ଜାଣିଥିବ।
KaInDe_utt00017607
ସିଏ ଗୋଟେ ଜନଗଣନା ର ଲୋକ ନୁହଁ ସିଏ ମାନେ ଅ ଅକ୍ଷର ବି କିଛି ଜାଣିନି ଏ ପଇସା କଣ ରଖିଦେଇଛି ଦି ପଇସା ବୋଲି ସେ ।
KaInDe_utt00017609
ହଁ ସିଏ ଗୋଟେ କାରଣ ଏବେ ସବୁ କହୁଛନ୍ତି ଆମେ ନେତା ହବୁ।
KaInDe_utt00017613
ଧରିଲେ social media ଡାକିଦେଲେ ବୋହୁତ ଫୁଲମାଳ ପକେଇଲେ ଡେ ଚାଲିଲେ ବାବୁ ବୁଲିଲେ।
KaInDe_utt00017615
ହଉ ଭାଇ ଟିକେ କାମ ଅଛି ଘରୁ କାଇଁ ବାପା phone କଲେଣି ମୁଁ ରଖୁଛି ତମକୁ ପରେ call କରୁଛି ହାଁ।
KaInDe_utt00017616
ହଉ ଭାଇ ମୁଁ ବି ରଖୁଛି ନିଦ ମାଡ଼ିଲାଣି ଟିକେ ଶୋଇବି।
KaInDe_utt00017621
ହଁ hi ସିପ୍ରା
KaInDe_utt00017623
ହଁ so ମୁଁ କିଛି ପଚାରିବାକୁ ଚାହୁଁଥିଲି
KaInDe_utt00017625
କି ଆମର ଯାଉ summer vacation ଆସୁଛି ସେ summer vacation ରେ କିଛି other state ଆମେ ତ ଓଡିଶା ଆମେ famous ଜାଣିଛେ
KaInDe_utt00017626
ତ other state ର ଯୋଉ famous dishes ଅଛି ତା ଉପରେ କିଛି ଯଦି idea ଅଛି ମତେ ଟିକେ share କର ମୁଁ ଏଇ summer vacation ରେ ମୋ ଛୁଆମାନଙ୍କୁ ବନେଇ ଦେବାକୁ ଚାହୁଁଛି
KaInDe_utt00017627
ଆମର summer vacation other state ମାନେ କଣ ଆମର ତ ଧରା India ରେ ରହୁଛି ଆମ twenty-nine country
KaInDe_utt00017628
ମାନେ state
KaInDe_utt00017630
ଆ ସେଥିରୁ ଆମର
KaInDe_utt00017631
dish ରହୁଛି ଯୋଉ ଆମର ରହୁଛି
KaInDe_utt00017632
ମହାରାଷ୍ଟ୍ରୀୟ
KaInDe_utt00017634
first state ରହୁଛି ଆମର ମହାରାଷ୍ଟ୍ର ମହାରାଷ୍ଟ୍ର ହଉଛି ମିଶେଲ ପା
KaInDe_utt00017636
ଆଉ ପଞ୍ଜାବ ଅଛି
KaInDe_utt00017637
next state ମକେଇ ଦି ରୋଟି
KaInDe_utt00017638
ଆଚ୍ଛା
KaInDe_utt00017639
ଆ state ହଉଛି ସେଥିରୁ ଆମର ବେଶୀ ଭଲ ହଉଛି
KaInDe_utt00017640
କଷା ଉଁ ମାଂସ
KaInDe_utt00017641
କଷାମାଂସ
KaInDe_utt00017642
ଆଉ ଗୁଜୁରାଟ ର ଗୋଟେ ରହୁଛି dish ଢୋକଲା
KaInDe_utt00017646
ଢୋକଲା first ଯୋଉ item ନ ହଉଛି ଢୋକଲା ସେଟା ର ଫେମସ ରହଚି ସେଇ ଢୋକଲା
KaInDe_utt00017648
କାଶ୍ମୀର ର ଆମର ଗୋଟେ ରହୁଛି that is ଗୋଟେ ରହୁଛି ଆମର କାଶ୍ମୀର ର ଗୋଟେ ରହୁଛି Mogen josh
KaInDe_utt00017649
ସେଟା ଗୋଟେ dish ରହୁଛି
KaInDe_utt00017650
ସେଟା ମାଂସ ଉପରେ ତିଆରି ହେଇଥାଏ
KaInDe_utt00017652
nonveg item ଟା
KaInDe_utt00017654
ତାମିଲନାଡୁ ଅଛି ଗୋଟେ state ତାମିଲନାଡୁ as a ପୋଙ୍ଗଲ
KaInDe_utt00017655
ପୋଙ୍ଗଲ ତ
KaInDe_utt00017656
ତାମିଲନାଡୁରେ ପୁରା famous dish ଥାଏ
KaInDe_utt00017658
ଆସାମ ରହୁଛି ଏପଟେ
KaInDe_utt00017660
ଅମୃତଭଣ୍ଡାର କ୍ଷୀର
KaInDe_utt00017661
ଖିର ମାନେ ଅମୃତଭଣ୍ଡାର ହାଲୁଆ type ର କ୍ଷୀର କ୍ଷୀରରେ ମାନେ ଖିରିଟା ହେଇଥିବ
KaInDe_utt00017663
next item ହେଉଛି ଆମର ବିହାର ହେଲେ state ଆମର ରହୁଛି ବିହାର ରେ ରହୁଛି ଆମର ଲିଟି ଚୋଖା ଲିଟି ଚୋଖା ମାନେ ଯୋଉ ଆଳୁ ଉଁ ଛୋଟ ଛୋଟ ଆଳୁକୁ ଆମେ ଯୋଉ ପୋଡିକି ବନେଇଥାନ୍ତି ନା item
KaInDe_utt00017666
ହିମାଚଳପ୍ରଦେଶ ରହୁଛି ଧଲ
KaInDe_utt00017667
ଧଲ
KaInDe_utt00017669
ପୁଣି ତା ଉପରେ ଥିବ ଆମର rice ଯୋଉ ରୁଟି ଥିବ
KaInDe_utt00017670
ମାନେ ଡାଲି ସାଲାଡ
KaInDe_utt00017671
ପରିବା ଏମତି ତିନିଚାରିଟା ଥିବ
KaInDe_utt00017678
ତେଲେଙ୍ଗାନା କୋଉଟା dish ବେଶୀ famous ଅଛି
KaInDe_utt00017680
dish ଟା ତେଲେଙ୍ଗାନାର
KaInDe_utt00017681
ଶିଖିଲାଣି south ପଟେ ଶିଖିଲ south dish north dish ଆମକୁ ଯୋଉଟା ଗୋଟେ ଖରାପ
KaInDe_utt00017683
ପୋଙ୍ଗଲ ଅଛି ତେଲେଙ୍ଗାନା ରେ କଣ ଅଛି ତେଲେଙ୍ଗାନା dish ଟା ହଉଛି
KaInDe_utt00017684
ତେଲେଙ୍ଗାନା ହାଇଦ୍ରାବାଦ ବିରିୟାନୀ
KaInDe_utt00017685
ଆଚ୍ଛା ହାଇଦ୍ରାବାଦ summer ବକ୍କତୀୟନ ରେ ବସି spice dish ବତେଇଲା
KaInDe_utt00017687
ହାଇଦ୍ରାବାଦ ବିରିୟାନୀ ଏବେତ ପୁରା ଚାରିଆଡେ famous ହେଇ ଯାଇଛି
KaInDe_utt00017688
ହାଇଦ୍ରାବାଦ ତ ଆମେ ଯେବେ ଗଲେ ବିରିୟାନୀ ଖାଇଥାଉ
KaInDe_utt00017689
ଆଉ summer vacation କୁ basically ଆମେ କୋଉଟା ନେଲେ better ରହିବ summer vacation ରେ
KaInDe_utt00017690
ମାନେ summer ରେ ଆମକୁ generally କଣ ବହୁତ ଦରକାର ପଡେ
KaInDe_utt00017691
summer ରେ ଆମର normal ତ ଯୋଉ ହିମାଚଳପ୍ରଦେଶ ର ଖାଦ୍ଯ ରହୁଛି ଯୋଉ rice
KaInDe_utt00017692
ରୁଟି ସାଲାଡ ଦହି
KaInDe_utt00017693
ଓ ହୋ
KaInDe_utt00017694
ଏଇ item ଏଇ item ଭଲ ରହିବ