audio
audio
sentence
string
ମଝିରେ ମଝିରେ ସେ ଗାଁରେ ପୁଅଝିଅଙ୍କର ବିଭାଘର ହୁଏ ବାଜା ବାଜେ ହୁଳୁହୁଳି ପଡ଼େ ଭୋଜିଭାତ ହୁଏ
ଏୟାର୍ ଇଣ୍ଡିଆ ଚୀନ୍ ପଡ଼ୋଶୀ ରାଷ୍ଟ୍ର ଚୀନରେ ଦେଖାଦେଇଥିବା କରୋନା ଭୂତାରୁ ସଂକ୍ରମଣକୁ ଦୃଷ୍ଟିରେ ରଖ୍ ସେଠାରେ ଥିବା ଭାରତୀୟମାନଙ୍କୁ ସ୍ଥାନାନ୍ତର କରିବାପାଇଁ ଆଜି ଏୟାର ଇଣ୍ଡିଆର ଏକ ସ୍ତନ୍ତ୍ର ବିମାନ ନୂଆଦିଲ୍ଲୀରୁ ଚୀର ହାନ୍ ଗସ୍ତ କରୁଛି
ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ଚାରି ଲକ୍ଷ ଚାଳିଶି ହଜାର ଏକ ଶହେ ପଞ୍ଚତିରିଶି ରହିଛି
ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ବିପକ୍ଷୀୟ ବିଷୟ ବୋଲି ବିବେଚନା କରୁଛନ୍ତି
ଏହାମଧ୍ୟରେ ବାଣିଜ୍ୟ ଓ ପୁଞ୍ଜିନିବେଶ ଏବଂ ନବୀକରଣ ଓ ସଂସ୍କୃତି ଭଳି ପ୍ରସଙ୍ଗମାନ ସ୍ଥାନ ପାଇଛି
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବଦ୍ଧନ ଏହି କାର୍ଯ୍ୟପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ କର୍ମଚାରୀବୃନ୍ଦ ଓ ଚିକିତ୍ସା ପେସାଦାରମାନଙ୍କ ଅକ୍ଳାନ୍ତ ଉଦ୍ୟମକୁ ପ୍ରଶଂସା କରିଛନ୍ତି
ଆଡ୍ଏସି କଲେଜିୟମ ଜଷ୍ଟିସ ଅନିରୁଦ୍ଧ ବୋଷ ଓ ଜଷ୍ଟିସ୍ ଏଏସ୍ବୋପନ୍ନାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ଦେବା ପାଇଁ କଲେଜିୟମଙ୍କ ସୁପାରିଶକୁ ମଧ୍ୟ ଦୋହରାଯାଇଛି
ଏଥିପାଇଁ ଦଶହରାଠାରୁ ବେଶ ସାମଗ୍ରୀ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି
ରାଜାଙ୍କ ସାଙ୍ଗରେ କେତକ ସୈନ୍ୟସାମନ୍ତ ମଧ୍ୟ ଯାଇଥା’ନ୍ତି
ପାଣିପାଗ ଆସନ୍ତା ଚବିଶି ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ହେବ ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି
ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟକାରିତା ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି
ପୋପ୍ଙ୍କ ପରେ ଆମେରିକାକୁ ଯେତେ ଅତିଥ ବାହାରୁ ଆସିଛନ୍ତି ହାଉଡ଼ି ମୋଦି କାର୍ଯ୍ୟକ୍ରମରେ ସବୁଠୁ ଅଧୁକ ଲୋକ ଯୋଗ ଦେବେ ବୋଲି ଆୟୋଜକମାନେ କହିଛନ୍ତି
ଦୀପାବଳି ୩୭୦ଟି ମାମଲା ରୁଜୁ ଦୀପାବଳିରେ ବାଣ ଫୁଟାଇବା ନେଇ ସୁପ୍ରିମ୍କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରିବା ଅଭିଯୋଗରେ ଭୁବନେଶ୍ବର ଓ କଟକରେ ସମୁଦାୟ ୩୭୦ଟି ମାମଲା ରୁଜୁ ହୋଇଛି
ସାଧାରଣ ବର୍ଗର ଗରିବ ଲୋକମାନଙ୍କୁ ସଂରକ୍ଷଣ ଦେବା ପାଇଁ ସମ୍ବିଧାନ ସଂଶୋଧନକୁ ସେ ଐତିହାସିକ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି
କାଜିରଙ୍ଗା ଜାତୀୟ ଉଦ୍ୟାନର ୪ଟି ଗଣ୍ଡା ସମେତ ୨୫ଟି ପଶୁଙ୍କର ମଧ୍ୟ ମୃତ୍ୟୁ ଘଟିଛି
ଏହି ଅଞ୍ଚଳରେ ଭାରତର ନିରାପତ୍ତା ଉଦ୍ବେଗ ପ୍ରତି ମୌମାର୍ ଗୁରୁତର ଭାବେ ବିବେଚନା କରିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛି
ମହାରାଜା କୃଷ୍ଣଚନ୍ଦ୍ର ଦିନେ ସଭାରେ ବସି ନାନା ପ୍ରକାର ରହସ୍ୟ କଥାଭାଷା ହେଉଥିଲେ
ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଚାରି ଅଭିଯୁକ୍ତ ପୁଲିସ୍ ଏନ୍କାଉଣ୍ଟରରେ ମୃତ
ତିନି ସଦସ୍ୟ ବିଶିଷ୍ଟ ଏହି କେନ୍ଦ୍ରୀୟ ଦଳ ଯେଉଁ ଜିଲ୍ଲାରେ ଅଧିବକ ସଂକ୍ରମଣ ରହିଛି ସେହି ଅଞ୍ଚଳ ଗସ୍ତ କରିବେ
ଗତ ରବିବାର ଦିନ ଯୋଡ଼ାମ୍ବ ଗ୍ରାମରେ ଦୀନବନ୍ଧୁ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଉଠା ଦୋକାନ ନେଇ ଜାମଗୁଡ଼ା ସାପ୍ତାହିକ ହାଟକୁ ଯାଇଥିଲେ
ପୋଷ୍ଟ ଅଫିସ୍ ସେଦ୍ଦି ଲେବୁଲ୍ ଡାକ ମନ୍ତ୍ରଣାଳୟ ଏହାର ସମସ୍ତ ସ୍ଳ୍ପ ସଞ୍ଚୟ ଯୋଜନାଗୁଡ଼ିକୁ ଶାଖା ଡାକଘର ସ୍ତରରେ ଉପଳବ୍ଧ କରାଇଛି
ଲୋକମାନେ ଆବଶ୍ୟକ ନ ଥିବା ସ୍ଥଳେ ବାହାରକୁ ନ ଯିବାକୁ ପରାମର୍ଶ ଦେଇ ଘର ଭିତରେ ମାସ୍ ପରିଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି କଟକଲଡାଉନ କର୍ଣ୍ଣାଟକ ସରକାର ସମଗ୍ର ରାଜ୍ୟରେ ଚଉଦ ଦିନିଆ ଲଡାଉନ ଘୋଷଣା କରିଛନ୍ତି
ଜିଏସ୍ଟି ରେଭିନ୍ୟୁ ଜିଏସ୍ଟି ଅନ୍ତର୍ଗତ ରାଜସ୍ବ ଆଦାୟରେ ଚଳିତ ବର୍ଷ ଅଗଷ୍ଟ ମାସ ତୁଳନାରେ ସେପ୍ଟେମ୍ବର ମାସରେ ବୃଦ୍ଧି ଘଟିଛି
ସେ ଜଣେ ଦକ୍ଷ ପ୍ରଶାସକ ଥିଲେ ଏବଂ ରଣନୀତି ପ୍ରସ୍ତୁତିରେ ଅତ୍ୟନ୍ତ କୁଶଳୀ ଥିଲେ
ମନ୍ଦିରଗୁଡ଼ିକୁ ଫୁଲ ଓ ବିଦ୍ୟୁତ୍ ଆଲୋକରେ ସୁସଜ୍ଜିତ କରାଯାଇଛି
ପିଲାମାନଙ୍କୁ ଘରେ ରହି ପାଠ ପଢ଼ିବାକୁ କୁହାଯାଇଛି
ସଡାଉନ୍ ଯୋଗୁ ଆଜି ଓ ଆସନ୍ତାକାଲି ଟିକାକରଣ ପ୍ରକ୍ରିୟା ବନ୍ଦ ରହିଛି
ବନ୍ଦ ଡାକରା ବିଭିନ୍ନ ଦାବି ନେଇ ପ୍ରଦେଶ କଂଗ୍ରେସ ପକ୍ଷରୁ ଆସନ୍ତାକାଲି ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଛଅ ଘଣ୍ଟିଆ ଓଡ଼ିଶାବନ୍ଦ ଡାକରା ଦିଆଯାଇଛି
ଭିତରର ରାଗକୁ ଚାପିନେଇ କହିଲା ବଢ଼ିଆ କାମ କରିଛ ତମ ପେଟ-ଗାଡ଼ିଆରେ ସବୁ ମାଛଙ୍କୁ ରଖିଛ
ପିଏମ୍ଇନାଗୁରେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାତର ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଆଇଟିଆର୍ଏ ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଏନ୍ଆଇଏର ଉଦ୍ଘାଟନ କରିବେ
ଦର୍ଶନସାରି ଫେରୁଥିବାବେଳେ ତୁଷାରପାତ ଯୋଗୁ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା
ସିସିଇଏ ଅରୁଣାଚଳ ପ୍ରଦେଶରେ ଦୁଇ ହଜାର ଆଠ ଶହେ ଅଶୀ ମେଗାାଟ୍ ଦିବଙ୍ଗ୍ ବହୁମୁଖୀ ପ୍ରକଳ୍ପକୁ ଅନୁମୋଦନ କରିଛି
ଖେଡ଼ି ଓ ମଉଦ୍ ଶିବିର ଅଞ୍ଚଳରେ ବଡ଼ଧରଣର ଭୂସ୍ଖଳନ ହୋଇଥିବାରୁ ଗତକାଲି ସକାଳୁ ଜାମ୍ମୁ ଶ୍ରୀନଗର ରାଜପଥ ବନ୍ଦ ହୋଇ ରହିଛି
ଭୁବନେଶ୍ରଠାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି
ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ରାଇଜର ହାଇଦ୍ରାବାଦ ଓ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଦ୍ବିତୀୟ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଅନୁଷ୍ଠିତ ହେବ
ବଜ୍ରପାତ ଜନିତ ମୃତ୍ୟୁକୁ ରୋକିବା ଲାଗି ପ୍ରତ୍ୟେକ ଜିଲ୍ଲାରେ ଲାଗିବ ଲାଇଟିସିଂ ସେନସର
ଏ ସମ୍ପର୍କରେ ସୂଚନା ଦେଇ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଏହି ସମୟରେ ଦୈତନଗରୀରେ ମୋଟ୍ ୬୮ଟି ପଏଣ୍ଟରେ ପୁଲିସ୍ ଚେକିଂ କରାଯିବ
ଆସନ୍ତା ବାର ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିବାତ୍ୟାରେ ରୂପାନ୍ତରିତ ହେବ ଓ ୩୬ଘଣ୍ଟା ମଧ୍ୟରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ରୂପାନ୍ତରିତ ହେବ
ଭାଇଭାଗ ବଣ୍ଟୁଆରା ପାଇଁ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା
ଗଛପତ୍ର ଥିବା ଭୂଇଁର ମାଟିକୁ ଖରାଦିନେ ପବନ ଉଡ଼େଇ ନେଇପାରେ ନାହିଁ
ଜେକେ ହାଇେ କ୍ରମାଗତ ଚାରି ଦିନ ବନ୍ଦ୍ ରହିବା ପରେ ଜମ୍ମୁଶ୍ରୀନଗର ଜାତୀୟ ରାଜପଥ ଗତକାଲିଠାରୁ ପୁଣି ଖୋଲିଛି
ଦେଶର ୨୦୦ଟି ମହାନଗରୀରେ ଉଦ୍ୟାନ ଥିବା ସଙ୍ଗେ ଜଙ୍ଗଲ ନଥିବାରୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି
ଏହା ସହ ବୁଥକୁ ପୋଲିଂ ପାଟି ଯିବା ପୂର୍ବରୁ ବିରୋଧ କରୁଛନ୍ତି
ଅନ୍ୟ ଏକ ସେମିଫାଇନାଲ୍ ମ୍ୟାରେ ସାଇମୋନା ହାଲେପ୍ ୟୁକ୍ରେନ୍ର ଏଲିନା ସ୍ବିତୋଲିନାଙ୍କୁ ଏକଷଠି ଓ ତେଷଠି ସେଟ୍ରେ ପରାସ୍ତ କରିଥିଲେ
ପିଟିଆଇ ସହ ଏକ ସାକ୍ଷାତ୍କାର ସମୟରେ ସେ କହିଛନ୍ତି ଏସୀୟ କ୍ରୀଡ଼ାରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି
ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜନନ୍ଦନ ଗାଓଁ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି
ଏଥିସହ ଜଳ ସଂରକ୍ଷଣ ପ୍ରକ୍ରିୟା ଆପଣାଇବା ଏବଂ ଇତିହାସରେ ରେକର୍ଡ଼ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ କରିଥିବାରୁ ସେ ତାମିଲନାଡୁର କୃଷକମାନଙ୍କୁ ପ୍ରଶଂସା କରିଛନ୍ତି
ସେ ସମ୍ପର୍କିତ ତଥ୍ୟ ମଧ୍ୟ ସର୍ବସାଧାରଣଙ୍କ ପାଇଁ ଶାନ୍ତି କେନ୍ଦ୍ରରେ ଉପଲବ୍ଧ ହେଉଛି
ସେ କହିଥିଲେ ଏହା କେବଳ ଜାମ୍ମୁ କାଶ୍ମୀରକୁ ବିକାଶରୁ ବଞ୍ଚିତ କରିଛି ଓ ସେଠାରେ ବ୍ୟବସାୟ ପୁଞ୍ଜିନିବେଶ ଓ ନିଯୁକ୍ତି କ୍ଷେତ୍ରରେ ଅବନତି ଘଟିଛି
ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ପିସିବି ଆସେମ୍ଭି ଲୋଡର ଅଲୋଡ ଏବଂ ମଦବୋର୍ଡ କୋଟିଂ ମେସିନ୍କୁ ଅର୍ଥମନ୍ତ୍ରଣାଳୟ ବହିଃଶୁଳ୍ପ ପରିଧରୁ ମୁକ୍ତ କରିଛନ୍ତି
ରାଷ୍ଟ୍ରପତି ଭୁଡିମିର୍ ପୁତି ଶୀତଳ ଯୁଦ୍ଧ ସମୟରେ ଆମେରିକା ସହ ହୋଇଥିବା ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିରୁ ଓହରିଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି
ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ୍ ଏକ ହଜାର ସାତ ଶହେ ଅଣଚାଳିଶି ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି
ସେହିପରି ରାତି ସାତଟାରେ ହେବାକୁ ଥିବା ଅନ୍ୟ ଏକ ମ୍ୟାରେ ପାକିସ୍ତାନ ଓ ଜର୍ମାନୀ ମଧ୍ୟରେ ମୁକାବିଲା ହେବ
ଦୁଇ ହଜାର ଊଣାଇଶ ନୂତନ ଉର୍ଜାର ବର୍ଷ ହେଉ ବୋଲି ସେ ମତବ୍ୟକ୍ତ କରିଛନ୍ତି
୨୮ଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ଘୋର ବାଧାପ୍ରାପ୍ତ ହୋଇଥିବା ବେଳେ ତରାଇ ଅଞ୍ଚଳର ଲୋକମାନେ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି
ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ନିୟମ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବଡ଼ ଓଷା ସମୟରେ ସମୁଦ୍ର ନଦ ପୋଖରୀ ବା ଜଳାଶୟ ପ୍ରଭୃତିରେ ଡଙ୍ଗା ଭସାଇବା ଉପରେ କଟକଣା ଜାରି କରାଯାଇଛି
ସେହିପରି ନଅ ହଜାର ତେତିଶି ଜଣ ପରୀକ୍ଷାର୍ଥୀ ୫୫ଟି କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଦେବେ
ତ୍ରିଭୁଜାକାରରେ ନିର୍ମିତ ହେବାକୁ ଥିବା ଏହି ଭବନ ପୁରୁଣା ସଂସଦ ଭବନ ନିକଟରେ ରହିବ ଏବଂ ଅତ୍ୟଧୁକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଗୋଟିଏ ଦିନରେ ନଅ ଲକ୍ଷ ତେଇଶି ହଜାର ନମୁନା ପରୀକ୍ଷା ପରେ ଆଜି ସୁଦ୍ଧା ତିନି କୋଟି ଚଉରାଳିଶି ଲକ୍ଷ ନମୁନା ପରୀକ୍ଷା କରାଯାଇ ରେକର୍ଡ଼ ସୃଷ୍ଟି ହୋଇଛି
ନିର୍ଦ୍ଦେଶାବଳୀରେ ଅଭିଭାବକମାନଙ୍କ ପାଇଁ କୁହାଯାଇଛି ଯେ ପିଲାମାନେ ଏକାନ୍ତରେ ରହି ଅନଲାଇନରେ ବହୁ ସମୟ କୌଣସି ଖେଳ ଖେଳୁଥିଲେ ଏବଂ ଏହାର ମାତ୍ରା ଅତ୍ୟଧୁକ ହେଉଥିଲେ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ
ବିହାରରେ ଛଅଷଠି ଜଣ ପ୍ରାର୍ଥୀ ୫ଟି ଲୋକସଭା ଆସନରେ ପ୍ରତିଦ୍ବନ୍ଦିତା ପାଇଁ ରହିଲେ
କୋବିଡ ନାଇଣ୍ଟିନର ଚିହ୍ନଟ ପାଇଁ ବ୍ୟବହାର କରାଯାଉଥିବା ଏହି ପରୀକ୍ଷା ପଦ୍ଧତି ଅତ୍ୟନ୍ତ ସହଜ ଓ ଶସ୍ତା ସାବ୍ୟସ୍ତ ହୋଇଛି
ଏନ୍ଏଚ୍ଆର୍ସିର ଅଧ୍ୟକ୍ଷ ଅବସର ପ୍ରାପ୍ତ ବିଚାରପତି ଏଚ୍ଏଲ୍ ଦାରୁ ନିଃଶୁଳ୍କ ଟେଲିଫୋନ୍ ନମ୍ବର ଚଉଦ ହଜାର ଚାରି ଶହେ ତେତିଶି ଏବଂ ଅନ୍ଲାଇନ୍ ଅଭିଯୋଗ ଦାଖଲ ବ୍ୟବସ୍ଥାକୁ ମାନବାଧିକାର ଭବନରୁ ଶୁଭାରମ୍ଭ କରିଛନ୍ତି
ଆକାଶବାଣୀ ଲୋକ ସଂପଦ ସଂରକ୍ଷଣ ମହାପରିଯୋଜନାରେ ଅନେକଗୁଡ଼ିଏ ପାରମ୍ପରିକ ଏବଂ ଲୋକଗୀତ ରେକର୍ଡ କରାଯାଇଛି
ସେହିପରି ଛାତ୍ରଛାତ୍ରୀମାନେ ମଧ୍ୟ ମୋବାଇଲ୍ରେ ମଧ୍ୟ ପରୀକ୍ଷା ଫଳ ଜାଣିପାରିବେ
ସକାଳୁ ବିଭିନ୍ନ ସାହିରେ ଥିବା ନଳକୂପରେ ପାଣି ପାଇଁ ଲୋକଙ୍କର ଲମ୍ବା ଧାଡ଼ି ଦେଖୁବାକୁ ମିଳିଥିଲା
ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ଅଠଚାଳିଶି ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡରେ ରୂପାନ୍ତରିତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି
ସମସ୍ତଙ୍କୁ ୧୫ଟି ଆମ୍ବୁଲାନ୍ସ ଯୋଗେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି
ଖେଳନା ମେଳା ପ୍ରଥମ ଭାରତୀୟ ଖେଳନା ମେଳା ବା ଇଣ୍ଡିଆ ଟଏ ଫେୟାର କୋଡିଏ ଏକୋଇଶି ଆସନ୍ତା ଶନିବାରଠାରୁ ମାର୍ଚ୍ଚ ଦୁଇ ତାରିଖ ପର୍ଯ୍ୟନ୍ତ ଭଟ୍ରିଆଲ ମାଧ୍ୟମରେ ଅନୁଷ୍ଠିତ ହେବ
ଝିଟ୍ କରି ଶ୍ରୀ ମୋଦି କହିଛନ୍ତି ବିଭିନ୍ନ କାର୍ଯ୍ୟକ୍ରମରେ ନୂଆ ନୂଆ ପ୍ରଶ୍ନ ଉପରେ ଆଲୋଚନା ହେବ
ଯାଜପୁରର ଏସ୍ପି ଚରଣ ସିଂହ ମୀନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି
ଦକ୍ଷିଣ ଭାରତ ପାଇଁ ଇଡବ୍ଲ୍ୟୁଏସ୍ ପ୍ରକଳ୍ପ ଓ ମୌଳିକ ଢାଞ୍ଚା ପ୍ରକଳ୍ପ ପାଇଁ ଜାଲ୍ ବିଲ୍ ଦେଇ ଅର୍ଥ ହଡପ କରାଯାଇଥିବାର ଜଣାପଡ଼ିଛି
ଏନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦଳର ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଛି
ପୁଲିସର ଏଭଳି ପକ୍ଷପାତିତା ଆଚରଣରେ ସଂସ୍କାର ଆବଶ୍ୟକ ବୋଲି ଆମିକସ୍ କ୍ୟୁରୀଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ବେଳେ ଏହା ଉପରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି
ଲଡାଉନ୍ ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ାରା ହୋଇଥିବା ଏକୋଇଶି ଦିନିଆ ଲଡାଉନ୍ ଘୋଷଣା ପରିପ୍ରେକ୍ଷୀରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଗୁଡ଼ିକ ଯେଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇବାରେ ସମସ୍ୟାର ସମ୍ମୁଖୀନ ନ ହେବେ ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି
ଚାରି ମ୍ୟାଚ୍ ବିଶିଷ୍ଟ ସିରିରେ ଭାରତ ମେବର୍ଣ ଟେଷ୍ଟରେ ବିଜୟୀ ହୋଇ ୨୧ରେ ଆଗୁଆ ରହିବା ତ ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖୁଛି
ଜୁନାଆଖଡା ପକ୍ଷରୁ ସେ କୁମ୍ଭର ପରିସମାପ୍ତି ଘଟିଥିବା ଘୋଷଣା କରିଛନ୍ତି
ସେ କହିଛନ୍ତି କୃଷି ପ୍ରତିରକ୍ଷା ମହାକାଶ ଶକ୍ତି ନିର୍ମାଣ ଔଷଧ ଉତ୍ପାଦନ ଓ ପରିବହନ ଭଳି କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରାଯାଇ ପାରିବ
ଏକ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ସଂହତିର ଭାବ ଉଦ୍ରେକ କରିବା ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମ୍ପର୍କକୁ ଅଧୁକଦୃଢୀଭୂତ କରିବା ଏକ ଭାରତ ଶ୍ରେଷ୍ଠ ଭାରତ୨୦୧୬ କାର୍ଯ୍ୟକ୍ରମର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଏହା ଦ୍ାରା ଦେଶର ବିଭିନ୍ନ ରାଜ୍ୟର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୋଇପାରିବ
ସେ କହିଥିଲେ ଅସନ୍ତୋଷ ବ୍ୟକ୍ତ କରିବା ଗଣତନ୍ତ୍ରର ମୌଳିକ ଭିତ୍ତିଭୂମି
ପ୍ରତିବର୍ଷ ଅକ୍ଟୋବର ଏକତିରିଶି ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହେଉଛି
ଆଉ ଏକ ନୂଆ ନିୟମ ଅନୁସାରେ ଯେକୌଣସି ନୂଆ ଦେଶୀୟ କମ୍ପାନୀ ଯଦି ଆସନ୍ତା ଅକ୍ଟୋବର ପହିଲା ପୂର୍ବରୁ ସ୍ଥାପିତ ହୋଇଥିବ ଓ କଞ୍ଚାମାଲ୍ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରୁଥିବ ଏବଂ କୋଡିଏ ତେଇଶି ଅକ୍ଟୋବର ଏକତିରିଶି ତାରିଖ ପୂର୍ବରୁ ଏହା ତାହାର ଉତ୍ପାଦନ ଆରମ୍ଭ କରିସାରିଥିବ ତେବେ ସେହି କମ୍ପାନୀ କେବଳ ଶତକଡ଼ା ପନ୍ଦର ଭାଗର ଆୟକର ଦେବ
ବିଷ୍ଣୁଙ୍କର ତୃତୀୟ ଅବତାର ବରାହ ଶୁଣି ସେ ଆଉ ଭୋଜନ କଲା ନାହିଁ
ପ୍ରାଥମିକ ପର୍ଯ୍ୟାୟରେ ପ୍ରଶ୍ନପତ୍ର ଏକ୍ଜାମିନେଶନ୍ ମ୍ୟାନେଜ୍ମେଣ୍ଟ୍ ହବ୍ ଇଏମ୍ଏଚ୍ରେ ପହଞ୍ଚି ସାରିଛି
ଶ୍ରୀ ମୁର୍ମ କହିଛନ୍ତି ଏହି ଧାରା ଯୋଗୁଁ ସେଠାରେ ଗଣତନ୍ତ୍ର ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇପାରୁ ନଥିଲା ଓ ଅଞ୍ଚଳର ବିକାଶ ପରିବର୍ତ୍ତେ ଅଧିକ କ୍ଷତି ଘଟୁଥିଲା
ଦେଶରେ କୋଭିଜ୍ ଆରୋଗ୍ୟ ହାର ଅଣାନବେ ଦଶମିକ ଅଠସ୍ତରୀ ପ୍ରତିଶତକୁ ବୃଦ୍ଧି
ଇତିମଧ୍ୟରେ ଗତକାଲି ରାଜ୍ୟରେ ୧୩ହଜାର ୫୭୬ଜଣ ନୂଆ ସଂକ୍ରମଣକୁ ଚିହ୍ନଟ କରାଯାଇଛି
ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କାଶ୍ମୀର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ଓ ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନଦେବାକୁ ନିର୍ଦ୍ଦେଶ ଦିଆଯାଇଛି
ଦେଶରେ କୋବିରୁ ଆରୋଗ୍ୟ ଲୋକଙ୍କ ସଂଖ୍ୟା ୧କୋଟି ୪ଲକ୍ଷ ଅଶୀ ହଜାର ୪୫୫ରେ ପହଞ୍ଚିଛି
ଘୋଷଣା ଆଜି ସଂସଦରେ ବଜେଟ୍ ଉପସ୍ଥାପନର ସିଧାସଳଖ ଧାରାବିବରଣୀ ଆକାଶବାଣୀରେ ପ୍ରସାରଣ କରାଯିବ
ମାଛ ଫର୍ମାଲିଟ୍ ଆନ୍ଧ୍ର ପ୍ରଦେଶରୁ ଓଡ଼ିଶାକୁ ଆସୁଥିବା ମାଛରେ ଫର୍ମାଲିନ୍ ମିଶୁଥିବା ପ୍ରସଙ୍ଗ ନେଇ ଆଜି ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟରେ ଏକ ବୈଠକ ବସିଥିଲା
ଆଠ
ତେବେ ଅର୍ଥାଭାବ ଯୋଗୁଁ ସେମାନଙ୍କର ପରିବାରବର୍ଗ ଜାପାନରୁ ମୃତଦେହ ଆଣିବାରେ ଅସମର୍ଥ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ିଥିଲେ
ଡେନ୍ମାର୍କ ପ୍ରଧାନମନ୍ତ୍ରୀ କହିଛନ୍ତି କେଭିଡ୍ ନାଇଣ୍ଟିନ୍ ସମଗ୍ର ବିଶ୍ପାଇଁ ବିପଦ ସୃଷ୍ଟି କରିଛି ଓ ଏହାର ଐକ୍ୟବଦ୍ଧ ଭାବେ ମୁକାବିଲା କରାଯାଇପାରିବ
ସେହିପରି ବାଲ୍ କଲ୍ୟାଣ ପୁରସ୍କାରରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କାର ନଗଦ ଅର୍ଥ ପୁରସ୍କାର ଏକ ପଦକ ଏକ ମାନପତ୍ର ଏବଂ ଏକ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ବେଳେ ଅନୁଷ୍ଠାନମାନଙ୍କୁ ମିଳୁଥିବା ପୁରସ୍କାର ବାବଦରେ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ
ମୁଖ୍ୟ ଶାସନ ସଚିବ ଦିନେଶ କୁମାର ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସହ ପରିସ୍ଥିତିକୁ ସମୀକ୍ଷା କରିବା ପରେ ରାଜ୍ୟର ସବୁ ଜନପ୍ରତିନିଧି ବିଶେଷ କରି ଗ୍ରାମ ଦର୍ଶନୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଜନପ୍ରତିନିଧିମାନଙ୍କ ନିରାପତ୍ତା ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି
ମୋଦୀ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ପ୍ରଥମ ଏକ ଶହେ ଦିନ ପୂର୍ତ୍ତି ଉପଲକ୍ଷେ ଅହମ୍ମଦାବାରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପ୍ରସାଦ କହିଛନ୍ତି ପ୍ରଥମେ ନୋଟିସ୍ଗୁଡ଼ିକୁ ବ୍ୟବସ୍ଥା ଅଧୀନରେ ଯାଞ୍ଚ କରାଯିବା ପରେ ଏହାକୁ କାର୍ଯ୍ୟକାରୀ କରାଯିବ
ଜନଜତାଦଳ ୟୁନାଇଟେଡ୍ ଏବଂ ଅପ୍ର ଦଳ ମଧ୍ୟ ଏହି ବିଲ୍ ପ୍ରତି ସମର୍ଥନ ଜଣାଇଛନ୍ତି
ଗତ ଚବିଶି ଘଣ୍ଟା ଭିତରେ ଦେଶରେ ଏକ ଲକ୍ଷରୁ ଅଧିକ ଲୋକ କୋବିଜ୍ ନାଇଣ୍ଟିରୁ ଆରୋଗ୍ୟ ଲାଭ କରିବା ସହ କୋବିଡ୍ ଆରୋଗ୍ୟ ହାର ଶତକଡ଼ା ଅଶୀ ଦଶମିକ ଛୟାଅଶୀ ଭାଗକୁ ବୃଦ୍ଧି ପାଇଛି
ଭାରତର ଯୁବଶକ୍ତି ବିକାଶ ଓ ଉତ୍ତମ ମୌଳିକ ଢାଞ୍ଚା ଚାହେଁ ଓ ଦୁର୍ନୀତିକୁ ଘୃଣା କରେ