audio
audioduration (s) 0.14
183
| sentence
stringlengths 2
748
|
---|---|
ତେବେ ଆଜିଠାରୁ ସାରା ଦେଶରେ ଚିକିତ୍ସା ସେବା ସ୍ବାଭାବିକ ହେବ |
|
ପ୍ରଧାନମନ୍ତ୍ରୀ କହିଛନ୍ତି ସାମାଜିକ ଗଣମାଧ୍ୟମ ଦ୍ବିଟର ମଧ୍ୟ କୋଭିଡ୧୯ ନାଁରେ ଏକ ସ୍ବତନ୍ତ୍ର ପେଜ୍ ଲଞ୍ଚ କରିଛି |
|
ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟ ରାଜପକ୍ଷେ ତାଙ୍କର ବିବୃତ୍ତରେ କହିଛନ୍ତି ସେମାନଙ୍କ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଧିପୂର୍ଣ୍ଣ ଥିଲା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ପ୍ରସଙ୍ଗ ଆଲୋଚନାରେ ମୁଖ୍ୟ ବିଷୟ ଭାବେ ସ୍ଥାନ ପାଇଥିଲା |
|
ଏହି ପ୍ରକଳ୍ପ ଦେଶରେ ଦୁଇ ହଜାର ବାଇଶି ମସିହା ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ |
|
ନିଶା ଶର୍ମା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ଟିକାଦାନ ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ |
|
ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି |
|
ଏହା ଭାବି ଇନ୍ଦ୍ର ଗୋଟିଏ ଉପାୟ ଚିନ୍ତା କଲେ |
|
ପ୍ରଧାନମନ୍ତ୍ରୀ କହିଛନ୍ତି ଆଚାର୍ଯ୍ୟ ସରସ୍ତୀଙ୍କର ବିୟୋଗରେ ସେ ମର୍ମାହତ ହୋଇଛନ୍ତି |
|
ଚାରି |
|
ମୁଁ ସେହିଭଳି ଲୋକଠାରୁ ସାହାଯ୍ୟ ପାଇଲେ ଭାବେ ଯେ ମୋର ଊଣାପଣକୁ ପୂରଣ କରିବା ପାଇଁ ଈଶ୍ୱର ସେମାନଙ୍କୁ ପଠାଇଛନ୍ତି ସାହାଯ୍ୟ କରିବା ପାଇଁ |
|
ଯୋଜନା ଅନୁସାରେ ଏ ପର୍ଯ୍ୟନ୍ତ ବାର ହଜାର ଆଠ ଶହେ ଏକସ୍ତରୀ କୋଟି ଟଙ୍କାର ଋଣ ଦିଆଯାଇଛି |
|
ରବିବାର ସର୍ଭେ ଗତକାଲି ସମସ୍ତ ରାଜନୈତିକ ଦଳର ନେତାମାନେ ରାସ୍ତାରେ ନିର୍ବାଚନ ପ୍ରଚାର କରିବା ସହ ଘରକୁ ଘର ବୁଲି ମଧ୍ୟ ନିର୍ବାଚନ ପ୍ରଚାର ଚଳାଇଥିଲେ |
|
ଏଥିସହିତ ପାଟି ଏପର୍ଯ୍ୟନ୍ତ ସାତ ଦୁଇ ଜଣଙ୍କର ନାମ ତାଲିକା ପ୍ରକାଶ କରିସାରିଲାଣି |
|
କାନ୍ଦି କାନ୍ଦି ଖାଲି ଜୀବନକୁ କଷ୍ଟ ଦେବା କଥା |
|
ମୁଖ୍ୟମନ୍ତ୍ରୀଙ୍କ ସ୍ତନ୍ତ୍ର ପାଣ୍ଠିରୁ ଏଥିପାଇଁ ଅର୍ଥ ବରାଦ କରାଯାଇଛି |
|
ଚାରି |
|
ଗତ ସପ୍ତାହରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେବାପରେ ଏହିସବୁ ବିଧାୟକମାନେ ମଧ୍ୟ ସେମାନଙ୍କର ଇସ୍ତଫା ପ୍ରଦାନ କରିଥିଲେ |
|
ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଡଙ୍ଗାଟି ଭାରସାମ୍ୟ ହରାଇ ଖୋମ୍ ସହର ନିକଟ ଲିବ୍ୟ ଉପକୂଳରେ ବୁଡ଼ିଯାଇଥିଲା |
|
ଦୀର୍ଘଦିନ ଧରି କେତେକ ସ୍ାର୍ଥେଷୀ ଲୋକ କାଶ୍ମୀରବାସୀଙ୍କୁ ଭାରତଠାରୁ ଅଲଗା ରଖୁବା ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ସେ ଅପଚେଷ୍ଟା ପୂରଣ ହୋଇପାରିନାହିଁ |
|
କୃଷିଭିତ୍ତିକ ଏହି ପର୍ବରେ ତିନିଦିନ ଧରି ମାଟି ମାକୁ କର୍ଷଣ କରାଯାଇନଥାଏ |
|
କେହି କେଉଁଆଡ଼େ ନାହାନ୍ତି ଗୋଟିଏ ଜାଗାରେ କେବଳ ଜଣେ ବୁଢ଼ୀ ବସି ସୂତା କାଟୁଛନ୍ତି |
|
ଅନ୍ୟ ପକ୍ଷରେ ଭାରତ ଏବଂ ଜାପାନ ମଧ୍ୟରେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବୁଝାମଣାପତ୍ରକୁ ମଧ୍ୟ କ୍ୟାବିନେଟ୍ ପିଛିଲା ଭାବେ ସ୍ବୀକୃତି ପ୍ରଦାନ କରିଛି |
|
ପ୍ରଥମ ପର୍ଯ୍ୟାୟରେ ଆନ୍ଧ୍ରପ୍ରଦେଶ ଗୁଜରାଟ ପଞ୍ଜାବ ଓ ଆସାମରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି |
|
ଅଭିଜିତ ଆୟାର ଓଡ଼ିଶାର ଐତିହ୍ୟ ସଂସ୍କୃତି ଓ ବିଧାୟକମାନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ସାମ୍ବାଦିକ ଅଭିଜିତ୍ ଆୟାର ମିତ୍ର ଆସନ୍ତାକାଲି ଦ୍ବିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ନିକଟରେ ହାଜର ହେବେ |
|
ଗୋପାଳଙ୍କୁ କିଏ କିଛି କହିଲେ ମୁହେଁ ମୁହେଁ ସେ ଜବାବ୍ ଦେଇ ଦିଅନ୍ତି |
|
ପରିସ୍ଥିତି ଅନୁଧ୍ୟାନ ପାଇଁ ଗାଁ ରେ ଜିଲ୍ଲାପାଳ ଉପଜିଲ୍ଲାପାଳ ସିଡିଏମ୍ଓଙ୍କ ସହ ଏକସ୍ବତନ୍ତ୍ର ପ୍ରତିନି ଦଳ ପହଞ୍ଚିଛନ୍ତି |
|
ଏହାପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ ପ୍ରାୟ ଏକ କିଲୋମିଟର ଖଟିଆରେ ବୋହି ନେଇଥିଲେ ଓ ନଈ ପାର କରିଥିଲେ |
|
ଫିଫା ବିଶ୍ବକପ୍ ପ୍ରତିଯୋଗିତାରେ ସିଡେନ୍ ଓ ଇଂଲଣ୍ଡ କ୍ଲାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି |
|
ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ |
|
ସେ କହିଛନ୍ତି ଏହି ଦୁଇ ଦଳକୁ ସରକାର ଗଠନ ପାଇଁ ଜନସମର୍ଥନ ମିଳିଛି ଏବଂ ମହାରାଷ୍ଟ୍ର ଲୋକମାନଙ୍କୁ ନିରାଶ ହେବାକୁ ଦିଆଯିବ ନାହିଁ |
|
ୟଙ୍କ ସହପ୍ରତିଷ୍ଠାତା ରାନା କାପୁରଙ୍କ ପରିବାରକୁ ଦିାନ୍ ହାଉସିଙ୍ଗ୍ ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ଦ୍ାରା ୬ଶହ କୋଟି ଟଙ୍କାର ଅର୍ଥ ଲାଞ୍ଚ ଦିଆଯାଇଥିବାର ଅଭିଯୋଗକୁ ଭିତ୍ତିକରି ଏହି ଖାନତଲାସି କରାଯାଇଛି |
|
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ |
|
ତୋର ଗୋଟାଏ ଗୋଡ଼ ମୁଁ ଛୋଟା କରିଦେବି। |
|
ପ୍ରକୃତରେ କ ଣ ଯଶପତି ଯଶପାଇଁ କାର୍ଯ୍ୟ କରୁଥିଲେ ନା ସେବା ହିଁ ତାଙ୍କ ଜୀବନର ମନ୍ତ୍ର |
|
ସ୍ଚ୍ଛତା ଆଣିବା ପାଇଁ ବ୍ୟବସ୍ଥା ଏହା ଆରମ୍ଭ କରାଯାଇଛି ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି ଗଣମାଧ୍ୟମ କହିଛନ୍ତି |
|
ଗୋପାଳର ଯିବା ପାଇଁ ଡେରି ହେବା ଦେଖି ବର୍ଦ୍ଧମାନ ରାଜା କହିଲେ କିହୋ ଗୋପାଳ ତୁମେ ତ ଗଲନି ଏଥର କଣ ହାରି ଯିବ |
|
ଦିଲ୍ଲୀପଙ୍କ ସମେତ ୩ବରିଷ୍ଠ ଅଧୁକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି |
|
ଏଥିପାଇଁ ସେଠାରେ ଆକାଶବାଣୀ ପକ୍ଷରୁ ଏକ କିଲୋାଟ କ୍ଷମତା ସଂପନ୍ନ ଏଫ୍ଏମ୍ ଟ୍ରାନ୍ସମିଟର ସ୍ଥାପନ କରାଯାଇଛି |
|
ଆଠ |
|
ବ୍ରାହ୍ମଣ କହିଲେ ତୁ ଟା ମୋ ମହତ ସାରିଦେଲୁ |
|
ଏ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରି ଦକ୍ଷତା ବୃଦ୍ଧି ଓ ଉଦ୍ୟୋଗପତି ପ୍ରତିଭା ବିକାଶ ମନ୍ତ୍ରୀ ଡକ୍ଟର ମହେନ୍ଦ୍ରନାଥ ପାଣ୍ଡ କହିଛନ୍ତି କେଭିଡ୍ ନାଇଣ୍ଟିନ୍ ଯୋଗୁଁ ଦେଶର ଅର୍ଥନୀତି ପ୍ରତି ଯେଉଁ ସଂକଟ ଦେଖାଦେଇଛି ତାହାର ମୁକାବିଲା କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମକୁ ସମଗ୍ର ଦେଶରୁ ସମର୍ଥନ ମିଳୁଥିବା ଏକ ଉତ୍ସାହଜନକ ବିଷୟ |
|
ଚଳିତ ସପ୍ତାହରେ ଏକ ପ୍ରମୁଖ ଦୈନିକ ସମ୍ବାଦପତ୍ରରେ ଏଭଳି ଏକ ଖବର ପ୍ରକାଶିତ ହୋଇଥିଲା |
|
ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ୨ର ସଫଳ ଉତ୍କ୍ଷେପଣ |
|
ସୁନ୍ଦରଗଡ଼ରୁ ସର୍ବାଧୂକ ସତାଇଶି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |
|
ଏହାଛଡ଼ା ୯୦ହଜାର କୋଟି ଲୋକଙ୍କ ବ୍ୟାଙ୍କ ଜମାଖାତାକୁ ସିଧାସଳଖ ସହାୟତା ରାଶି ପଠାଯାଇଛି |
|
ସେ କହିଛନ୍ତି ୧୩ଟି ରାଜ୍ୟକୁ ୧କୋଟି ତିରିଶି ଲକ୍ଷ ମେଟ୍ରିକ୍ ଟନ୍ ଗହମ ଓ ୮ଟି ରାଜ୍ୟକୁ ୧କୋଟି ବତିଶି ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆବଶ୍ଚିତ କରାଯାଇଛି |
|
ଛଅ |
|
କଂଗ୍ରେସ ୨୫ଟି ଜିଲ୍ଲା ପରିଷଦ ସଭ୍ୟ ଆସାମ ଗଣପରିଷଦ ୮ଟି ଜିଲ୍ଲାପରିଷଦ ସଭ୍ୟ ଏବଂ ବିଜେପି ୪୫ଟି ଜିଲ୍ଲାପରିଷଦ ସଭ୍ୟପଦ ହାସଲ କରିଛି |
|
ନମୂନା ପରୀକ୍ଷା ସଂକ୍ରମିତ ମାନଙ୍କର ଚିହ୍ନଟ ଓ ତୁରନ୍ତ ଚିକିତ୍ସା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି |
|
ରାଜା ଗୋପାଳକୁ ଉପଯୁକ୍ତ ପୁରସ୍କାର ଦେଇ ବିଦା କରିଦେଲେ |
|
ଜନଗଣନା ଆସନ୍ତାବର୍ଷ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବ |
|
ଆଠ |
|
ରାଜ୍ୟର ମୋଟ୍ ୩୦୬ଟି ଗଣନା ପ୍ରକୋଷ୍ଠରେ ଭୋଟ୍ ଗଣତି ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି |
|
ସାଧାରଣତ ମେଘ ସୃଷ୍ଟି କରୁଥିବା ଜଳୀୟବାଷ୍ପମାନ ଉଚ୍ଚ ପାହାଡ଼ ପର୍ବତରେ ଧକ୍କା ଖାଇଥାଏ |
|
କରୋନାରାଜ୍ୟ ମହାରାଷ୍ଟ୍ରର ପନବେଲରୁ ପ୍ରାୟ ଏକ ହଜାର ଦୁଇ ଶହେ ପ୍ରବାସୀ ଓଡିଆଙ୍କୁ ନେଇ ଏକ ଟ୍ରେନ ଆଜି ଟିଟିଲାଗଡରେ ପହଞ୍ଚିଛି |
|
ପୁଲିସ୍ କହିଛି ଟୋଲିଚୌକି ଗାଁର ଆଠ ଜଣ ଲୋକ ଗୋଟିଏ କାରେ ନାଗାର୍ଜୁନ ସାଗର ନଦିବନ୍ଧ ଦେଖୁବାକୁ ଯାଉଥିଲାବେଳେ ଚାଳକ ଜଣକ ନିୟନ୍ତ୍ରଣ ହରାଇବାରୁ କାଟି ବସ୍ଷ୍ଟାଣ୍ଡର ପାଚେରି କାନ୍ଥରେ ମାଡ଼ ହୋଇଥିଲା |
|
ବ୍ରହ୍ମପୁର ସହରକୁ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିବାବେଳେ କେବଳ ସିଟି ବସ୍ ଚଳାଚଳ ସ୍ବାଭାବିକ ରହିଛି |
|
ଗୁକେସ୍ ଗତକାଲି ଫ୍ରାନ୍ସର ହୋରୁତିୟୁନ୍ ବର୍ଗଙ୍ଗାଙ୍କୁ ଅନ୍ତିମ ରାଉଣ୍ଡରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି |
|
ଜଣା ଲୋକପରି ସେହି ଲୋକପରି ଦଣ୍ତବତ କଲେ ଏ କିଏ |
|
ତା ପରେ ସେ ହୀରା ବାକ୍ସଟିକୁ ଅଣାଗଲା ଏବଂ ବାକ୍ସରୁ ସମସ୍ତ ହୀରା ବାହାର କରାଗଲା |
|
ଚାହୁଁ ଚାହୁଁ ବତାଶ ପରି ପବନ ବହିଆସିଲା ଓ ସୂର୍ଯ୍ୟ ପଶ୍ଚିମ ଝରକା ଦେଇ ପଶିଆସିଲେ |
|
ଏହି କାର୍ଯ୍ୟକ୍ରମ ଆସନ୍ତା ମଙ୍ଗଳବାର ଦିନ ୧୧ଟାରେ ଅନୁଷ୍ଠିତ ହେବ |
|
ଆଜି ଅପରାହ୍ନ ୩ଟାରେ ଲିଠାରେ ଆଫଗାନିସ୍ତାନ ଓ େଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା ହେବ |
|
ଯେତେବେଳେ ଆପଣ ଖମ୍ବଟିକୁ ଛାଡ଼ିଦେବେ ସେତେବେଳେ ଆପଣ ତା ଠାରୁ ଅଲଗା ହୋଇଯିବେ ଏବଂ ମୋ ପାଖକୁ ଅନାୟାସରେ ଆସିପାରିବେ |
|
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗାଇସିଲେଟ ବିଜେପୁର ଏବଂ ବରପାଲି ଆଦି ଅଞ୍ଚଳର ବିଭିନ୍ନ ସ୍ଥାନରେ ସଭାସମିତି ରୋଡ଼ ଶୋ ଆଦି କରିଥିବା ଜଣାପଡିଛି |
|
ନୂଆଦିଲ୍ଲୀରେ ଭାରତ ଶକ୍ତି ଫୋରମ୍ ବୈଠକ ଅବସରରେ ଶ୍ରୀ ପ୍ରଧାନ ସାମ୍ବାଦିକମାନଙ୍କୁ କହିଛନ୍ତି ତୈଳ ମୂଲ୍ୟ ହ୍ରାସ କରିବାପାଇଁ କେନ୍ଦ୍ର ସରକାର ଯାହା କରିବା କଥା ତାହା କରିସାରିଛନ୍ତି |
|
ହାଜତ ମୃତ୍ୟୁ ଘଟଣା ଏକ ହାଜତ ମୃତ୍ୟୁ ଅଭିଯୋଗ ନେଇ ମୃତକଙ୍କ ସମ୍ପର୍କୀୟ ଗତକାଲି କଟକ ମଙ୍ଗଳାବାଗ ଅଞ୍ଚଳରେ ପୁଲିସ ଅଧୁକାରୀଙ୍କ ସହ ପାଟିତୁଣ୍ଡ କରିଥିଲେ |
|
ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ନଅ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି |
|
ଗତ ଅଗଷ୍ଟ ଏକୋଇଶି ତାରିଖରେ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଶ୍ରୀ ଚିଦାମ୍ବରମଙ୍କୁ ଗିରଫ କରାଯାଇଛି |
|
ସ୍ରାଷ୍ଟ୍ର ମନ୍ତ୍ରଣାଳୟ କର୍ମକର୍ତ୍ତାମାନେ କହିଛନ୍ତି ସରକାରଙ୍କ ବିଜ୍ଞପ୍ତି ଅନୁସାରେ ୧୦ଟି କେନ୍ଦ୍ରୀୟ ତଦନ୍ତ ସଂସ୍ଥା ତଥ୍ୟ ଓ ବୈଷୟିକ ଜ୍ଞାନ ଆଇନ ଅନୁସାରେ ଯେକୌଣସି କମ୍ପ୍ୟୁଟର ଡାଟା ଅନୁସନ୍ଧାନ କରିପାରିବେ |
|
ଗତକାଲିଠାରୁ ଅନେକ ଲୋକ ରଙ୍ଗବେରଙ୍ଗ ଆଲୋକରେ ନିଜର ଘର ସଜାଇବାରେ ଆରମ୍ଭ କରିଦେଇଛନ୍ତି |
|
ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ଆସନ୍ତା ଚବିଶି ଘଣ୍ଟା ମଧ୍ୟରେ ସର୍ବାଧିକ ତାପମାତ୍ରା ୧୭ଡିଗ୍ରୀ ସେଲସିୟସ୍ ପାଖାପାଖି ରହିବ |
|
ଚାରି |
|
ଝାଡଖଣ୍ଡ ଏହି ଉତ୍ସବରେ ଅଂଶୀଦାର ରାଜ୍ୟଭାବେ ଯୋଗଦେଇଛି |
|
ନଅ |
|
କିମ୍ବା ଅଟକୁ ନାହିଁ |
|
ଶୁନ୍ୟ ସାମୁଦ୍ରିକ ବାତ୍ୟା ଅମ୍ପନ୍ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଅମ୍ପନ୍ ସମୁଦ୍ର ମଧ୍ୟରେ ଦୁର୍ବଳ ହୋଇ ମହାବାତ୍ୟାରୁ ହ୍ରାସ ପାଇ ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଛି |
|
ଭୂତାଣୁ ସଂକ୍ରମଣ ପରୀକ୍ଷା ବିଷୟରେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପରାମର୍ଶ ଦିଆଯାଉଛି ଓ ସମୀକ୍ଷା କରାଯାଉଛି |
|
ଆଜି ପ୍ରାର୍ଥୀପତ୍ର ଗୁଡ଼ିକୁ ଯାଞ୍ଚ କରାଯିବ |
|
ଏହି ସ୍ଥାନଟି ମୁମ୍ବାଇର ନିକଟବର୍ତ୍ତୀ |
|
ଏହାକୁ ଦୃଷ୍ଟିରେ ରଖ୍ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଏବଂ ୟେଲୋ ସତର୍କ ସୂଚନା ଜାରି କରାଯାଇଛି |
|
କୌଣସି ଅଜଣା ମୋବାଇଲ୍ ନମ୍ବରରୁ ଆସୁଥିବା ମେସେଜ୍କୁ ଇନ୍ବକ୍ସରେ ନ ଖୋଲିବାକୁ ପରାମର୍ଶ ଦିଆଯାଇଛି |
|
ମା ସୁଭଦ୍ରାଙ୍କ ପାଟରାକ୍ଷୀ ତୁଳସୀକ୍ଷେତ୍ରର ଆରାଧ ଦେବତା ଶ୍ରୀ ବଳଦେବଜୀଉଙ୍କ ପାଇଁ ଆଜି ପୁରୀ ଜଗନ୍ନାଥ ଧାମରୁ ମା ସୁଭଦ୍ରାଙ୍କ ନିକଟରୁ ପାଟରାକ୍ଷୀ ଆସି ପହଞ୍ଚିଛି |
|
ହାଇଦ୍ରାବାଦ୍ ସାମୁହିକ ବଳାତ୍କାର ଓ ହତ୍ୟା ମାମଲାର ଅପରାଧିମାନଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ପାଇଁ ପାର୍ଲାମେଣ୍ଟ ସଦସ୍ୟମାନେ ଦାବି କରିଛନ୍ତି |
|
ପ୍ରାର୍ଥୀ କଳାହାଣ୍ଡି ଲୋକସଭା ଆସନରେ ବିଜେପି ପକ୍ଷରୁ ବସନ୍ତ କୁମାର ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ କଂଗ୍ରେସ ଦଳ ପକ୍ଷରୁ ଭକ୍ତ ଚରଣ ଦାସ ଓ ବିଜେଡି ପକ୍ଷରୁ ପୁଖେନ୍ଦ୍ର ସିଂଦେଓ ଓ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରେମାନନ୍ଦ ବାର୍ ପ୍ରାର୍ଥୀ ହୋଇଛନ୍ତି |
|
ବୁଢ଼ୀ ଭୟରେ ବିଧ୍ୟାରମ୍ଭର ଆୟୋଜନ କିଛି ହୋଇ ନାହିଁ |
|
ପିଏମ୍ ସିନେମା ମ୍ୟୁଜିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତୀୟ ସିନେମାର କୋମଳତା ଯୋଗୁଁ ଏହା ବିଦେଶରେ ସୁନାମ ଅର୍ଜନ କରିଛି |
|
ଅଗଣା ଝାଡୁ ଝାଡୁ ବୁଢ଼ୀ ସେହି ପରଟି ପାଇଲା |
|
ଓକିଲ ଆନ୍ଦୋଳନ ଓକିଲ ଆନ୍ଦୋଳନ ଆଜି ତୀବ୍ର ରୂପ ନେଇଛି |
|
ତେବେ ଏହି ଚାରିପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ମୋଟ ୭୩ଦଶମିକ ଆଠ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀ ସୁରେନ୍ଦ୍ର କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |
|
ପୁରୀ କାଳୀପୂଜା ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ଆଜି ଲକ୍ଷାଧୁକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି |
|
ସେ ପୃଥିବୀର ପ୍ରଥମ ମହାକାଶ ଯାତ୍ରୀ |
|
ଗଣେଶ ଠାକୁରଙ୍କ ମୂର୍ତ୍ତି ଥୁଆ ହୋଇଛି ସେ ଭକ୍ତି ଭାବରେ ପ୍ରଣାମ କଲା |
|
ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି ସେତେବେଳେ ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ |
|
ତିନି |
|
ଏନ୍ଏଚ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦେଶରେ ରାଜପଥ ନିର୍ମାଣ ଲକ୍ଷ୍ୟକୁ ଅତିକ୍ରମ କରିଛି |
|
ଏହି ତୈଳର ପରିମାଣ ଦୁଇ ନିୟୁତ ବ୍ୟାରେଲ୍ ହେବ ବୋଲି ଆକଳନ କରାଯାଉଛି |
|
ଦଶହରା ଆଜି ଜଗତଜନନୀ ମହାମାୟା ମା ଦୁର୍ଗାଙ୍କର ଦଶମୀ ପୂଜା ରାଜ୍ୟର ବିଭିନ୍ନ ପୂଜା ମଣ୍ଡପରେ ଯଥାରିତି ଆରମ୍ଭ ହୋଇଛି |
|
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ନୂଆବର୍ଷରେ ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି |
|
ବିଶ୍ସ୍ତରରେ ଭାରତୀୟ ଅର୍ଥନୀତି ଉପରେ ଭରସା ଥିବା ଏହା ସୂଚାଉଛି |