output
stringlengths
1
10.9k
input
stringclasses
1 value
instruction
stringlengths
34
702
category
stringlengths
3
20
ଯାହା ହେଉ ଶାଉଲ ଓ ତାଙ୍କର ଲୋକମାନେ ସବୁଠକ୍ସ୍ଟ ଭଲ ମଷେ, ବଳଦ ଓ ହୃଷ୍ଟପୃଷ୍ଟ ମଷେ ଶାବକଗୁଡିକୁ ଓ ସମସ୍ତ ରଖିବା ପାଇଁ ଉପ ଯୋଗୀ ସାମଗ୍ରି ସମାନେେ ରଖିଲେ। ସମାନେେ ସହେି ଦ୍ରବ୍ଯଗକ୍ସ୍ଟଡିକ ନଷ୍ଟ କରିବା ପାଇଁ ଚାହିଁଲେ ନାହିଁ। ସମାନେେ କବଳେ ରଖିବା ଉପଯୋଗୀ ନ ହବୋ ଜିନିଷକକ୍ସ୍ଟ ନଷ୍ଟ କଲେ।
translate sentence into Odia : But Saul and the people spared Agag, and the best of the sheep, and of the oxen, and of the fatlings, and the lambs, and all that was good, and would not utterly destroy them: but every thing that was vile and refuse, that they destroyed utterly.
1samuel
ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, "ତୁମ୍ଭେ କେତକୋଳ ଶାଉଲଙ୍କ ପାଇଁ ଶୋକ କରିବ? ମୁ ତାଙ୍କୁ ଇଶ୍ରାୟେଲର ରାଜା ରୂପେ ପ୍ରତ୍ଯାଖ୍ଯାନ କରିଛି। ତୁମ୍ଭେ ଆପଣା ଶିଙ୍ଗ ତୈଳ ରେ ପୂର୍ଣ୍ଣ କରିଗ୍ଭଲ, ମୁ ତୁମ୍ଭକୁ ବୈଥ୍ଲହମରେ ୟିଶୀ ନାମକ ବ୍ଯକ୍ତି ନିକଟକକ୍ସ୍ଟ ପଠାଇବି। କାରଣ ତାହାର ପକ୍ସ୍ଟତ୍ରମାନ୍ଙ୍କ ମଧ୍ଯରକ୍ସ୍ଟ ମୁ ଆପଣା ପାଇଁ ଏକ ରାଜା ଦେଖିଅଛକ୍ସ୍ଟ।"
translate sentence into Odia : And the LORD said unto Samuel, How long wilt thou mourn for Saul, seeing I have rejected him from reigning over Israel? fill thine horn with oil, and go, I will send thee to Jesse the Bethlehemite: for I have provided me a king among his sons.
1samuel
ସେ ସମାନଙ୍କେ ସଙ୍ଗେ କଥାବାର୍ତ୍ତା କରୁଥିବା ସମୟରେ ଗାଥନିବାସୀ ପଲେଷ୍ଟୀୟ ଗଲିଯାତ ନାମକ ମଲ୍ଲ ଯୋଦ୍ଧା ପଲେଷ୍ଟୀୟ ସୈନ୍ଯବାହୀନି ମଧ୍ଯରକ୍ସ୍ଟ ଉଠି ଆସି ପୂର୍ବପରି ପାଟିକଲା। ଦାଉଦ ତାହା ଶୁଣିଲେ।
translate sentence into Odia : And as he talked with them, behold, there came up the champion, the Philistine of Gath, Goliath by name, out of the armies of the Philistines, and spake according to the same words: and David heard them.
1samuel
ଶାଉଲ ଯୋନାଥନ ଉପରେ ଭୟଙ୍କର ରାଗିଲେ। ସେ ଯୋନାଥନଙ୍କକ୍ସ୍ଟ କହିଲେ, "ତକ୍ସ୍ଟ ହେଉଛକ୍ସ୍ଟ ଜଣେ ଦାସୀ ସ୍ତ୍ରୀ ଲୋକର ପକ୍ସ୍ଟତ୍ର। ୟିଏକି ମାନିବା ପାଇଁ ମନାକରେ। ତକ୍ସ୍ଟବି ଠିକ୍ ତା'ପରି, ମୁ ଜାଣେ ତକ୍ସ୍ଟ ଦାଉଦର ପକ୍ଷ ନଇେଛକ୍ସ୍ଟ। ତକ୍ସ୍ଟ ନିଜ ପାଇଁ ଓ ତୋର ମାଆ ପାଇଁ ଅପମାନ ଆଣକ୍ସ୍ଟଛକ୍ସ୍ଟ।
translate sentence into Odia : Then Saul's anger was kindled against Jonathan, and he said unto him, Thou son of the perverse rebellious woman, do not I know that thou hast chosen the son of Jesse to thine own confusion, and unto the confusion of thy mother's nakedness?
1samuel
କ'ଣ ଗ୍ଭଲିଥିଲା ବାଳକଟି ଏ ବିଷଯ ରେ କିଛି ଜାଣି ନଥିଲା। କବଳେ ଯୋନାଥନ ଓ ଦାଉଦ ଏକଥା ଜାଣିଥିଲେ।
translate sentence into Odia : But the lad knew not any thing: only Jonathan and David knew the matter.
1samuel
ଦାଉଦ ଯାଜକଙ୍କକ୍ସ୍ଟ ଉତ୍ତର ଦେଲେ, "ଆମ୍ଭମାନଙ୍କର କୌଣସି ସ୍ତ୍ରୀଲୋକମାନଙ୍କ ସହିତ ୟୌନ ସଐର୍କ ନାହିଁ। ମାରେ ଲୋକମାନେ ସର୍ବଦା ଶରୀରକକ୍ସ୍ଟ ପବିତ୍ର ରଖିଥାନ୍ତି। ଯେତବେେଳେ ଆମ୍ଭେ ୟକ୍ସ୍ଟଦ୍ଧକକ୍ସ୍ଟ ଯାଉ ଏପରିକି କବଳେ ସାଧାରଣ ଅଭିୟାନ ହେଲବେି ଏବଂ ଆଜି ତ ଏକ ସ୍ବତନ୍ତ୍ର ଦିନ ଅଟେ, କାରଣ ଆମର ଅଭିୟାନ ଆଜି ବହକ୍ସ୍ଟତ ସ୍ବତନ୍ତ୍ର।"
translate sentence into Odia : So the priest gave him hallowed bread: for there was no bread there but the shewbread, that was taken from before the LORD, to put hot bread in the day when it was taken away.
1samuel
ଏଠା ରେ ପବିତ୍ର ରୋଟୀ ଛଡା ଆଉ କୌଣସି ରୋଟୀ ନାହିଁ। ତେଣୁ ଯାଜକ ଦାଉଦକକ୍ସ୍ଟ ଏହି ପବିତ୍ର ରୋଟୀ ଦେଲେ। ଏହା ପବିତ୍ର ରୋଟୀସବୁକକ୍ସ୍ଟ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଟବେକ୍ସ୍ଟଲ ଉପରେ ରଖିଥିଲେ। ପ୍ରେତ୍ୟକକ ଦିନ ସେ ଏହି ରୋଟୀ ସଠାେରକ୍ସ୍ଟ କାଢି ନଇେ ତଟକା ରୋଟୀ ସହେିଠା ରେ ରଖନ୍ତି।
translate sentence into Odia : Now a certain man of the servants of Saul was there that day, detained before the LORD; and his name was Doeg, an Edomite, the chiefest of the herdmen that belonged to Saul.
1samuel
ଏହା ପ୍ରଥମ ଦିନ ନଥିଲା, ମୁ ଦାଉଦ୍ ନିମନ୍ତେ ପ୍ରାର୍ଥନା କଲି, ମାେତେ କିମ୍ବା ମାରେ ପରିବାରକକ୍ସ୍ଟ କାହାକକ୍ସ୍ଟ ଦୋଷାରୋପ କର ନାହିଁ। ଆମ୍ଭେ ତୁମ୍ଭର ଦାସଗଣ। କ'ଣ ହେଉଛି ଏହା ମୁ କିଛି ଜାଣେ ନାହିଁ।"
translate sentence into Odia : Did I then begin to enquire of God for him? be it far from me: let not the king impute any thing unto his servant, nor to all the house of my father: for thy servant knew nothing of all this, less or more.
1samuel
ହେ ମାରେ ପ୍ରଭକ୍ସ୍ଟ, ସଦାପ୍ରଭୁ ତ ଆପଣଙ୍କକ୍ସ୍ଟ ନିରୀହ ଲୋକମାନଙ୍କର ରକ୍ତପାତ ବାରଣ କଲେ। ତେଣୁ ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ ଓ ତୁମ୍ଭେ ଜୀବିତ ଥିବା ୟାଏଁ ତୁମ୍ଭର ଶତୃମାନେ ଯେଉଁମାନେ ତୁମ୍ଭର କ୍ଷତି କରିବାପାଇଁ ଗ୍ଭହାନ୍ତି, ସମାନେେ ନାବଲ୍ ପରି ହକ୍ସ୍ଟଅନ୍ତକ୍ସ୍ଟ।
translate sentence into Odia : Now therefore, my lord, as the LORD liveth, and as thy soul liveth, seeing the LORD hath withholden thee from coming to shed blood, and from avenging thyself with thine own hand, now let thine enemies, and they that seek evil to my lord, be as Nabal.
1samuel
କିନ୍ତୁ ମୁ ପ୍ରାର୍ଥନା କରୁଛି, ସଦାପ୍ରଭୁ ମାେତେ ତାଙ୍କଦ୍ବାରା ବଛା ୟାଇଥିବା ରାଜାଙ୍କକ୍ସ୍ଟ ଆଘାତ କରିବାକୁ ନଦିଅନ୍ତକ୍ସ୍ଟ। କିନ୍ତୁ ତୁମ୍ଭେ ତାଙ୍କ ମସ୍ତକ ପାଖରକ୍ସ୍ଟ ବର୍ଚ୍ଛା ଓ ଜଳପାତ୍ର ନଇେଆସ, ତା'ପରେ ଆମ୍ଭମାନେେ ୟିବା।"
translate sentence into Odia : The LORD forbid that I should stretch forth mine hand against the LORD's anointed: but, I pray thee, take thou now the spear that is at his bolster, and the cruse of water, and let us go.
1samuel
ଶାଉଲ ଦାଉଦଙ୍କ ସ୍ବର ଜାଣିଥିଲେ। ଶାଉଲ କହିଲେ, "ଏହା କ'ଣ ତକ୍ସ୍ଟମ୍ଭ ସ୍ବର ହେ ମାହେର ପକ୍ସ୍ଟତ୍ର ଦାଉଦ?"
translate sentence into Odia : And Saul knew David's voice, and said, Is this thy voice, my son David? And David said, It is my voice, my lord, O king.
1samuel
ତା'ପରେ ଶାଉଲ ଦାଉଦଙ୍କକ୍ସ୍ଟ କହିଲେ, "ସଦାପ୍ରଭୁ ତୁମ୍ଭର ଆଶୀର୍ବାଦ କରନ୍ତକ୍ସ୍ଟ ହେ ମାରେ ପକ୍ସ୍ଟତ୍ର, ଦାଉଦ, ତୁମ୍ଭେ ମହାନ କାର୍ୟ୍ଯ କରିବ ଓ ତୁମ୍ଭେ ମଧ୍ଯ ସେଥି ରେ ସଫଳ ହବେ।"
translate sentence into Odia : Then Saul said to David, Blessed be thou, my son David: thou shalt both do great things, and also shalt still prevail. So David went on his way, and Saul returned to his place.
1samuel
ଦାଉଦ ଅଖୀଶଙ୍କକ୍ସ୍ଟ କହିଲେ, "ତା ହେଲ ଆପଣଙ୍କ ଦାସ କ'ଣ କରିବ ଆପଣ ଜାଣିବେ।"
translate sentence into Odia : And David said to Achish, Surely thou shalt know what thy servant can do. And Achish said to David, Therefore will I make thee keeper of mine head for ever.
1samuel
ସ୍ତ୍ରୀ ଲୋକଟି କହିଲା, "ମୁ କାହାକକ୍ସ୍ଟ ତକ୍ସ୍ଟମ୍ଭ ନିକଟକକ୍ସ୍ଟ ଉଠାଇ ଆଣିବି।" ସେ କହିଲେ, "ମାେ ପାଖକକ୍ସ୍ଟ ଶାମୁୟେଲଙ୍କୁ ଉଠାଇ ଆଣ।"
translate sentence into Odia : Then said the woman, Whom shall I bring up unto thee? And he said, Bring me up Samuel.
1samuel
କିନ୍ତୁ ପଲେଷ୍ଟୀୟ ଶାସକଗଣ ଅଖୀଶ ଉପରେ ରାଗିଲେ। ସମାନେେ କହିଲେ, "ଦାଉଦକକ୍ସ୍ଟ ଫରୋଇ ଦିଅ। ତୁମ୍ଭେ ତା ପାଇଁ ଯେଉଁ ସ୍ଥାନ ନିରକ୍ସ୍ଟପଣ କରିଅଛ, ସେ ନିଜର ସହେି ସ୍ଥାନକକ୍ସ୍ଟ ଫରେି ଯାଉ। ସେ ଆମ୍ଭ ସହିତ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇପାରିବ ନାହିଁ। ସେ ଯଦି ଆମ୍ଭ ସହିତ ରହେ, ତବେେ ସେ ଆମ୍ଭ ନିଜ ଛାଉଣୀ ମଧିଅରେ ଜଣେ ଶତୃ ହାଇେ ରହିବ। ସେ ତା'ର ରାଜା ଶାଉଲଙ୍କକ୍ସ୍ଟ ସନ୍ତକ୍ସ୍ଟଷ୍ଟ କରିବା ପାଇଁ ଆମ୍ଭ ନିଜର ଲୋକଙ୍କକ୍ସ୍ଟ ମାରିବ।
translate sentence into Odia : And the princes of the Philistines were wroth with him; and the princes of the Philistines said unto him, Make this fellow return, that he may go again to his place which thou hast appointed him, and let him not go down with us to battle, lest in the battle he be an adversary to us: for wherewith should he reconcile himself unto his master? should it not be with the heads of these men?
1samuel
ଆସନ୍ତା କାଲି ସକାଳେ ତୁମ୍ଭେ ଓ ତୁମ୍ଭର ଲୋକମାନେ ମୁ ଦଇେଥିବା ଜାଗାକକ୍ସ୍ଟ ଫରେିୟିବା ଉଚିତ୍। ଦୟାକରି ଅଧିପତିମାନେ କହିଥିବା କଥାପ୍ରତି ଦୃଷ୍ଟି ଦବେ ନାହିଁ। ତୁମ୍ଭେ ଜଣେ ଭଲ ଲୋକ, ତେଣୁ ତୁମ୍ଭେ ସୂର୍ େଯ୍ଯାଦଯ ମାତ୍ ରେ ଫରେିୟିବା ଭଲ।"
translate sentence into Odia : Wherefore now rise up early in the morning with thy master's servants that are come with thee: and as soon as ye be up early in the morning, and have light, depart.
1samuel
ଦାଉଦ ୟାବେଶ୍ ଗିଲିଯଦର ଲୋକମାନଙ୍କ ନିକଟକକ୍ସ୍ଟ ଦୂତଗଣ ପଠାଇଲେ ଓ କହିଲେ, "ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତକ୍ସ୍ଟ। କାରଣ ତୁମ୍ଭମାନେେ ନିଜର ପ୍ରଭକ୍ସ୍ଟ ଶାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦଇେଅଛି।
translate sentence into Odia : And David sent messengers unto the men of Jabeshgilead, and said unto them, Blessed be ye of the LORD, that ye have shewed this kindness unto your lord, even unto Saul, and have buried him.
2samuel
ଦାଉଦ ପବିତ୍ର ସିନ୍ଦକ୍ସ୍ଟକ ରଖିବା ପାଇଁ ଏକ ତମ୍ବୁ ତିଆରି କଲେ ଓ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକକକ୍ସ୍ଟ ନଇେ ସହେି ତମ୍ବୁ ମଧିଅରେ ରଖିଲେ। ତା'ପରେ ଦାଉଦ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ହାମବେଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କଲେ।
translate sentence into Odia : And they brought in the ark of the LORD, and set it in his place, in the midst of the tabernacle that David had pitched for it: and David offered burnt offerings and peace offerings before the LORD.
2samuel
କିନ୍ତୁ ସହେି ରାତ୍ରି ରେ ସଦାପ୍ରଭୁଙ୍କର ବାର୍ତ୍ତା ନାଥନଙ୍କ ନିକଟକକ୍ସ୍ଟ ଆସିଲା: ଏହା ଥିଲା,
translate sentence into Odia : And it came to pass that night, that the word of the LORD came unto Nathan, saying,
2samuel
ଦାଉଦ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ଇଦୋମ ରେ ମୃତଯନ କଲେ। ସେ ଇଦୋମ ସାରା ବହକ୍ସ୍ଟତ ଦକ୍ସ୍ଟର୍ଗ ରକ୍ଷକ ସନୋଙ୍କକ୍ସ୍ଟ ମୃତଯନ କଲେ। ସମସ୍ତ ଇଦୋମୀଯଗଣ ଦାଉଦଙ୍କର ଦାସ ହେଲ। ଦାଉଦ ଯେଉଁଠିକି ଗଲେ ସଦାପ୍ରଭୁ ତାଙ୍କୁ ବିଜଯୀ କଲେ।
translate sentence into Odia : And he put garrisons in Edom; throughout all Edom put he garrisons, and all they of Edom became David's servants. And the LORD preserved David whithersoever he went.
2samuel
ସହେିଦିନ ଅେମ୍ମାନୀୟମାନେ ବାହାରି ଆସିଲେ ଏବଂ ନଗରର ଫାଟକ ନିକଟରେ ୟକ୍ସ୍ଟଦ୍ଧ ପାଇଁ ପ୍ରସ୍ତକ୍ସ୍ଟତ ହାଇେ ରହିଲେ। ସୋବା ଓ ରହୋବର ଅରାମୀଯ ଲୋକମାନେ, ଟୋବର ସୈନ୍ଯମାନେ ଏବଂ ମାଖା ନଗର ବାହାର କ୍ଷେତ୍ର ରେ ଏକତ୍ରୀତ ହେଲ।
translate sentence into Odia : And the children of Ammon came out, and put the battle in array at the entering in of the gate: and the Syrians of Zoba, and of Rehob, and Ishtob, and Maacah, were by themselves in the field.
2samuel
ହଦଦଷେର ପୁରୁଷ ଲୋକ ପଠାଇ ଫରାତ୍ ନଦୀ ଆରପାରି ରେ ଅରାମୀଯମାନଙ୍କୁ ଅଣାଇଲେ। ତେଣୁ ସମାନେେ ହେଲମକକ୍ସ୍ଟ ଆସିଲେ। ହଦଦଷେର ସନୋପତି ଶୋବକ ସମାନଙ୍କେର ନେତା ଥିଲା।
translate sentence into Odia : And Hadarezer sent, and brought out the Syrians that were beyond the river: and they came to Helam; and Shobach the captain of the host of Hadarezer went before them.
2samuel
ପକ୍ସ୍ଟଣି ଅବଶା ଲୋମ ରାଜାଙ୍କ ନିକଟକକ୍ସ୍ଟ ଆସିଲା ଓ କହିଲା, " ଦେଖନ୍ତକ୍ସ୍ଟ ମାରେ ମଷଗେକ୍ସ୍ଟଡିକର ଲୋମ ଛଦନେ ହାଇେଛି, ଏଣୁ ମହାରାଜ ଓ ରାଜାଙ୍କ ଦାସମାନେ ଆପଣଙ୍କ ଏହି ଦାସ ସଙ୍ଗ ରେ ଆସନ୍ତକ୍ସ୍ଟ।"
translate sentence into Odia : And Absalom came to the king, and said, Behold now, thy servant hath sheepshearers; let the king, I beseech thee, and his servants go with thy servant.
2samuel
ରାଜା ଯାଜକ ସାଦୋକକକ୍ସ୍ଟ କହିଲେ, "ତୁମ୍ଭେ ଜଣେ ସିଦ୍ଧ ପୁରୁଷ। ତୁମ୍ଭେ ଓ ତକ୍ସ୍ଟମ୍ଭ ସହିତ ତୁମ୍ଭର ପକ୍ସ୍ଟତ୍ର ଅହୀମାସ୍ ଓ ଅବିଯାଥରର ପକ୍ସ୍ଟତ୍ର ଯୋନାଥନ ନିରାପଦ ରେ ନଗରକକ୍ସ୍ଟ ଫରେିୟାଅ।
translate sentence into Odia : The king said also unto Zadok the priest, Art not thou a seer? return into the city in peace, and your two sons with you, Ahimaaz thy son, and Jonathan the son of Abiathar.
2samuel
ସରକ୍ସ୍ଟଯାର ପକ୍ସ୍ଟତ୍ର ଅବିଶଯ ରାଜାଙ୍କକ୍ସ୍ଟ କହିଲା, "ଏ ମଲା କକ୍ସ୍ଟକକ୍ସ୍ଟରଟା କାହିଁକି ମାେ ପ୍ରଭକ୍ସ୍ଟ ମହାରାଜାଙ୍କକ୍ସ୍ଟ ଅଭିଶାପ ଦବେ? ଅନକ୍ସ୍ଟମତି ଦିଅନ୍ତକ୍ସ୍ଟ ମୁ ପାର ହାଇେ ତା'ର ମକ୍ସ୍ଟଣ୍ତ କାଟି ଆଣିବି।"
translate sentence into Odia : Then said Abishai the son of Zeruiah unto the king, Why should this dead dog curse my lord the king? let me go over, I pray thee, and take off his head.
2samuel
ଯୋୟାବ ତୂରୀ ବଜାଇ ଇଶ୍ରାୟେଲୀୟମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ।
translate sentence into Odia : And Joab blew the trumpet, and the people returned from pursuing after Israel: for Joab held back the people.
2samuel
ଶାଉଲଙ୍କର ପୌତ୍ର ମଫୀବୋଶତ୍ ରାଜାଙ୍କକ୍ସ୍ଟ ଭଲଟିବା ପାଇଁ ଆସିଲା। ରାଜା ୟିରକ୍ସ୍ଟଶାଲମ ଛାଡିବା ଦିନଠାରକ୍ସ୍ଟ ମଫୀବୋଶତ୍ ତା'ର ଦାଢି କାଟି ନ ଥିଲା। ନିଜର ପାଦସଧାଇ ନଥିଲା, ତା'ର ବସ୍ତ୍ର ମଧ୍ଯ ସଫା କରି ନ ଥିଲା।
translate sentence into Odia : And Mephibosheth the son of Saul came down to meet the king, and had neither dressed his feet, nor trimmed his beard, nor washed his clothes, from the day the king departed until the day he came again in peace.
2samuel
ସଯଲତଲବଲଳ ମଫୀବୋଶତ୍ ରାଜାଙ୍କକ୍ସ୍ଟ ୟିରକ୍ସ୍ଟଶାଲମସରସଦଖା କଲା, "ରାଜା ପଚାରିଲଲ ତୁମ୍ଲଭ କାହିଁକିସମା ସହିତ ଗଲ ନାହିଁ?"
translate sentence into Odia : And it came to pass, when he was come to Jerusalem to meet the king, that the king said unto him, Wherefore wentest not thou with me, Mephibosheth?
2samuel
ଅମାସାକକ୍ସ୍ଟ ରାଜ ପଥରକ୍ସ୍ଟ ନଇେ ଗଲାପରେ ସମସ୍ତ ଲୋକ ବିଖ୍ରିର ପକ୍ସ୍ଟତ୍ର ଶବେଃର ପେଛ ଗୋଡ଼ାଇବା ପାଇଁ ଯୋୟାବର ଅନକ୍ସ୍ଟଗାମୀ ହେଲେ।
translate sentence into Odia : When he was removed out of the highway, all the people went on after Joab, to pursue after Sheba the son of Bichri.
2samuel
ପରମେଶ୍ବର ମାରେ ପରିବାରକକ୍ସ୍ଟ ଶକ୍ତିଶାଳୀ ଓ ସକ୍ସ୍ଟରକ୍ଷିତ କରି ଅଛନ୍ତି ଏବଂ ଚିରଦିନ ପାଇଁ ମାେ ସହିତ ଏକ ନିଯମ କରଛନ୍ତି। ଏହି ନିଯମଟି ସଦାପ୍ରଭୁଙ୍କ ଦ୍ବାରା ସକ୍ସ୍ଟରକ୍ଷିତ। ସେ ମାେତେ ପ୍ରେତ୍ୟକକ ଥର ବିଜଯ ଦବେେ ଓ ମୁ ଯାହା ଆଶା କରୁଛି ଦବେେ।
translate sentence into Odia : Although my house be not so with God; yet he hath made with me an everlasting covenant, ordered in all things, and sure: for this is all my salvation, and all my desire, although he make it not to grow.
2samuel
ତେଣୁ ଦାଉଦ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ଗାଦର ବାକ୍ଯନକ୍ସ୍ଟସା ରେ ଉଠି ଗଲେ।
translate sentence into Odia : And David, according to the saying of Gad, went up as the LORD commanded.
2samuel
ମାତ୍ର ସାଦୋକ ଯାଜକ, ଯିହାୟୋଦାରଦାର ପୁତ୍ର ବନାଯ, ନାଥନ ଭବିଷ୍ଯଦ୍ବକ୍ତା, ଶିମିଯି, ରଯେି ଓ ଦାଉଦଙ୍କର ସ୍ବତନ୍ତ୍ର ପ୍ରହପୀଗଣ ଅଦୋନିଯଙ୍କୁ ସମର୍ଥନ କରି ନ ଥିଲେ। ସମାନେେ ଦାଉଦଙ୍କର ବିଶ୍ବସ୍ତ ଥିଲେ।
translate sentence into Odia : But Zadok the priest, and Benaiah the son of Jehoiada, and Nathan the prophet, and Shimei, and Rei, and the mighty men which belonged to David, were not with Adonijah.
1kings
ଦିନେ ରାତ୍ରି ରେ ଏହି ସ୍ତ୍ରୀଲୋକ ତା'ର ପିଲା ଉପରେ ଲଦି ହାଇେ ଶାଇେ ପଡିବାରୁ ତା'ର ପିଲାଟି ମରିଗଲା।
translate sentence into Odia : And this woman's child died in the night; because she overlaid it.
1kings
ସମୁଦାଯ ଦୋର ଉପପର୍ବତ ବିନ୍-ଅବୀନାଦବ୍ର ଅଧିନ ଥିଲା। ସେ ଶଲୋମନଙ୍କର କ୍ଯା ଟାଫତକୁ ବିବାହ କରିଥିଲା।
translate sentence into Odia : The son of Abinadab, in all the region of Dor; which had Taphath the daughter of Solomon to wife:
1kings
ମହାପବିତ୍ର ସ୍ଥାନର ସମ୍ମୁଖସ୍ଥ କଠାେରୀ ମନ୍ଦିରର ମୁଖ୍ଯ ଅଂଶ ଥିଲା ଓ ଏହା ଗ୍ଭଳିଶ ହାତ ଲମ୍ବ ଥିଲା।
translate sentence into Odia : And the house, that is, the temple before it, was forty cubits long.
1kings
ସସହି ପ୍ରସ୍ତରର ଅଗ୍ରଭାଗସର ବହୁମୂଲ୍ଯସଖାଦିତ ପ୍ରସ୍ତର ଓ ଏରସ କାଠର କଡି ଥିଲା।
translate sentence into Odia : And above were costly stones, after the measures of hewed stones, and cedars.
1kings
ଯେତବେେଳେ ଏହା ଭିତରୁ କୌଣସି ଘଟଣା ଘଟେ ଏବଂ ଇଶ୍ରାୟେଲୀୟ ତୁମ୍ଭର ଯେ କୌଣସି ଲୋକ ତା'ର ନିଜର ପାପ ପାଇଁ ଦୁଃଖ କରେ ଏବଂ ସମାନଙ୍କେର ହାତ ଏହି ମନ୍ଦିର ଆଡକୁ ବଢଇେ ତୁମ୍ଭକୁ ପାର୍ଥନା କରନ୍ତି।
translate sentence into Odia : What prayer and supplication soever be made by any man, or by all thy people Israel, which shall know every man the plague of his own heart, and spread forth his hands toward this house:
1kings
ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦଇେ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସବୋ କରିବ। ଯଦି ତୁମ୍ଭେ ସହେି ପରି କର ଏବଂ ଆମ୍ଭର ନିଯମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ।
translate sentence into Odia : And if thou wilt walk before me, as David thy father walked, in integrity of heart, and in uprightness, to do according to all that I have commanded thee, and wilt keep my statutes and my judgments:
1kings
ରାଜା ଶ ଲୋମନ ଶସ୍ଯ ଓ ଜିନିଷ ଗଚ୍ଛିତ ରଖିବା ପାଇଁ ଭଣ୍ତାର ନଗର, ରଥପାଇଁ ନଗର ଓ ଅଶ୍ବାରୋହୀମାନଙ୍କର ସୁରକ୍ଷା ନିମନ୍ତେ ନଗର ନିର୍ମାଣ କଲେ। ୟିରୁଶାଲମ ରେ, ଲିବାନୋନ ରେ ଓ ତାଙ୍କ ଶାସନାଧିନ ଦେଶ ବ୍ଯତୀତ ସେ ଯାହା ଇଚ୍ଛା କଲେ, ତାହା ନିର୍ମାଣ କଲେ।
translate sentence into Odia : And all the cities of store that Solomon had, and cities for his chariots, and cities for his horsemen, and that which Solomon desired to build in Jerusalem, and in Lebanon, and in all the land of his dominion.
1kings
ଶିବାର ରାଣୀ ଜାଣିଲେ ଶଲୋମନ ଅତି ଜ୍ଞାନୀ ଓ ସେ ମଧ୍ଯ ତାଙ୍କର ନୂତନ ପ୍ରାସାଦ ଦେଖିଲେ।
translate sentence into Odia : And when the queen of Sheba had seen all Solomon's wisdom, and the house that he had built,
1kings
ଇଶ୍ରାୟେଲର ସମସ୍ତ ଲୋକ ଜାଣିବାକୁ ପାଇଲେ ଯେ ୟାରବିଯାମ ଫରେି ଆସିଛନ୍ତି। ସମାନେେ ଲୋକ ପଠାଇ ତାଙ୍କୁ ଡକାଇଲେ ଓ ସମୁଦାଯ ଇଶ୍ରାୟେଲ ଉପରେ ତାହାଙ୍କୁ ରାଜା କଲେ। କବଳେ ଯିହୁଦା ପରିବାରବର୍ଗ ଗୋଟିଏ ପରିବାର ଦାଉଦ ପରିବାରର ଅନୁଗାମୀ ହେଲ।
translate sentence into Odia : And it came to pass, when all Israel heard that Jeroboam was come again, that they sent and called him unto the congregation, and made him king over all Israel: there was none that followed the house of David, but the tribe of Judah only.
1kings
ଯଦି ଲୋକମାନେ ୟିରୁଶାଲମକୁ ସଦାପ୍ରଭୁଙ୍କ ମନ୍ଦିର ରେ ସଦାପ୍ରଭୁଙ୍କ ସମ୍ମାନାର୍ଥେ ବଳିଦାନ କରିବାକୁ ୟାଆନ୍ତି, ତବେେ ସମାନେେ ପୁନର୍ବାର ଦାଉଦ ପରିବାର ଦ୍ବାରା ଶାସିତ ହବୋକୁ ଗ୍ଭହାନ୍ତି। ସମାନେେ ଯିହୁଦାର ରାଜା ରିହବିଯାମଙ୍କ ଅନୁଗାମୀ ହବେେ ଓ ମାେତେ ବଧ କରିବେ।
translate sentence into Odia : If this people go up to do sacrifice in the house of the LORD at Jerusalem, then shall the heart of this people turn again unto their lord, even unto Rehoboam king of Judah, and they shall kill me, and go again to Rehoboam king of Judah.
1kings
କାରଣ ଅନ୍ନ ଜଳ ସ୍ପର୍ଶ ନ କରିବାକୁ ସଦାପ୍ରଭୁ ମାେତେ ନିର୍ଦ୍ଦେଶ ଦଇେଛନ୍ତି। ଆଉ ମଧ୍ଯ ସଦାପ୍ରଭୁଙ୍କର ଆଦେଶ ଅଛି, ତୁମ୍ଭେ ଯେଉଁ ପଥରେ ଆସିଛ, ସହେି ପଥରେ ଫରେିବ ନାହିଁ।"
translate sentence into Odia : For so was it charged me by the word of the LORD, saying, Eat no bread, nor drink water, nor turn again by the same way that thou camest.
1kings
ସେ ସମୟରେ ବୈଥଲେ ରେ ଜଣେ ପ୍ରାଚୀନ ଭବିଷ୍ଯଦବକ୍ତା ବାସ କରୁଥିଲେ। ତାଙ୍କର ପୁତ୍ରମାନେ ଆସି ବୈଥଲେ ରେ ପରମେଶ୍ବରଙ୍କ ଲୋକ ଯାହା ଯାହା କରିଥିଲେ ତାହାସବୁ ତାଙ୍କୁ ଜଣାଇଲେ। ସମାନେେ ପରମେଶ୍ବରଙ୍କ ଲୋକ ୟାରବିଯାମ ରାଜାଙ୍କୁ ଯାହା କହିଥିଲେ ତାହା ମଧ୍ଯ ଆପଣା ପିତାଙ୍କୁ ଜଣାଇଲେ।
translate sentence into Odia : Now there dwelt an old prophet in Bethel; and his sons came and told him all the works that the man of God had done that day in Bethel: the words which he had spoken unto the king, them they told also to their father.
1kings
କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।
translate sentence into Odia : But hast done evil above all that were before thee: for thou hast gone and made thee other gods, and molten images, to provoke me to anger, and hast cast me behind thy back:
1kings
ତହୁଁ ଏଲିଯ ତାକୁ କହିଲେ, "ତୁମ୍ଭ ପୁତ୍ରକୁ ମାେତେ ଦିଅ।" ଏଲିଯ ତା'ର କୋଳରୁ ପୁଅକୁ ନେଲେ ଓ ଆପଣା ରହିବା କଠାେରୀକୁ ନଇୟୋଇ ଆପଣା ଶୟ୍ଯା ରେ ତାକୁ ଶୁଆଇ ଦେଲେ।
translate sentence into Odia : And he said unto her, Give me thy son. And he took him out of her bosom, and carried him up into a loft, where he abode, and laid him upon his own bed.
1kings
ଦୁଇଟି ବୃଷଭ ଆଣ। ବାଲ ଭବିଷ୍ଯଦ୍ବକ୍ତା ସେଥି ମଧ୍ଯରୁ ଗୋଟିଏ ନେଉ ଏବଂ ତାକୁ ବଧ କରି ତାକୁ ଖଣ୍ତ ଖଣ୍ତ କରି କାଠ ଉପରେ ରଖୁ। ସମାନେେ ସେଥି ରେ ଅଗ୍ନି ସଂୟୋଗ କରିବା ଉଚିତ୍ ନୁହେଁ। ମାେତେ ମଧ୍ଯ ଗୋଟିଏ ବୃଷଭ ଦିଆଯାଉ। ଠିକ୍ ସହେିପରି ଖଣ୍ତ ଖଣ୍ତ ପ୍ରସ୍ତୁତ କରି କାଠ ଉପରେ ରଖିବି। ଏବଂ ମୁଁ ତାକୁ ଅଗ୍ନି ଲଗାଇବି।
translate sentence into Odia : Let them therefore give us two bullocks; and let them choose one bullock for themselves, and cut it in pieces, and lay it on wood, and put no fire under: and I will dress the other bullock, and lay it on wood, and put no fire under:
1kings
ମୁଁ ଏଣେ ତଣେେ କାର୍ୟ୍ଯରତ ଥିଲା ବେଳେ ସେ ଖସିଗଲା।"
translate sentence into Odia : And as thy servant was busy here and there, he was gone. And the king of Israel said unto him, So shall thy judgment be; thyself hast decided it.
1kings
ୟୁଦ୍ଧ ରେ ସହେି ରଥାଧ୍ଯକ୍ଷମାନେ ୟିହୋଶାଫଟଙ୍କୁ ଇଶ୍ରାୟେଲର ରାଜା ଭାବି ଯେତବେେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ।
translate sentence into Odia : And it came to pass, when the captains of the chariots saw Jehoshaphat, that they said, Surely it is the king of Israel. And they turned aside to fight against him: and Jehoshaphat cried out.
1kings
ଯିହାଶାଫେଟ୍ ଅତି ସାହସୀ ଥିଲେ ଓ ସେ ବହୁ ୟୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ୟ୍ଯ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହାଇେଛି।
translate sentence into Odia : Now the rest of the acts of Jehoshaphat, and his might that he shewed, and how he warred, are they not written in the book of the chronicles of the kings of Judah?
1kings
ଏକଦା ଅହସିଯ ତାଙ୍କର ଶମରିଯାସ୍ଥିତ ଗୃହର ଛାତ ଉପରୁ ଝରକା ଦଇେ ପଡି ଆହତ ହେଲ। ସେ ସଙ୍ଗେ ସଙ୍ଗେ ଦୂତମାନଙ୍କୁ ଆଦେଶ ଦେଲେ, "ୟାଅ, ମୁଁ ଏହି ଆଘାତରୁ ଆରୋଗ୍ଯ ଲାଭ କରିବି କି ନାହିଁ। ଏହା ଇକୋର୍ଣର ଯାଜକ ବାଲ-ସବୂବଙ୍କୁ ଅନୁସନ୍ଧାନ କରି ପଗ୍ଭର।"
translate sentence into Odia : And Ahaziah fell down through a lattice in his upper chamber that was in Samaria, and was sick: and he sent messengers, and said unto them, Go, enquire of Baalzebub the god of Ekron whether I shall recover of this disease.
2kings
ଅଗ୍ନି ସ୍ବର୍ଗରୁ ଆସି ପୂର୍ବ ଦୁଇ ଅଧିପତି ଓ ସମାନଙ୍କେର ପଗ୍ଭଶ ଲୋକଙ୍କୁ ପୋଡି଼ ପକାଇଲା। ମାତ୍ର ବର୍ତ୍ତମାନ ଆପଣ ଦୟାକରି ଆମ୍ଭମାନଙ୍କୁ ବଞ୍ଚାନ୍ତୁ।"
translate sentence into Odia : Behold, there came fire down from heaven, and burnt up the two captains of the former fifties with their fifties: therefore let my life now be precious in thy sight.
2kings
ଇଲୀଶାୟ ଗି ହଜେୀକୁ କହିଲେ, " ତବେେ ତା' ପାଇଁ କ'ଣ କରାୟିବ?"
translate sentence into Odia : And he said, What then is to be done for her? And Gehazi answered, Verily she hath no child, and her husband is old.
2kings
ନାମାନ୍ ନିଜର ପ୍ରଭୁ ଅରାମ୍ର ରାଜାଙ୍କ ନିକଟକୁ ୟାଇ ଇଶ୍ରାୟେଲୀୟ ବାଳିକା ଯାହା କହିଥିଲେ ସବୁ କହିଲେ।
translate sentence into Odia : And one went in, and told his lord, saying, Thus and thus said the maid that is of the land of Israel.
2kings
ତେଣୁ ଏହି କୁଷ୍ଠୀମାନେ ଆସି ନଗରର ଦ୍ବାରୀକୁ ଡାକି କହିଲେ। ସମାନଙ୍କେୁ ଜଣାଇ କହିଲେ, "ଆମ୍ଭମାନେେ ଅରାମୀଯ ଛାଉଣୀକୁ ୟାଇଥିଲୁ ଏବଂ ସଠାେରେ କାହାକୁ ପାଇଲୁ ନାହିଁ। ଆମ୍ଭେ କୌଣସି ବ୍ଯକ୍ତି ବିଷଯ ରେ ଶୁଣିଲୁ ନାହିଁ। କୌଣସି ମଣିଷ ନଥିଲେ, କାହାରି ଶଦ୍ଦ ଶୁଣିଲୁ ନାହିଁ। ଅଶ୍ବ ଗର୍ଦ୍ଦଭ ସଠାେରେ ବନ୍ଧା ହାଇେ ରହିଛନ୍ତି ଓ ତମ୍ବୁଗୁଡିକ ସହେିପରି ଅଛି।"
translate sentence into Odia : So they came and called unto the porter of the city: and they told them, saying, We came to the camp of the Syrians, and, behold, there was no man there, neither voice of man, but horses tied, and asses tied, and the tents as they were.
2kings
ସହେି ସମୟରେ ରାଜା ପରମେଶ୍ବରଙ୍କ ଲୋକଙ୍କର ଦାସ ଗି ହଜେୀ ସହିତ କଥାବାର୍ତ୍ତା କରୁଥିଲେ। ସେ ଗି ହଜେୀକୁ କହିଲେ, "ମୁଁ ବିନଯ କରୁଛି, ଇଲୀଶାୟ ଯେଉଁ ମହାନ୍ କାର୍ୟ୍ଯମାନ କରିଛନ୍ତି ମାେତେ ଜଣାଅ।"
translate sentence into Odia : And the king talked with Gehazi the servant of the man of God, saying, Tell me, I pray thee, all the great things that Elisha hath done.
2kings
ମାତ୍ର ଉଚ୍ଚ ଅଧିକାରୀମାନେ ଉତ୍ତର କଲେ, "ନା! ଆମ୍ଭମାନଙ୍କୁ ସତ୍ଯକଥା କୁହ, ସେ ଲୋକ ତୁମ୍ଭଙ୍କୁ କ'ଣ କହିଲା?" ଯହେୂ ସହେି ଦାସମାନଙ୍କୁ ୟୁବା ଭବିଷ୍ଯଦ୍ବକ୍ତା ଯାହା ଯାହା କହିଥିଲେ ତାହା ସବୁ କହିଲା। ଯହେୁ କହିଲା, "ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତୁମ୍ଭକୁ ଇଶ୍ରାୟେଲ ଉପରେ ନୂଆ ରାଜା ଭାବେ ଅଭିଷିକ୍ତ କଲୁ।"'
translate sentence into Odia : And they said, It is false; tell us now. And he said, Thus and thus spake he to me, saying, Thus saith the LORD, I have anointed thee king over Israel.
2kings
ଏହାପରେ ଯହେୂ ସଠାରୁେ ପ୍ରସ୍ଥାନ କଲା ବେଳେ ତାଙ୍କୁ ସାକ୍ଷାତ କରିବାକୁ ଆସୁଥିବା ରେଖବର ପୁତ୍ର ଯିହାନୋଦବଙ୍କୁ ଭଟେିଲେ। ସେ ଯିହାନୋଦବଙ୍କୁ ସ୍ବାଗତ କରି ପଚାରିଲେ, "ତୁମ୍ଭେ ମାରେ ବିଶ୍ବସ୍ତ ବନ୍ଧୁ କି? ମୁଁ ଯେପରି ତୁମ୍ଭ ପ୍ରତି ସରଳ ଓ ବିଶ୍ବସ୍ତ?"
translate sentence into Odia : And when he was departed thence, he lighted on Jehonadab the son of Rechab coming to meet him: and he saluted him, and said to him, Is thine heart right, as my heart is with thy heart? And Jehonadab answered, It is. If it be, give me thine hand. And he gave him his hand; and he took him up to him into the chariot.
2kings
ଏଥି ରେ ଅଥଲିଯା ପ୍ରହରୀବର୍ଗର ଓ ଲୋକମାନଙ୍କର କୋଳାହଳ ଶୁଣି ସଦାପ୍ରଭୁଙ୍କ ମନ୍ଦିରର ଲୋକମାନଙ୍କ ନିକଟକୁ ଆସିଲା।
translate sentence into Odia : And when Athaliah heard the noise of the guard and of the people, she came to the people into the temple of the LORD.
2kings
ଯିହୁଦା ରେ ଯୋୟାଶ୍ ରାଜାଙ୍କ ସପ୍ତତ୍ରିଂଶ ବର୍ଷ ରାଜତ୍ବ କାଳ ରେ ଯିହାୟୋଦାରଶ୍ଙ୍କ ପୁତ୍ର ଯୋୟାଶ୍ ଶମରିଯା ରେ ଇଶ୍ରାୟେଲ ଉପରେ ରାଜତ୍ବ କରିବାକୁ ୟାଇ ଷୋହଳ ବର୍ଷ ରାଜ୍ଯଶାସନ କଲେ।
translate sentence into Odia : In the thirty and seventh year of Joash king of Judah began Jehoash the son of Jehoahaz to reign over Israel in Samaria, and reigned sixteen years.
2kings
ପୁଣିସସ ଉଚ୍ଚସ୍ଥଳୀସର, ପର୍ବତ ଉପଲର ଓ ପ୍ରଲତ୍ୟକକ ହରିତ୍ବର୍ଣ୍ଣ ବୃକ୍ଷତଲଳ ବଳିଦାନ କଲଲ ଓ ଧୂପ ଜଳାଇଲଲ।
translate sentence into Odia : And he sacrificed and burnt incense in the high places, and on the hills, and under every green tree.
2kings
ଏଥିସର ଅଶୂର ରାଜା ଆହସ୍ଙ୍କୁ ସାହାୟ୍ଯ କରିବାକୁ ରାଜିସହଲଲ ଓସସ ଆକ୍ରମଣ କଲଲ। ଦମ୍ମଲଶକ ଅଧିକାର କଲଲ ଓସସଠିକାରସଲାକମାନଙ୍କୁ ବନ୍ଦୀ କରି କୀର ନଗରକୁସନଇଗଲଲ। ଆଉସସ ରତ୍ସୀନ୍କୁ ବଧ କଲଲ।
translate sentence into Odia : And the king of Assyria hearkened unto him: for the king of Assyria went up against Damascus, and took it, and carried the people of it captive to Kir, and slew Rezin.
2kings
ଜାତିମାନଙ୍କ ଦ୍ବାରା କରିଥିବା କାର୍ୟ୍ଯଗୁଡିକ ସମାନେେ କରିବାକୁ ଆରମ୍ଭ କଲେ। ଏଣୁ ସଦାପ୍ରଭୁ ଦେଶରୁ ପରିତ୍ଯାଗ କରିବାକୁ ବାଧ୍ଯ ହେଲେ, ଯେତବେେଳେ ଇଶ୍ରାୟେଲ ଲୋକମାନେ ଆସିଲେ।
translate sentence into Odia : And walked in the statutes of the heathen, whom the LORD cast out from before the children of Israel, and of the kings of Israel, which they had made.
2kings
ଏଣୁ କେତକେ ଲୋକ ଅଶୁରର ରାଜାକୁ କହିଲେ, "ଆପଣ ଯେଉଁ ଲୋକମାନଙ୍କୁ ନିର୍ବାସିତ କଲେ ଓ ଶମରିଯା ରେ ରଖିଲେ, ସହେି ଦେଶର ଦବେତାମାନଙ୍କର ନିଯମ ଜାଣନ୍ତି ନାହିଁ। ତେଣୁ ସେ ସମାନଙ୍କେୁ ହତ୍ଯା କରିବାକୁ ପଠାଉଛନ୍ତି। କାରଣ ସହେି ଲୋକମାନେ ସହେି ଦେଶ ଦବେତାଙ୍କ ବ୍ଯବସ୍ଥା ଜାଣନ୍ତି ନାହିଁ।"
translate sentence into Odia : Wherefore they spake to the king of Assyria, saying, The nations which thou hast removed, and placed in the cities of Samaria, know not the manner of the God of the land: therefore he hath sent lions among them, and, behold, they slay them, because they know not the manner of the God of the land.
2kings
ଅନନ୍ତର ହିଜକିଯଙ୍କର ରାଜତ୍ବର ଚତୁଃର୍ଦ୍ଦଶ ବର୍ଷ ରେ ଅଶୂରର ରାଜା ସନ୍ ହରେୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।
translate sentence into Odia : Now in the fourteenth year of king Hezekiah did Sennacherib king of Assyria come up against all the fenced cities of Judah, and took them.
2kings
ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣ ରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ୟଜ୍ଞବଦେି ନିର୍ମାଣ କଲେ।
translate sentence into Odia : And he built altars for all the host of heaven in the two courts of the house of the LORD.
2kings
ଏଣୁ ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହିକଥା କହନ୍ତି, ' ଦେଖ ଆମ୍ଭେ ୟିରୁଶାଲମ ଓ ଯିହୁଦା ପାଇଁ ଏପରି ଅମଙ୍ଗଳ ଆଣିବୁ ୟିଏ ଏହି ବିଷଯ ରେ ଶୁଣିା ଆଶ୍ଚର୍ୟ୍ଯ ହବେ।"
translate sentence into Odia : Therefore thus saith the LORD God of Israel, Behold, I am bringing such evil upon Jerusalem and Judah, that whosoever heareth of it, both his ears shall tingle.
2kings
ଶଲ୍ମ ବୈଥ୍ଲହମରେ ପ୍ରତିଷ୍ଠାତା ଓ ହାଲେଫ୍ ବୈଥ୍ଗାଦର ପ୍ରତିଷ୍ଠାତା ଥିଲେ।
translate sentence into Odia : Salma the father of Bethlehem, Hareph the father of Bethgader.
1chronicles
ଯୋଶିୟଯଙ୍କ ପୁତ୍ରମାନଙ୍କର ତାଲିକା ଏହି : ପ୍ରଥମ ପୁତ୍ର ୟୋହାନନ୍, ଦ୍ବିତୀୟ ପୁତ୍ର, ଯିହାୟୋଦାରକୀମ୍, ତୃତୀୟ ପୁତ୍ର ସିଦିକିଯ, ଚତୁର୍ଥ ପୁତ୍ର ଶଲ୍ଲୁମ୍।
translate sentence into Odia : And the sons of Josiah were, the firstborn Johanan, the second Jehoiakim, the third Zedekiah, the fourth Shallum.
1chronicles
ସରୁବ୍ବାବିଲଙ୍କର ଆହୁରି ପାଞ୍ଚ ପୁତ୍ର ଥିଲେ। ସମାନଙ୍କେର ନାମ ଥିଲା ହଶୂବା, ଓ ହେଲ, ବରେିଖିଯ, ହସଦିଯ ଓ ୟୁଶବ ହଷେଦ୍।
translate sentence into Odia : And Hashubah, and Ohel, and Berechiah, and Hasadiah, Jushabhesed, five.
1chronicles
ଶିମଯିଙ୍କର ବଂଶଧରମାନେ ବରେଶବୋ, ମାେଲାଦାର, ହତସରଶୁଯାଲ,
translate sentence into Odia : And they dwelt at Beersheba, and Moladah, and Hazarshual,
1chronicles
ହବେର୍, ୟଫ୍ଲେଟ୍, ଶୋମର୍ ଓ ହୋଥମ୍ ଓ ସମାନଙ୍କେ ଭଗିନୀ ଶୂଯାଙ୍କ ପିତା ଥିଲେ।
translate sentence into Odia : And Heber begat Japhlet, and Shomer, and Hotham, and Shua their sister.
1chronicles
ଶୋମରଙ୍କ ଭ୍ରାତାଙ୍କ ନାମ ଥିଲା ହେଲମ। ହେଲମଙ୍କ ପୁତ୍ରମାନେ ଥିଲେ ଶୋଫହ, ୟିମ୍ନ, ଶଲେଶ୍ ଓ ଆମ୍ଭଲ୍।
translate sentence into Odia : And the sons of his brother Helem; Zophah, and Imna, and Shelesh, and Amal.
1chronicles
ବତେସର୍, ହୋଦ, ଶମ୍ମ, ଶିଲ୍ଶ ୟିତ୍ରନ୍ ଓ ବରୋ।
translate sentence into Odia : Bezer, and Hod, and Shamma, and Shilshah, and Ithran, and Beera.
1chronicles
ସମାନଙ୍କେର ଭାଇମାନେ ଥିଲେ, ଅହିଯୋ, ଶାଶକ୍ ଓ ଯିରମୋେତ୍,
translate sentence into Odia : And Ahio, Shashak, and Jeremoth,
1chronicles
ମୀଖାଙ୍କ ପୁତ୍ରମାନେ ଥିଲେ, ପିଥୋନ୍, ମଲେକ୍, ତ ରଯେ ଓ ଆହସ।
translate sentence into Odia : And the sons of Micah were, Pithon, and Melech, and Tarea, and Ahaz.
1chronicles
ପବିତ୍ର ତମ୍ବୁର ପ୍ରବେଶ ଦ୍ବାର ରେ ଜିଖରିଯ ମଶଲେିମିଯଙ୍କ ପୁତ୍ର ଦ୍ବାରପାଳ ଥିଲେ।
translate sentence into Odia : And Zechariah the son of Meshelemiah was porter of the door of the tabernacle of the congregation.
1chronicles
ପଲେଷ୍ଟୀୟ ଲୋକମାନେ ଶାଉଲ ଓ ତାଙ୍କ ପୁତ୍ରମାନଙ୍କ ପେଛ ପେଛ ଗୋଡ଼ାଇଲେ। ସମାନେେ ସମାନଙ୍କେୁ ଧରି ହତ୍ଯା କଲେ। ପଲେଷ୍ଟୀୟମାନେ ଶାଉଲଙ୍କ ପୁତ୍ର ଯୋନାଥନ, ଅବୀନାଦବ ଓ ମାଲ୍କୀଶୂଯଙ୍କୁ ଧରି ହତ୍ଯା କଲେ।
translate sentence into Odia : And the Philistines followed hard after Saul, and after his sons; and the Philistines slew Jonathan, and Abinadab, and Malchishua, the sons of Saul.
1chronicles
ପଲେଷ୍ଟୀୟମାନେ ସମାନଙ୍କେ ଭଣ୍ଡ ଦବେତାର ମନ୍ଦିର ରେ ଶାଉଲଙ୍କ ୟୁଦ୍ଧସାଜକୁ ନଇେ ରଖିଲେ। ସମାନେେ ଦାଗୋନ ଦବେତାର ମନ୍ଦିର ରେ ଶାଉଲଙ୍କ ଖପୁରିକୁ ଟଙ୍ଗାଇଲେ।
translate sentence into Odia : And they put his armour in the house of their gods, and fastened his head in the temple of Dagon.
1chronicles
ସହେି ଦୁର୍ଗ ରେ ବିନ୍ଯାମୀନ ଓ ଯିହୁଦା ଗୋଷ୍ଠୀର ଲୋକମାନେ ମଧ୍ଯ ଆସି ଦାଉଦଙ୍କ ସହିତ ୟୋଗ ଦେଲେ।
translate sentence into Odia : And there came of the children of Benjamin and Judah to the hold unto David.
1chronicles
ଇଫ୍ରଯିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସମାନେେ ସାହସୀ ସୈନ୍ଯ ଥିଲେ। ସମାନେେ ନିଜର ପରିବାର ରେ ଅତି ପ୍ରସିଦ୍ଧ ଥିଲେ।
translate sentence into Odia : And of the children of Ephraim twenty thousand and eight hundred, mighty men of valour, famous throughout the house of their fathers.
1chronicles
ୟିରୁଶାଲମ ରେ ଜନ୍ମ ହାଇେଥିବା ଦାଉଦଙ୍କର ସନ୍ତାନମାନଙ୍କର ନାମ ଏହି : ଶମ୍ମଯ, ଶୋବବ, ନାଥନ, ଶଲୋମନ,
translate sentence into Odia : Now these are the names of his children which he had in Jerusalem; Shammua, and Shobab, Nathan, and Solomon,
1chronicles
ଏହାପରେ ଦାଉଦ, ଯାଜକ ସାଦୋକ ଓ ଅବିଯାଥରଙ୍କୁ ଆପଣା ନିକଟକୁ ଡାକିଲେ। ଦାଉଦ ଏହିସବୁ ଯାଜକଗଣ ଓ ଲବେୀୟମାନଙ୍କୁ ମଧ୍ଯ ଡାକିଲେ : ଉରିଯଲେ, ଅସାଯ, ଯାୟେଲ, ଶମଯିଯ, ଇଲୀଯଲେ ଓ ଅମ୍ମୀନାଦବ।
translate sentence into Odia : And David called for Zadok and Abiathar the priests, and for the Levites, for Uriel, Asaiah, and Joel, Shemaiah, and Eliel, and Amminadab,
1chronicles
ଦାଉଦ ହାମବେଳି ଓ ମଙ୍ଗଳାର୍ଥକ ନବୈେଦ୍ଯ ଉତ୍ସର୍ଗ କରିସାରିବା ପରେ ସଦାପ୍ରଭୁଙ୍କ ନାମ ରେ ଲୋକମାନଙ୍କୁ ଆଶୀର୍ବାଦ କଲେ।
translate sentence into Odia : And when David had made an end of offering the burnt offerings and the peace offerings, he blessed the people in the name of the LORD.
1chronicles
ତୁମ୍ଭର ପୁତ୍ର ଆମ୍ଭ ନିମନ୍ତେ ଏକ ଗୃହ ନିର୍ମାଣ କରିବ। ଆମ୍ଭେ ତୁମ୍ଭ ପୁତ୍ରର ବଂଶକୁ ଚିରକାଳ ନିମନ୍ତେ ରାଜ୍ଯଭାର ଦବୋ।
translate sentence into Odia : He shall build me an house, and I will stablish his throne for ever.
1chronicles
ପ୍ରବେଶ ଦ୍ବାରର କବାଟ ନିମନ୍ତେ କଣ୍ଟା ଓ କବଜା ନିର୍ମାଣ କରିବା ନିମନ୍ତେ ଦାଉଦ ଲୁହା ସଂଗ୍ରହ କଲେ ଏବଂ ସେ ଏତେ ପରିମାଣର ପିତ୍ତଳ ପ୍ରସ୍ତୁତ କଲେ ଯେ, ତାହାକୁ ମପାୟାଇ ପାରିଲା ନାହିଁ।
translate sentence into Odia : And David prepared iron in abundance for the nails for the doors of the gates, and for the joinings; and brass in abundance without weight;
1chronicles
ମହଲିଙ୍କ ପୁତ୍ର ଥିଲେ ଇଲିଯାସର। କିନ୍ତୁ ଇଲିଯାସରଙ୍କ ପୁତ୍ର ସନ୍ତାନ ନ ଥିଲେ।
translate sentence into Odia : Of Mahli came Eleazar, who had no sons.
1chronicles
ଚତୁର୍ଥ ରେ ୟିଷ୍ରିଙ୍କ ପୁତ୍ରଗଣ ଓ ଆତ୍ମୀଯମାନଙ୍କ ମଧ୍ଯରୁ 12 ଜଣ ବ୍ଯକ୍ତିଙ୍କୁ ମନୋନୀତ କରାଗଲା।
translate sentence into Odia : The fourth to Izri, he, his sons, and his brethren, were twelve:
1chronicles
ନେତା ଶବୂଯଲେ ସଦାପ୍ରଭୁଙ୍କ ମନ୍ଦିର ରେ ଥିବା ବହୁମୂଲ୍ଯ ସାମଗ୍ରୀଗୁଡ଼ିକର ରକ୍ଷଣାବେକ୍ଷଣ ଦାଯିତ୍ବ ରେ ଥିଲେ। ଶବୂଯଲେ, ଗେର୍ଶୋନଙ୍କ ପୁତ୍ର ଥିଲେ। ଗେର୍ଶୋନ ମାଶାଙ୍କେ ପୁତ୍ର ଥିଲେ।
translate sentence into Odia : And Shebuel the son of Gershom, the son of Moses, was ruler of the treasures.
1chronicles
ଅସା ହେଲ ଚତୁର୍ଥ ସନୋଧ୍ଯକ୍ଷ ଥିଲେ। ସେ ଯୋୟାବଙ୍କ ଭ୍ରାତା ଥିଲେ ଏବଂ ତାଙ୍କ ପରେ ତାଙ୍କ ପୁତ୍ର ସବଦିଯ ସନୋଧ୍ଯକ୍ଷ ହେଲେ। ଅସା ହେଲ ଚତୁର୍ଥ ମାସର ସନୋଧ୍ଯକ୍ଷ ଥିଲେ। ଅସା ହେଲଙ୍କ ସୈନ୍ଯ ଦଳ ରେ 24 ,000 ଲୋକ ଥିଲେ।
translate sentence into Odia : The fourth captain for the fourth month was Asahel the brother of Joab, and Zebadiah his son after him: and in his course were twenty and four thousand.
1chronicles
ହିଲଦଯ ଦ୍ବାଦଶତମ ସନୋଧ୍ଯକ୍ଷ ଥିଲେ। ହିଲଦଯ ଦ୍ବାଦଶ ମାସର ସନୋଧ୍ଯକ୍ଷ ଥିଲେ। ହିଲଦଯ ନଟୋଫାରୁ ଆସିଥିଲେ। ହିଲଦଯ ଅବନୀଯଲେ ପରିବାରରୁ ଆସିଥିଲେ। ହିଲଦଯଙ୍କ ଦଳ ରେ 24 ,000 ଲୋକ ଥିଲେ।
translate sentence into Odia : The twelfth captain for the twelfth month was Heldai the Netophathite, of Othniel: and in his course were twenty and four thousand.
1chronicles
ଏକତ୍ରୀତ ହୋଥିବା ଇଶ୍ରାୟେଲର ସମସ୍ତ ଲୋକଙ୍କୁ ରାଜା ଦାଉଦ କହିଲେ, "ପରମେଶ୍ବର ମାରେ ପୁତ୍ର ଶଲୋମନକୁ ମନୋନୀତ କରିଅଛନ୍ତି। ଶ ଲୋମନ ଅଳ୍ପବଯସ୍କ ଅଟେ ଓ ଏହି କାର୍ୟ୍ଯ ନିମନ୍ତେ ଯେଉଁ ସମସ୍ତ ବିଷଯ ଆବଶ୍ଯକ, ସେ ତାହା ଜାଣେ ନାହିଁ ? କିନ୍ତୁ ଏହି କାର୍ୟ୍ଯ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ମନ୍ଦିର ଲୋକମାନଙ୍କ ନିମନ୍ତେ ନୁହେଁ, ଏହି ମନ୍ଦିର ସଦାପ୍ରଭୁ ପରମେଶ୍ବରଙ୍କ ନିମନ୍ତେ ଅଟେ।
translate sentence into Odia : Furthermore David the king said unto all the congregation, Solomon my son, whom alone God hath chosen, is yet young and tender, and the work is great: for the palace is not for man, but for the LORD God.
1chronicles
ଯେ ହତେୁ ସଦାପ୍ରଭୁ ପରମେଶ୍ବର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହବୋକୁ ସକ୍ଷମ ହାଇେଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ଯନ୍ତ ମହାନ କରିପାରିଥିଲେ।
translate sentence into Odia : Then Solomon spake unto all Israel, to the captains of thousands and ohundreds, and to the judges, and to every governor in all Israel, the chief of the fathers.
2chronicles
ଏହାପରେ ଶଲୋମନ, ହୂରମ ନିକଟକୁ ବାର୍ତ୍ତା ପଠାଇଲେ। ହୂରମ୍, ସୋର ସହରର ରାଜା ଥିଲେ। ଶଲୋମନ କହିଲେ, " ମାରେ ବାପା ଦାଉଦଙ୍କୁ ସାହାୟ୍ଯ କଲାପରି ମାେତେ ମଧ୍ ସାହାୟ୍ଯ କର। ତୁମ୍ଭେ ଦବଦୋରୁ ଗଛର କାଠ ତାଙ୍କ ନିକଟକୁ ପଠାଇଲେ, ଯେପରି ସେ ବାସ କରିବା ନିମନ୍ତେ ଏକ ଗୃହ ନିର୍ମାଣ କରିପାରନ୍ତି।
translate sentence into Odia : And Solomon sent to Huram the king of Tyre, saying, As thou didst deal with David my father, and didst send him cedars to build him an house to dwell therein, even so deal with m
2chronicles
ଦ୍ବିତୀୟ କିରୁବଦୂତଗଣର ଗୋଟିଏ ଡ଼ଣୋ କଠାେରୀର ଆର ପାଶର୍‌ବର କାନ୍ଥକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂର ରେ ଥିଲା। ଦ୍ବିତୀୟ କିରୁବଦୂତଗଣର ଅନ୍ୟ ଡ଼ଣୋଟି ପ୍ରଥମ କିରୁବଦୂତଗଣର ଗୋଟିଏ ଡ଼ଣୋକୁ ସ୍ପର୍ଶ କରୁଥିଲା, ଯେଉଁଟାକି ପାଞ୍ଚ ହାତ ଦୂର ରେ ଥିଲା।
translate sentence into Odia : And one wing of the other cherub was five cubits, reaching to the wall of the house: and the other wing was five cubits also, joining to the wing of the other cherub.
2chronicles
ସପ୍ତମ ମାସ ରେ ଭୋଜି ସମୟରେ ରାଜା ଶଲୋମନଙ୍କ ସମ୍ମୁଖ ରେ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ।
translate sentence into Odia : Wherefore all the men of Israel assembled themselves unto the king in the feast which was in the seventh month.
2chronicles
ବର୍ତ୍ତମାନ, ହେ ମାରେ ପରମେଶ୍ବର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବଦନେ କରେ। ଆମ୍ଭମାନେେ ଏହି ସ୍ଥାନ ରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।
translate sentence into Odia : Now, my God, let, I beseech thee, thine eyes be open, and let thine ears be attent unto the prayer that is made in this place.
2chronicles
ଆହୁରି ମଧ୍ଯ, ରିହବିଯାମ୍ ପ୍ରେତ୍ୟକକ ନଗର ରେ ଢ଼ାଲ ଓ ବର୍ଚ୍ଛାମାନ ଗଚ୍ଛିତ ରଖିଲେ ଓ ନଗରଗୁଡ଼ିକୁ ଅତ୍ଯନ୍ତ ଦୃଢ଼ କଲେ। ରିହବିଯାମ୍ ଯିହୁଦା ଓ ବିନ୍ଯାମୀନର ନଗର ଓ ତାହାର ଲୋକମାନଙ୍କୁ ନିଜ ଅଧୀନ ରେ ରଖିଲେ।
translate sentence into Odia : And in every several city he put shields and spears, and made them exceeding strong, having Judah and Benjamin on his side.
2chronicles
ଲବେୀୟମାନେ ସମାନଙ୍କେର ତୃଣଭୂମି ଓ ନିଜର ସମ୍ପତ୍ତି ସବୁକୁ ପରିତ୍ଯାଗ କଲେ ଏବଂ ଯିହୁଦା ଓ ୟିରୁଶାଲମକୁ ଚାଲିଆସିଲେ। ରିହବିଯାମ୍ ଓ ତାଙ୍କର ପୁତ୍ରମାନେ ଲବେୀୟମାନଙ୍କୁ ସଦାପ୍ରଭୁଙ୍କ ଯାଜକରୂପେ ସବୋକାର୍ୟ୍ଯ କରିବାକୁ ବାରଣ କରିବାରୁ ସମାନେେ ଏହିପରି କଲେ!
translate sentence into Odia : For the Levites left their suburbs and their possession, and came to Judah and Jerusalem: for Jeroboam and his sons had cast them off from executing the priest's office unto the LORD:
2chronicles
ରିହବିଯାମ୍ ମାଖାର ପୁତ୍ର ଅବିଯଙ୍କୁ ତାଙ୍କ ନିଜ ଭ୍ରାତାମାନଙ୍କ ମଧିଅରେ ନେତା ହବୋ ନିମନ୍ତେ ମନୋନୀତ କଲେ। ରିହବିଯାମ୍ ଅବିଯଙ୍କୁ ରାଜା କରିବା ନିମନ୍ତେ ଯୋଜନା କରିଥିବାରୁ ଏହିପରି କଲେ।
translate sentence into Odia : And Rehoboam made Abijah the son of Maachah the chief, to be ruler among his brethren: for he thought to make him king.
2chronicles