output
stringlengths
1
10.9k
input
stringclasses
1 value
instruction
stringlengths
34
702
category
stringlengths
3
20
ଜନସଂଖ୍ୟା :
translate sentence into Odia : Population
govt_odisha
୪୧,୯୭୪,୨୧୮ (୧୧ତମ)
translate sentence into Odia : 41,974,218 (11th)
govt_odisha
କ୍ଷେତ୍ରଫଳ
translate sentence into Odia : Area
govt_odisha
୧୫୫.୭୦୭ କି.ମି. (୯ମ)
translate sentence into Odia : 155,707 km2 (9th)
govt_odisha
ପ୍ରଶାସନିକ ଇଲାକା :
translate sentence into Odia : Administrative Units
govt_odisha
୩୦ ଜିଲ୍ଲା
translate sentence into Odia : 30 Districts
govt_odisha
୩୧୪ ବ୍ଲକ
translate sentence into Odia : 314 Blocks
govt_odisha
୩୧୭ ତହସିଲ
translate sentence into Odia : 317 Tahsils
govt_odisha
ପ୍ରସିଦ୍ଧ ବ୍ୟକ୍ତିଗଣ
translate sentence into Odia : Eminent Personalities
govt_odisha
ଘଟଣା ଅଭିଲେଖାଗାର
translate sentence into Odia : Event Archive
govt_odisha
ଇତିହାସ
translate sentence into Odia : Ancient
govt_odisha
ଭୂମି ଓ ଜନତା
translate sentence into Odia : Land and People
govt_odisha
ସାହିତ୍ୟ
translate sentence into Odia : Literature
govt_odisha
ସ୍ମରଣୀୟ ଓଡ଼ିଆ
translate sentence into Odia : Odia Classics
govt_odisha
ଭୌଗୋଳିକ ଚିତ୍ର
translate sentence into Odia : Topography
govt_odisha
ଓଡ଼ିଶାର ଜୈବ ବିବିଧତା
translate sentence into Odia : Wildlife
govt_odisha
ସାମାଜିକ ମେଡିଆ
translate sentence into Odia : Social Wall
govt_odisha
ଓଡିଶା ପଶୁ ସମ୍ପଦ ସମ୍ବଳ ବିକାଶ ସମିତି
translate sentence into Odia : Odisha Livestock Resources Developement Society
govt_odisha
ଓଡିଶା ରାଜ୍ୟ ସଡକ ପ୍ରକଳ୍ପ
translate sentence into Odia : Odisha State Roads Project
govt_odisha
ପ୍ରାଣୀ ସମ୍ପଦ ଓ ପଶୁରୋଗ ନିର୍ଦ୍ଦେଶାଳୟ
translate sentence into Odia : Dir. of Animal Husbandry & VS
govt_odisha
ମତ୍ସ୍ୟ ନିର୍ଦ୍ଦେଶାଳୟ ଓଡିଶା ,କଟକ
translate sentence into Odia : Dir. of Fisheries Odisha,Cuttack
govt_odisha
ଓଡିଶା ସରକାରୀ ଟ୍ରେଜେରୀ
translate sentence into Odia : Odisha Govt. Treasury
govt_odisha
ଓଡ଼ିଶା ସରକାରୀ ମୁଦ୍ରଣାଳୟ
translate sentence into Odia : Odisha Govt. Press
govt_odisha
ସରକାରୀ ଉଦ୍ୟୋଗ
translate sentence into Odia : Public Sector
govt_odisha
ରାଜ୍ୟ ନିଯୁକ୍ତି ମିଶନ
translate sentence into Odia : State Employment Mission
govt_odisha
କମ୍ପାନୀ ରେଜିଷ୍ଟାର
translate sentence into Odia : Registrar of Companies
govt_odisha
ମୂଳଉତ୍ସ
translate sentence into Odia : Home
govt_odisha
ଜନ ପ୍ରତିନିଧି
translate sentence into Odia : Public Representatives
govt_odisha
ବିଧାନ ସଭା
translate sentence into Odia : Assembly
govt_odisha
ମନ୍ତ୍ରୀ ପରିଷଦ
translate sentence into Odia : Council of Ministers
govt_odisha
ରାଜ ଭବନ
translate sentence into Odia : Raj Bhawan
govt_odisha
ମୁଖ୍ୟମନ୍ତ୍ରୀ
translate sentence into Odia : Chief Minister
govt_odisha
ଓଡ଼ିଆ ଭାରତର ଅନ୍ୟତମ ଶାସ୍ତ୍ରୀୟ ଭାଷା।
translate sentence into Odia : Odia is the one of the celebrated classical languages of India.
odia_virtual
ଓଡ଼ିଆ ସଂସ୍କୃତି ଭାରତର ବହୁ ସଂସ୍କୃତିସଂପନ୍ନ ବିବିଧ ଭିତ୍ତିଭୂମିର ମୌଳିକ ସୁଗନ୍ଧକୁ ପ୍ରତିନିଧିତ୍ଵ କରେ ।
translate sentence into Odia : Odia Culture represents the core essence of the plural foundations of the multi-cultural fabric of India.
odia_virtual
ଆଧୁନିକ ଭାରତରେ ଭାଷାଭିତ୍ତିରେ ପୁନର୍ଗଠିତ ହେବାରେ ଓଡ଼ିଶା ସର୍ବପ୍ରଥମ ରାଜ୍ୟ ।
translate sentence into Odia : Odisha is a unique state, being the first one linguistically reorganized state of modern India.
odia_virtual
ରାଜ୍ୟବାସୀ ଓଡ଼ିଶା ପ୍ରଦେଶ ଗଠନର ୮୦ ବର୍ଷ ପୂର୍ତ୍ତି ମହାସମାରୋହରେ ପାଳନ କରି ଦୃଷ୍ଟିଭଙ୍ଗୀ-୨୦୩୬ ନିମନ୍ତେ ଅନୁଚିନ୍ତା ପରିପ୍ରକାଶ କରୁଥିବା ସମୟରେ ଓଡ଼ିଶାର ସମୃଦ୍ଧ ସାହିତ୍ୟ ଓ ସାଂସ୍କୃତିକ ସଂପଦର ସଂରକ୍ଷଣ ଓ ପ୍ରସାର ନିମନ୍ତେ ‘‘ଓଡ଼ିଆ ଭର୍ଚୁଆଲ ଏକାଡ଼େମୀ’’ ସଂସ୍ଥାପନା ଓଡ଼ିଆ ଭାଷା ତଥା ଓଡ଼ିଆଭାଷୀଙ୍କ ପାଇଁ ଏକ ବିନମ୍ର ପ୍ରୟାସ ।
translate sentence into Odia : As the people of Odisha commemorate the 80 years of Odisha’s emergence as a State, and mapping out their dreams for vision 2036, it would be a befitting tribute to Odia and its speakers to create a virtual presence to preserve, disseminate the rich literary and cultural corpus of Odisha.
odia_virtual
ବିଶ୍ୱର ଯେକୌଣସି ପ୍ରାନ୍ତରେ ଥିବା ଓଡ଼ିଆ ତଥା ଓଡ଼ିଆ ଭାଷା ଓ ଏହାର ଗୌରବମୟ ଐତିହ୍ୟ ସଂପର୍କରେ ରୁଚି ରଖୁଥିବା ଯେ କୌଣସି ଜିଜ୍ଞାସୁଙ୍କ ନିମନ୍ତେ ଓଡ଼ିଆ ଭାଷା ଓ ସାହିତ୍ୟର ଏହି ଅମୂଲ୍ୟ ଗନ୍ତାଘରର ନିରନ୍ତର ଅନ୍ୱେଷଣକୁ ଅପ୍ରତିହତ ରଖିବା ପାଇଁ ଓଡ଼ିଶା ସରକାର ଦୃଢ଼ ପ୍ରତିଜ୍ଞ ।
translate sentence into Odia : The Government of Odisha stands committed to ensure that Odias anywhere in the world or anyone who is interested to know about Odia literature and its heritage will have a seamless access to explore the treasures of Odia language and literature.
odia_virtual
ଶିଳାଲେଖ, ତାଳପତ୍ର ପୋଥି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ମୁଦ୍ରଣ କୌଶଳର ପ୍ରୟୋଗରେ ଓଡ଼ିଆ ସଭ୍ୟତାର ଯାତ୍ରାକୁ ଲିପିବଦ୍ଧ କରାଯାଇପାରିଛି ।
translate sentence into Odia : The journey of Odia civilization has been documented in the form of epigraphy, palm leaf inscriptions and ofcourse in the printed format after the advent of printing technology.
odia_virtual
ସମଗ୍ର ବିଶ୍ୱ ଡିଜିଟାଲ ସ୍ତରକୁ ଉନ୍ନୀତ ହେଉଥିବା ବେଳେ ଓଡ଼ିଆ ସଭ୍ୟତାର ଏହି ଯାତ୍ରାକୁ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ କରିବା ଅନିବାର୍ଯ୍ୟ ହୋଇପଡ଼ିଛି ।
translate sentence into Odia : As the world moves into a digital space, it becomes imperative that this journey is transformed into the format of the future.
odia_virtual
‘‘ଓଡ଼ିଆ ଭର୍ଚୁଆଲ ଏକାଡ଼େମୀ’’ ଏ ଦିଗରେ ଏକ ବିନମ୍ର ପଦକ୍ଷେପ ।
translate sentence into Odia : OVA is humble step towards that direction.
odia_virtual
ଏହି ଏକାଡେମୀ ସମସ୍ତ ଓଡ଼ିଆ ପ୍ରେମୀଙ୍କୁ ଏହି ଉଦ୍ୟମରେ ସହଭାଗୀ ରୂପେ ସ୍ୱାଗତ କରୁଛି ।
translate sentence into Odia : OVA welcomes all the Odia premis to make this attempt a participatory one.
odia_virtual
ଏହା ଏକ ସମ୍ମିଳିତ ପ୍ରୟାସ।
translate sentence into Odia : It is a collective effort.
odia_virtual
ସମସ୍ତ ପ୍ରକାରର ଗଠନମୂଳକ ପ୍ରସ୍ତାବ ତଥା ଅବଦାନ ଦ୍ୱାରା ଏହି ପ୍ରୟାସକୁ ପୂର୍ଣ ମାତ୍ରାରେ ସଫଳ କରିବା ପାଇଁ ଆମେ ନିବେଦନ କରୁଛୁ ।
translate sentence into Odia : We sollicit all constructive suggestions and contributions to this initiative and make this a grand success.
odia_virtual
ସମସ୍ତ ଆଗ୍ରହୀ ବ୍ୟକ୍ତିବିଶେଷଙ୍କ ଠାରୁ ସକାରାତ୍ମକ ତଥା ସୃଜନଶୀଳ ପରାମର୍ଶର ଆକାଂକ୍ଷା ରଖି ଏହି ପ୍ରାରମ୍ଭିକ ଉପସ୍ଥାପନା କରାଯାଉଛି ।
translate sentence into Odia : This is an introductory version which is placed for the feedback from all the interested people.
odia_virtual
ଏ ଉଦ୍ୟମର ଅଗ୍ରଗତି ସହିତ ଏହି ଭର୍ଚୁଆଲ ସମ୍ବଳର ଆତ୍ମା ଏବଂ ପରିପ୍ରକାଶର ନିରନ୍ତର ଅଭିବୃଦ୍ଧି ଘଟିବ ।
translate sentence into Odia : This virtual corpus will undergo continous improvement in its form and content as we travel further in this initiative.
odia_virtual
ବନ୍ଦେ ଉତ୍କଳ ଜନନୀ
translate sentence into Odia : Bande Utkala Janani.
odia_virtual
ଆମ ବିଷୟରେ
translate sentence into Odia : About Us
odia_virtual
ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବକାଳୀନ ଏକ ପ୍ରାଚୀନ ଭାଷା, ଭାରତର ପ୍ରଥମ ରାଜ୍ୟ ଯାହା ଭାଷାଭିତ୍ତିରେ ହିଁ ଗଠିତ ହୋଇଥିଲା।
translate sentence into Odia : Odia is a primal language of before Christ.Odisha is the first state in India, constructed on language basis.
odia_virtual
ବହୁ ସାରସ୍ୱତ ସାଧକ ଏହି ଭାଷା ଭଣ୍ଡାରକୁ ପ୍ରାଚୀନ କାଳରୁ ପରିପୁଷ୍ଟ କରିଆସିଅଛନ୍ତି।
translate sentence into Odia : Many literati have contributed significantly to fortify odia literature.
odia_virtual
ଏହି ଓଡ଼ିଆ ଭାଷା, ସାହିତ୍ୟ ଓ ଶବ୍ଦକୋଷ ଆଦିର ଦ୍ରୁତ ବିକାଶସାଧନ, ପ୍ରୋତ୍ସାହନ ଓ ଏହାକୁ ଲୋକପ୍ରିୟ କରିବା ତଥା ସେଗୁଡ଼ିକୁ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବାଲାଗି ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ ଗଠନ କରାଯାଇଅଛି।
translate sentence into Odia : “Odia Virtual Academy (OVA)” is an organization for development, promotion and popularization of odia language, literature and lexicography for general use.
odia_virtual
ଏହା ମାଧ୍ୟମରେ ବିରଳ ଦୁର୍ଲ୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଂଗୀତ, ପ୍ରାଚୀନ ପୋଥି, ବିଜ୍ଞାନ ଓ ଇତିହାସ ସମ୍ବନ୍ଧୀୟ ରଚନା, ଲୋକ ସଂସ୍କୃତି, ଜନଜାତି, ଭାଷା ଓ ସାହିତ୍ୟ, ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିର ଡିଜିଟାଇଜେସନ କରାଯାଇ ଓଡ଼ିଶା ତଥା ଓଡ଼ିଶା ବାହାରେ ଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଇଣ୍ଟରନେଟ୍‌ ମାଧ୍ୟମରେ ବିଭିନ୍ନ ତଥ୍ୟ ଉପଲବ୍ଧର ସୁଯୋଗ ପ୍ରଦାନ କରିବା, ସର୍ବୋପରି ଓଡ଼ିଆକୁ ଜ୍ଞାନ ଓ ବିଜ୍ଞାନର ଭାଷାରୂପେ ପରିଗଣିତ କରିବା ପାଇଁ ଅତୀତ ଓ ବର୍ତ୍ତମାନକୁ ଭବିଷ୍ୟତ ପିଢି ସମ୍ମୁଖରେ ଉପସ୍ଥାପନ କରାଇବା ଏହି ଅନୁଷ୍ଠାନର ମୁଳ ଉଦ୍ଦେଶ୍ୟ।
translate sentence into Odia : It is an organized initiative to encourage expeditious evolution and popularization of odia books, magazines, journals, old songs, manuscripts, assembly speeches, archival records etc by digitizing and providing internet based resources and opportunities for all the odia living across the globe. Through this portal people can also collect the information regarding jagannath culture, various temples, monuments, tribes and tradition of odisha. The first and foremost objective of OVA is to portray the past and present in front of the future generation to recognize and widespread odia as a language of knowledge and science.
odia_virtual
ମନ୍ଦିର ଓ ସ୍ଥାପତ୍ୟ
translate sentence into Odia : Temples & Monument
odia_virtual
କୀଚକେଶ୍ୱରୀ ମନ୍ଦିର, ଖିଚିଂ, ମୟୂରଭଂଜ, ୧୦ମ-୧୧ଶ ଶତାବ୍ଦୀ
translate sentence into Odia : Kichakesvari Temple, Kiching, Mayurbhanja, 10th -11th CAD
odia_virtual
ନୃସିଂହନାଥ ମନ୍ଦିର, ପାଇକମାଳ, ବରଗଡ଼, ୯ମରୁ ୧୦ମ ଶତାବ୍ଦୀ
translate sentence into Odia : Nrusinghanath Temple, Paikamal, Bargarh. 9th-10th CAD.
odia_virtual
ଖୋର୍ଦ୍ଧାଗଡ଼, ଖୋର୍ଦ୍ଧା, ୧୬ଶରୁ ୧୯ଶ ଶତାବ୍ଦୀ
translate sentence into Odia : KHURDAGADA, KHURDA, 16TH -19TH CAD
odia_virtual
ବଙ୍କଡ଼ାଗଡ଼, ବାଣପୁର, ଖୋର୍ଦ୍ଧା, ୬ଷ୍ଠରୁ ୧୧ଶ ଶତାବ୍ଦୀ
translate sentence into Odia : IndralathaTemple, Ranipur Jharial, Bolangir, 9th -11th CAD
odia_virtual
ବୁଦ୍ଧନାଥ ମନ୍ଦିର, ଗାରେଡ଼ିପାଞ୍ଚଣ, ଖୋର୍ଦ୍ଧା, ୧୨ଶ ଶତାବ୍ଦୀ
translate sentence into Odia : Buddhanath Temple, Garedipanchana,Khordha, Period-12th CAD
odia_virtual
ପତ୍ରପତ୍ରିକା
translate sentence into Odia : Journals
odia_virtual
ଦୁର୍ଲଭ କାଳଜୟୀ ପୁସ୍ତକ
translate sentence into Odia : Rare Books
odia_virtual
ପୋଥି
translate sentence into Odia : Manu Scripts
odia_virtual
ଓଡ଼ିଶାର ନୃତ୍ୟ ଓ ସଙ୍ଗୀତ
translate sentence into Odia : Dance & Music of Odisha
odia_virtual
ଆଦିବାସୀ ସଂସ୍କୃତି
translate sentence into Odia : Folk & Tribal
odia_virtual
ତୁରନ୍ତ ଲିଙ୍କ୍‌ଗୁଡ଼ିକ
translate sentence into Odia : Quick Links
odia_virtual
ତହିଁରେ ସଂନ୍ଧ୍ଯା ଓ ପ୍ରାତଃକାଳ ହାଇେ ତୃତୀୟ ଦିବସ ହେଲା।
translate sentence into Odia : And let them be for lights in the firmament of the heaven to give light upon the earth: and it was so.
genesis
ପରମେଶ୍ବର ଯଫେତ୍କୁ ବହୁତ ଜମି ଦିଅନ୍ତୁ। ସେ ଶମରେ ତମ୍ବୁ ରେ ବାସ କରୁ। କିଣାନ ତାହାର ଦାସ ହେଉ।"
translate sentence into Odia : God shall enlarge Japheth, and he shall dwell in the tents of Shem; and Canaan shall be his servant.
genesis
ତରହେ ଆପଣା ପୁତ୍ର ଅବ୍ରାମକୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଂଗ ରେ ନଲୋ। ଏବଂ ସେ ସମସ୍ତ କଲଦୀଯମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ଯ ରେ ୟାତ୍ରା କରି ହାରଣ ନଗର ରେ ବସତି ସ୍ଥାପନ କଲେ।
translate sentence into Odia : And Terah took Abram his son, and Lot the son of Haran his son's son, and Sarai his daughter in law, his son Abram's wife; and they went forth with them from Ur of the Chaldees, to go into the land of Canaan; and they came unto Haran, and dwelt there.
genesis
ଯେଉଁମାନେ ତୁମ୍ଭକୁ ଆଶୀର୍ବାଦ କରନ୍ତି ମୁଁ ସମାନଙ୍କେୁ ଆଶୀର୍ବାଦ କରିବି। ଏବଂ ୟିଏ ତୁମ୍ଭକୁ ଅଭିଶାପ ଦବେ ମୁଁ ସମାନଙ୍କେୁ ଅଭିଶାପ ଦବେି। ତୁମ୍ଭ ଠାରୁ ପୃଥିବୀର ସବୁବଂଶ ଆଶୀର୍ବାଦ ପାଇବେ।"
translate sentence into Odia : And I will bless them that bless thee, and curse him that curseth thee: and in thee shall all families of the earth be blessed.
genesis
ପରମେଶ୍ବର ଅବ୍ରହାମଙ୍କ ସହିତ କଥା ହାଇେ ସାରିବାପରେ ସ୍ବର୍ଗକୁ ଚାଲି ଗଲେ।
translate sentence into Odia : And he left off talking with him, and God went up from Abraham.
genesis
ଏହାପରେ ଅବ୍ରହାମ ଗୁହାଳକୁ ଦୌଡ଼ିଗଲା। ଅବ୍ରହାମ ତାଙ୍କର ଏକ ସୁନ୍ଦର ବାଛୁରି ଆଣିଲେ ାଓ ତାଙ୍କର ଦାସକୁ ନିର୍ଦେଶ ଦେଲେ, ଶିଘ୍ର ଏହାକୁ ଖାଦ୍ୟ ପ୍ରସ୍ତୁତ କର।
translate sentence into Odia : And Abraham ran unto the herd, and fetcht a calf tender and good, and gave it unto a young man; and he hasted to dress it.
genesis
ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।"
translate sentence into Odia : That be far from thee to do after this manner, to slay the righteous with the wicked: and that the righteous should be as the wicked, that be far from thee: Shall not the Judge of all the earth do right?
genesis
ସଦାପ୍ରଭୁ ଅବ୍ରହାମଙ୍କ ସହିତ କଥା ଶଷେ କଲାପରେ, ସଦାପ୍ରଭୁ ସଠାରୁେ ବିଦାଯ ନେଲେ ଓ ଏହାପରେ ଅବ୍ରହାମ ତାଙ୍କ ତମ୍ବୁକୁ ଫରେିଲେ।
translate sentence into Odia : And the LORD went his way, as soon as he had left communing with Abraham: and Abraham returned unto his place.
genesis
ଆମ୍ଭେ ବର୍ତ୍ତମାନ ଏହି ସହରକୁ ଧ୍ବଂସ କରିବାକୁ ଯାଉଛୁ। ସଦାପ୍ରଭୁ ପରମେଶ୍ବର ଜାଣନ୍ତି ଏହି ଦେଶ କେତେ ଖରାପ ଏବଂ ଏହି ନଗର ଧ୍ବଂସ କରିବା ପାଇଁ ଆମ୍ଭକୁ ପଠାଇଛନ୍ତି।"
translate sentence into Odia : For we will destroy this place, because the cry of them is waxen great before the face of the LORD; and the LORD hath sent us to destroy it.
genesis
ଲୋଟଙ୍କର ଦୁଇ ଝିଅ ଏହିପରି ଭାବରେ ଗର୍ଭବତୀ ହେଲେ।
translate sentence into Odia : Thus were both the daughters of Lot with child by their father.
genesis
ପରମେଶ୍ବର ମାେତେ ମାରେ ପିତାଙ୍କ ଗୃହରୁ ଦୂରକୁ ଆଗଇେ ନେଲେ। ପରମେଶ୍ବର ମାେତେ ଏକ ସ୍ଥାନରୁ ଅନ୍ୟସ୍ଥାନକୁ ବୁଲାଇଲେ। ଏପରି ଯେତବେେଳେ ହେଲା ମୁଁ ସାରାକୁ କହିଲି, 'ଦୟାକରି ମାେ ପାଇଁ ଏହା କର! ଆମ୍ଭେ ଯେଉଁଠାକୁ ୟିବା, ତୁମ୍ଭେ ଲୋକମାନଙ୍କୁ କହିବ ମୁଁ ତୁମ୍ଭର ଭାଇ।" ସେ ମାରେ ସ୍ତ୍ରୀ, କିନ୍ତୁ ସେ ମଧ୍ଯ ମାରେ ଭଉଣୀ। ସେ ହେଉଛନ୍ତି ମାେ ବାପାଙ୍କର ଏକ ଝିଅ। କିନ୍ତୁ ସେ ମାେ ମାର ଝିଅ ନୁହେଁ।
translate sentence into Odia : And it came to pass, when God caused me to wander from my father's house, that I said unto her, This is thy kindness which thou shalt shew unto me; at every place whither we shall come, say of me, He is my brother.
genesis
ରିବିକା ଅନାଇ ଇସ୍ହାକକୁ ଦେଖିଲା, ତା'ପରେ ସେ ଓଟରୁ ଓହ୍ଲାଇ ପଡ଼ିଲା।
translate sentence into Odia : And Rebekah lifted up her eyes, and when she saw Isaac, she lighted off the camel.
genesis
ତେଣୁ ଇସ୍ହାକ ଏକ ୟଜ୍ଞବଦେୀ ସ୍ଥାପନ କରି ସଦାପ୍ରଭୁଙ୍କର ଉପାସନା କଲେ। ଇସ୍ହାକ ସଠାେରେ ତାଙ୍କର ତମ୍ବୁ ପକାଇଲେ। ଏବଂ ତାଙ୍କର ଦାସମାନେ ସଠାେରେ ଏକ କୂପ ଖନନ କଲେ।
translate sentence into Odia : And he builded an altar there, and called upon the name of the LORD, and pitched his tent there: and there Isaac's servants digged a well.
genesis
ତେଣୁ ତୁମ୍ଭେ ଏସ୍ଥାନ ଛାଡ଼ି ପଦ୍ଦନ ଅରାମକୁ ୟାଅ। ନିଜ ମାତାର ପରବାରକୁ ୟାଇ ବଥୂଯଲରେ ଗୁହକୁ ଯଇେ ସଠାେରେ ନିଜର ମାମୁଁ ଲାବନର କୌଣସି କନ୍ଯାକୁ ବିବାହ କର।
translate sentence into Odia : Arise, go to Padanaram, to the house of Bethuel thy mother's father; and take thee a wife from thence of the daughters of Laban thy mother's brother.
genesis
ଆଜି ମୁଁ ତୁମ୍ଭର ସକଳ ପଲ ମଧ୍ଯଦଇେ ୟାଇ ମଷଗେଣ ମଧ୍ଯରୁ ଚିତ୍ର ବଚିତ୍ର ଓ ବିନ୍ଦୁ ଚିହ୍ନିତ ଓ କୃଷ୍ଣବର୍ଣ୍ଣ ମଷେମାନଙ୍କୁ ପୁଣି ଛାଗଳଗଣ ମଧ୍ଯରୁ ବିନ୍ଦୁ ଚିହ୍ନିତ ଓ ଚିତ୍ର ବିଚିତ୍ର ଛାଗଳମାନଙ୍କୁ ପୃଥକ କରିବି। ସହେି ସବୁ ମାରେ ବର୍ତ୍ତନ ସ୍ବରୁପ ହବେ।
translate sentence into Odia : I will pass through all thy flock to day, removing from thence all the speckled and spotted cattle, and all the brown cattle among the sheep, and the spotted and speckled among the goats: and of such shall be my hire.
genesis
ମୁଁ ବେଥଲରେ ସହେି ପରମେଶ୍ବର। ଯେଉଁଠା ରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମାେ ପାଖ ରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏବଂ ଏହି ଭୂମି ପରିତ୍ଯାଗ କର ଏବଂ ତୁମ୍ଭର ଗୃହକୁ ୟାଅ।"'
translate sentence into Odia : I am the God of Bethel, where thou anointedst the pillar, and where thou vowedst a vow unto me: now arise, get thee out from this land, and return unto the land of thy kindred.
genesis
ଏହାପରେ ଲାବନ ପ୍ରଭାତ ରେ ଉଠି ଆପଣା କନ୍ଯାଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା। ଏହିରୂପେ ଲାବନ ସ୍ବସ୍ଥାନକୁ ଫରେିଗଲା।
translate sentence into Odia : And early in the morning Laban rose up, and kissed his sons and his daughters, and blessed them: and Laban departed, and returned unto his place.
genesis
ଦୂତଗଣ ଯାକୁବ ପାଖକୁ ୟାଇ କହିଲେ, "ଆମ୍ଭେ ତୁମ୍ଭର ଭାଇ ଏଷୌ ନିକଟକୁ ଗଲୁ। ସେ ତୁମ୍ଭକୁ ଭଟେିବାକୁ ଆସୁଛନ୍ତି ଓ ତାଙ୍କ ସହିତ 400 ଲୋକ ଅଛନ୍ତି।"
translate sentence into Odia : And the messengers returned to Jacob, saying, We came to thy brother Esau, and also he cometh to meet thee, and four hundred men with him.
genesis
ଯାକୁବ ତାଙ୍କର ପରିବାରକୁ ଏବଂ ତାଙ୍କର ସମସ୍ତ ଦ୍ରବ୍ଯକୁ ନଦୀ ପାର କରାଇଲେ।
translate sentence into Odia : And Jacob was left alone; and there wrestled a man with him until the breaking of the day.
genesis
ଏଷୌର ଆଦା ନାମ୍ନୀ ସ୍ତ୍ରୀର ପୁତ୍ର ଇଲୀଫସ୍ ଓ ବାସମତ୍ ନାମ୍ନୀ ସ୍ତ୍ରୀର ପୁତ୍ର ରୁଯଲେ।
translate sentence into Odia : These are the names of Esau's sons; Eliphaz the son of Adah the wife of Esau, Reuel the son of Bashemath the wife of Esau.
genesis
ସିବିଯୋନଙ୍କର ଦୁଇଜଣ ପୁତ୍ର ଥିଲେ, ଅଯା ଓ ଅନା। ଅନା ନିଜର ପିତା ସିବିଯୋନଙ୍କର ଗଧ ଚରାଇବା ସମୟରେ ପ୍ରାନ୍ତର ରେ ଉଷ୍ଣ ଜଳର ଝର ଆବିଷ୍କାର କରିଥିଲେ।
translate sentence into Odia : And these are the children of Zibeon; both Ajah, and Anah: this was that Anah that found the mules in the wilderness, as he fed the asses of Zibeon his father.
genesis
 ଯୋଷଫେ ମିଶର ଦେଶକୁ ଅଣା ଯାନ୍ତେ ଫାରୋଙ୍କର ଜଣେ ଭୃତ୍ଯ ଅର୍ଥାତ୍ ମିସ୍ରୀଯ ପୋଟୀଫର ନାମକ ରକ୍ଷକ ସନୋପତି ତାଙ୍କର ଅନଯନକାରୀ ଇଶ୍ମାଯଲେୀଯମାନଙ୍କଠାରୁ ଯୋଷଫଙ୍କେୁ କିଣିଲା। 
translate sentence into Odia : And Joseph was brought down to Egypt; and Potiphar, an officer of Pharaoh, captain of the guard, an Egyptian, bought him of the hands of the Ishmeelites, which had brought him down thither. 
genesis
 ଯୋଷଫେ ଉତ୍ତର କଲେ, "ଏହି ତିନି ଡ଼ାଲାର ଅର୍ଥ ତିନିଦିନ। 
translate sentence into Odia : And Joseph answered and said, This is the interpretation thereof: The three baskets are three days: 
genesis
ସହେି ସ୍ବପ୍ନ ରେ ସାତଟି ଗାଈ ନଦୀ ମଧ୍ଯରୁ ବାହାରିଲେ ଏବଂ ସଠାେରେ ଘାସ ଚରିଲେ। ସମାନେେ ଦେଖିବାକୁ ହୃଷ୍ଟ ପୃଷ୍ଟ ଓ ସୁନ୍ଦର ଥିଲେ।
translate sentence into Odia : And, behold, there came up out of the river seven well favoured kine and fatfleshed; and they fed in a meadow.
genesis
 ସମାନେେ କହିଲେ, " ସେ ଦେଶର କର୍ତ୍ତା ଆମ୍ଭମାନଙ୍କ ଉପରେ ରୁକ୍ଷ ବ୍ଯବହାର କଲେ। ସେ ଭାବିଲେ ଆମ୍ଭମାନେେ ଚର। 
translate sentence into Odia : The man, who is the lord of the land, spake roughly to us, and took us for spies of the country. 
genesis
 କିନ୍ତୁ ତା'ପେଛ ସାତବର୍ଷ ଦୁର୍ଭିକ୍ଷ ପଡ଼ିବ। ସମସ୍ତ ସୁଭିକ୍ଷ ମିଶରଦେଶରୁ ବିସ୍ତୃତ ହବେ। ଦୁର୍ଭିକ୍ଷ ଦେଶକୁ ଧ୍ବଂସ କରିବ। 
translate sentence into Odia : And there shall arise after them seven years of famine; and all the plenty shall be forgotten in the land of Egypt; and the famine shall consume the land; 
genesis
 ସେତବେେଳେ ରାଜା ଫାରୋ ଏବଂ ତାଙ୍କର ଦାମମାନଙ୍କ ଦୃଷ୍ଟି ରେ ଏହା ଉତ୍ତମ ଜ୍ଞାନ ବୋଧ ହେଲା। 
translate sentence into Odia : And the thing was good in the eyes of Pharaoh, and in the eyes of all his servants. 
genesis
 ଫାରୋ ଯୋଷଫଙ୍କେୁ କହିଲେ, "ମୁଁ ତୁମ୍ଭକୁ ସମଗ୍ର ମିଶର ଦେଶ ଉପରେ ମୂଖ୍ଯଭାବେ ନିୟୁକ୍ତ କଲି।" 
translate sentence into Odia : And Pharaoh said unto Joseph, See, I have set thee over all the land of Egypt.
genesis
 ଯୋଷଫଙ୍କେ ଭାଇମାନେ ଆସିଛନ୍ତି। ଏହି ଜନରବ ଫାରୋ ମଧ୍ଯ ଜାଣି ପାରିଲେ। ଏଥି ରେ ଫାରୋ ଓ ତାଙ୍କର ଦାସ ସମୂହ ସମସ୍ତେ ଆନନ୍ଦିତ ହେଲେ। 
translate sentence into Odia : And the fame thereof was heard in Pharaoh's house, saying, Joseph's brethren are come: and it pleased Pharaoh well, and his servants. 
genesis
 ଏହାପରେ ଯୋଷଫେ ତାଙ୍କର ଭାଇମାନଙ୍କୁ କହିଲେ, ସମାନଙ୍କେର ଘର ରାସ୍ତା ରେ ୟିବାକୁ ଏବଂ ସମାନଙ୍କେୁ ସାବଧାନ କରାଇ କହିଲେ, "ସିଧା ଘରକୁ ୟାଅ। ବାଟରେ ଝଗଡ଼ା କର ନାହିଁ।" 
translate sentence into Odia : So he sent his brethren away, and they departed: and he said unto them, See that ye fall not out by the way. 
genesis
 ଏହାପରେ ଇଶ୍ରାୟେଲ ଯୋଷଫଙ୍କେୁ କହିଲେ, "ଏବେ ମୁଁ ଶାନ୍ତି ରେ ମରି ପାରିବି। ମୁଁ ତୁମ୍ଭର ଦର୍ଶନ ପାଇଲି ଏବଂ ଜାଣିଲି ଯେ ତୁମ୍ଭେ ଜୀବିତ।" 
translate sentence into Odia : And Israel said unto Joseph, Now let me die, since I have seen thy face, because thou art yet alive. 
genesis
 ତେଣୁ ଇଶ୍ରାୟେଲ ସେ ଉଭୟଙ୍କୁ ଆଶୀର୍ବାଦ କରି କହିଲେ, "ଯେତବେେଳେ ଇଶ୍ରାୟେଲର ଲୋକମାନେ ଅନ୍ୟମାନଙ୍କୁ ଆଶୀର୍ବାଦ କରିବେ ସମାନେେ ତୁମ୍ଭର ନାମ ନବେେ। ସମାନେେ କହିବେ, "ଇଫ୍ରଯିମ ଓ ମନଃଶି ପରି ପରମେଶ୍ବର ତୁମ୍ଭଙ୍କୁ କରନ୍ତୁ।" 
translate sentence into Odia : And he blessed them that day, saying, In thee shall Israel bless, saying, God make thee as Ephraim and as Manasseh: and he set Ephraim before Manasseh. 
genesis
ଦାନ, ଇଶ୍ରାୟେଲର ଅନ୍ଯାନ୍ଯ ବଂଶ ତୁଲ୍ଯ ହାଇେ ଆପଣା ଆପଣା ଲୋକମାନଙ୍କର ବିଚାର କରିବ। ଦାନ ପଥସ୍ଥିତ ସର୍ପତୁଲ୍ଯ ଓ ମାର୍ଗସ୍ଥିତ ବିଷଧର ସାପ ତୁଲ୍ଯ। ଯେ କି ଘୋଡ଼ାମାନଙ୍କର ପାଦକୁ ଦଂଶନ କଲେ ଯେଉଁଥି ରେ ଆଶ୍ବା ରୋହୀମାନେ ଭୂମିରେ ଲୋଟନ୍ତି।
translate sentence into Odia : Dan shall judge his people, as one of the tribes of Israel. Dan shall be a serpent by the way, an adder in the path, that biteth the horse heels, so that his rider shall fall backward.
genesis
ଯାକୁବର ପୁତ୍ରମାନେ ତାହାଙ୍କୁ କିଣାନ ଦେଶକୁ ନଇେ ମକ୍ପଲୋ କ୍ଷେତ୍ରର ଗୁହା ରେ କବର ଦେଲେ। ମମ୍ରି ନିକଟସ୍ଥ ସହେି ଗୁହା କ୍ଷେତ୍ର ସମାଧି ଭୂମିରୂପେ ଇଫ୍ରୋଣ ଓ ହତେୀଯଠାରୁ ଅବ୍ରହାମଙ୍କ ଦ୍ବାରା କିଣା ୟାଇଥିଲା।
translate sentence into Odia : And his sons did unto him according as he commanded them: For his sons carried him into the land of Canaan, and buried him in the cave of the field of Machpelah, which Abraham bought with the field for a possession of a buryingplace of Ephron the Hittite, before Mamre.
genesis
ସମାନେେ ଯେପରି ବର୍ଦ୍ଧିତ ନହୁଅନ୍ତି ସେଥିପାଇଁ ଆମ୍ଭକୁ ଯୋଜନା କରିବାକୁ ପଡିବ। ଯଦି ୟୁଦ୍ଧ ହୁଏ, ଇଶ୍ରାୟେଲୀମାନେ ଆମ୍ଭର ଶତୃ ପକ୍ଷ ରେ ଯୋଗଦଇେ ପାରନ୍ତି। ତା'ପରେ ସମାନେେ ଆମ୍ଭକୁ ପରାସ୍ତ କରି ଦେଶରୁ ପ୍ରସ୍ଥାନ କରିପାରନ୍ତି।"
translate sentence into Odia : Come on, let us deal wisely with them; lest they multiply, and it come to pass, that, when there falleth out any war, they join also unto our enemies, and fight against us, and so get them up out of the land.
exodus
ରାଜା କହିଲେ, " ଯେଉଁ ସମୟରେ ତୁମ୍ଭମାନେେ ଏବ୍ରୀଯା ସ୍ତ୍ରୀମାନଙ୍କର ଧାତ୍ରୀ କାର୍ୟ୍ଯ କରିବ ଓ ସମାନଙ୍କେର ପିଲା ଜନ୍ମ କରିବା ରେ ସାହାୟ୍ଯ କରିବ, ପୁତ୍ର ସନ୍ତାନ ଥିଲେ ସମାନଙ୍କେୁ ମାରିଦବେ ଓ କନ୍ଯା ସନ୍ତାନ ହେଲେ ସମାନଙ୍କେୁ ଜୀବିତ ରଖିବ।"
translate sentence into Odia : And he said, When ye do the office of a midwife to the Hebrew women, and see them upon the stools; if it be a son, then ye shall kill him: but if it be a daughter, then she shall live.
exodus
ଆଉ ଆମ୍ଭେ ମିଶରୀଯ ଲୋକମାନଙ୍କ ସାକ୍ଷାତ ରେ ଏହି ଲୋକମାନଙ୍କୁ ଅନୁଗ୍ରହ ପାତ୍ର କରିବି, ତହିଁରେ ତୁମ୍ଭମାନଙ୍କର ୟାତ୍ରା ସମୟରେ ସମାନେେ ତୁମ୍ଭମାନଙ୍କୁ ଉପହାରମାନ ଦବେେ।
translate sentence into Odia : And I will give this people favour in the sight of the Egyptians: and it shall come to pass, that, when ye go, ye shall not go empty:
exodus